କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ପାଦ ଦେବା ପୂର୍ବରୁ ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବେଶ ଅଧିକ ରହୁଥିଲା । ରେଳ ପ୍ରଶାସନ ମଧ୍ୟ ସମୟ ସମୟରେ ଯାଞ୍ଚ କରୁଥିଲା । ତେବେ ମୁରାଦାବାଦ ରେଳ ଡିଭିଜନରୁ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ୧୧କୋଟି ଟଙ୍କା ଆଦାୟ କରାଯାଇଛି । ସୂଚନା ଅଧିକାର ଅଧୀନରେ ମଗାଯାଇଥିବା ସୂଚନାରୁ ଏହି ତଥ୍ୟ ମିଳିଛି । ତେବେ ସଂରକ୍ଷଣ ଟିକେଟରContinue reading “ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ୧୧ କୋଟି ଟଙ୍କା ଆଦାୟ କଲା ରେଳବାଇ । ସଂରକ୍ଷଣ ଟିକେଟର ହେଉଛି କଳାବଜାରୀ ।”
Author Archives: Raghaba
ଶିକୁଳିରେ ବନ୍ଧା ପଡିଛି ଜୀବନ । ଅର୍ଥ ଅଭାବରୁ ମାନସିକ ବିକାଗ୍ରସ୍ତ ପୁଅର ଚିକିତ୍ସା କରାଇ ପାରୁନି ଗରିବ ପରିବାର ।
କନକ ବ୍ୟୁରୋ: ଶିକୁଳିରେ ବନ୍ଧା ଜୀବନ । ଗରିବର ଚାବୁକ ମାଡ ଓ ଅଭିଶପ୍ତ ଭାଗ୍ୟକୁ ଆଦରି ଜିଉଛନ୍ତି ଜୀବନ । ଏଭଳି ଏକ ଖବର ଆସିଛି ମୟୂରଭଂଜ ଜିଲ୍ଲା କୁସୁମି ବ୍ଲକ୍ ପଣ୍ଡୁଗଣ୍ଡି ଗାଁରୁ । ପୁଅକୁ ନେଇ ବାପା-ମାଆ ଦେଖିଥିବା ସ୍ୱପ୍ନ, ଆଶା ଓ ଅଭିଳାଶା ସବୁ ଦୌଡିରେ ବନ୍ଧା ହୋଇଛି । ଆର୍ଥିକ ଅଭାବରୁ ମାନସିକ ବିକାରଗ୍ରସ୍ତ ପୁଅର ହୋଇ ପାରୁନି ଚିକିତ୍ସା । ଦୀର୍ଘ ୧୦ ବର୍ଷ ହେଲା ପୁଅକୁ ଶିକୁଳିContinue reading “ଶିକୁଳିରେ ବନ୍ଧା ପଡିଛି ଜୀବନ । ଅର୍ଥ ଅଭାବରୁ ମାନସିକ ବିକାଗ୍ରସ୍ତ ପୁଅର ଚିକିତ୍ସା କରାଇ ପାରୁନି ଗରିବ ପରିବାର ।”
ସାମ୍ନାକୁ ଆସିଲା ଆଉ ଜଣେ ଯୁବକଙ୍କ କରୁଣ କାହାଣୀ । ଭୁବନେଶ୍ୱର ଏକ ହସ୍ପିଟାଲରେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ଭଦ୍ରକର ଅଭିଷେକ ।
କନକ ବ୍ୟୁରୋ: ସାମ୍ନାକୁ ଆସିଲା ଆଉ ଜଣେ ଯୁବକଙ୍କ କରୁଣ କାହାଣୀ । ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବା ଆଗରୁ ଡାକ୍ତରଖାନା ବେଡରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଜଣେ ୨୮ ବର୍ଷିୟ ଯୁବକ । ମେ ୫ ତାରିଖରେ ବିବାହ କରିଥିଲେ ଭଦ୍ରକ ଜିଲ୍ଲାର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର । ବିବାହ ପରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଉ ୨୨ ଦିନ ହେଲା ଭୁବନେଶ୍ୱର ଏକ ଘରୋଇContinue reading “ସାମ୍ନାକୁ ଆସିଲା ଆଉ ଜଣେ ଯୁବକଙ୍କ କରୁଣ କାହାଣୀ । ଭୁବନେଶ୍ୱର ଏକ ହସ୍ପିଟାଲରେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ଭଦ୍ରକର ଅଭିଷେକ ।”
ମାଲକାନଗିରି ନାକାମାମୁଡି ପଂଚାୟତରେ ପାହାଡ ଚଢିପାରୁନି ବିକାଶ । ପାହାଡି ରାସ୍ତା ଚାଲିବା ପରେ ମିଳୁଛି ଟଙ୍କିକିଆ ଚାଉଳ ଓ ସରକାରୀ ସୁବିଧା ।
କନକ ବ୍ୟୁରୋ: ପାହାଡ ଚଢି ପାରୁନି ବିକାଶ । ମାଇଲ ମାଇଲ ପାଦ ଚଲା ପାହାଡି ରାସ୍ତା ଅତିକ୍ରମ କଲେ, ମିଳୁଛି ଟଙ୍କିକିଆ ଚାଉଳ ଓ ସରକାରୀ ସୁବିଧା । ଏଭଳି ଖବର ଆସିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଂଚାୟତରୁ । ନାକାମାମୁଡି ପଂଚାୟତ ବାୟାପଡା ଘାଟିର ଲୋକେ ଚାଉଳ ପାଇଁ ୧୫ କିଲୋମିଟର ପାହାଡି ରାସ୍ତା ଅତିକ୍ରମ କରି ଖଇରପୁଟ ବ୍ଲକ ଅନ୍ତର୍ଗତ ପୁରୁଣାଗୁମା ଗାଁକୁ ଯାଉଛନ୍ତି । ଆଉ ସ୍ୱାସ୍ଥ୍ୟସେବା, ପାନୀୟContinue reading “ମାଲକାନଗିରି ନାକାମାମୁଡି ପଂଚାୟତରେ ପାହାଡ ଚଢିପାରୁନି ବିକାଶ । ପାହାଡି ରାସ୍ତା ଚାଲିବା ପରେ ମିଳୁଛି ଟଙ୍କିକିଆ ଚାଉଳ ଓ ସରକାରୀ ସୁବିଧା ।”
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ଆଶଙ୍କା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।
କନକ ବ୍ୟୁରୋ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଟିଟିଲାଗଡ଼ରେ ୪୧.୨ଡିଗ୍ରି ସେଲସିୟସ ସର୍ବାଧିକ ତାପମାତ୍ରା ଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୧୯.୦ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି । ସେହିପରି ଜୁନ ୭ରୁ ୮ ତାରିଖ ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର,Continue reading “ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ଆଶଙ୍କା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”
ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳାରୁ କମାରଶାଳ । ଚାଲିଛି ପୋଲଗୟଳ ହଣା ସହ ଫ୍ରେମ କାମ । ସ୍ନାନ ପୂର୍ଣ୍ଣିମାରେ ଉଠିବ ୩ ରଥର ୪ ନାହାକା ।
କନକ ବ୍ୟୁରୋ: ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଚତୁର୍ଦ୍ଧା ବିଗ୍ରହଙ୍କୁ ରଥାରୁଢ କରିବା ପାଇଁ ଚାଲିଛି ରଥ ନିର୍ମାଣ । ସେପଟେ ଜୁନ୍ ୨୪ ତାରିଖରେ ଶ୍ରୀଜିଉଙ୍କ ସ୍ନାନପୂର୍ଣ୍ଣିମା ପାଇଁ ବି ପ୍ରସ୍ତୁତି କରାଯାଉଛି । ରଥଖଳାରେ ପୋଲଗୟଳ ହଣା ସହ ଫ୍ରେମ କାମରେ ଲାଗିଛନ୍ତି ସେବାୟତ । ଏଥିପାଇଁ ଦଣ୍ଡା କାଠ ଯୋଗାଇ ଦିଆଯାଉଛି । ସ୍ନାନ ବେଦୀରେ ବ୍ୟବହୃତ ପାଇଁ ୨ଟି ଲେଖାଏଁ ଅଂଜନା ଖୁଂଟି, ୩ଟି କୁରୁମ ପିଢା, ୩ଟି ସୁଧୁସୁଆରContinue reading “ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳାରୁ କମାରଶାଳ । ଚାଲିଛି ପୋଲଗୟଳ ହଣା ସହ ଫ୍ରେମ କାମ । ସ୍ନାନ ପୂର୍ଣ୍ଣିମାରେ ଉଠିବ ୩ ରଥର ୪ ନାହାକା ।”
ଶ୍ମଶାନ ନେଉଛନ୍ତି, ଶବ ସଂସ୍କାର କରୁଛନ୍ତି… ଅଜଣା ହେଉ କି ଆକ୍ରାନ୍ତ ମୃତଦେହ, ମଶାଣୀରେ ଦାହ ସଂସ୍କାର କରି ମଣିଷପଣିଆର ମାଇଲଖୁଣ୍ଟ ସାଜିଛନ୍ତି ଅନୁଗୁଳର କିନ୍ନର ଚିନ୍ମୟୀ ।
କନକ ବ୍ୟୁରୋ: ଶବର ଶେଷ ସାଥୀ ଚିନ୍ମୟୀ । କିନ୍ନର କରୁଛନ୍ତି ଅନ୍ତିମ ସଂସ୍କାର । ଯେତେବେଳେ ସଂକ୍ରମଣ ଭୟରେ ଶବ ଛଅଁନ୍ତିନି ସମ୍ପର୍କୀୟ, ପାଖ ମାଡନ୍ତିନି ପରିବାର ଲୋକେ । କରୋନା ଭୟରେ ମାଆର ମୁହଁକୁ ଚାହେଁନି ପୁଅ । ସ୍ତ୍ରୀକୁ ଛୁଏଁନି ସ୍ୱାମୀ । ସେତେବେଳେ ଶବ ସତ୍କାର ପାଇଁ ଖୋଜା ପଡନ୍ତି ଚିନ୍ମୟୀ । ଅଜଣା ଶବ ହେଉ କି ସଂକ୍ରମିତ ଶବ… ଯେତେବେଳେ, ଯେଉଁ ସମୟରେ ଚିନ୍ମୟୀଙ୍କୁ ଖୋଜା ପଡେ ସେContinue reading “ଶ୍ମଶାନ ନେଉଛନ୍ତି, ଶବ ସଂସ୍କାର କରୁଛନ୍ତି… ଅଜଣା ହେଉ କି ଆକ୍ରାନ୍ତ ମୃତଦେହ, ମଶାଣୀରେ ଦାହ ସଂସ୍କାର କରି ମଣିଷପଣିଆର ମାଇଲଖୁଣ୍ଟ ସାଜିଛନ୍ତି ଅନୁଗୁଳର କିନ୍ନର ଚିନ୍ମୟୀ ।”
ଏଣିକି ଦରମା ପାଇଁ ଆପଣଙ୍କୁ ସୋମବାର ଯାଏଁ କରିବାକୁ ପଡିବନି ଅପେକ୍ଷା । ୱିକେଣ୍ଡରେ ମଧ୍ୟ ଆସିବ ସାଲାରୀ ।
କନକ ବ୍ୟୁରୋ : କର୍ମଚାରୀଙ୍କ ପାଇଁ ଆସିଲା ଖୁସିଖବର । ସପ୍ତାହର ଶେଷ ଦିନରେ ବି ଆସିବ ସାଲାରୀ । ଏବେ ଆଉ ଆପଣଙ୍କ ଦରମା ପାଇଁ ଆପଣଙ୍କୁ ଶନିବାର ଏବଂ ରବିବାର ଅର୍ଥାତ ସପ୍ତାହ ଶେଷ ହେବାର ଅପେକ୍ଷା କରିବାକୁ ପଡିବ ନାହିଁ । ନ୍ୟାସନାଲ୍ ଅଟୋମେଟେଡ୍ କ୍ଲିୟରିଂ ହାଉସ ବା ଏନଏସିଏଚ୍ ନିୟମରେ ପରିବର୍ତନ କରିଛି ଆରବିଆଇ । ଏହି ସୁବିଧା ଆସନ୍ତା ଅଗଷ୍ଟ ମାସ ୧ ତାରିଖରୁ ସପ୍ତାହର ସାତ ଦିନ ଉପଲବ୍ଧContinue reading “ଏଣିକି ଦରମା ପାଇଁ ଆପଣଙ୍କୁ ସୋମବାର ଯାଏଁ କରିବାକୁ ପଡିବନି ଅପେକ୍ଷା । ୱିକେଣ୍ଡରେ ମଧ୍ୟ ଆସିବ ସାଲାରୀ ।”
ଗାଁରେ ପାଣି ସମସ୍ୟା ଦୂର ପାଇଁ କେହି ଦେଲେନି ସାଥ୍ । ୪ ବର୍ଷ ଧରି କଷ୍ଟ କଲେ, ଏକା ଏକା ନିଜ ଜମିରେ ପୋଖରୀ ଖୋଳିଦେଲେ । ଦେଖନ୍ତୁ ୱାଟରମ୍ୟାନ୍ ଭୋଳାନାଥଙ୍କ ପ୍ରେରଣାଦାୟୀ କାହାଣୀ ।
କନକ ବ୍ୟୁରୋ : ଦଶଥର ମାଂଝିଙ୍କ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ । କେମିତି ଏକା ଏକା ବିଶାଳ ପାହାଡର ଛାତି ଚିରି ରାସ୍ତା ତିଆରି କରିଥିଲେ । ଆଉ ସେଇଥିପାଇଁ ତ ତାଙ୍କୁ ମାଉଂଟେନ ମ୍ୟାନ୍ ବୋଲି ମଧ୍ୟ କୁହାଯାଏ । ତେବେ ଆଜି ଆମେ ଆପଣଙ୍କୁ ସେମିତି ଜଣେ ବ୍ୟକ୍ତିଙ୍କୁ ଦେଖାଇବୁ, ଯିଏ ଦଶରଥ ମାଂଝିଙ୍କ କାହାଣୀ ଆଜି ମନେ ପକାଇଦେଇଛନ୍ତି । କିନ୍ତୁ ପାହାଡ ନୁହେଁ ଗାଁ ପାଇଁ ଏକା ଏକା ସେContinue reading “ଗାଁରେ ପାଣି ସମସ୍ୟା ଦୂର ପାଇଁ କେହି ଦେଲେନି ସାଥ୍ । ୪ ବର୍ଷ ଧରି କଷ୍ଟ କଲେ, ଏକା ଏକା ନିଜ ଜମିରେ ପୋଖରୀ ଖୋଳିଦେଲେ । ଦେଖନ୍ତୁ ୱାଟରମ୍ୟାନ୍ ଭୋଳାନାଥଙ୍କ ପ୍ରେରଣାଦାୟୀ କାହାଣୀ ।”
ଟୀକା ନିଅନ୍ତୁ, ବିୟର ପିଅନ୍ତୁ… ! ଟୀକା ନେଲେ ମାଗଣାରେ ମିଳିବ ବିୟର । ଜାଣନ୍ତୁ କେଉଁଠି ଲାଗୁ ହେଲା ଏମିତି ନିୟମ ?
କନକ ବ୍ୟୁରୋ : ଟୀକା ନିଅନ୍ତୁ, ବିୟର ପିଅନ୍ତୁ । ଟୀକା ନେଲେ ମାଗଣାରେ ମିଳିବ ବିୟର । କରୋନା ଟୀକା ନେଲେ ଆପଣଙ୍କୁ ମାଗଣାରେ ବିୟର ମିଳିବ । ଆଶ୍ଚର୍ଯ୍ୟ ହୋଇଗଲେ ନା…କିନ୍ତୁ ଏହା ସହ । ଯଦି ଆପଣ କରୋନା ଟୀକା ନେଉଛନ୍ତି ତେବେ ଆପଣଙ୍କ ବିୟର ମିଳିବ । ଏଭଳି କିଛି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆମେରିକୀୟଙ୍କୁ କରୋନା ଟୀକା ଦେବା ଲାଗି ମାଗଣା ବିୟର ବ୍ୟବସ୍ଥାContinue reading “ଟୀକା ନିଅନ୍ତୁ, ବିୟର ପିଅନ୍ତୁ… ! ଟୀକା ନେଲେ ମାଗଣାରେ ମିଳିବ ବିୟର । ଜାଣନ୍ତୁ କେଉଁଠି ଲାଗୁ ହେଲା ଏମିତି ନିୟମ ?”