କିଛି ଘଣ୍ଟା ମଧ୍ୟରେ ନିଷ୍ପତି ବଦଳାଇଲା ଟୁଇଟର । ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ‘ବ୍ଲୁ ଟିକ୍’ ଫେରାଇଲା ଟୁଇଟର ।

କନକ ବ୍ୟୁରୋ : ଶନିବାର ଦିନ ‘ଟୁଇଟର୍‌’ ଭାରତର ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟୁଇଟର୍‌ ହ୍ୟାଣ୍ଡଲରୁ ‘ବ୍ଲୁ ବ୍ୟାଜ୍’ ବା ‘ ବ୍ଲୁ ଟିକ୍‌’ ସଙ୍କେତ ଉଠାଇ ଦେବାର କିଛି ଘଣ୍ଟା ପରେ ପୁଣି ତାହା ଲଗାଇ ଦେଇଛି। ଏସଂକ୍ରାନ୍ତରେ ସ୍ପଷ୍ଟିକରଣ ଦେଇ ‘ଟୁଇଟର୍‌’ କହିଛି ଯେ, ‘ଲଗ୍‌ଇନ୍‌’ କରିବାରେ ଦୀର୍ଘ ଦିନ ବ୍ୟବଧାନ ରହିବା କାରଣୁ ‘ବ୍ଲୁ ଟିକ୍‌’ ଉଠିଯାଇଥିଲା। କିନ୍ତୁ, ୯.୩ ଲକ୍ଷ ଅନୁଗାମୀ ଥିବା ଉପରାଷ୍ଟ୍ରପତିଙ୍କ ସରକାରୀ ହ୍ୟାଣ୍ଡଲ୍‌ରେ ‘ବ୍ଲୁContinue reading “କିଛି ଘଣ୍ଟା ମଧ୍ୟରେ ନିଷ୍ପତି ବଦଳାଇଲା ଟୁଇଟର । ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ‘ବ୍ଲୁ ଟିକ୍’ ଫେରାଇଲା ଟୁଇଟର ।”

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ‘ଉଡ ଫାୟାର’ର ଅଭିନବ ପ୍ରୟାସ । ଖାଦ୍ୟ ଅର୍ଡର କଲେ ଖାଦ୍ୟ ସହ ମିଳୁଛି ବିଭିନ୍ନ ଗଛ ମଞ୍ଜି ଭର୍ତ୍ତି ଥିବା ପେନ୍ ।

କନକ ବ୍ୟୁରୋ : ଆଜି ବିଶ୍ୱ ପରିବେଶ ଦିବସ । ପରିବେଶ ସୁରକ୍ଷା ବାବଦରେ ଅନେକ ଅନୁଷ୍ଠାନ ଓ ସଂସ୍ଥା ଲୋକଙ୍କୁ ସଚେତନ କରୁଛନ୍ତି । ଆଉ ଏଭଳି ସ୍ଥିତିରେ ଉଡ ଫାୟାର ପକ୍ଷରୁ ଏକ ଭିନ୍ନ ପ୍ରୟାସ କରାଯାଇଛି । ଏକ ନିଆରା ଢଙ୍ଗରେ ବିଶ୍ୱ ପରିବେଶ ସପ୍ତାହ ଦିବସ ପାଳନ କରୁଛି ଉଡ ଫାୟାର । ଲୋକଙ୍କୁ ମନ ପସନ୍ଦର ବିରିୟାନୀ ଯୋଗାଉଥିବା ଉଡ ଫାୟାର ଏବେ ଖାଦ୍ୟ ଅର୍ଡର କଲେ ଖାଦ୍ୟ ସହContinue reading “ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ‘ଉଡ ଫାୟାର’ର ଅଭିନବ ପ୍ରୟାସ । ଖାଦ୍ୟ ଅର୍ଡର କଲେ ଖାଦ୍ୟ ସହ ମିଳୁଛି ବିଭିନ୍ନ ଗଛ ମଞ୍ଜି ଭର୍ତ୍ତି ଥିବା ପେନ୍ ।”

ଗ୍ରାହକ ମାନଙ୍କ ପାଇଁ ବିଏସଏନଏଲ୍ ଆଣିଲା ଖୁସି ଖବର । ମାତ୍ର ଏତିକି ଟଙ୍କା ରିଚାର୍ଜରେ ଦୈନିକ ୨ ଜିବି ଡାଟା ସହ ୯୦ ଦିନର ବୈଦ୍ଧତା ।

କନକ ବ୍ୟୁରୋ : ଭାରତ ସଂଚାର ନିଗମ ଲିମିଟେଡ ତା’ର ୨ ଟି ରିଚାର୍ଜ ପ୍ଲାନର ପରିବର୍ତ୍ତନ କରିଛି । କମ୍ପାନୀ ତରଫରୁ ୪୯୯ ଟଙ୍କିଆ ଓ ୧୯୮ ଟଙ୍କିଆ ପ୍ଲାନରେ ପରିବତ୍ତନ କରିଛି । ୪୯୯ ଟଙ୍କା ପ୍ଲାନରେ ଗ୍ରାହକଙ୍କ ପାଇଁ ଅଧିକ ଲାଭ ଆଣିଥିବା ବେଳେ ୧୯୮ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କ ଲାଭ କମାଇଦେଇଛି । କମ୍ପାନୀର ୪୯୯ ଟଙ୍କିଆ ପ୍ଲାନରେ ଏବେ ପ୍ରତିଦିନ ୨ ଜିବି ଡାଟା ଦିଆଯାଉଛି, ଯାହାକି ପୂର୍ବରୁ କେବଳContinue reading “ଗ୍ରାହକ ମାନଙ୍କ ପାଇଁ ବିଏସଏନଏଲ୍ ଆଣିଲା ଖୁସି ଖବର । ମାତ୍ର ଏତିକି ଟଙ୍କା ରିଚାର୍ଜରେ ଦୈନିକ ୨ ଜିବି ଡାଟା ସହ ୯୦ ଦିନର ବୈଦ୍ଧତା ।”

ଶବକୁ ମିଳିଲାନି କାନ୍ଧ : ବାଇକରେ ବୁହାହେଲା ମୃତଦେହ; ନୟାଗଡ଼ରେ ଦେଖିବାକୁ ମିଳିଲା ଅଭାବନୀୟ ଚିତ୍ର 

କନକ ବ୍ୟୁରୋ : ସାମ୍ନାକୁ ଆସିଲା କରୋନାର କରୁଣ ଚିତ୍ର । ଶବକୁ ମିଳିଲାନି ଚାରିକାନ୍ଧ । ବାଇକରେ ବୁହାହେଲା ମୃତଦେହ । ନୟାଗଡ଼ରେ ଦେଖିବାକୁ ମିଳିଛି ଏଭଳି ବିକଳ ଚିତ୍ର । ସଂକ୍ରମଣ ଭୟରେ ଗାଁ ଲୋକେ ଓ ସାହି ପଡ଼ିଶା ଲୋକ କାନ୍ଧ ନନେବାରୁ ବାଇକରେ ସ୍ମଶାନ ଯାଏଁ ନେଇଛନ୍ତି ସମ୍ପର୍କୀୟ । ରାଜ୍ୟ ପ୍ରତିଦିନ ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ମହାମାରୀ ଭିତରେ ଏଭଳି କରୁଣ ଚିତ୍ର ନୟାଗଡ଼ରୁ ଆସିଛି ।Continue reading “ଶବକୁ ମିଳିଲାନି କାନ୍ଧ : ବାଇକରେ ବୁହାହେଲା ମୃତଦେହ; ନୟାଗଡ଼ରେ ଦେଖିବାକୁ ମିଳିଲା ଅଭାବନୀୟ ଚିତ୍ର “

ଭୁବନେଶ୍ୱରରୁ ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନିଆଗଲା କୋଲକାତା : ସ୍ୱାମୀର ଜୀବନ ବଂଚାଇବାକୁ ସ୍ତ୍ରୀର ଆପ୍ରାଣ ଉଦ୍ୟମ; ଚିକିତ୍ସାରେ ଅର୍ଥ ସାଜିଛି ବାଧକ

କନକ ବ୍ୟୁରୋ : ମହାମାରୀରେ କରୋନା ବାପାଙ୍କୁ ଛଡେଇ ନେଇଛି । ଏବେ ପୁଅ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଘରର ଜଣେ ପୁରୁଷ ଆରପାରିକୁ ଚାଲିଯିବା ପରେ ଆଉ ଜଣେ ଏବେ ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଆଉ ସ୍ୱାମୀଙ୍କୁ ସୁସ୍ଥ କରି ଡାକ୍ତରଖାନାକୁ ଘରକୁ ଫେରାଇ ଆଣିବା ପାଇଁ ସଂଘର୍ଷ କରୁଛନ୍ତି ସ୍ତ୍ରୀ ଓ ଭଉଣୀ । ଘରେ ପୁରୁଷ ନାହାନ୍ତି, କିନ୍ତୁ ଦୁଇ ଜଣ ମହିଳା ହାରିContinue reading “ଭୁବନେଶ୍ୱରରୁ ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନିଆଗଲା କୋଲକାତା : ସ୍ୱାମୀର ଜୀବନ ବଂଚାଇବାକୁ ସ୍ତ୍ରୀର ଆପ୍ରାଣ ଉଦ୍ୟମ; ଚିକିତ୍ସାରେ ଅର୍ଥ ସାଜିଛି ବାଧକ”

ଜୁନ୍ ୧୫ ତାରିଖରୁ ଗୁଜୁରାଟରେ ଲାଗୁ ହେବାକୁ ଯାଉଛି ‘ଲଭ୍ ଜିହାଦ’ ଆଇନ । ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ କାରାଦଣ୍ଡ

କନକ ବ୍ୟୁରୋ : ଗୁଜୁରାଟରେ ଜୁନ୍ ୧୫ ତାରିଖରୁ ‘ଲଭ୍ ଜିହାଦ’ ଆଇନ ଲାଗୁ ହେବାକୁ ଯାଉଛି । ପ୍ରଥମେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ପରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଆଇନ ଲାଗୁ ହେବା ପରେ ରାଜ୍ୟରେ ଜୋର ଜବରଦସ୍ତି ଧର୍ମ ପରିବର୍ତ୍ତନ ଓ ଧର୍ମ ଲୁଚାଇ ବିବାହ କରିବା ଭଳି ଅପରାଧୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ । ରାଜ୍ୟରେ ଏଭଳି ଆଇନ ଲାଗୁContinue reading “ଜୁନ୍ ୧୫ ତାରିଖରୁ ଗୁଜୁରାଟରେ ଲାଗୁ ହେବାକୁ ଯାଉଛି ‘ଲଭ୍ ଜିହାଦ’ ଆଇନ । ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ କାରାଦଣ୍ଡ”

ଏସଡିଜି ରିପୋର୍ଟ : ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ କଟାକ୍ଷ; ସେପଟେ ନୀତି ଆୟୋଗର ତଥ୍ୟ ଗହଣ ପ୍ରକିୟାକୁ ନେଇ ପଶ୍ନ ଉଠାଇଲା ବିଜେଡି

କନକ ବ୍ୟୁରୋ : ଏସଡିଜି ରିପୋର୍ଟରେ ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ କଟାକ୍ଷ । ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ୫ଟି ପ୍ରଶ୍ନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କହିଲେ ୨୧ ବର୍ଷ ଶାସନ ପରେ ଓଡ଼ିଶାର ୩୩ ପ୍ରତିଶତ ଲୋକ କାହିଁକି ଅଛନ୍ତି ଦାରିଦ୍ର୍ୟ ସୀମାରେଖା ତଳେ । ୨୮ଟି ରାଜ୍ୟ ତାଲିକାରେ ତଳୁ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ କାହିଁକି ପାଇବ । ସାଢ଼େ ୪କୋଟି ଓଡ଼ିଶାବାସୀଙ୍କContinue reading “ଏସଡିଜି ରିପୋର୍ଟ : ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ କଟାକ୍ଷ; ସେପଟେ ନୀତି ଆୟୋଗର ତଥ୍ୟ ଗହଣ ପ୍ରକିୟାକୁ ନେଇ ପଶ୍ନ ଉଠାଇଲା ବିଜେଡି”

ଦିଲ୍ଲୀବାସୀଙ୍କୁ ତାଲାବନ୍ଦରୁ କିଛିଟା ଆଶ୍ୱସ୍ଥି । ଅଡ ଇଭିନ ଫର୍ମୋଲାରେ ଖୋଲିବ ବଜାର ଓ ମଲ, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚାଲିବ ମେଟ୍ରୋ

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ଦିଲ୍ଲୀରେ କରୋନା ସଂକ୍ରମଣ ପୁରା ପିକ୍ ରେ ପହଂଚି ଯାଇଥିଲା । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ରାଜ୍ୟରେ ଲକଡାଉନ୍ ଘୋଷଣା କରିଥିଲେ । ଏବେ ସଂକ୍ରମଣ ହାର ହ୍ରାସ ପାଇଥିବାରୁ ପୁଣି ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି କି ରାଜ୍ୟରେ ଅଡ ଇଭିନ ଫର୍ମୋଲାରେ ବଜାର ଓ ମଲ ଖୋଲିବା ସହ ୫୦ ପ୍ରତିଶତ ଯାତ୍ରୀଙ୍କୁContinue reading “ଦିଲ୍ଲୀବାସୀଙ୍କୁ ତାଲାବନ୍ଦରୁ କିଛିଟା ଆଶ୍ୱସ୍ଥି । ଅଡ ଇଭିନ ଫର୍ମୋଲାରେ ଖୋଲିବ ବଜାର ଓ ମଲ, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚାଲିବ ମେଟ୍ରୋ”

ମାଡ଼ିଚାଲିଛି କରୋନା…ମେଳା ମହୋତ୍ସବରେ ମାତିଛନ୍ତି ନବରଙ୍ଗପୁରବାସୀ : ଗାଁରେ ପାଳନ ହେଲା ଗଣପର୍ବ ବାଲିଯାତ୍ରା; ବସିଲା ଦୋକାନ ବଜାର, ନାଚ, ଗୀତରେ ମାତିଗଲେ ଶହ ଶହ ଲୋକ

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ କରନା ସଂକ୍ରମଣ ବଢି ଚାଲିଥିବା ବେଳେ ଲୋକେ ପର୍ବ ପର୍ବାଣୀ ଓ ଯାନିଯାତ୍ରାରେ ମାତିଛନ୍ତି । ଶହ ଶହ ଲୋକ ଏକାଠି ହୋଇ କୋଭିଡ ନିୟମକୁ ଉଲ୍ଲଙ୍ଘନ କରିବାରେ ଲାଗିଛନ୍ତି । ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ କର୍ଚାମାଲ ଗାଁରେ ସରକାରଙ୍କ କୋଭିଡ଼ କଟକଣା ସତ୍ୱେ, ପାଳନ ହେଉଛି  ଗଣପର୍ବ ବାଲିଯାତ୍ରା । ନାଚ ଗୀତର ଆସର ଜମିଛି  । ଏବେ ଭୟାଭୟ କରୋନା ସ୍ଥିତିରେ ଏଭଳି ପର୍ବପର୍ବାଣୀ ଆୟୋଜନ ନକରିବାContinue reading “ମାଡ଼ିଚାଲିଛି କରୋନା…ମେଳା ମହୋତ୍ସବରେ ମାତିଛନ୍ତି ନବରଙ୍ଗପୁରବାସୀ : ଗାଁରେ ପାଳନ ହେଲା ଗଣପର୍ବ ବାଲିଯାତ୍ରା; ବସିଲା ଦୋକାନ ବଜାର, ନାଚ, ଗୀତରେ ମାତିଗଲେ ଶହ ଶହ ଲୋକ”

ଏସଡିଜି ରିପୋର୍ଟରେ ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ କଟାକ୍ଷ : ବିଜେଡିକୁ ୫ଟି ପ୍ରଶ୍ନ କଲେ ଭୁବନେଶ୍ୱର ସାଂସଦ

କନକ ବ୍ୟୁରୋ : ନୀତି ଆୟୋଗର ସ୍ଥାୟୀ ବିକାଶ ଲକ୍ଷ୍ୟ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କାଲେ ଅପରାଜିତା । ଦାରିଦ୍ର୍ୟ ଦୂରୀକରଣ, କ୍ଷୁଦାମୁକ୍ତ, ଉନ୍ନତ ଶିକ୍ଷା, ଲିଙ୍ଗ ଭିତ୍ତିକ ସମାନତା ଓ ଆର୍ଥିକ ବିକାଶ କ୍ଷେତ୍ରରେ ଓଡିଶାର ରାଙ୍କ ତଳେ ରହିଛି । ଦାରିଦ୍ର୍ୟ ଦୂରୀକରଣ ତଳ ଆଡୁ ୩, କ୍ଷୁଦାମୁକ୍ତରେ ତଳ ଆଡୁ ୬ , ଆର୍ଥିକ ବିକାଶରେ ତଳ ଆଡୁ ୨ ରେ ରହିଛି ଓଡିଶା । ଏ ସବୁକୁ ନେଇ ବିଜେଡ଼ିContinue reading “ଏସଡିଜି ରିପୋର୍ଟରେ ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ କଟାକ୍ଷ : ବିଜେଡିକୁ ୫ଟି ପ୍ରଶ୍ନ କଲେ ଭୁବନେଶ୍ୱର ସାଂସଦ”

Design a site like this with WordPress.com
Get started