କନକ ବ୍ୟୁରୋ : କ୍ରମାଗତ କମି ଚାଲିଛି ରାଜ୍ୟରେ କରୋନା ସଂକ୍ରମଣ । ୨୪ ଘଂଟାରେ ୫ ହଜାର ୮୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗୋରଧରୁ ୩ ହଜାର ୩୩୨ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୨ ହଜାର ୫୬୪ ଜଣ । ଦୈନିକ ସଂକ୍ରମଣରେ ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୮୫୩ ସଂକ୍ରମିତ ଚିହ୍ନଟ । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୩୮୫ଜଣ, ବାଲେଶ୍ୱରରୁ ୩୭୩ଜଣ, ବରଗଡ଼ରୁ ୯୯ ଜଣ,Continue reading “କ୍ରମାଗତ କମି ଚାଲିଛି ରାଜ୍ୟରେ କରୋନା ସଂକ୍ରମଣ : ୨୪ ଘଂଟାରେ ୫୮୯୬ ନୂଆ ଆକ୍ରାନ୍ତ ଚିହ୍ନଟ; ପରୀକ୍ଷା ହେଲା ୬୮,୮୯୬ ନମୁନା”
Author Archives: Raghaba
ମାତିଛନ୍ତି ସାଇବର ଠକ : ଟିକାକରଣ, ଟେଷ୍ଟିଂ ଆଳରେ ଲୁଟୁଛନ୍ତି; ଜାଣନ୍ତୁ ଠକେଇରୁ ବର୍ତ୍ତିବେ କେମିତି ?
କନକ ବ୍ୟୁରୋ : କରୋନାର ଦ୍ବିତୀୟ ଲହର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ମାତ୍ର ସାଧାରଣ ଲୋକଙ୍କ ଏଭଳି ଦୁଃସମୟକୁ ସାଇବର ଠକମାନେ ସୁବର୍ଣ୍ଣ ସୁଯୋଗ ଭାବେ ଉପଯୋଗ କରି କୋଟିକୋଟି ଟଙ୍କା ଲୁଟି ନେଉଛନ୍ତି । ଟିକାକରଣଠୁ ନେଇ ଟେଷ୍ଟିଂ ପର୍ଯ୍ୟନ୍ତ ବିଭିନ୍ନ ସେବା ଯୋଗାଇବା ଆଳରେ ଠକେଇ ଏବେ ସୀମା ଟିପିଛି । ଏକ ହିସାବରୁ ଜଣାପଡ଼ିଛି ଯେ ମହାମାରୀ କରୋନା ଯୋଗୁଁ ଭାରତରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଲାଗୁହେବା ପରେ ପ୍ରାୟ ୬୮.୧Continue reading “ମାତିଛନ୍ତି ସାଇବର ଠକ : ଟିକାକରଣ, ଟେଷ୍ଟିଂ ଆଳରେ ଲୁଟୁଛନ୍ତି; ଜାଣନ୍ତୁ ଠକେଇରୁ ବର୍ତ୍ତିବେ କେମିତି ?”
ଟିକାକରଣ ନେଇ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ମୋଦି କହିଲେ, ଏବେ ଟିକାର ସମ୍ପୂର୍ଣ୍ଣ ଦାୟିତ୍ୱ ନେବ କେନ୍ଦ୍ର
କନକ ବ୍ୟୁରୋ : ରାଜ୍ୟମାନଙ୍କ ଆଡ଼ୁ ଚାପ ପଡ଼ିବା ପରେ କେନ୍ଦ୍ର ସରକାର କୋଭିଡ୍ ଟିକାକରଣ ନୀତିରେ ପରିବର୍ତ୍ତନ କରିଛନ୍ତି । ଏଣିକି ୧୮ବର୍ଷରୁ ଅଧିକ ବୟସର ସବୁ ବ୍ୟକ୍ତିଙ୍କୁ ମାଗଣାରେ ଟିକା ଦିଆଯିବ । ଏହି ଦାୟିତ୍ବ କେନ୍ଦ୍ର ସରକାର ନିଜ ଉପରକୁ ନେଇଛନ୍ତି । ଟିକା କଂପାନୀମାନଙ୍କ ଠାରୁ କେନ୍ଦ୍ର ସରକାର ୭୫ ଭାଗ ଟିକା କିଣି ରାଜ୍ୟମାନଙ୍କୁ ଯୋଗାଇଦେବେ। ଅବଶିଷ୍ଟ ୨୫ ଭାଗ ଟିକା ଘରୋଇ ହସ୍ପିଟାଲମାନେ କିଣିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀContinue reading “ଟିକାକରଣ ନେଇ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ମୋଦି କହିଲେ, ଏବେ ଟିକାର ସମ୍ପୂର୍ଣ୍ଣ ଦାୟିତ୍ୱ ନେବ କେନ୍ଦ୍ର”
ରାଜ୍ୟରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା : ୮ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା; ଅରେଞ୍ଜ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ଆସନ୍ତା ୨ ଦିନ ପ୍ରାକ୍-ମୌସୁମୀ ବର୍ଷା ପରେ ୧୦ ତାରିଖରେ ଓଡ଼ିଶାକୁ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଆଗମନ ଫଳରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ପବନର ବେଗ ମଧ୍ୟ ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । କେନ୍ଦ୍ର କହିଛି ଯେ ରାଜ୍ୟର ୮ ଜିଲ୍ଲା ଯଥା ବାଲେଶ୍ବର,Continue reading “ରାଜ୍ୟରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା : ୮ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା; ଅରେଞ୍ଜ ୱାର୍ଣ୍ଣିଂ ଜାରି”
ଟିକାକୁ ନେଇ ଆଉ ପାଦେ ଆଗେଇଲା ଚୀନ । ଶିଶୁଙ୍କୁ ଦିଆଯିବାକୁ ଥିବା କରୋନା ଟିକାକୁ ଚୀନର ଅନୁମୋଦନ
କନକ ବ୍ୟୁରୋ: କରୋନା ଦ୍ୱିତୀୟ ଲହରରେ ସାରା ବିଶ୍ୱ ଆତଙ୍କିତ । ବିଶ୍ୱରେ ଏବେ ବି କରୋନା ସଂକ୍ରମଣ ଥମିନି । ଏପରି ସମୟରେ ଚୀନ୍ ତୃତୀୟ ଲହର ଆଗରୁ କରୋନା ଟିକାକୁ ନେଇ ଆଉ ପାଦେ ଆଗକୁ ଆସିଛି । ଚୀନର ସାଇନୋଭାକ୍ ବାୟୋଟେକ ଦ୍ୱାରା ନିର୍ମିତ ୩ ବର୍ଷରୁ ଅଧିକ ବୟସ୍କ ଶିଶୁଙ୍କୁ ଦିଆଯାଇ ପାରୁଥିବା ଟିକାକୁ ଚୀନ୍ ସରକାର ଅନୁମୋଦନ ପ୍ରଦାନ କରିଥିବା ସୂଚନା ମିଳିଛି । ଚୀନରେ ବର୍ତମାନ ସୁଦ୍ଧା ଦିଆଯାଉଥିବାContinue reading “ଟିକାକୁ ନେଇ ଆଉ ପାଦେ ଆଗେଇଲା ଚୀନ । ଶିଶୁଙ୍କୁ ଦିଆଯିବାକୁ ଥିବା କରୋନା ଟିକାକୁ ଚୀନର ଅନୁମୋଦନ”
ଆଂଟିଗୁଆ ପୋଲିସ ନିକଟରେ ମେହୁଲ ଚୋକସୀର ଏତଲା । ଡୋମିନିକାରୁ ତାକୁ କରାଯାଇଛି ଅପହରଣ । ଘଟଣାରେ ରହସ୍ୟମୟୀ ମହିଳା ଓ ୨ ଭାରତୀୟଙ୍କ ହାତ
କନକ ବ୍ୟୁରୋ: ଡୋମିନିକା ପୋଲିସ ହାଜତରେ ଥିବା ଭାରତର ପଳାତକ ହୀରା ବେପାରୀ କରିଛି ନୂଆ ଖୁଲାସା । ଚୋକସୀ କେମିତି ଆସିଲା ଡୋମିନିକା, ଏହି ନାଟକରେ ନୂଆ ମୋଡ ଦେବାକୁ ଉଦ୍ୟମ କରିଛି ମେହୁଲ ଚୋକସୀ । ଆଂଟିଗୁଆରୁ ତାହାର ଅପହରଣ ପଛରେ ଦୁଇ ଜଣ ରହସ୍ୟମୟୀ ମହିଳାଙ୍କ ଭୂମିକା ଥିବା ଆଂଟିଗୁଆ ପୋଲିସ ନିକଟରେ ମେହୁଲ ଚୋକସୀ ଅଭିଯୋଗ କରିଛି । ଭାରତର ପଳାତକ ହୀରା ବେପାରୀ ମେହୁଲ ଚୋକସୀ ଏବେ ଡୋମିନିକା ପୋଲିସContinue reading “ଆଂଟିଗୁଆ ପୋଲିସ ନିକଟରେ ମେହୁଲ ଚୋକସୀର ଏତଲା । ଡୋମିନିକାରୁ ତାକୁ କରାଯାଇଛି ଅପହରଣ । ଘଟଣାରେ ରହସ୍ୟମୟୀ ମହିଳା ଓ ୨ ଭାରତୀୟଙ୍କ ହାତ”
ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ପାଇଁ ବଦଳିଲା ଚିକିତ୍ସା ନିୟମ । ଔଷଧ ତାଲିକାରୁ କ୍ଲୋରକ୍ୟୁଇନ୍, ଆଇଭରମ୍ୟାକ୍ଟିନ୍, ଜିଙ୍କ୍ ଓ ମଲ୍ଟିଭିଟାମିନ୍ ବାଦ୍
କନକ ବ୍ୟୁରୋ: ଲକ୍ଷଣ ଦେଖା ଯାଉନଥିବା କିମ୍ବା ସାମାନ୍ୟ ଲକ୍ଷଣ ଦେଖା ଯାଉଥିବା କକୋନା ଆକ୍ରାନ୍ତଙ୍କ ଚିକିତ୍ସା ପଦ୍ଧତିକୁ ପରିବର୍ତନ କରିଛି କେନ୍ଦ୍ର । ଏ ସଂପର୍କିତ ଟାସ୍କଫୋର୍ସ ଔଷଧ ନିୟାମବଳୀରେ ପରିବର୍ତନ କରି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି । ନୂଆ ନିୟମ ଅନୁସାରେ ଏଣିକି ଆଉ ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କୁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍, ଆଇଭର ମେକ୍ଟିନ୍, ଡକ୍ସିସାଇକ୍ଲିନ୍, ଜିଙ୍କ ଓ ମଲ୍ଟି ଭିଟାମିନ ଔଷଧ ଦିଆଯିବ ନାହିଁContinue reading “ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ପାଇଁ ବଦଳିଲା ଚିକିତ୍ସା ନିୟମ । ଔଷଧ ତାଲିକାରୁ କ୍ଲୋରକ୍ୟୁଇନ୍, ଆଇଭରମ୍ୟାକ୍ଟିନ୍, ଜିଙ୍କ୍ ଓ ମଲ୍ଟିଭିଟାମିନ୍ ବାଦ୍”
ଏକାମ୍ର ପ୍ରକଳ୍ପ ପାଇଁ ଆଡଭାଇଜରି କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ଡକ୍ଟର ସନ୍ତୃପ୍ତ ମିଶ୍ର । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କର୍ପୋରେଟ୍ ଲିଡରଙ୍କୁ ମନୋନୀତ କଲେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ଏକାମ୍ର ପ୍ରକଳ୍ପ ପାଇଁ ଆଡଭାଇଜରି କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ଡକ୍ଟର ସନ୍ତୃପ୍ତ ମିଶ୍ର । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କର୍ପୋରେଟ ଲିଡର ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କ ମନୋନୀତ କରିଛନ୍ତି ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ପରାମର୍ଶରେ ଏହି ପ୍ରକଳ୍ପ କାମ ଆଗକୁ ଯିବ । ଲିଙ୍ଗରାଜ ମନ୍ଦିର ଓ ଏହାର ଆଖପାଖ ଅଂଚଳର ବିକାଶ ଓ ଐତିହ୍ୟର ସଂରକ୍ଷଣ ପାଇଁ ଏକାମ୍ର ପ୍ରକଳ୍ପ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆଡଭାଇଜରି କମିଟିରେContinue reading “ଏକାମ୍ର ପ୍ରକଳ୍ପ ପାଇଁ ଆଡଭାଇଜରି କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ଡକ୍ଟର ସନ୍ତୃପ୍ତ ମିଶ୍ର । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କର୍ପୋରେଟ୍ ଲିଡରଙ୍କୁ ମନୋନୀତ କଲେ ମୁଖ୍ୟମନ୍ତ୍ରୀ ।”
ତେଲ ଦରକୁ ନେଇ ବିଜେଡି-ବିଜେପିର ପୁରୁଣା କଳି । କେନ୍ଦ୍ରିୟ ଟିକସ କମାଇବା ପାଇଁ ଦାବି କଲା ବିଜେଡି । ବିଜେପି କହିଲା, କେନ୍ଦ୍ର ଉପରେ ଦୋଷ ନଦେଇ ନିଜ ଟିକସ ଛାଡ଼ କରନ୍ତୁ ରାଜ୍ୟ ସରକାର
କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ବଢି ଚାଲିଥିବା ବେଳେ ରାଜନୀତିରେ ନିଆଁ ଲଗାଇଛି ତେଲ । ରାଜ୍ୟର ଆଦିବାସୀ ଅଧୁଷିତ ଜିଲ୍ଲାରେ ପେଟ୍ରୋଲ ଦର ସେଂଚୁରୀ ମାରିବା ପରେ ଚିହିଁକି ଉଠିଛି ବିଜେଡ଼ି । ତୈଳଦର ବୃଦ୍ଧି ପାଇଁ କେନ୍ଦ୍ରୀୟ ଟିକସକୁ ଦାୟି କାରିଛି ଦଳ । ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ବାବଦରେ ଟିପଣୀ ନଦେଇ ଦଳର ସାଧାରଣ ସମ୍ପାଦକ ସଂଜୟ ଦାସ ବର୍ମା କହିଛନ୍ତି କେନ୍ଦ୍ରରେ ଥିବା ସରକାର ଆଛା ଦିନରContinue reading “ତେଲ ଦରକୁ ନେଇ ବିଜେଡି-ବିଜେପିର ପୁରୁଣା କଳି । କେନ୍ଦ୍ରିୟ ଟିକସ କମାଇବା ପାଇଁ ଦାବି କଲା ବିଜେଡି । ବିଜେପି କହିଲା, କେନ୍ଦ୍ର ଉପରେ ଦୋଷ ନଦେଇ ନିଜ ଟିକସ ଛାଡ଼ କରନ୍ତୁ ରାଜ୍ୟ ସରକାର”
ଟିକାକରଣକୁ ବ୍ୟାପକ କରିବା ପାଇଁ କେଜ୍ରିୱାଲ ସରକାର ଆରମ୍ଭ କଲେ ‘ବୁଥ୍ ଯେଉଁଠି, ଟିକା ଦିଆଯିବ ସେଇଠି’ ଯୋଜନା । ଜୁନ୍ ମାସ ଭିତରେ ୪୫ ବର୍ଷରୁ ଅଧିକଙ୍କୁ ଟିକାକରଣର ଟାର୍ଗେଟ୍ ।
କନକ ବ୍ୟୁରୋ: ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହରକୁ ସଫଳତାର ସହ ମୁକାବିଲା କରିବା ପରେ ଦିଲ୍ଲୀ ସରକାର ଏବେ ଫୋକସ୍ କରିଛନ୍ତି ଭାକସିନେସନ୍ ବା ଟିକାକରଣ ଉପରେ । ଆଗାମୀ ୪ ସପ୍ତାହ ମଧ୍ୟରେ ଅର୍ଥାତ୍ ଜୁନ୍ ମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରିବାକୁ ପ୍ଲାନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ୪୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଟିକାକରଣ ଶେଷ କରିବାକୁ ଏବେ ନୂଆContinue reading “ଟିକାକରଣକୁ ବ୍ୟାପକ କରିବା ପାଇଁ କେଜ୍ରିୱାଲ ସରକାର ଆରମ୍ଭ କଲେ ‘ବୁଥ୍ ଯେଉଁଠି, ଟିକା ଦିଆଯିବ ସେଇଠି’ ଯୋଜନା । ଜୁନ୍ ମାସ ଭିତରେ ୪୫ ବର୍ଷରୁ ଅଧିକଙ୍କୁ ଟିକାକରଣର ଟାର୍ଗେଟ୍ ।”