ରୋଗୀକୁ ହସ୍ପିଟାଲ ନେଲେ ବ୍ରହ୍ମପୁର ବିଧାୟକ : ଚିକିତ୍ସା ଅବହେଳାରୁ ରାସ୍ତାରେ ବସି ରହିଥିଲେ ରୋଗୀଙ୍କ ପରିବାର

କନକ ବ୍ୟୁରୋ : ଚିକିତ୍ସା ଅଭାବରୁ ରାସ୍ତାକଡରେ ଜୀବନ ବିତାଉଥିବା ଏକ ପରିବାର ଉପରେ ପଡିଲା ବ୍ରହ୍ମପୁର ବିଧାୟକଙ୍କ ନଜର । ଆଉ ନିଜ ଉଦାର ହୃଦୟର ପରିଚୟ ଦେଇ ତାଙ୍କୁ ହସ୍ପିଟାଲ ନେବା ସହ ଚିକିତ୍ସା ବ୍ୟବସ୍ଥା କଲେ ବିଧାୟକ ବିକ୍ରମ ପଣ୍ଡା । ବିଧାୟକ କୌଣସି କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ଗିରିରୋଡ଼ ଛକରେ ରାସ୍ତା କଡରେ ବସିଥିବା ଏକ ପରିବାର ଉପରେ ତାଙ୍କର ପଡିଥିଲା ନଜର । ବୁଝିବା ବେଳକୁ ୩Continue reading “ରୋଗୀକୁ ହସ୍ପିଟାଲ ନେଲେ ବ୍ରହ୍ମପୁର ବିଧାୟକ : ଚିକିତ୍ସା ଅବହେଳାରୁ ରାସ୍ତାରେ ବସି ରହିଥିଲେ ରୋଗୀଙ୍କ ପରିବାର”

ଏୟାର ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର ହେବେ ଭିଜିଲାନ୍ସ ଡିଜି : ଇସିଏମଓ ଚିକିତ୍ସା ପାଇଁ ନିଆଯିବ କୋଲକାତା

କନକ ବ୍ୟୁରୋ : ଏୟାର ଆମ୍ବୁଲାନ୍ସରେ କୋଲକାତା ଯିବେ ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ । କରୋନା ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଆଇପିଏସ ଅଫିସର ଦେବାଶିଷ । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଛି । ଭେଟିଂଲେଟରରେ ଥିଲେ ବି ଶରୀରରେ ଅକ୍ସିଜେନ ସ୍ତର କମି ଯାଉଛି । ତେଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନେବାକୁ ଯୋଜନା କରାଯାଇଛି । କୋଲକାତାରContinue reading “ଏୟାର ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର ହେବେ ଭିଜିଲାନ୍ସ ଡିଜି : ଇସିଏମଓ ଚିକିତ୍ସା ପାଇଁ ନିଆଯିବ କୋଲକାତା”

ମାଟିତଳୁ ଲ୍ୟାଣ୍ଡମାଇନ୍ ଠାବ କରୁଛି ଏହି ମୂଷା । ବଞ୍ଚାଉଛି ଲୋକଙ୍କ ଜୀବନ

ନିଶ୍ଚୟ ସାହସିକତାର ଅନେକ କାହାଣୀ ଶୁଣିଥିବେ, କିନ୍ତୁ ଏହି କାହାଣୀଟି ସମ୍ପୂର୍ଣ୍ଣ ଭିନ୍ନ | ଆଜି ଆମେ ଆପଣଙ୍କୁ ଏମିତି ଏକ ମୂଷା ବାବଦରେ କହିବୁ ଯିଏ କି ୭୧ଟି ଲ୍ୟାଣ୍ଡମାଇନ୍ ଖୋଜି ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିପାରିଛି | ଏହି ଆଫ୍ରିକୀୟ ପ୍ରଜାତିର ମୂଷାର କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ | କାରଣ ମାଟି ତଳେ ଥିବା ଲ୍ୟାଣ୍ଡମାଇନ ଖୋଜିବା ପାଇଁ ବେଲଜିୟମର ଏକ ଏନଜିଓ ଆପୋପୋ ଦ୍ୱାରା ତାଲିମ ଦିଆଯାଇଛି। ମାଗାୱାContinue reading “ମାଟିତଳୁ ଲ୍ୟାଣ୍ଡମାଇନ୍ ଠାବ କରୁଛି ଏହି ମୂଷା । ବଞ୍ଚାଉଛି ଲୋକଙ୍କ ଜୀବନ”

ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ପାଇଁ ପ୍ରସ୍ତାବ : ବଡ ଦେଉଳ ଭିତରେ ଏବଂ ବାହାରେ ନୀତିକାନ୍ତି ସହ ଜଡ଼ିତ ରହୁଥିବାରୁ ମାନ୍ୟତା ପାଇଁ ଦାବି

କନକ ବ୍ୟୁରୋ : ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗତ ଜୁନ୍ ୪ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କ୍ରିଷନ କୁମାର । କରୋନା କାଳରେ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀମାନେ ବିଭିନ୍ନ ସ୍ଥାନରେ କାର୍ଯ୍ୟନିର୍ବାହ କରୁଛନ୍ତି । ଶ୍ରୀମନ୍ଦିର ଭିତରେ ଓ ବାହାରେ ନିତିକାନ୍ତିରେ ସଂପୃକ୍ତ ରହୁଛନ୍ତି । ରଥନିର୍ମାଣ ସେବାୟତଙ୍କContinue reading “ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ପାଇଁ ପ୍ରସ୍ତାବ : ବଡ ଦେଉଳ ଭିତରେ ଏବଂ ବାହାରେ ନୀତିକାନ୍ତି ସହ ଜଡ଼ିତ ରହୁଥିବାରୁ ମାନ୍ୟତା ପାଇଁ ଦାବି”

ଲକ୍ଷେ ତଳକୁ ଖସିଲା ଦୈନିକ ସଂକ୍ରମଣ : ଗତ ୨୪ ଘଂଟାରେ ୮୬,୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ; ୨୧୨୩ ମୃତ

କନକ ବ୍ୟୁରୋ : କରୋନାକୁ ନେଇ ଆସିଲା ଭଲ ଖବର । ୬୩ ଦିନ ପରେ ଦେଶରେ ଲକ୍ଷେ ତଳେ ରହିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୮୬,୪୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୨୩ ଜଣଙ୍କର ମୃତ୍ୟୁ ଘଟିଛି । ବିଗତ କିଛି ଦିନ ଧରି, ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ସଂକ୍ରମିତ ହୋଇଥିବା ଲୋକଙ୍କ ଅପେକ୍ଷା ଅଧିକ ରେକର୍ଡ ହୋଇଛିContinue reading “ଲକ୍ଷେ ତଳକୁ ଖସିଲା ଦୈନିକ ସଂକ୍ରମଣ : ଗତ ୨୪ ଘଂଟାରେ ୮୬,୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ; ୨୧୨୩ ମୃତ”

ନାଗା ନାଚ ବନ୍ଦ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ : ଗୋଡାଇ ପିଟିଲେ ଗାଁ ଲୋକ; ବଳଙ୍ଗା ପ୍ରଧାନ ସାହିରେ ଉତ୍ୟକ୍ତ ଗାଁ ଲୋକଙ୍କ ପୋଲିସ ଗାଡ଼ି ଭଙ୍ଗାରୁଜା

କନକ ବ୍ୟୁରୋ : ନାଚ ବନ୍ଦ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ । ପୋଲିସକୁ ଗୋଡାଇ ପିଟିଲେ ଗାଁଲୋକ । ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନରେ ଥିବା ବଳଙ୍ଗା ପ୍ରଧାନ ସାହିରେ ଘଟିଛି ଏପରି ଘଟଣା । ଗାଁରେ ପରମ୍ପରା ଅନୁସାରେ ସହ ସହ ବର୍ଷ ପୂର୍ବରୁ ଗାଁରେ ନାଗା ନାଚ ହେଇ ଆସୁଥିଲା । ଚଳିତ ବର୍ଷ କରୋନା କଟକଣା ନମାନି ଗାଁଲୋକ ନାଗା ନାଚ କରୁଥିଲେ । ଆଉ ଠିକ୍Continue reading “ନାଗା ନାଚ ବନ୍ଦ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ : ଗୋଡାଇ ପିଟିଲେ ଗାଁ ଲୋକ; ବଳଙ୍ଗା ପ୍ରଧାନ ସାହିରେ ଉତ୍ୟକ୍ତ ଗାଁ ଲୋକଙ୍କ ପୋଲିସ ଗାଡ଼ି ଭଙ୍ଗାରୁଜା”

ଅଟୋ ଡ୍ରାଇଭରଙ୍କ ମହାନତା : ଯାତ୍ରୀଙ୍କୁ ଫେରାଇଲେ ୭ଲକ୍ଷ ଟଙ୍କାର ସୁନାଗହଣା; ସମ୍ବଲପୁର କ୍ଷେତରାଜପୁରରୁ ଆସିଲା ମାନବିକତାର ଚିତ୍ର

କନକ ବ୍ୟୁରୋ : ମହାନତା ଦେଖାଇଲେ ସମ୍ବଲପୁର ଅଟୋ ଡ୍ରାଇଭର । ଯାତ୍ରୀଙ୍କୁ ଫେରାଇ ଦେଲେ ୭ଲକ୍ଷ ଟଙ୍କାରୁ ଅଧିକ ସୁନାଗହଣା । ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର କ୍ଷେତରାଜପୁର ରେଲୱେ ଷ୍ଟେସନ ନିକଟରେ । ସୂଚନା ଅନୁସାରେ ରବିବାରେ ସନ୍ଧ୍ୟାରେ ନାଗାବଳୀ ଏକ୍ସପ୍ରେସରୁ ଓହ୍ଲାଇଥିଲେ ଟିଟିଲାଗଡ଼ ସହ ବ୍ଲକପଡାର ଦମ୍ବତି ଯୁବରାଜ ବେହେରା ଓ ଚନ୍ଦ୍ରକାନ୍ତି ବେହେରା । ସେଠାରୁ ମହମ୍ମଦ ଅଜିମଙ୍କ ଅଟୋ ଭଡା କରି ରେମେଡ ଛକ ଭଙ୍ଗାମୁଣ୍ଡା ବିହାରିପଡା ନିଜContinue reading “ଅଟୋ ଡ୍ରାଇଭରଙ୍କ ମହାନତା : ଯାତ୍ରୀଙ୍କୁ ଫେରାଇଲେ ୭ଲକ୍ଷ ଟଙ୍କାର ସୁନାଗହଣା; ସମ୍ବଲପୁର କ୍ଷେତରାଜପୁରରୁ ଆସିଲା ମାନବିକତାର ଚିତ୍ର”

ବିଦେଶ ଯିବାକୁ ଚାହୁଁଥିଲେ ୮୪ ଦିନ ପୂର୍ବରୁ ବି ନେଇପାରିବେ କୋଭିସିଲ୍ଡ ଟିକା : ଛାତ୍ରଛାତ୍ରୀ, ଚାକିରିଆ ଓ ଖେଳାଳୀଙ୍କ ପାଇଁ ନିୟମ କୋହଳ କଲେ ସରକାର

କନକ ବ୍ୟୁରୋ : ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀ, ଚାକିରିଆ ଓ କ୍ରୀଡାବିତଙ୍କ ପାଇଁ ଟିକା ନିୟମକୁ ପରିବର୍ତନ କରିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କିତ କ୍ଷମତାପ୍ରାପ୍ତ ଗୋଷ୍ଠୀର ଅନୁମୋଦନ ପରେ ନିୟମ କୋହଳ ହୋଇଛି । ନୂଆ ନିୟମ ଅନୁସାରେ ୮୪ ଦିନ ପୂର୍ବରୁ ମଧ୍ୟ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ନେଇପାରିବେ ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀ କିମ୍ବା ଚାକାରିଆ । କିନ୍ତୁ ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ହିଁ ଦ୍ୱିତୀୟContinue reading “ବିଦେଶ ଯିବାକୁ ଚାହୁଁଥିଲେ ୮୪ ଦିନ ପୂର୍ବରୁ ବି ନେଇପାରିବେ କୋଭିସିଲ୍ଡ ଟିକା : ଛାତ୍ରଛାତ୍ରୀ, ଚାକିରିଆ ଓ ଖେଳାଳୀଙ୍କ ପାଇଁ ନିୟମ କୋହଳ କଲେ ସରକାର”

ଚିନ୍ତା ବଢାଇପାରେ ଡେଲଟା ଭାଇରସ୍ ! ବିଶେଷଜ୍ଞ ଦେଲେ ଚାଞ୍ଚଲ୍ୟକର ତଥ୍ୟ

 ଭାରତରେ ପ୍ରଥମେ ଠାବ ହୋଇଥିବା ଅଭିନବ କରୋନାଭୂତାଣୁର ରୂପାନ୍ତରିତ ଡେଲ୍‌ଟା ପ୍ରଜାତି(ବି.୧.୬୧୭.୨) ୟୁକେରେ ପ୍ରଥମେ ଠାବ ହୋଇଥିବା ଆଲ୍‌ଫା ପ୍ରଜାତି(ବି.୧.୧.୭) ଅପେକ୍ଷା ଅଧିକ ସଂକ୍ରମଣଶୀଳ ୟୁକେର ସ୍ବାସ୍ଥ୍ୟମନ୍ତ୍ରୀ ମାଟ୍‌ ହାଙ୍କକ୍‌ ରବିବାର ସତର୍କ କରାଇ ଦେଇଛନ୍ତି। ଏପରିକି ଦେଶରେ ଏହି ପ୍ରଜାତିର ସଂକ୍ରମଣରେ ସଦ୍ୟ ଦେଖାଦେଇଥିବା ଅହେତୁକ ବୃଦ୍ଧି ହିଁ ଆଗାମୀ ୨୧ ତାରିଖରେ ସରକାର କରିଥିବା ଅନ୍‌ଲକ୍‌ ଯୋଜନାରେ ପ୍ରଶ୍ନବାଚୀ ଲଗାଇଛି । ଏହି ପ୍ରଜାତି ଅଧିକ ୪୦ ପ୍ରତିଶତ ଅଧିକ କ୍ଷିପ୍ର ତଥା ସଂକ୍ରମଣକ୍ଷମContinue reading “ଚିନ୍ତା ବଢାଇପାରେ ଡେଲଟା ଭାଇରସ୍ ! ବିଶେଷଜ୍ଞ ଦେଲେ ଚାଞ୍ଚଲ୍ୟକର ତଥ୍ୟ”

ଯୁକ୍ତ ୨ ମୂଲ୍ୟାୟନକୁ ନେଇ ବିଶେଷଜ୍ଞ କମିଟିର ପ୍ରଥମ ବୈଠକ : ହେଉଥିବା ଆଲୋଚନା ବାବଦରେ ବାହାରେ ମୁହଁ ନଖୋଲିବାକୁ ସଦସ୍ୟଙ୍କୁ ତାଗିଦ୍

କନକ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷା ବାତିଲ ପରେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପାଇଁ ଗଠିତ ହୋଇଥିବା ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ବସିଛି । ପ୍ରାୟ ୩ ଘଂଟା ଧରି ବସିଥିବା ପ୍ରଥମ ବୈଠକରେ ବିକଳ୍ପ ମୂଲ୍ୟାୟନ ନେଇ ବିସ୍ତୃତ ଆଲୋଚନା କରାଯାଇଛି । ସଦସ୍ୟମାନେ ନିଜ ନିଜର ମତାମତ ରଖିଛନ୍ତି । ପୁଣିଥରେ ବୈଠକ ବସି ଏହା ଉପରେ ଆଲୋଚନା କରାଯିବ । ସେପଟେ ସରକାରଙ୍କ ପକ୍ଷରୁ କମିଟିକୁ ୧୦ ଦିନ ସମୟ ଦିଆଯାଇଛିContinue reading “ଯୁକ୍ତ ୨ ମୂଲ୍ୟାୟନକୁ ନେଇ ବିଶେଷଜ୍ଞ କମିଟିର ପ୍ରଥମ ବୈଠକ : ହେଉଥିବା ଆଲୋଚନା ବାବଦରେ ବାହାରେ ମୁହଁ ନଖୋଲିବାକୁ ସଦସ୍ୟଙ୍କୁ ତାଗିଦ୍”

Design a site like this with WordPress.com
Get started