ରାଜ୍ୟରେ କମୁଛି କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୭୩୯୫ ଆକ୍ରାନ୍ତ ଚିହ୍ନଟ, ୪୦ ମୃତ

କନକ ବ୍ୟୁରୋ : ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଂଟାରେ ୭ ହଜାର ୩୯୫ ନୂଆ ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୪ ହଜାର ୧୬୯ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩ହଜାର ୨୨୬ଜଣ । ଖୋର୍ଦ୍ଧାରୁ ୧୦୬୯ ଜଣ ଆକ୍ରାନ୍ତ ଥିବା ବେଳେ କଟକରୁ ୮୬୮, ଯାଜପୁରରୁ ୫୧୬, ଅନୁଗୁଳରୁ ୪୪୩, ମୟୂରଭଂଜରୁ ୩୪୩, ପୁରୀରୁ ୩୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୮ଲକ୍ଷContinue reading “ରାଜ୍ୟରେ କମୁଛି କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୭୩୯୫ ଆକ୍ରାନ୍ତ ଚିହ୍ନଟ, ୪୦ ମୃତ”

ପିଏନବି ଦୁର୍ନୀତି ଅଭିଯୁକ୍ତ ମେହୁଲ ଚୌକ୍ସିଙ୍କୁ ଭାରତ ଆଣିବାକୁ ପ୍ରୟାସ ଜାରି : ଡୋମିନିକାରେ ଗିରଫ ହେବା ନେଇ ଜଣେ ମହିଳାକୁ ଦାୟୀ କରିଛନ୍ତି ଚୌକ୍ସିଙ୍କ ପତ୍ନୀ

କନକ ବ୍ୟୁରୋ : ପଂଜାବ ନ୍ୟାସନାଲ୍ ବ୍ୟାଙ୍କ ଘୋଟାଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୌକ୍ସିକୁ ଭାରତ ଆଣିବାକୁ ପ୍ରୟାସ ଜାରି ରହିଛି । ସେପଟେ ଡୋମିନିକାରେ ଚୌକ୍ସିର ଗିରଫ ହେବା ଘଟଣାରେ ଜଣେ ମହିଳାକୁ ଦାୟୀ କରିଛନ୍ତି ତାଙ୍କ ପତ୍ନୀ । ତାଙ୍କ କହିବା କଥା ଚୌକ୍ସିକୁ ଭାରତ ଆଣିବା ପାଇଁ ଜଣେ ରହସ୍ୟମୟୀ ମହିଳା ଜାଲ ବିଛାଇଥିଲେ । ଡୋମିନିକାରେ ମେହୁଲ ଚୌକ୍ସି ଗିରଫ ହେବା ପଛରେ ରହିଛି ଜଣେContinue reading “ପିଏନବି ଦୁର୍ନୀତି ଅଭିଯୁକ୍ତ ମେହୁଲ ଚୌକ୍ସିଙ୍କୁ ଭାରତ ଆଣିବାକୁ ପ୍ରୟାସ ଜାରି : ଡୋମିନିକାରେ ଗିରଫ ହେବା ନେଇ ଜଣେ ମହିଳାକୁ ଦାୟୀ କରିଛନ୍ତି ଚୌକ୍ସିଙ୍କ ପତ୍ନୀ”

ନୂଆ ପିଢ଼ୀର ଜଳ ଯୁଦ୍ଧ ଜାହାଜ ନିର୍ମାଣ ପାଇଁ ୫୦ ହଜାର କୋଟିର ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ : ନିର୍ମାଣ ହେବ ଆଉ ୬ଟି ଯୁଦ୍ଧ ଜାହାଜ

କନକ ବ୍ୟୁରୋ : ଭାରତୀୟ ନୌସେନାର ବଢ଼ିବ ଶକ୍ତି । ନିର୍ମାଣ ହେବ ଆଉ ୬ଟି ଯୁଦ୍ଧ ଜଳ ଜାହାଜ । ଏଥିପାଇଁ ମିଳିଲା ଅନୁମତି । ଶେଷରେ ୫୦ ହଜାର କୋଟି ବ୍ୟୟ ଅଟକଳରେ ୬ ଟି ନୂଆ ପୀଢିର ଜଳ ଜାହାଜ ପ୍ରସ୍ତୁତି ପାଇଁ ସହମତି ଦେଇଛନ୍ତି ଭାରତ ସରକାର । ମେକ୍ ଇନ ଇଣ୍ଡିଆ ଅଭିଯାନ ଅନ୍ତର୍ଗତଏହି ଯୁଦ୍ଧ ଜଳ ଜାହାଜ ଭାରତର ନୌ-ସେନାକୁ ଆହୁରି ସୁଦୃଢ଼ କରିବ । ସମୁଦ୍ର ଭିତରେContinue reading “ନୂଆ ପିଢ଼ୀର ଜଳ ଯୁଦ୍ଧ ଜାହାଜ ନିର୍ମାଣ ପାଇଁ ୫୦ ହଜାର କୋଟିର ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ : ନିର୍ମାଣ ହେବ ଆଉ ୬ଟି ଯୁଦ୍ଧ ଜାହାଜ”

ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା : ୯୨ ବର୍ଷ ବୟସରେ ଦେହାନ୍ତ; ସିନେମା ‘ଶଲା ବୁଢ଼ାର ବଦଲା’ରେ ଅଭିନୟ ଦେଇଥିଲା ନୂଆ ପରିଚୟ

କନକ ବ୍ୟୁରୋ : ଜାତୀୟ ପରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ । ବୁର୍ଲା ଭୀମସାର ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଗତ ୧୦ ଦିନ ଧରି ଆଇସିୟୁ ହେଉଥିଲେ ଚିକିତ୍ସିତ । ବିଳମ୍ବିତ ରାତି ୩ଟା ୪୫ ମିନିଟରେ ତାଙ୍କର ପରଲୋକ ହୋଇଛି । ସମ୍ବଲପୁରୀ ସିନେମା ‘ଶଲା ବୁଢ଼ାର ବଦଲା’ରେ ସେ ଅଭିନୟ କରିଥିଲେ । ଶଲାବୁଢା ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଫିଲ୍ମରContinue reading “ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା : ୯୨ ବର୍ଷ ବୟସରେ ଦେହାନ୍ତ; ସିନେମା ‘ଶଲା ବୁଢ଼ାର ବଦଲା’ରେ ଅଭିନୟ ଦେଇଥିଲା ନୂଆ ପରିଚୟ”

ଭାରତରେ ଚିହ୍ନଟ କରୋନାର ଡେଲଟା ଭୂତାଣୁ ବିରୋଧରେ ପ୍ରଭାବୀ ହେଉନି ଫାଇଜର ଟିକା : ଲାନସେଟ୍ ମେଡିକାଲ ପତ୍ରିକା ଗବେଷଣାରୁ ମିଳିଲା ତଥ୍ୟ

କନକ ବ୍ୟୁରୋ : ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ଡେଲଟା ଭ୍ୟାରିଆଂଟ ବିରୋଧରେ ଭଲ କାମ କରୁନାହିଁ ଫାଇଜର ଟିକା । ଲାନସେଟ୍ ମେଡିକାଲ ପତ୍ରିକା କହିଛି, ପୂର୍ବ ଷ୍ଟ୍ରେନ୍ ବିରୋଧରେ ଫାଇଜର ଟିକା ଭଲ କାମ କରୁଛି । ହେଲେ କରୋନା ଡେଲଟା ଭୂତାଣୁ ବିରୋଧରେ ୨୦ ପ୍ରତିଶତରୁ କମ୍ ପ୍ରଭାବୀ ରହୁଛି । ଅର୍ଥାତ୍ ଫାଇଜର-ବାୟୋଟେକ୍ ପ୍ରସ୍ତୁତ କରିଥିବା ଟିକା, ଶରୀରରେ ଯେଉଁ ଆଂଟିବଡି ତିଆରି କରୁଛି, ତାହା କରୋନାର ଡେଲଟା ଭ୍ୟାରିଆଂଟContinue reading “ଭାରତରେ ଚିହ୍ନଟ କରୋନାର ଡେଲଟା ଭୂତାଣୁ ବିରୋଧରେ ପ୍ରଭାବୀ ହେଉନି ଫାଇଜର ଟିକା : ଲାନସେଟ୍ ମେଡିକାଲ ପତ୍ରିକା ଗବେଷଣାରୁ ମିଳିଲା ତଥ୍ୟ”

ସ୍ପୁଟନିକ୍-ଭି ଉତ୍ପାଦନ କରିବ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ : ଡିସିଜିଆଇ ପରୀକ୍ଷଣ ଓ ବିଶ୍ଳେଷଣ କରିବାକୁ ଅନୁମତି

କନକ ବ୍ୟୁରୋ : ଭାରତରେ ଋଷିଆ ଟିକା ତିଆରି କରିବ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ । ଏନେଇ ଡିସିଜିିଆଇ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି ଦେଇଛି । ବର୍ତ୍ତମାନ ସେରମ୍ ଇନଷ୍ଟିଚ୍ୟୁଟ୍, ଅକ୍ସଫୋର୍ଡର କରୋନା ଟିକା କୋଭିସିଲ୍ଡ ପ୍ରସ୍ତୁତ କରୁଛି । ବର୍ତ୍ତମାନ ଏହା ଋଷିଆ ଟିକା ସ୍ପୁଟନିକ୍ ଭି ମଧ୍ୟ ନିର୍ମାଣ କରିବ । ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ ରୁଷିଆ ଟିକାର ନିର୍ମାଣ କରିବା ସହ ବିଶ୍ଳେଷଣ ଓ ଅନୁଧ୍ୟାନ କରିବା ନେଇ ଡିସିଜିଆଇ ନିକଟରେContinue reading “ସ୍ପୁଟନିକ୍-ଭି ଉତ୍ପାଦନ କରିବ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ : ଡିସିଜିଆଇ ପରୀକ୍ଷଣ ଓ ବିଶ୍ଳେଷଣ କରିବାକୁ ଅନୁମତି”

ଶିବ ବିବାହ ଉତ୍ସବ ଓ ଶୀତଳ ଷଷ୍ଠୀ ଉତ୍ସବକୁ ଅନୁମତି ଦେଲା ବିଏମସି : ସର୍ବାଧିକ ୭ ଜଣ ସେବାୟତକୁ ଅନୁମତି; ସାମିଲ ହୋଇ ପାରିବେନି ଶ୍ରଦ୍ଧାଳୁ କିମ୍ବା ସ୍ଥାନୀୟ ଲୋକ

କନକ ବ୍ୟୁରୋ : କୋଭିଡ କଟକଣା ଭିତରେ ଲିଙ୍ଗରାଜ ମନ୍ଦିରରେ ଶିବ ବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ ପାଳନ ପାଇଁ ଅନୁମତି ଦେଇଛି ବିଏମସି । ଜୁନ ୧୫ ଓ ୧୬ ତାରିଖରେ ଏହି ଉତ୍ସବ ଅନୁଷ୍ଠିତ ହେବ । ତେବେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ଭିତରେ କେଦାରଗୌରୀ ମନ୍ଦିର ପରିସରରେ ଏହାକୁ ପାଳନ କରିବାକୁ ଅନୁମତି ଦିଆଯାଇଛି । ଏହି ଉତ୍ସବରେ ସର୍ବାଧିକ ୬ ଜଣ ସେବାୟତ ସାମିଲ ହୋଇ ପାରିବେ ।Continue reading “ଶିବ ବିବାହ ଉତ୍ସବ ଓ ଶୀତଳ ଷଷ୍ଠୀ ଉତ୍ସବକୁ ଅନୁମତି ଦେଲା ବିଏମସି : ସର୍ବାଧିକ ୭ ଜଣ ସେବାୟତକୁ ଅନୁମତି; ସାମିଲ ହୋଇ ପାରିବେନି ଶ୍ରଦ୍ଧାଳୁ କିମ୍ବା ସ୍ଥାନୀୟ ଲୋକ”

ଯୁକ୍ତ୨ ପରୀକ୍ଷା ବାତିଲ୍‌ : କେମିତି ହେବ ବିକଳ୍ପ ମୂଲ୍ୟାୟନ ? ୧୫ ଦିନରେ ନିର୍ଦ୍ଧାରଣ ‌ହେବ ମାପଦଣ୍ଡ

କନକ ବ୍ୟୁରୋ : ଯୁକ୍ତ୨ ପରୀକ୍ଷା ବାତିଲ୍‌ ହୋଇଛି। ନିର୍ଦ୍ଧାରିତ ମାପଦଣ୍ଡ ଦ୍ବାରା ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବାପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବେ ହରଡ଼ଘଣାରେ। କେଉଁ ଆଧାରରେ ପିଲାଙ୍କ ମୂଲ୍ୟାୟନ କରାଯିବ, ବାଟ ପାଉନି ପରିଷଦ। ଯୁକ୍ତ୨ ପ୍ରଥମ ବର୍ଷରେ କେତେକ କଲେଜ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା କରାଇଥିଲେ। ତେବେ କରୋନା ସଂକ୍ରମଣ ବଢ଼ିବାରୁ ରାଜ୍ୟ ସରକାର ଏକାଦଶ ଶ୍ରେଣୀର ପରୀକ୍ଷାକୁ ବାତିଲ୍‌ କରି ସମସ୍ତ ପିଲାଙ୍କୁContinue reading “ଯୁକ୍ତ୨ ପରୀକ୍ଷା ବାତିଲ୍‌ : କେମିତି ହେବ ବିକଳ୍ପ ମୂଲ୍ୟାୟନ ? ୧୫ ଦିନରେ ନିର୍ଦ୍ଧାରଣ ‌ହେବ ମାପଦଣ୍ଡ”

ଉହାନ ଲ୍ୟାବରୁ ବାହାରିଛି କି ମାରାତ୍ମକ ଭୂତାଣୁ ? ଆମେରିକା ମାଗିଲା ଲ୍ୟାବ୍ କର୍ମଚାରୀଙ୍କ ରିପୋର୍ଟ ।

କନକ ବ୍ୟୁରୋ : ଉହାନ ଲ୍ୟାବରୁ ବାହାରିଛି କି ମାରାତ୍ମକ ଭୂତାଣୁ ? ଆମେରିକା ମାଗିଲା ଲ୍ୟାବ୍ କର୍ମଚାରୀଙ୍କ ରିପୋର୍ଟ । ଉହାନ ଲ୍ୟାବରେ କାମ କରୁଥିବା ୩ କର୍ମଚାରୀଙ୍କ ମେଡିକାଲ୍ ରିପୋର୍ଟ ମାଗିଲେ ଆମେରିକାର ବରିଷ୍ଠ ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫସି । ଏଥିସହ ୨୦୧୯ରେ ଉହାନରେ ପ୍ରଥମ କରି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ୯ ଜଣଙ୍କ ମେଡିକାଲ୍ ରିପୋର୍ଟ ମଧ୍ୟ ଚୀନକୁ ମାଗିଲେ ଡାକ୍ତର ଫସି । ଫାଇନାନ୍ସିଆଲ ଟାଇମ୍ସକୁContinue reading “ଉହାନ ଲ୍ୟାବରୁ ବାହାରିଛି କି ମାରାତ୍ମକ ଭୂତାଣୁ ? ଆମେରିକା ମାଗିଲା ଲ୍ୟାବ୍ କର୍ମଚାରୀଙ୍କ ରିପୋର୍ଟ ।”

ରୋଚକ ହେଉଛି ପଶ୍ଚିମବଙ୍ଗ ରାଜନୀତି । ବିଜେପି ଛାଡି ଘରବାହୁଡିବାକୁ ପୁଣି ମନବଳେଇଲେଣି ଟିଏମସି ଛାଡିଥିବା ନେତା ।

କନକ ବ୍ୟୁରୋ : ସରଗରମ ପଶ୍ଚିମବଙ୍ଗ ରାଜନୀତି । ଯେଉଁ ନେତା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ, ଏବେ ସେମାନେ ପୁଣି ଘର ବାହୁଡ଼ିବାକୁ ଚିନ୍ତା କରୁଥିବା କଥା ଚର୍ଚ୍ଚା ହେଉଛି । ଏହାରି ଭିତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ମେ’ରେ ଫଳାଫଳ ଆସିବା ପର ଠାରୁ ଚୁପ୍ ଅଛନ୍ତି, ଏପରିକି ଶୁଣିବାକୁ ମିଳୁଛି ଯେ, ମୁକୁଲ ୟୁ-ଟର୍ଣ୍ଣ ନେଇପାରନ୍ତି ଓ ଟିଏମସିକୁ ଫେରିପାରନ୍ତି । ପୁଣି ଚର୍ଚ୍ଚାରେ ପଶ୍ଚିମବଙ୍ଗContinue reading “ରୋଚକ ହେଉଛି ପଶ୍ଚିମବଙ୍ଗ ରାଜନୀତି । ବିଜେପି ଛାଡି ଘରବାହୁଡିବାକୁ ପୁଣି ମନବଳେଇଲେଣି ଟିଏମସି ଛାଡିଥିବା ନେତା ।”

Design a site like this with WordPress.com
Get started