କନକ ବ୍ୟୁରୋ : ଜିନ୍ସ, ଟି-ସାର୍ଟ କିମ୍ବା ସ୍ପୋର୍ଟ୍ସ ଜୋତା ପିନ୍ଧିବା ମନା । କେବଳ ଫର୍ମାଲ ପୋଷାକ ପିନ୍ଧି ଅଫିସ ଆସିବେ ଅଧିକାରୀ । ଆଉ ଏହି ନିୟମକୁ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରିଛନ୍ତି ସିବିଆଇର ନୂଆ ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ୱାଲ । ଅଥାର୍ତ ସିବିଆଇ ଅଫିସରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ କାଜୁଆଲ ପୋଷାକ ପିନ୍ଧି ଆସିବେ ନାହିଁ ବୋଲି ନିର୍ଦ୍ଦେଶାନାମା ଜାରି କରିଛନ୍ତି ନୂଆ ନିର୍ଦ୍ଦେଶକ । ଏହି ନିର୍ଦ୍ଦେଶାନାମା ଅନୁଯାୟୀ, Continue reading “ଜିନ୍ସ, ଟି-ସାର୍ଟ କିମ୍ବା ସ୍ପୋର୍ଟ୍ସ ଜୋତା ପିନ୍ଧିବା ମନା, କେବଳ ଫର୍ମାଲ ପୋଷାକ ପିନ୍ଧି ଅଫିସ ଆସିବେ କର୍ମଚାରୀ । ନିର୍ଦ୍ଦେଶ ଦେଲେ ସିବିଆଇ ନିର୍ଦ୍ଦେଶକ ।”
Author Archives: Raghaba
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ : କେନ୍ଦ୍ର ଟିକା ନୀତି କୋହଳ କରିବା ନେଇ ନବୀନଙ୍କ ଦାବିକୁ କଲେ ସମର୍ଥନ
କନକ ବ୍ୟୁରୋ : ଦଶରେ ଟିକାକରଣ ନିୟମରେ ପରିବର୍ତ୍ତନ ପାଇଁ ନବୀନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଚିଠି ଲେଖି ନବୀନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାର ଟିକା କିଣି ରାଜ୍ୟଗୁଡିକୁ ଯୋଗାଇ ଦେବାପାଇଁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଟିକାଦାନ ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡିବାକୁ କହିଥିଲେ । ଏହି ମର୍ମରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଏକାଠି ହୋଇContinue reading “ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ : କେନ୍ଦ୍ର ଟିକା ନୀତି କୋହଳ କରିବା ନେଇ ନବୀନଙ୍କ ଦାବିକୁ କଲେ ସମର୍ଥନ”
ଏମ୍ସ ନିର୍ଦ୍ଦେଶକ ରଣଦୀପ୍ ଗୁଲେରିୟାଙ୍କ ବୟାନ । ଦେଶରେ ଶିଶୁମାନଙ୍କୁ ଦିଆଯିବ ଫାଇଜର ଟିକା
କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ଏବେ କମୁଥିବା ଦେଖିବାକୁ ମିଳିଛି । ହେଲେ ବିଶେଷଜ୍ଞମାନେ ତୃତୀୟ ଲହରକୁ ନେଇ ଚେତାବନୀ ଦେଇସାରିଲେଣି । ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏଭଳି ସ୍ଥଳେ ଦେଶରେ ଶିଶୁମାନଙ୍କ ପାଇଁ କୋଭିଡ ଟିକା ନଥିବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି । ଅନ୍ୟପଟେ ଆମେରିକାର ଟିକା ପ୍ରସ୍ତୁତ କାରୀ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ-୧୯ ଟିକାContinue reading “ଏମ୍ସ ନିର୍ଦ୍ଦେଶକ ରଣଦୀପ୍ ଗୁଲେରିୟାଙ୍କ ବୟାନ । ଦେଶରେ ଶିଶୁମାନଙ୍କୁ ଦିଆଯିବ ଫାଇଜର ଟିକା”
ପଦାକୁ ଆସିଲା ରାଜଧାନୀରେ ଯୁବକଙ୍କୁ ଅପହରଣ ଘଟଣାର ସତ : ଜାଣନ୍ତୁ କଣ ରହିଛି ପୁରା ଘଟଣା
କନକ ବ୍ୟୁରୋ : ଗତକାଲି ସଂଧ୍ୟାରେ ରାଜଧାନୀର ଡେଲଟା ଅଂଚଳରୁ ଜଣେ ଯୁବକଙ୍କୁ ଅପହରଣ ଖବର ନେଇ ମୁହଁ ଖୋଲିଛି ନିଶା ମୁକ୍ତ କେନ୍ଦ୍ର ଜାଗୃତି ଫାଉଣ୍ଡେସନ । ଅପହରଣ କରାଯାଇଥିବା ଯୁବକଙ୍କ ନାଁ ଲିପୁ ନାୟକ ବୋଲି କୁହାଯାଇଛି । ସେ ବ୍ରାଉନସୁଗାର ନେଉଥିଲେ । ତେଣୁ ନିଶା ନିବାରଣ ପାଇଁ ଦୀର୍ଘ ଦିନ ଧରି ଜାଗୃତି ଫାଉଣ୍ଡେସନରେ ରହି ଚିକିତ୍ସିତ ହେଉଥିଲେ । ଗତ ଫେବ୍ରୁଆରୀ ମାସରୁ ସେ ଫେରାର ହୋଇ ଯାଇଥିଲେ ।Continue reading “ପଦାକୁ ଆସିଲା ରାଜଧାନୀରେ ଯୁବକଙ୍କୁ ଅପହରଣ ଘଟଣାର ସତ : ଜାଣନ୍ତୁ କଣ ରହିଛି ପୁରା ଘଟଣା”
କଟକ ଟାଙ୍ଗି କୋଭିଡ଼ ହସ୍ପିଟାଲରୁ ଆସିଲା ଅଭାବନୀୟ ଦୃଶ୍ୟ : ମାନସିକ ଭାରସାମ୍ୟ ହରାଇ ନିଜ ବେକରେ ଛୁରୀ ଭୁସିଦେଲେ କରୋନା ଆକ୍ରାନ୍ତ
କନକ ବ୍ୟୁରୋ : ନିଜ ବେକରେ ଛୁରି ଭୁଷିଲେ କରୋନା ଆକ୍ରାନ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଟାଙ୍ଗିସ୍ଥିତ କୋଭିଡ ହସ୍ପିଟାଲରେ । ଗୁରୁତର ଅବସ୍ଥାରେ ରୋଗୀଙ୍କୁ କଟକ ଏସସିବିର ସର୍ଜରୀ ବିଭାଗକୁ ଅଣାଯାଇଛି । କିଛି ସମୟ ପରେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡିଛି । ବେକରେ ଛୁରିଟି ଅଧା ପଶି ରହିଥିବାବେଳେ ଅସ୍ତ୍ରୋପଚାର କରି ଏହାକୁ କଢାଯିବ ବୋଲି ଜଣାପଡିଛି । ଦୁଇଦିନ ହେଲା ସେ କୋଭିଡ ହସ୍ପିଟାଲକୁ ଯାଇଥିଲେContinue reading “କଟକ ଟାଙ୍ଗି କୋଭିଡ଼ ହସ୍ପିଟାଲରୁ ଆସିଲା ଅଭାବନୀୟ ଦୃଶ୍ୟ : ମାନସିକ ଭାରସାମ୍ୟ ହରାଇ ନିଜ ବେକରେ ଛୁରୀ ଭୁସିଦେଲେ କରୋନା ଆକ୍ରାନ୍ତ”
କରୋନାର ତୃତୀୟ ଲହରକୁ ନେଇ ଆଶଙ୍କା ବଢୁଥିବା ବେଳେ ଦ୍ୱିତୀୟ ଲହରରେ କେବଳ ୨ ଟି ରାଜ୍ୟରେ ୯୦ ହଜାର ଶିଶୁ ସଂକ୍ରମିତ
କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ବି ଥମି ନାହିଁ । ହେଲେ ତୃତୀୟ ଲହର ଆସିବା ପୂର୍ବରୁ ପୁରା ଦେଶବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି । ବୈଜ୍ଞାନିକ ମାନେ ଅନୁମାନ କରୁଛନ୍ତି କି, ତୃତୀୟ ଲହର ବିଶେଷ ଭାବେ ଶିଶୁମାନଙ୍କ ପାଇଁ ବେଶି ବିପଦ ଆଣିବ । ହେଲେ କରୋନା ସଂକ୍ରମଣକୁ ନଜର କଲେ ଜଣାଯାଏ ଯେ କରୋନାରେ କେବଳ ୨ ଟି ରାଜ୍ୟରେ ୯୦ ହଜାର ଶିଶୁ ସଂକ୍ରମିତ ହୋଇଛନ୍ତିContinue reading “କରୋନାର ତୃତୀୟ ଲହରକୁ ନେଇ ଆଶଙ୍କା ବଢୁଥିବା ବେଳେ ଦ୍ୱିତୀୟ ଲହରରେ କେବଳ ୨ ଟି ରାଜ୍ୟରେ ୯୦ ହଜାର ଶିଶୁ ସଂକ୍ରମିତ”
ଭୁବନେଶ୍ୱରରେ ପହଂଚିଲା ବିଜୟ ସାହୁଙ୍କ ପାର୍ଥିବ ଶରୀର : ବିମାନବନ୍ଦରରେ ପହଂଚିବା ପରେ ଶ୍ରଦ୍ଧାଂଜଳୀ ଜଣାଇଲେ ଫାଇଭ ଟି ସଚିବ ଓ ପୁଲିସ କମିଶନର
କନକ ବ୍ୟୁରୋ : ଭୁବନେଶ୍ୱର ବିମାନ ବନ୍ଦରରେ ବିଜୟ ସାହୁଙ୍କ ପାର୍ଥିବ ଶରୀର ପହଂଚିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍, ମିଶନ ଶକ୍ତି ସଚିବ ସୁଜାତା କାର୍ତିକେୟନ୍, ପୁଲିସ କମିଶନର ସୌମେନ୍ଦ୍ର ପିୟଦର୍ଶି ଶ୍ରଦ୍ଧାଂଜଳୀ ଦେଇଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଠା ତଥା ସାଇ ଇଂଟରନ୍ୟାସନାଲ ସ୍କୁଲ ଚେୟାରମ୍ୟାନ୍ ବିଜୟ ସାହୁଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ବାରଙ୍ଗ ସାଇ ରେସିଡ଼େଂନ୍ସିଆଲ ସ୍କୁଲ, ପରେContinue reading “ଭୁବନେଶ୍ୱରରେ ପହଂଚିଲା ବିଜୟ ସାହୁଙ୍କ ପାର୍ଥିବ ଶରୀର : ବିମାନବନ୍ଦରରେ ପହଂଚିବା ପରେ ଶ୍ରଦ୍ଧାଂଜଳୀ ଜଣାଇଲେ ଫାଇଭ ଟି ସଚିବ ଓ ପୁଲିସ କମିଶନର”
ବଡଖବର : ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ । କରୋନାକୁ ଦୃଷ୍ଟିରେ ରଖି ବଡ ନିଷ୍ପତି ନେଲେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ କହିଲେ ଜୀବନ ଆଗ, ବାକି ସବୁ ପଛ ।
କନକ ବ୍ୟୁରୋ : ବାତିଲ ହେଲା ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କଲେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କରୋନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । କରୋନାର ଦ୍ୱିତୀୟ ଲହର ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ବେଳେ ପ୍ରତିଟି ଜୀବନର ସୁରକ୍ଷା ଏବେ ରାଜ୍ୟ ସରକାରଙ୍କ ସବୁଠୁ ପ୍ରାଥମିକାତ ପାଲଟିଛି । ଏଭଳି ସ୍ଥଳେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟContinue reading “ବଡଖବର : ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ । କରୋନାକୁ ଦୃଷ୍ଟିରେ ରଖି ବଡ ନିଷ୍ପତି ନେଲେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ କହିଲେ ଜୀବନ ଆଗ, ବାକି ସବୁ ପଛ ।”
ଢେଙ୍କାନାଳ ଜିଲ୍ଲା କପିଳାସ ରେଞ୍ଜ ଖଙ୍କିରା ଗାଁର ଘଟଣା : କୁକୁର ପାଇଁ ହାତୀ ଆକ୍ରମଣରୁ ରକ୍ଷା ପାଇଗଲେ ଗ୍ରାମବାସୀ
କନକ ବ୍ୟୁରୋ : ହାତୀ ଆକ୍ରମଣରୁ ରକ୍ଷା କଲା କୁକୁର । ପୋଷା କୁକୁରର ଉପସ୍ଥିତ ବୁଦ୍ଧି ଯୋଗୁଁ ହାତୀପଲ ଆକ୍ରମଣରୁ ରକ୍ଷା ପାଇଯାଇଛନ୍ତି ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା କପିଳାସ ଅଭୟାରଣ୍ୟ ଅନ୍ତର୍ଗତ ଖକିଂରା ବନ କାର୍ଯ୍ୟାଳୟ ପରିସରକୁ ଲାଗି ରହିଥିବା ବ୍ରାହ୍ମଣୀ ତଇଳା ପଡ଼ିଆରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମଳିଛି । ସୁଚନା ଅନୁସାରେ ,ସମାଜସେବୀ ମନୋଜ ବ୍ରହ୍ମ ତାଙ୍କ ପୋଷା କୁକୁରକୁ ନେଇ ପ୍ରାତଃ ଭ୍ରମଣରେ ଯାଇଥିଲେ । ପଡ଼ିଆରେ ଆହୁରୀContinue reading “ଢେଙ୍କାନାଳ ଜିଲ୍ଲା କପିଳାସ ରେଞ୍ଜ ଖଙ୍କିରା ଗାଁର ଘଟଣା : କୁକୁର ପାଇଁ ହାତୀ ଆକ୍ରମଣରୁ ରକ୍ଷା ପାଇଗଲେ ଗ୍ରାମବାସୀ”
ପ୍ରଥମଥର ପାଇଁ ବୈଜ୍ଞାନିକ ମାନେ ଲ୍ୟାବରେ ପ୍ରସ୍ତୁତ କଲେ ମା’କ୍ଷୀର । ଖୋଲା ବଜାରରେ ବିକ୍ରି କରିବାକୁ ଚାଲିଛି ପ୍ରସ୍ତୁତି
କନକ ବ୍ୟୁରୋ : କୌଣସି ବି ନବଜାତ ଶିଶୁପାଇଁ ମା’କ୍ଷୀର ଅମୃତ ସମାନ । ଶିଶୁର ଶାରିରୀକ ବିକାଶ ପାଇଁ ମା’କ୍ଷୀର ହିଁ ସବୁଠାରୁ ଉପାଦେୟ ବୋଲି ଡାକ୍ତରମାନେ କହିଥାନ୍ତି । ତେଣୁ ପିଲା ଜନ୍ମ ହେବାର ୬ ମାସ ଯାଏଁ ଶିଶୁକୁ ମା’କ୍ଷୀର ଦେବାକୁ ସେମାନେ ପରାମର୍ଶ ଦେଇଥାନ୍ତି । ହେଲେ ବଦଳୁଥିବା ଜୀବନଶୈଳୀ ଓ ଆଧୁନିକତାର ଛାପ ଫଳରେ ଏବେ କିଛି ମହିଳାମାନେ ନିଜ ନିଜ ରୂପର ଚମକ ନଷ୍ଟ ହୋଇଯିବା ଆଶଙ୍କା କରିContinue reading “ପ୍ରଥମଥର ପାଇଁ ବୈଜ୍ଞାନିକ ମାନେ ଲ୍ୟାବରେ ପ୍ରସ୍ତୁତ କଲେ ମା’କ୍ଷୀର । ଖୋଲା ବଜାରରେ ବିକ୍ରି କରିବାକୁ ଚାଲିଛି ପ୍ରସ୍ତୁତି”