କରୋନ କାଳରେ ଆସିଲା ଦୁଇଟି ଭଲ ଖବର । ୩୦ ଦିନ ଆଇସିୟୁରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଲେ ରାୟଗଡ଼ାର ୨୦ ବର୍ଷୀୟ ପ୍ରତୀକ୍ଷ । ସେପଟେ ଭୁବନେଶ୍ୱରରେ ଫୁସଫୁସ ଶତ ପ୍ରତିଶତ ସଂକ୍ରମଣ ହୋଇଥିବା ରୋଗୀ ହେଲେ ସୁସ୍ଥ ।

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ଭୟଙ୍କର ଥିଲେ ମଧ୍ୟ ତାକୁ ପରାସ୍ତ କରିବା ସମ୍ଭବ । ଯାହା କରି ଦେଖାଇଛନ୍ତି ରାୟଗଡା ଜିଲ୍ଲା ମୁନିଗୁଡାର ୨୦ ବର୍ଷୀୟ ଯୁବକ ପ୍ରତୀକ୍ଷ କାଦାମ୍ବାଲୁ । ଆଉ ମାସେ କାଳ ଡାକ୍ତରଖାନାରେ ମହାମାରୀ ସହ ଲଢ଼େଇ କରି ବିଜୟୀ ହୋଇଛନ୍ତି ପ୍ରତୀକ୍ଷ । ଯେତେବେଳେ ପୁଅ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥାଏ ସେତେବେଳେ ଡାକ୍ତରଙ୍କ ଚିକିତ୍ସା ବ୍ୟବସ୍ଥା ଓ ଭଗବାନକୁ ଭରସା କରିବା ଛଡା ଆଉ କିଛି ବିକଳ୍ପContinue reading “କରୋନ କାଳରେ ଆସିଲା ଦୁଇଟି ଭଲ ଖବର । ୩୦ ଦିନ ଆଇସିୟୁରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଲେ ରାୟଗଡ଼ାର ୨୦ ବର୍ଷୀୟ ପ୍ରତୀକ୍ଷ । ସେପଟେ ଭୁବନେଶ୍ୱରରେ ଫୁସଫୁସ ଶତ ପ୍ରତିଶତ ସଂକ୍ରମଣ ହୋଇଥିବା ରୋଗୀ ହେଲେ ସୁସ୍ଥ ।”

ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରମେଶ । ସ୍ୱାମୀଙ୍କୁ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ସ୍ତ୍ରୀ ସ୍ମିତା । ଚିକିତ୍ସା ପାଇଁ ଲୋଡିଲେ ସହାୟତା ।

କନକ ବ୍ୟୁରୋ: ମହାମାରୀରେ କରୋନା ବାପାଙ୍କୁ ଛଡେଇ ନେଇଛି । ଏବେ ପୁଅ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଘରର ଜଣେ ପୁରୁଷ ଆରପାରିକୁ ଚାଲିଯିବା ପରେ ଆଉ ଜଣେ ଏବେ ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଆଉ ସ୍ୱାମୀଙ୍କୁ ସୁସ୍ଥ କରି ଡାକ୍ତରଖାନାକୁ ଘରକୁ ଫେରାଇ ଆଣିବା ପାଇଁ ସଂଘର୍ଷ କରୁଛନ୍ତି ସ୍ତ୍ରୀ ଓ ଭଉଣୀ । ଘରେ ପୁରୁଷ ନାହାନ୍ତି, କିନ୍ତୁ ଦୁଇ ଜଣ ମହିଳା ହାରି ନାହାନ୍ତି,Continue reading “ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରମେଶ । ସ୍ୱାମୀଙ୍କୁ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ସ୍ତ୍ରୀ ସ୍ମିତା । ଚିକିତ୍ସା ପାଇଁ ଲୋଡିଲେ ସହାୟତା ।”

ଏସଡିଜି ରିପୋର୍ଟକୁ ନେଇ ବିଜେପି-ବିଜେଡି କଥା କଟାକଟି ।  ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କଟାକ୍ଷ । ସେପଟେ ନୀତି ଆୟୋଗର ତଥ୍ୟ ଗ୍ରହଣ ପ୍ରକିୟାକୁ ନେଇ ପଶ୍ନ ଉଠାଇଲେ ବିଜେଡି ସାଂସଦ ଅମର ପଟ୍ଟନାୟକ ।

କନକ ବ୍ୟୁରୋ: ଏସଡିଜି ରିପୋର୍ଟରେ ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ କଟାକ୍ଷ । ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ୫ଟି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଉ କହିଛନ୍ତି ୨୧ ବର୍ଷ ଶାସନ ପରେ ଓଡ଼ିଶାର ୩୩ ପ୍ରତିଶତ ଲୋକ କାହିଁକି ଅଛନ୍ତି ଦାରିଦ୍ର୍ୟ ସୀମାରେଖା ତଳେ? ୨୮ଟି ରାଜ୍ୟ ତାଲିକାରେ ତଳୁ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ କାହିଁକି ପାଇବ? ସାଢ଼େ ୪କୋଟି ଓଡ଼ିଶାବାସୀଙ୍କ ଉପରେ ଏହାContinue reading “ଏସଡିଜି ରିପୋର୍ଟକୁ ନେଇ ବିଜେପି-ବିଜେଡି କଥା କଟାକଟି ।  ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କଟାକ୍ଷ । ସେପଟେ ନୀତି ଆୟୋଗର ତଥ୍ୟ ଗ୍ରହଣ ପ୍ରକିୟାକୁ ନେଇ ପଶ୍ନ ଉଠାଇଲେ ବିଜେଡି ସାଂସଦ ଅମର ପଟ୍ଟନାୟକ ।”

କିପରି ହେବ ଯୁକ୍ତ ୨ ପରୀକ୍ଷା ଫଳ ମୂଲ୍ୟାୟନ? ବିଶେଷଜ୍ଞ ରଖିଲେ ଭିନ୍ନ ଭିନ୍ନ ମତ । ସେପଟେ ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି ।

କନକ ବ୍ୟୁରୋ: ଯୁକ୍ତ ୨ ପରୀକ୍ଷା ବାତିଲ ହୋଇଛି । ହେଲେ, କେମିତି କରାଯିବ ମୂଲ୍ୟାୟନ? ଏହାକୁ ନେଇ ହରଡଘଣାରେ ପଡିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଗତବର୍ଷ ଅଳ୍ପ କେତେକ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷା ହୋଇଥିଲା । କିନ୍ତୁ କରୋନା ସଂକ୍ରମଣ ବଢ଼ିବାରୁ ସରକାର ଏକାଦଶ ଶ୍ରେଣୀର ପରୀକ୍ଷାକୁ ବାତିଲ କରି ସମସ୍ତ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତୀର୍ଣ୍ଣ କରିଥିଲେ । ତେଣୁ ଦୁଇ ବର୍ଷ ମଧ୍ୟରେ ସମସ୍ତContinue reading “କିପରି ହେବ ଯୁକ୍ତ ୨ ପରୀକ୍ଷା ଫଳ ମୂଲ୍ୟାୟନ? ବିଶେଷଜ୍ଞ ରଖିଲେ ଭିନ୍ନ ଭିନ୍ନ ମତ । ସେପଟେ ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି ।”

ରାଜ୍ୟରେ କମୁଛି କରୋନା, ଆଣୁଛି ଆଶ୍ୱସ୍ତି । ୫ ଦିନରେ ହ୍ରାସ ପାଇଲା ୪ ପ୍ରତିଶତ ସଂକ୍ରମଣ ହାର । ରଜ ପରେ ଲକଡାଉନ ଖୋଲିବେ କି ସରକାର?

କନକ ବ୍ୟୁରୋ: ଓଡ଼ିଶାର କରୋନା ମ୍ୟାପରେ ଏବେ ଧୀରେ ଧୀରେ ରେଡ୍ ଜୋନ ଜିଲ୍ଲା ସଂଖ୍ୟା କମି ଆସୁଛି । ଗତମାସରେ ଯେତେବେଳେ ରାଜ୍ୟରେ ଦ୍ୱିତୀୟ ଲହର ସଂକ୍ରମଣ ଶୀର୍ଷ ଦେଇ ଗତି କରୁଥିଲା, ସେତେବେଳେ ଗୋଟିଏ-ଦୁଇଟି ଜିଲ୍ଲାକୁ ଛାଡିଦେଲେ ବାକି ଜିଲ୍ଲାଗୁଡିକ ରେଡ୍ ଜୋନରେ ରହିଥିଲେ । ତେବେ ଆଜିର କରୋନା ମ୍ୟାପରେ ୧୩ଟି ଜିଲ୍ଲା ରେଡ୍ ଜୋନରେ ଥିବା ବେଳେ ୧୭ଟି ଜିଲ୍ଲା ୟେଲୋ ଓ ଗ୍ରୀନ୍ ଜୋନ୍କୁ ଆସି ଯାଇଛନ୍ତି । ଏହାରContinue reading “ରାଜ୍ୟରେ କମୁଛି କରୋନା, ଆଣୁଛି ଆଶ୍ୱସ୍ତି । ୫ ଦିନରେ ହ୍ରାସ ପାଇଲା ୪ ପ୍ରତିଶତ ସଂକ୍ରମଣ ହାର । ରଜ ପରେ ଲକଡାଉନ ଖୋଲିବେ କି ସରକାର?”

ଜିଏସଟି ସଂଗ୍ରହ ଉପରେ କରୋନା ମାଡ । ମେ ମାସରେ ମୋଟ ୧ଲକ୍ଷ ୨ ହଜାର କୋଟି ଜିଏସଟି ସଂଗ୍ରହ

କନକ ବ୍ୟୁରେ : ଦେଶର ସବୁକ୍ଷେତ୍ରରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । କୃଷି ଠାରୁ ଶିଳ୍ପ ସବୁଠି କମିଛି ଉତ୍ପାଦନ । ଲକଡାଉନ୍ ଓ ସଟଡାଉନ୍ ପାଇଁ କମିଛି ବେପାର । ଏହାସହ ଲୋକମାନଙ୍କର ରୋଜଗାର କମୁଥିବାରୁ କ୍ରୟ କ୍ଷମତା ମଧ୍ୟ ହ୍ରାସ ପାଇଛି । ଏହି କ୍ରମରେ ମେ ମାସରେ ମୋଟ ୧ଲକ୍ଷ ୨ ହଜାର କୋଟି ଜିଏସଟି ସଂଗ୍ରହ ହୋଇଥିବା କଥା କୁହାଯାଇଛି । କହିରଖୁ କି କରୋନା ମହାମାରୀ ଭିତରେ ବିContinue reading “ଜିଏସଟି ସଂଗ୍ରହ ଉପରେ କରୋନା ମାଡ । ମେ ମାସରେ ମୋଟ ୧ଲକ୍ଷ ୨ ହଜାର କୋଟି ଜିଏସଟି ସଂଗ୍ରହ”

ଟିଏମସିର ମହାସଚିବ ପଦରେ ଅବସ୍ଥାପିତ ହେଲେ ବିବାଦୀୟ ନେତା ଅଭିଷେକ ବାନାର୍ଜୀ । ଯୁବ ଟିଏମସିର ଅଧ୍ୟକ୍ଷ ପଦରୁ ଦେଲେ ଇସ୍ତଫା

କନକ ବ୍ୟୁରୋ : ଟିଏମସି ନେତା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା କୁହାଯାଉଥିବା ଅଭିଷେକ ବାନାର୍ଜୀଙ୍କୁ ଦଳର ଏକ ବଡ ଦାୟିତ୍ୱ ମିଳିଛି । ତାଙ୍କୁ ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ମିଳିଛି । କହିରଖୁ କି ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ମାନେ ଅଭିଷେକଙ୍କୁ ନେଇ ମମତାଙ୍କ ଉପରେ ପରିବାରବାଦର ଅଭିଯୋଗ ଆଣିଥିଲେ । ହେଲେ ଦଳର ବିଜୟ ପରେ ବିରୋଧୀଙ୍କ କଥାକୁ କର୍ଣ୍ଣପାତ ନକରି ଦିଦି ନିଜର ଭଣଜାକୁContinue reading “ଟିଏମସିର ମହାସଚିବ ପଦରେ ଅବସ୍ଥାପିତ ହେଲେ ବିବାଦୀୟ ନେତା ଅଭିଷେକ ବାନାର୍ଜୀ । ଯୁବ ଟିଏମସିର ଅଧ୍ୟକ୍ଷ ପଦରୁ ଦେଲେ ଇସ୍ତଫା”

ମାସ୍କକୁ ନେଇ ଅଜବ ନିୟମ । ଏହି କାଫେକୁ ମାସ୍କ ପିନ୍ଧି ଆସିଲେ ଦେବେ ଅତିରିକ୍ତ ଟଙ୍କା । କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

କନକ ବ୍ୟୁରୋ: ବର୍ତ୍ତମାନ କରୋନା ମହାମାରୀ ସମୟରେ ମାସ୍କ ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ସହ ଅନେକ ଦେଶ ରହିଛି ଯେଉଁଠି ମାସ୍କ ବହାରକୁ ବାଧ୍ୟତାମୂଳକ କରାଯାଇଛି । ଭାରତରେ ମାସ୍କ ନ ପିନ୍ଧିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କଠାରୁ ଫାଇନ ଆଦାୟ କରାଯାଉଛି । ସେପଟେ ଦୋକାନୀ ମାନଙ୍କୁ ମଧ୍ୟ ମାସ୍କ ନିୟମ ପାଳନ କରିବାକୁ କୁହାଯାଉଛି । ହେଲେ ଆପଣ ଜାଣିଛନ୍ତି କି ଦୁନିଆରେ ଏମିତିContinue reading “ମାସ୍କକୁ ନେଇ ଅଜବ ନିୟମ । ଏହି କାଫେକୁ ମାସ୍କ ପିନ୍ଧି ଆସିଲେ ଦେବେ ଅତିରିକ୍ତ ଟଙ୍କା । କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।”

ଏମିତି ଗାଁ, ଯେଉଁଠି ସ୍ଥଳ ନୁହେଁ ଜଳ ଉପରେ ରହୁଛନ୍ତି ଲୋକ । ୧୩ ଶହ ବର୍ଷ ହେବ ପାଣିରେ ଘର ରହି ଆସୁଛନ୍ତ ଲୋକ । କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।

କନକ ବ୍ୟୁରୋ: ନିଜ ସଂସ୍କୃତିକୁ ବଞ୍ଚାଇବାକୁ କିଏ କେତେ କଣ କରିଥାଏ । ଆଜି ବି ଦୁନିଆରେ ବିଭିନ୍ନ ଲୋକ ନିଜ ସଂସ୍କୃତି ଓ ପରମ୍ପରାକୁ ପାଳନ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ କଥା କହିବୁ ଯେଉଁଠି ଲୋକମାନେ ନିଜ ପରମ୍ପରାକୁ ପାଳନ କରିବାକୁ ଯାଇ ପାଣି ଭିତରେ ରହୁଛନ୍ତି । ହଁ ଆଜ୍ଞା କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ । ଆଶ୍ଚର୍ଯ୍ୟ ଲାଗିବାଟା ବିContinue reading “ଏମିତି ଗାଁ, ଯେଉଁଠି ସ୍ଥଳ ନୁହେଁ ଜଳ ଉପରେ ରହୁଛନ୍ତି ଲୋକ । ୧୩ ଶହ ବର୍ଷ ହେବ ପାଣିରେ ଘର ରହି ଆସୁଛନ୍ତ ଲୋକ । କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।”

ହଜି ଯାଇଛି କି ଆଧାରକାର୍ଡ ? ଏଣିକି ବିନା ମୋବାଇଲ ନମ୍ବରରେ ବି ପାଇପାରିବେ ନୂଆ ଆଧାରକାର୍ଡ । ଜାଣନ୍ତୁ ନୂଆ ଆଧାରକାର୍ଡ ପାଇବାର ପୂରା ପ୍ରକ୍ରିୟା ।

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ । ଘର ହେଉ କିମ୍ବା ସରକାରୀ ବିନା ଆଧାରକାର୍ଡରେ କୌଣସି କାମ ସମ୍ଭବ ନୁହେଁ । କାରଣ ଆଧାର କାର୍ଡ ଏବେ ପ୍ରତିଟି ଲୋକଙ୍କ ପାଇଁ ପ୍ରମୁଖ ପରିଚୟ ପତ୍ର । ଲୋକମାନେ ଏବେ ଆଧାରକାର୍ଡକୁ ସାଙ୍ଗରେ ଧରି ମଧ୍ୟ ଯାତ୍ରା କରୁଛନ୍ତି । ଯଦି ଏଭଳି ପରିସ୍ଥିତିରେ ଆମ ଆଧାରକାର୍ଡ ହଜି ଯାଏ ଆଉ ଆଧାରକାର୍ଡରେ ନମ୍ବର ରେଜିଷ୍ଟର ନଥାଏ କିମ୍ବା ନମ୍ବରContinue reading “ହଜି ଯାଇଛି କି ଆଧାରକାର୍ଡ ? ଏଣିକି ବିନା ମୋବାଇଲ ନମ୍ବରରେ ବି ପାଇପାରିବେ ନୂଆ ଆଧାରକାର୍ଡ । ଜାଣନ୍ତୁ ନୂଆ ଆଧାରକାର୍ଡ ପାଇବାର ପୂରା ପ୍ରକ୍ରିୟା ।”

Design a site like this with WordPress.com
Get started