କନକ ବ୍ୟୁରୋ : ମାଲିକ୍ ଉଠ….ଉଠ ତମେ ମାଲିକ୍ । ଆର ଗାଁକୁ ପରା ବୁଲିବାକୁ ଯିବା । ମୋ ପିଠିରେ ବସାଇ ତମକୁ ନେଇଯିବି, ତମେ ଯାହା କହିବ, ମୁଁ ସେଇୟା କରିବି । ତମେ ମତେ ମାଇଲ୍ ମାଇଲ୍ ବାଟ ଚଲାଅ, ମୁଁ ଚାଲିବି । ତମ ପାଇଁ ସବୁ କରିବି…କିନ୍ତୁ ଥରେ ମୋ ପିଠିରେ ବସିଯାଅ, ଥରେ ତମେ ଉଠିଯାଅ । ହୁଏତ ଯଦି ହାତୀଟି ମଣିଷ ଭଳି କଥା କହିପାରୁଥାନ୍ତା, ତେବେContinue reading “ମାହୁନ୍ତକୁ ମାରିଦେଲା କ୍ୟାନ୍ସର, ଖବର ପାଇଁ ଧାଇଁ ଆସିଲା ଦନ୍ତା ହାତୀ । କୋହକୁ ସମ୍ଭାଳି ନପାରି କାନ୍ଦିଲା, ଶୁଣ୍ଢ ହଲାଇ ଶେଷ ସଲାମୀ ଦେଲା… ଭିଡ଼ିଓ ଭାଇରାଲ ପରେ ଭାବବିହ୍ନଳ ହେଲା ସାରା ଦେଶ ।”
Author Archives: Raghaba
ନିତୀନ ଗଡକରୀଙ୍କୁ ଭେଟିବାକୁ ନାଗପୁରରେ ପହଂଚିଲେ ଅଭିନେତା ସଂଜୟ ଦତ୍ତ । ପାଦ ଛୁଇଁ ନେଲେ ଆର୍ଶିବାଦ । ବିଜେପିରେ ମିଶିବା ନେଇ ଆକଳନ
କନକ ବ୍ୟୁରୋ : ଅଭିନେତା ସଂଜୟ ଦତ୍ତ ଶନିବାର ଦିନ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କୁ ତାଙ୍କ ନାଗପୁର ବାସଭବନରେ ଭେଟିଛନ୍ତି । ସେ ଗଡକରୀଙ୍କ ପଦଛୁଇଁ ଆର୍ଶିବାଦ ନେଇଥିବ ଫଟୋ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । କୁହାଯାଇଛି କି ଶନିବାର ଦିନ ସଂଜୟ ଦତ୍ତ ନିଜସ୍ୱ କାମରେ ନାଗପୁର ଯାଇଥିଲେ । ସେଠାରେ ସେ ନିତୀନ ଗଡକରୀଙ୍କୁ କାହିଁକି ଭେଟିଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ସଂଜୟ ବିଜେପିରେ ଯୋଗଦେଉଥିବା ନେଇContinue reading “ନିତୀନ ଗଡକରୀଙ୍କୁ ଭେଟିବାକୁ ନାଗପୁରରେ ପହଂଚିଲେ ଅଭିନେତା ସଂଜୟ ଦତ୍ତ । ପାଦ ଛୁଇଁ ନେଲେ ଆର୍ଶିବାଦ । ବିଜେପିରେ ମିଶିବା ନେଇ ଆକଳନ”
ଖୁବଶୀଘ୍ର ଆରମ୍ଭ ହେବ କୋବୋଭ୍ୟାକ୍ସ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ଡିସିଜିଆଇ ଦେଲା ମଞ୍ଜୁରୀ ।
କନକ ବ୍ୟୁରୋ : ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ତରଫରୁ କରୋନା ଭୂତାଣୁର ସମ୍ଭାବିତ ଟିକା କୋବୋଭ୍ୟାକ୍ସର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ପରୀକ୍ଷଣ ବିନା ପ୍ଲୋସିବୋରେ କରାଯିବ । କହିରଖୁ କି ପ୍ଲେସିବୋ ନିୟନ୍ତ୍ରିତ ପରୀଣରେ କିଛି ସ୍ୱେଚ୍ଛାସେବୀଙ୍କୁ ମେଡିସିନ ବା ଟିକା ଦିଆଯାଏ ଓ କିଛି ଲୋକଙ୍କୁ କେବଳ ପ୍ଲେସିବୋ ଦିଆଯାଇଥାଏ । ଗବେଷକ ମାନଙ୍କ ମତରେ ମାନବ ଶରୀରରେ ପରୀକ୍ଷଣ ଦ୍ୱାରା ଟିକାର ପ୍ରଭାବ ପ୍ରତିଶତContinue reading “ଖୁବଶୀଘ୍ର ଆରମ୍ଭ ହେବ କୋବୋଭ୍ୟାକ୍ସ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ଡିସିଜିଆଇ ଦେଲା ମଞ୍ଜୁରୀ ।”
ବିଜେପୁରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଜଣେ ମାତ୍ର ସିକ୍ୟୁରିଟି ଗାର୍ଡରେ ଚାଲିଛି ଗାଇସିଲଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଆମ୍ବୁଲାନ୍ସରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତିି ଗର୍ଭବତୀ ।
କନକ ବ୍ୟୁରୋ: ବରଗଡ ବିଜେପୁରରେ ସ୍ୱସ୍ଥ୍ୟ ସେବାର ବିକଳ ଚିତ୍ର । ଜଣେ ସିକ୍ୟୁରିଟି ଗାର୍ଡରେ ଚାଲିଛି ଗାଇସିଲଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଏଠାରେ ନା ଅଛନ୍ତି ଡାକ୍ତର, ନା କେହି ସ୍ୱାସ୍ଥ୍ୟକର୍ମୀ । ପ୍ରସବ ପାଇଁ ଆସିଥିବା ଗର୍ଭବତୀଙ୍କୁ ଘଂଟାଘଂଟା ଆମ୍ବୁଲାନ୍ସ ଭିତରେ ଅପେକ୍ଷା କରିବାକୁ ପଡୁଛି । … ହସ୍ପିଟାଲରେ ସବୁବେଳେ ତାଲା ଝୁଲୁଛି । ଖବର ପାଇ ଆମେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚିଲା ବେଳକୁ ଏକ ଆମ୍ବୁଲାନ୍ସରେ ଆସି ପହଂଚିଥିଲେ ଜଣେContinue reading “ବିଜେପୁରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଜଣେ ମାତ୍ର ସିକ୍ୟୁରିଟି ଗାର୍ଡରେ ଚାଲିଛି ଗାଇସିଲଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଆମ୍ବୁଲାନ୍ସରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତିି ଗର୍ଭବତୀ ।”
ଗ୍ରାମବାସୀ ସଚେତନ : ୨.୫ ହଜାର ଲୋକସଂଖ୍ୟା ଥିବା ଗାଁରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ନାହାନ୍ତି ଜଣେ ବି କରୋନା ସଂକ୍ରମିତ ।
କନକ ବ୍ୟୁରୋ : ‘ଦୋ ଗଜ କି ଦୂରୀ, ମାସ୍କ ହେ ଜରୁରୀ’ କରୋନା ସଂକ୍ରମଣକୁ ରୋକିବାକୁ ସରକାର ଏଭଳି ହଜାର ହଜାର ଶ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନ କରାଇବାରେ ଲାଗିଛନ୍ତି । ଏଭଳି ଶ୍ଲୋଗାନ ସମସ୍ତଙ୍କ କାନରେ ପଡୁଥିଲେ ବି ଏଥିରେ ପ୍ରକୃତରୂପେ ସଚେତନ ହୋଇଛନ୍ତି ବିହାର ନରକାଟିୟାଗଂଜ ଅନୁମଣ୍ଡଳ କ୍ଷେତ୍ରରେ ଥିବା ଚାନ୍ଦପୁର ଗ୍ରାମବାସୀ । କୁହାଯାଇଛି କି, ୨.୫ ହଜାର ଜନସଂଖ୍ୟା ବିଶିଷ୍ଟ ଚାନ୍ଦପୁର ଗାଁରେ ଆଜି ପର୍ଯ୍ୟନ୍ତ ଜଣେ ବି କରୋନାContinue reading “ଗ୍ରାମବାସୀ ସଚେତନ : ୨.୫ ହଜାର ଲୋକସଂଖ୍ୟା ଥିବା ଗାଁରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ନାହାନ୍ତି ଜଣେ ବି କରୋନା ସଂକ୍ରମିତ ।”
୭ ମାସ ଧରି କରୋନା ସଂକ୍ରମିତ ହୋଇ ରହିଲେ ଏଚଆଇଭି ସଂକ୍ରମିତ ମହିଳା । ଶରୀରରେ ଦେଖାଦେଲା କରୋନାର ୩୨ ପ୍ରକାର ରୂପ ।
କନକ ବ୍ୟୁରୋ : କରୋନା ସଂକ୍ରମଣକୁ ନେଇ କେତେ ପ୍ରକାରର ଖବର ଏବେ ଶୁଣିବାକୁ ମିଳୁଛି । ହେଲେ ଏବେ ଯେଉଁ ଖବର ଆମେ ଆପଣଙ୍କୁ ଦେବାକୁ ଯାଉଛୁ ତାହାକୁ ଶୁଣିଲେ ଆପଣ ତ ଚକିତ ହେବେ କାରଣ କରୋନା ସଂକ୍ରମିତ ଏହି ମହିଳାଙ୍କର ପରୀକ୍ଷା ନିରୀକ୍ଷା ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଦେଖିବା ପରେ ଡାକ୍ତରମାନେ ବି ଚକିତ ହୋଇଯାଇଛନ୍ତି । ଦକ୍ଷୀଣ ଆଫ୍ରିକାରେ ଜଣେ ଏଚଆଇଭି ସଂକ୍ରମିତ ମହିଳା ୭ ମାସContinue reading “୭ ମାସ ଧରି କରୋନା ସଂକ୍ରମିତ ହୋଇ ରହିଲେ ଏଚଆଇଭି ସଂକ୍ରମିତ ମହିଳା । ଶରୀରରେ ଦେଖାଦେଲା କରୋନାର ୩୨ ପ୍ରକାର ରୂପ ।”
ରାଜ୍ୟରେ ସଂକ୍ରମଣ ହାର କମିବା ଭଲ ସଂକେତ ବୋଲି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ୨୩ରୁ କମି ୯ ପ୍ରତିଶତରେ ପହଞ୍ଚିଲାଣି ପଜିଟିଭ ହାର ।
କନକ ବ୍ୟୁରୋ: ରାଜ୍ୟରେ ସଂକ୍ରମଣ କମୁଛି । ୨୩ ପ୍ରତିଶତ ଉପରେ ସଂକ୍ରମଣ ହାର ରହୁଥିଲା । ବର୍ତମାନ ଏହା ଧୀରେ ଧୀରେ କମି ୯ ପ୍ରତିଶତରେ ପହଂଚିଲାଣି । ତେବେ ଏହା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆଣିଛି ବୋଲି ଏମିତି କିଛି ଭଲ ସଙ୍କେତ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅନ୍ୟପଟେ ଗତ ୨୪ ଘଂଟାରେ ୭ହଜାର ୨ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩ ହଜାରContinue reading “ରାଜ୍ୟରେ ସଂକ୍ରମଣ ହାର କମିବା ଭଲ ସଂକେତ ବୋଲି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ୨୩ରୁ କମି ୯ ପ୍ରତିଶତରେ ପହଞ୍ଚିଲାଣି ପଜିଟିଭ ହାର ।”
ଅମର ପଟ୍ଟନାୟକଙ୍କ ମନ୍ତବ୍ୟକୁ ସମାଲୋଚନା କଲେ ବିଜେପି ନେତ୍ରୀ । ଲେଖାଶ୍ରୀ କହିଲେ, ବିଭ୍ରାନ୍ତ କରୁଛନ୍ତି ବିଜେଡ଼ି ସାଂସଦ ।
କନକ ବ୍ୟୁରୋ: ଟିକାକୁ ନେଇ ଜୋର ଧରିଲା ବିଜେଡି – ବିଜେପି କଳି । ଗତକାଲି ବିଜେଡ଼ି ସାଂସଦ ଅମର ପଟ୍ଟନାୟକ କହିଥିଲେ ଡବ୍ଲୁଏଚଓର ଅନୁମୋଦନ ନଥିବାରୁ ବିଦେଶକୁ ଯାଇପାରୁନାହାନ୍ତି କୋଭାକ୍ସିନ ନେଇଥିବା ଓଡ଼ିଶାର ଛାତ୍ରଛାତ୍ରୀ । କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଏଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ତେବେ ରାଜ୍ୟସଭା ସାଂସଦଙ୍କ ଏହି ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି । ସାଂସଦ ଜନବିରୋଧି, ମିଥ୍ୟା, ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ବୋଲିContinue reading “ଅମର ପଟ୍ଟନାୟକଙ୍କ ମନ୍ତବ୍ୟକୁ ସମାଲୋଚନା କଲେ ବିଜେପି ନେତ୍ରୀ । ଲେଖାଶ୍ରୀ କହିଲେ, ବିଭ୍ରାନ୍ତ କରୁଛନ୍ତି ବିଜେଡ଼ି ସାଂସଦ ।”
ମୋଦିଙ୍କୁ କେଜ୍ରିୱାଲଙ୍କ ପ୍ରଶ୍ନ । କହିଲେ, ପିଜା, ବର୍ଗରର ହୋମ ଡେଲିଭରି ହୋଇପାରୁଛି ତାହେଲେ ରାସନର କାହିଁକି ନୁହେଁ?
କନକ ବ୍ୟୁରୋ: ଦିଲ୍ଲୀ ସରକାରଙ୍କ ଘର-ଘର ରାସନ ଯୋଜନା ଉପରେ କେନ୍ଦ୍ର ସରକାର ରୋକ ଲଗାଇବ ପରେ ଏବେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏକ ପ୍ରେସ କନଫରେସନ୍ସ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ପିଜା, ବର୍ଗରର ହୋମ ଡେଲିଭରି ହୋଇ ପାରୁଛି ହେଲେ ରାସନର କାହିଁକି ନୁହେଁ । କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଆସନ୍ତା ସପ୍ତାହରେ ଘର ଘର ରାସନ ଯୋଜନା ଆରମ୍ଭ ହେବାର ଥିଲା । ଏନେଇ ସବୁContinue reading “ମୋଦିଙ୍କୁ କେଜ୍ରିୱାଲଙ୍କ ପ୍ରଶ୍ନ । କହିଲେ, ପିଜା, ବର୍ଗରର ହୋମ ଡେଲିଭରି ହୋଇପାରୁଛି ତାହେଲେ ରାସନର କାହିଁକି ନୁହେଁ?”
କେବଳ କରୋନା ରୋଗୀଙ୍କ ଖୁସି ପାଇଁ…ରୋଗୀଙ୍କୁ ମାନସିକ ଭାବେ ସୁସ୍ଥ ରଖିବାକୁ ନିଆରା ପ୍ରୟାସ ।
କନକ ବ୍ୟୁରୋ: ନୟାଗଡ଼ ଅଞ୍ଚଳର ଜଣେ କୋଭିଡ ରୋଗୀ ଗତ ୮ ଦିନ ହେଲା ଖଣ୍ଡପଡା କୋଭିଡ କେୟାର ସେଣ୍ଟରରେ ଚିକିତ୍ସାଧୀନ ଥିବା ବେଳେ ଧୀରେ ଧୀରେ ସୁସ୍ଥ ହେଉଥିଲେ । ଆଜି ତାଙ୍କର ଜନ୍ମଦିନ ଥିବାରୁ ମନଦୁଃଖରେ ବସିଥିଲେ । ଏ କଥା ଜାଣିପାରି ହସ୍ପିଟାଲ କର୍ମଚାରୀ ଡାକ୍ତରଖାନା ପରିସରରେ କେକ କାଟି ସଂପୃକ୍ତ ରୋଗୀଙ୍କ ଜନ୍ମ ଦିନ ପାଳନ କରିଥିଲେ । ଅନ୍ୟପଟେ ଡାକ୍ତରଖାନା ପରିସରରେ ଆଜି କୋଭିଡ଼ ଯୋଦ୍ଧାମାନେ ବୃକ୍ଷରୋପଣ କରିଥିଲାବେଳେ ନିଜେContinue reading “କେବଳ କରୋନା ରୋଗୀଙ୍କ ଖୁସି ପାଇଁ…ରୋଗୀଙ୍କୁ ମାନସିକ ଭାବେ ସୁସ୍ଥ ରଖିବାକୁ ନିଆରା ପ୍ରୟାସ ।”