କନକ ବ୍ୟୁରୋ: ରାଜ୍ୟରେ କୋଭିଡ୍ ଟିକା ନେଇ ସଙ୍କଟ ଦେଖାଦେଇଥିବାବେଳେ ଆଜି ଏହାକୁ ନେଇ ଏକ ବଡ ବୟାନ ରଖିଛନ୍ତି ବିଏମସି କମିସନର । ରାଜଧାନୀରେ ବାସ କରୁଥିବା ସମସ୍ତ ୧୮ରୁ ୪୪ ବର୍ଷୀୟ ଲୋକଙ୍କୁ ଠିକ୍ ସମୟରେ ଟିକା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ତା ସହ ଯେଉଁମାନେ ଦ୍ୱିତୀୟ ଡୋଜ ଅପେକ୍ଷାରେ ରହିଛନ୍ତି ସେମାନଙ୍କୁ ମଧ୍ୟ ସଠିକ୍ ସମୟରେ ଟିକା ଦିଆଯିବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ସଞ୍ଜୟ ସିଂ ।Continue reading “ରାଜଧାନୀବାସୀଙ୍କୁ ନିଶ୍ଚୟ ମିଳିବ ଦ୍ୱିତୀୟ ଡୋଜ୍ । ଦ୍ରୁତ ଗତିରେ ଆଗେଇବ ସାବାଳକ ଟିକାକରଣ । ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଦିଆଯିବ ଭ୍ୟାକ୍ସିନ ।”
Author Archives: Raghaba
ଆସନ୍ତାକାଲିଠୁ ଭୁବନେଶ୍ୱରର ମାର୍କେଟ ଅଞ୍ଚଳରେ କରୋନା ଟେଷ୍ଟିଂ । ମୋବାଇଲ୍ ଭ୍ୟାନ ପଠାଯାଇ କରାଯିବ ଆଣ୍ଟିଜେନ୍ ଏବଂ ଆରଟିପିସିଆର ଟେଷ୍ଟ । ପ୍ରେସମିଟରେ ସୂଚନା ଦେଲେ ବିଏମସି କମିସନର ।
କନକ ବ୍ୟୁରୋ: ଆସନ୍ତାକାଲିଠୁ ଭୁବନେଶ୍ୱରର ମାର୍କେଟ ଅଞ୍ଚଳରେ ବିଏମସି ପକ୍ଷରୁ କରାଯିବ କରୋନା ଟେଷ୍ଟିଂ । ଏନେଇ ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ବିଏମସି କମିସନର । ତାଙ୍କ କହିବା ମୁତାବକ, ସଂକ୍ରମଣରେ ବ୍ରେକ୍ ଦେବା ପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲିଠୁ ଏଥିପାଇଁ ବଜାର ଅଞ୍ଚଳରେ ମୋବାଇଲ୍ ଭ୍ୟାନ ପଠାଯାଇ ଲୋକଙ୍କ ଆରଟିପିସିଆର ଏବଂ ଆଣ୍ଟିଜେନ୍ ଟେଷ୍ଟ କରାଯିବ । ଏହି ସାମୁହିକ ଟେଷ୍ଟିଂ ଅଭିଯାନରେ ସମସ୍ତେ ସହଯୋଗ କରିବାକୁContinue reading “ଆସନ୍ତାକାଲିଠୁ ଭୁବନେଶ୍ୱରର ମାର୍କେଟ ଅଞ୍ଚଳରେ କରୋନା ଟେଷ୍ଟିଂ । ମୋବାଇଲ୍ ଭ୍ୟାନ ପଠାଯାଇ କରାଯିବ ଆଣ୍ଟିଜେନ୍ ଏବଂ ଆରଟିପିସିଆର ଟେଷ୍ଟ । ପ୍ରେସମିଟରେ ସୂଚନା ଦେଲେ ବିଏମସି କମିସନର ।”
କୋଭିଡ୍ କେୟାର ସେଣ୍ଟର ଉଦଘାଟନ ନେଇ ସାଂସଦ-ବିଧାୟକ ମୁହାଁମୁହିଁ । ଅନୁଗୁଳ ସାଂସଦ ମହେଶ ସାହୁ ଓ ପାଲଲହଡା ବିଧାୟକ ମୁକେଶ ପାଲଙ୍କ ଭିତରେ କଥା କଟାକଟି ।
କନକ ବ୍ୟୁରୋ: ନୂଆ କୋଭିଡ କେୟାର ସେଣ୍ଟର ଉଦଘାଟନକୁ ନେଇ ସାଂସଦ-ବିଧାୟକ ମୁହାଁମୁହିଁ । ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳରୁ ଆସିଛି ଏଭଳି ଖବର । ଅନୁଗୁଳ ସାଂସଦ ମହେଶ ସାହୁ ପହଞ୍ଚିବାର ୧୫ ମିନିଟ୍ ପୂର୍ବରୁ ବିଧାୟକ ମୁକେଶ ପାଲ, ନୂତନ କୋଭିଡ କେୟାର ସେଂଟରକୁ ଉଦଘାଟନ କରି ସାରିଥିଲେ । ଏହାକୁ କେନ୍ଦ୍ର କରି ସାଂସଦ ଓ ବିଧାୟକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପାଲଲହଡା ସୁବର୍ଣ୍ଣପାଲି ଆଦର୍ଶ ବିଦ୍ୟାଳୟ ଠାରେ ନୂଆContinue reading “କୋଭିଡ୍ କେୟାର ସେଣ୍ଟର ଉଦଘାଟନ ନେଇ ସାଂସଦ-ବିଧାୟକ ମୁହାଁମୁହିଁ । ଅନୁଗୁଳ ସାଂସଦ ମହେଶ ସାହୁ ଓ ପାଲଲହଡା ବିଧାୟକ ମୁକେଶ ପାଲଙ୍କ ଭିତରେ କଥା କଟାକଟି ।”
ଟ୍ୱିଟରକୁ ସରକାର ଦେଲେ ଶେଷ ଚେତାବନୀ । କହିଲେ, ନିୟମ ମାନ ନହେଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ
କନକ ବ୍ୟୁରୋ: ନୂଆ ଆଇଟି ନିୟମକୁ ନେଇ ସରକାର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ଶେଷ ଚେତାବନୀ ଦେଇଛନ୍ତି ସରକାର । ସରକାର ଭାରତୀୟ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଟ୍ୱିଟରକୁ ଶେଷ ସୁଯୋଗ ଦେଇଛନ୍ତି । ଏହାସହ ସରକାର ସ୍ପଷ୍ଟ କରିଛନ୍ତି ଯେ ଏପରି ନକଲେ ଟ୍ୱିଟରକୁ ପରିଣାମ ଭୋଗିବାକୁ ପଡିବ । କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ କିଛିଦିନ ହେବ ବିବାଦ ଜାରି ରହିଛି । ଆଜି କମ୍ପାନୀ ଭାରତର ଉପରାଷ୍ଟ୍ରପତି ଭେଙ୍କୟାନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁContinue reading “ଟ୍ୱିଟରକୁ ସରକାର ଦେଲେ ଶେଷ ଚେତାବନୀ । କହିଲେ, ନିୟମ ମାନ ନହେଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ”
ଆପୋଲୋରେ ଜୀବନ ସହ ଯୁଦ୍ଧ କରୁଛନ୍ତି ଅମ୍ରିତ । ‘ମିଲାପ’ ମାଧ୍ୟମରେ ଆଶାକୁ ଆୟୁଷରେ ବଦଳାଇବାକୁ ଚାଲିଛି ଉଦ୍ୟମ । ଅମ୍ରିତଙ୍କ ପାଇଁ ଆଗେଇ ଆସିବାକୁ ଅନୁରୋଧ…
କନକ ବ୍ୟୁରୋ: ଜୀବନ ବଞ୍ଚିବ, ଯମ ହାରିବ । ମୃତ୍ୟୁକୁ ମୁହଁତୋଡ ଜବାବ ଦେଇ ଜୀବନ ନେଇ ଜଲଦି ଫେରିବେ ଅମ୍ରିତ । ସେ ସୁସ୍ଥ ହେବେ, ଶୀଘ୍ର ଫେରିବେ… ଅମ୍ରିତଙ୍କ ପାଇଁ ଏଇ ଆଶା ଏବେ ସଞ୍ଚରିତ ହୋଇଛି । ଯେଉଁଥି ଲାଗି ସମସ୍ତେ ବାନ୍ଧି ଚାଲିଛନ୍ତି ସହାଯ୍ୟର ସେତୁ… ଖୋଜି ଚାଲିଛନ୍ତି ଆଶାର କିରଣ । ଆଉ ସେ ଆଶାକୁ ଆୟୁଷରେ ବଦଳାଇବାକୁ ଆଗେଇ ଆସିଛି ମିଲାପ ଫାଉଣ୍ଡେସନ । ଏହି ସାଇଟ୍ ଜରିଆରେContinue reading “ଆପୋଲୋରେ ଜୀବନ ସହ ଯୁଦ୍ଧ କରୁଛନ୍ତି ଅମ୍ରିତ । ‘ମିଲାପ’ ମାଧ୍ୟମରେ ଆଶାକୁ ଆୟୁଷରେ ବଦଳାଇବାକୁ ଚାଲିଛି ଉଦ୍ୟମ । ଅମ୍ରିତଙ୍କ ପାଇଁ ଆଗେଇ ଆସିବାକୁ ଅନୁରୋଧ…”
ଅକ୍ସଫୋର୍ଡରେ ପଢିବ ଓଡିଆ ପୁଅ… ଉଚ୍ଚଶିକ୍ଷା ପାଇଁ ସୋସିଆଲ ମିଡିଆରୁ ବଢିଲା ସହାୟତାର ହାତ । ପଢା ପାଇଁ ୩ ଘଣ୍ଟାରେ ସାରା ବିଶ୍ୱରୁ ମିଳିଲା ୩୭ ଲକ୍ଷ ଟଙ୍କା…
କନକ ବ୍ୟୁରୋ: ସୋସିଆଲ ମଡିଆରୁ ମିଳିଲା ସାହାଯ୍ୟ । ପଢା ପାଇଁ ୩ ଘଣ୍ଟାରେ ମିଳିଲା ୩୭ ଲକ୍ଷ ଟଙ୍କା । ସ୍ୱପ୍ନ ସତ କଲା ସୋସିଆଲ ମିଡିଆ । ଉଚ୍ଚଶିକ୍ଷା ପାଇଁ ସୋସିଆଲ ମିଡିଆରୁ ବଢିଲା ସହାୟତାର ହାତ । କୁହାଯାଏ ଦୃଢଇଚ୍ଛା ଶକ୍ତି ଆଗରେ ହାରମାନେ ସବୁ ପ୍ରତିବନ୍ଧକ । ଆଗକୁ ଯିବା ପାଇଁ ଯଦି ଆପଣ ସଙ୍କଳ୍ପ କରିଛନ୍ତି ତେବେ ଅଦୃଶ୍ୟ ଶକ୍ତି ଯେମିତି ବି ହେଉ କେଉଁ ବାଟେ ଆପଣଙ୍କ ସ୍ୱପ୍ନକୁContinue reading “ଅକ୍ସଫୋର୍ଡରେ ପଢିବ ଓଡିଆ ପୁଅ… ଉଚ୍ଚଶିକ୍ଷା ପାଇଁ ସୋସିଆଲ ମିଡିଆରୁ ବଢିଲା ସହାୟତାର ହାତ । ପଢା ପାଇଁ ୩ ଘଣ୍ଟାରେ ସାରା ବିଶ୍ୱରୁ ମିଳିଲା ୩୭ ଲକ୍ଷ ଟଙ୍କା…”
୨୪ ଘଣ୍ଟା ମଧ୍ୟରେ ୧୯ ଜିଲ୍ଲାକୁ ରହିଛି କାଳବୈଶାଖୀ ଭୟ । ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ, ପଶ୍ଚିମ, ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ତା ସହ ବାକି ଜିଲ୍ଲାମାନଙ୍କର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ଆଜି ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରି ସୂଚନା ଦିଆଯାଇଛି । ଏଥିସହ କାଳବୈଶାଖୀContinue reading “୨୪ ଘଣ୍ଟା ମଧ୍ୟରେ ୧୯ ଜିଲ୍ଲାକୁ ରହିଛି କାଳବୈଶାଖୀ ଭୟ । ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”
କଥା ଦେଇ କଥା ରଖିଲେ ଅଭିନେତା ସଲମାନ୍ ଖାନ୍ । ୨୫ ହଜାର ଚଳଚିତ୍ର କାର୍ଯ୍ୟକର୍ତ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବା ଆରମ୍ଭ କଲା ସହାୟତା ରାଶି
କନକ ବ୍ୟୁରୋ : ଅଭିନେତା ସଲମାନ ଖାନଙ୍କ ତରଫରୁ ଦିଆଯାଇଥିବା ଆର୍ଥିକ ସହାୟତା ଏବେ ଚଳଚିତ୍ର କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ଆସିବା ଆରମ୍ଭ କରିଛି । ଏନେଇ ଏଫଡବ୍ଲ୍ୟୁଆଇସିଇ ର ପ୍ରେସିଡେଣ୍ଟ ବି.ଏନ ତିୱାରୀ ସୂଚନା ଦେଇଛନ୍ତି । ସୂଚନା ଥାଉକି କରୋନା ମହାମାରୀ ସମୟରେ ସବୁ ବର୍ଗର ଲୋକେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି । ଏଥିରୁ ବି ବାଦ ପଡିନାହାନ୍ତି ଚଳଚିତ୍ର ସହ ସଂପୃକ୍ତ କର୍ମଚାରୀ ମାନେ । ଏହାକୁ ନଜରରେ ରଖିContinue reading “କଥା ଦେଇ କଥା ରଖିଲେ ଅଭିନେତା ସଲମାନ୍ ଖାନ୍ । ୨୫ ହଜାର ଚଳଚିତ୍ର କାର୍ଯ୍ୟକର୍ତ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବା ଆରମ୍ଭ କଲା ସହାୟତା ରାଶି”
ବର୍ଷେ ହେଲା କରୁଛନ୍ତି ଶବ ସତ୍କାର, ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କନକ ବ୍ୟୁରୋ : ଶବକୁ ମିଳିଲାନି ଚାରିକାନ୍ଧ । ବାଇକରେ ବୁହାହେଲା ମୃତଦେହ । ନୟାଗଡ଼ରେ ଦେଖିବାକୁ ମିଳିଛି ଏଭଳି ବିକଳ ଚିତ୍ର । ସଂକ୍ରମଣ ଭୟରେ ଗାଁ ଲୋକେ ଓ ସାହି ପଡ଼ିଶା ଲୋକ କାନ୍ଧ ନନେବାରୁ ବାଇକରେ ସ୍ମଶାନ ଯାଏଁ ନେଇଛନ୍ତି ସମ୍ପର୍କୀୟ । ରାଜ୍ୟ ପ୍ରତିଦିନ ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ମହାମାରୀ ଭିତରେ ଏଭଳି କରୁଣ ଚିତ୍ର ନୟାଗଡ଼ରୁ ଆସିଛି । ମୃତ୍ୟୁ ପରେ କେଉଁଠି ଘଂଟା ଘଂଟା ଧରିContinue reading “ବର୍ଷେ ହେଲା କରୁଛନ୍ତି ଶବ ସତ୍କାର, ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । “
କରୋନାର ଦ୍ୱିତୀୟ ଲହରରେ ଯାଇଛି ୬୪୬ ଡାକ୍ତରଙ୍କ ଜୀବନ । ପଢନ୍ତୁ କେଉଁ ରାଜ୍ୟରେ କେତେ ?
କନକ ବ୍ୟୁରୋ: ଦେଶରେ ଜାରି ରହିଛି କରୋନା ଦ୍ୱିତୀୟ ଲହରର କୋପ । ଦେଶରେ କରୋନାର ଦ୍ୱିତୀୟ ଲହରରେ ୬୪୬ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଲୋକଙ୍କ ସେବା କରୁ କରୁ ସହିଦ ହୋଇଛନ୍ତି କରୋନା ଯୋଦ୍ଧା । ତେବେ ଡାକ୍ତରଙ୍କୁ ସହିଦ ହେବା ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପଢନ୍ତୁ କେଉଁ ରାଜ୍ୟରେ କେତେ ଡାକ୍ତର ପ୍ରାଣ ହରାଇଛନ୍ତି ୧- ଆନ୍ଧ୍ରପ୍ରଦେଶ – ୩୫ ୨- ଆସାମContinue reading “କରୋନାର ଦ୍ୱିତୀୟ ଲହରରେ ଯାଇଛି ୬୪୬ ଡାକ୍ତରଙ୍କ ଜୀବନ । ପଢନ୍ତୁ କେଉଁ ରାଜ୍ୟରେ କେତେ ?”