କେମିତି ଆସେ କେମିତି ଯାଏ କରୋନର ? ବିଶେଷଜ୍ଞ କହିଲେ, ଭୁତାଣୁ ଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଭିତରେ ଚାଲିଛି ଲଢେଇ, ତୃତୀୟ ଲହରକୁ ନେଇ ରହିବା ଦରକାର ସତର୍କ ।

କନକ ବ୍ୟୁରୋ : କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ପୁଣି ଆଉ ଏକ ଲହର ଆସିବ ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ । ଥରେ କରୋନା କମିଗଲା ପରେ ପୁଣି କାହିଁକି ସଂକ୍ରାମକ ହେଉଛି ଭୂତାଣୁ । ତେବେ ବିଶେଷଜ୍ଞ କହିଛନ୍ତି, ଭୂତାଣୁକୁ ଅଟକାଇବା ପାଇଁ ଶରୀର ଯେପରି ଆଂଟିବଡି ସୃଷ୍ଟି କରୁଛି, ସେହିପରି ଭୂତାଣୁ ବଂଚି ରହିବା ପାଇଁ ଅନବରତ ରୂପ ବଦଳାଇContinue reading “କେମିତି ଆସେ କେମିତି ଯାଏ କରୋନର ? ବିଶେଷଜ୍ଞ କହିଲେ, ଭୁତାଣୁ ଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଭିତରେ ଚାଲିଛି ଲଢେଇ, ତୃତୀୟ ଲହରକୁ ନେଇ ରହିବା ଦରକାର ସତର୍କ ।”

ଫାଇଜର ନେଇଥିବା ବୟସ୍କଙ୍କୁ ନେବାକୁ ପଡିପାରେ ତୃତୀୟ ଡୋଜ୍ ଟୀକା । ଚିନ୍ତା ବଢାଇଲା ମେଡିକାଲ ଜର୍ଣ୍ଣାଲ ‘ଦି ଲାନସେଟ୍’ର ରିପୋର୍ଟ ।

କନକ ବ୍ୟୁରୋ : ମେଡିକାଲ ଜର୍ଣ୍ଣାଲ ‘ଦି ଲାନସେଟ’ ରିପୋର୍ଟ ବଢାଇଛି ଚିନ୍ତା । ଏହି ଅନ୍ତର୍ଜାତୀୟ ପତ୍ରିକା କହିଛି ଭାରତରେ ପ୍ରଥମେ ଦେଖାଦେଇଥିବା ଡେଲଟା ଭେରିଆଂଟ ଠାରୁ ବଂଚିବା ପାଇଁ ବୟସ୍କ ଲୋକମାନଙ୍କୁ ଟିକାର ତୃତୀୟ ଡୋଜ ନେବାକୁ ପଡିପାରେ । ଲାନସେଟ୍ କେବଳ ଫାଇଜର ଟିକାର ପ୍ରଭାବକୁ ନେଇ ଏହି ଅନୁଧ୍ୟାନ କରିଛି । ରିପୋର୍ଟ ଅନୁସାରେ, ଡେଲଟା ଭେରିଆଂଟ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କଠାରେ ଫାଇଜର ଟିକା ଆଶାଠାରୁ କମ ପରିମାଣରେ ଆଂଟିବଡିContinue reading “ଫାଇଜର ନେଇଥିବା ବୟସ୍କଙ୍କୁ ନେବାକୁ ପଡିପାରେ ତୃତୀୟ ଡୋଜ୍ ଟୀକା । ଚିନ୍ତା ବଢାଇଲା ମେଡିକାଲ ଜର୍ଣ୍ଣାଲ ‘ଦି ଲାନସେଟ୍’ର ରିପୋର୍ଟ ।”

୫ଟି ସହରରେ ଘରେ ପହଞ୍ଚିବ ଅକ୍ସିଜେନ୍ । ଡୋରଷ୍ଟେପ୍ ଅକ୍ସିଜେନ୍ କନସନଟ୍ରେଟର ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : କରୋନା ସହ ଲଢେଇ ଭିତରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଘରେ ଘରେ ପହଞ୍ଚିବ ସଞ୍ଜିବନୀ । ୫ଟି ସହରରେ ଘରେ ପହଞ୍ଚିବ ଅକ୍ସିଜେନ୍ । ଡୋରଷ୍ଟେପ୍ ଅକ୍ସିଜେନ୍ କନସନଟ୍ରେଟର ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ୫ଟି ସହରରେ ଏଣିକି ଘରେ ବସି ରୋଗୀ ପାଇପାରିବେ ଅକ୍ସିଜେନ୍ । ଏହି ସହର ଗୁଡିକ ହେଉଛି ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା,Continue reading “୫ଟି ସହରରେ ଘରେ ପହଞ୍ଚିବ ଅକ୍ସିଜେନ୍ । ଡୋରଷ୍ଟେପ୍ ଅକ୍ସିଜେନ୍ କନସନଟ୍ରେଟର ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।”

କରୋନାରେ ମାଡ ଖାଉଛି ମଧ୍ୟବିତ୍ତ । ୩କୋଟି ୩୦ ଲକ୍ଷ ମଧ୍ୟବିତ୍ତଙ୍କୁ ଗରିବ କରିଦେଲା କରୋନା ।

କନକ ବ୍ୟୁରୋ : କରୋନାରେ ମାଡ ଖାଇଛି ମଧ୍ୟବିତ । ପ୍ରଥମ ଲହରରେ ଏହି ମହାମାରୀ ପ୍ରାୟ ସାଢେ ୩ କୋଟି ମଧ୍ୟବିତଙ୍କୁ ଗରିବ ବନାଇଦେଇଛି । ମଧ୍ୟବିତଙ୍କ ସଂଖ୍ୟା ୯ କୋଟି ୯୦ ଲକ୍ଷରୁ ୬ ଲକ୍ଷ ୬୦ ଲକ୍ଷକୁ ଖସିଛି । ବାକି ମଧ୍ୟବିତ ଗରିବ ହୋଇଯାଇଛନ୍ତି । ମଧ୍ୟବିତ୍ତଙ୍କୁ ଗରିବ କରିଦେଲା କରୋନା । କରୋନାରେ ମାଡ ଖାଇଲେ ମଧ୍ୟବିତ୍ତ । ଗରିବ ହୋଇଗଲେ ୩ କୋଟି ମଧ୍ୟବିତ୍ତ । ପିୟୁ ରିସର୍ଚContinue reading “କରୋନାରେ ମାଡ ଖାଉଛି ମଧ୍ୟବିତ୍ତ । ୩କୋଟି ୩୦ ଲକ୍ଷ ମଧ୍ୟବିତ୍ତଙ୍କୁ ଗରିବ କରିଦେଲା କରୋନା ।”

ସାହାଯ୍ୟ ପାଇଁ କରୋନା ପୀଡିତଙ୍କ ଆକୁଳ ନିବେଦନ । ଚିକିତ୍ସା ପାଇଁ ଦରକାର ୫୦ ଲକ୍ଷ ଟଙ୍କା, ଏୟାର ଆମ୍ବୁଲାନ୍ସ ସହ ଖର୍ଚ୍ଚ ହେବ ୧ କୋଟି । କ୍ରାଉଡ୍ ଫଣ୍ଡିଂ ପାଇଁ ପରିବାରର ଉଦ୍ୟମ ।

କନକ ବ୍ୟୁରୋ : କରୋନାରେ ପୀଡିତ ଜଣେ ୨୮ ବର୍ଷର ଯୁବକଙ୍କ ପରିବାରବର୍ଗ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି । ହସପିଟାଲ କହିଛି ଇସିଏମଓ ଦ୍ୱାରା ଚିକିତ୍ସା ଦରକାର । ଏଥିପାଇଁ କୋଲାକାତା ଯିବାକୁ ପଡିବ । କିନ୍ତୁ ଏହି ଚିକିତ୍ସା ପାଇଁ ଅତି କମରେ ୫୦ ଲକ୍ଷ ଟଙ୍କା ଦରକାର । ଏୟାର ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ହସ୍ପିଟାଲ ଖର୍ଚ୍ଚ ସହ କୋଟିଏ ଟଙ୍କା ଦରକାର । ଆଉ ଏହାରି ଭିତରେ ଏହି ପରିବାରContinue reading “ସାହାଯ୍ୟ ପାଇଁ କରୋନା ପୀଡିତଙ୍କ ଆକୁଳ ନିବେଦନ । ଚିକିତ୍ସା ପାଇଁ ଦରକାର ୫୦ ଲକ୍ଷ ଟଙ୍କା, ଏୟାର ଆମ୍ବୁଲାନ୍ସ ସହ ଖର୍ଚ୍ଚ ହେବ ୧ କୋଟି । କ୍ରାଉଡ୍ ଫଣ୍ଡିଂ ପାଇଁ ପରିବାରର ଉଦ୍ୟମ ।”

ଓଡି଼ଶାରେ କରୋନା ଆଣୁଛି ଭଲ ଖବର । ଶହେ ଜଣଙ୍କ ପରୀକ୍ଷାରେ ୯ ଜଣ ହେଉଛନ୍ତି ସଂକ୍ରମିତ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ୮ ଦିନ ଭିତରେ କମି ଯାଇପାରେ ସଂକ୍ରମଣ ।

କନକ ବ୍ୟୁରୋ : କରୋନା ଭିତରେ ଆସୁଛି ଭଲ ଖବର । ଦ୍ୱିତୀୟ ଲହରର ପିକ ପରେ ଖସୁଛି କରୋନା ଗ୍ରାଫ । ଆଉ ଜୁନ ପହିଲାରୁ ଖସୁଛି ସଂକ୍ରମଣ । କମୁଛି ପଜିଟିଭିଟି ରେଟ୍ । ଗତ ୨୪ ଘଂଟା ଭିତରେ ସଂକ୍ରମଣ ହାର ୧୦ ପ୍ରତିଶତ ତଳକୁ ଖସିଆସିଛି । ଅର୍ଥାତ୍ ଯଦି ୧୦୦ ଜଣ କରୋନା ପରୀକ୍ଷା କରୁଛନ୍ତି, ସେଥିରୁ ୧୦ ପ୍ରତିଶତରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ମାତ୍ର ୧୨ଟିContinue reading “ଓଡି଼ଶାରେ କରୋନା ଆଣୁଛି ଭଲ ଖବର । ଶହେ ଜଣଙ୍କ ପରୀକ୍ଷାରେ ୯ ଜଣ ହେଉଛନ୍ତି ସଂକ୍ରମିତ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ୮ ଦିନ ଭିତରେ କମି ଯାଇପାରେ ସଂକ୍ରମଣ ।”

କେନ୍ଦ୍ରମନ୍ତ୍ରୀଙ୍କ ହେଲ୍ଥ ଟିପ୍ସ୍ । ମଦ ଏକ ବଡ ଟନିକ୍ । କରୋନା କାଳରେ ସ୍ୱାସ୍ଥ୍ୟପାଇଁ ନିହାତି ଜରୁରୀ

କନକ ବ୍ୟୁରୋ : ଡାକ୍ତର କହୁଛନ୍ତି ମଦ ସ୍ୱାସ୍ଥ୍ୟପକ୍ଷେ ହାନିକାରକ । ମଦ ପିଇବା ଦ୍ୱାରା ପରିବାର ତଥା ସମାଜରେ ଅଶାନ୍ତି ସୃଷ୍ଟି ହେଉଛି ବୋଲି ଦାବି କରି ଅନେକ ସାମାଜିକ ସଂଗଠନ ଦେଶରୁ ମଦ ବନ୍ଦ କରିବାକୁ ରାଜରାସ୍ତାରେ ବିକ୍ଷୋଭ କରୁଛନ୍ତି । ହେଲେ ଆଜି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଫଗନ ସିଂ କୁଲେସ୍ତାଙ୍କ ବୟାନ ଶୁଣିବା ପରେ ମଦୁଆଙ୍କ ମନ କୁଣ୍ଢେମୋଟ ହୋଇଯାଇଛି । ଆଜି ମଧ୍ୟପ୍ରଦେଶ ମଣ୍ଡଲାରେ ଏକ ସଭାକୁ ଉଦବୋଧନContinue reading “କେନ୍ଦ୍ରମନ୍ତ୍ରୀଙ୍କ ହେଲ୍ଥ ଟିପ୍ସ୍ । ମଦ ଏକ ବଡ ଟନିକ୍ । କରୋନା କାଳରେ ସ୍ୱାସ୍ଥ୍ୟପାଇଁ ନିହାତି ଜରୁରୀ”

୧୯୦ ଲକ୍ଷ ବର୍ଷର ପୁରୁଣା ଶୁଆ । ଓଜନ ଏବଂ ଆକାର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

କନକ ବ୍ୟୁରୋ : ଦୁନିଆର ସବୁଠୁ ପୁରୁଣା ତଥା ଲୋପ୍ ପାଇଯାଇଥିବା ପଶୁପକ୍ଷୀଙ୍କ କଥା ଯଦି କୁହାଯାଏ, ତେବେ ମନରେ ସବୁଠୁ ପ୍ରଥମେ ଡାଇନାସୋରର ଚିତ୍ର ସାମ୍ନାକୁ ଆସିବ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଶୁଆ ବିଷୟରେ କହିବୁ, ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଟର୍ଯ୍ୟ ହୋଇଯିବେ । ବେଳେବେଳେ ବୈଜ୍ଞାନିକମାନଙ୍କୁ କିଛି ଏମିତି ତଥ୍ୟ ମିଳେ, ଯେଉଁଥିରେ ସେମାନେ ନିଜେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ବୈଜ୍ଞାନିକମାନେ ନ୍ୟୁଜିଲାଣ୍ଡରେ ପ୍ରାୟ ୧୯୦Continue reading “୧୯୦ ଲକ୍ଷ ବର୍ଷର ପୁରୁଣା ଶୁଆ । ଓଜନ ଏବଂ ଆକାର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।”

ଭୁବନେଶ୍ୱରରେ କମୁଛି ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫୬୬ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୨୩୧ ଜଣ  

କନକ ବ୍ୟୁରୋ: ଭୁବନେଶ୍ୱରକୁ ଡରାଉଛି କରୋନା ଭୂତାଣୁ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୫୬୬ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୪୫୪ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧୨୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା,Continue reading “ଭୁବନେଶ୍ୱରରେ କମୁଛି ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫୬୬ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୨୩୧ ଜଣ  “

ଦୁଷ୍କର୍ମ ମାମଲାରେ ଜେଲରେ ଥିବା ରାମ ରହିମ କରୋନା ପଜିଟିଭ୍ । ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା

କନକ ବ୍ୟୁରୋ : ରୋହତକ ସୁନାରିୟା ଜେଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲଦଣ୍ଡ କାଟୁଥିବା ଡେରା ସଚ୍ଚା ସୌଦା ପ୍ରମୁଖ ରାମ ରହିମ କରୋନା ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ ମେଦାନ୍ତ ହସ୍ପିଟାଲର କରୋନା ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ରବିବାର ମଧ୍ୟାହ୍ନ ୧୨ ଟାରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜେଲରୁ ମେଦାନ୍ତ ହସ୍ପିଟାଲକୁ ନିଆଯାଇଥିଲା । କିଛି ଦିନ ପୂର୍ବରୁ ସେ ଅସୁସ୍ଥ ଥିବା ନେଇ ଜେଲ କର୍ତ୍ତୁପକ୍ଷଙ୍କୁContinue reading “ଦୁଷ୍କର୍ମ ମାମଲାରେ ଜେଲରେ ଥିବା ରାମ ରହିମ କରୋନା ପଜିଟିଭ୍ । ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା”

Design a site like this with WordPress.com
Get started