ତଳକୁ ଖସୁଛି ଦେଶର କରୋନା ମିଟର… ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୩୨,୩୬୪ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୨,୭୧୩ ମୃତ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୧.୩୨ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୩ ହଜାର ତଳେ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୨,୩୬୪ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨,୭୧୩ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୮୫,୭୪,୩୫୦ ଓ ମୃତ୍ୟୁସଂଖ୍ୟା ୩,୪୦,୭୦୨ରେ ପହଞ୍ଚିଛି । ସେହିଭଳି,Continue reading “ତଳକୁ ଖସୁଛି ଦେଶର କରୋନା ମିଟର… ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୩୨,୩୬୪ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୨,୭୧୩ ମୃତ”

ଜଣେ ଗୃହିଣୀଙ୍କ କାହାଣୀ : ସେ ବସ୍ ଚଳାଇ ପାରନ୍ତି…ଘୋଡା ଚଢି ପାରନ୍ତି; ୟୁଟ୍ୟୁବରୁ ମାସକୁ ରୋଜଗାର ଦେଢ଼ଲକ୍ଷ

କନକ ବ୍ୟୁରୋ : ୟୁଟ୍ୟୁବରୁ ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି ଦେଢ଼ଲକ୍ଷ । ୟୁଟ୍ୟୁବ୍‌ରେ ଘୋଡ଼ାଚଢ଼ାଠାରୁ ଆରମ୍ଭ କରି ଟ୍ରାକ୍ଟରରେ ହଳ କରିବା, ଭଲ୍‌ଭୋ ବସ୍‌ ଚଳାଇବା ହେଉ କି ଟ୍ରକ୍‌ ଚଳାଇବାର ଯେଉଁ ଭିଡିଓ ଅପ୍‌ଲୋଡ୍‌ କରୁଛନ୍ତି, ତାହାକୁ କୋଟିକୋଟି ଲୋକ ଦେଖୁଛନ୍ତି। ଏବେ ୨୦ ଲକ୍ଷରୁ ଅଧିକ ୟୁଟ୍ୟୁବ୍‌ ବ୍ୟବହାରକାରୀ ତାଙ୍କର ଅନୁଗାମୀ । ଯାହାକି, ତାଙ୍କ ପାଇଁ ରୋଜଗାରର ସୁଯୋଗ ଆଣିଦେଇଛି । ଏହି ମହିଳା ହେଲେ, ଯାଜପୁର ଜିଲ୍ଲାର ଖରସ୍ରୋତାContinue reading “ଜଣେ ଗୃହିଣୀଙ୍କ କାହାଣୀ : ସେ ବସ୍ ଚଳାଇ ପାରନ୍ତି…ଘୋଡା ଚଢି ପାରନ୍ତି; ୟୁଟ୍ୟୁବରୁ ମାସକୁ ରୋଜଗାର ଦେଢ଼ଲକ୍ଷ”

ବାବା ରାମଦେବଙ୍କୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟ । କେର୍ଟ କହିଛନ୍ତି, ରାମଦେବଙ୍କ ଉପରେ କଟକଣା ଲାଗୁ ହେବନି, ତାଙ୍କର ବିବୃତ୍ତି ଦେବା ଅଧିକାର ଅଛି ।

ରାମ ଦେବଙ୍କ ଉପରେ କଟକଣା ଲାଗୁ କରାଯାଇ ପାରିବ ନାହିଁ। ବାକ୍‌ ସ୍ବାଧୀନତା ଆଇନ ଅନୁଯାୟୀ ସେ ତାଙ୍କର ମତବ୍ୟକ୍ତ କରିପାରିବେ ବୋଲି ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି । ଏଲୋପାଥି ଚିକିତ୍ସା ବିପକ୍ଷରେ ଏବଂ ପତଞ୍ଜଳିର କରୋନିଲ୍‌ କିଟ୍‌ ସପକ୍ଷରେ ବିବୃତି ଦେବାରୁ ଯୋଗ ଗୁରୁ ରାମଦେବଙ୍କୁ କ୍ଷାନ୍ତ କରାଯାଉ ବୋଲି ‘ଦିଲ୍ଲୀ ମେଡିକାଲ୍‌ ଆସୋସିଏସନ୍‌’ ଦାଏର କରିଥିବା ପିଟିସନ୍‌ର ଶୁଣାଣି କରି ବିଚାରପତି ସି. ହରିଶଙ୍କରଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠContinue reading “ବାବା ରାମଦେବଙ୍କୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟ । କେର୍ଟ କହିଛନ୍ତି, ରାମଦେବଙ୍କ ଉପରେ କଟକଣା ଲାଗୁ ହେବନି, ତାଙ୍କର ବିବୃତ୍ତି ଦେବା ଅଧିକାର ଅଛି ।”

ପୁଣି କୋଭିଡ଼ ହସ୍ପିଟାଲରେ ସ୍ୱାସ୍ଥ୍ୟ କର୍ମୀଙ୍କ ମନଖୋଲା ନାଚ : ମୁମ୍ବାଇ ଗୋରେଗାଓଁରେ ପିପିଇ କିଟ୍ ପିନ୍ଧି କରୋନା ଅକ୍ରାନ୍ତଙ୍କ ଆଗରେ ନାଚିଲେ ଡ଼ାକ୍ତର ଓ ନର୍ସ

କନକ ବ୍ୟୁରୋ : ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ନାଚ, ଗୀତର ଖବର ବାରମ୍ବାର ଆସୁଛି । ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କୁ ଦିନରାତି ଚିକିତ୍ସା କରି ଚାପରେ ଥିବା ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ କଷ୍ଟ ଲାଘବ ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ମନୋବଳ ବୃଦ୍ଧି ପାଇଁ ଏହା ଜରୁରୀ ମଧ୍ୟ । ସେମିତି ଏକ ଚିତ୍ର ଏବେ ମୁମ୍ବାଇ ଗୋରେଗାଓଁରେ ଥିବା ଏହି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରୁ ସାମ୍ନାକୁ ଆସିଛି । ଯେଉଁଠି ଡାକ୍ତରContinue reading “ପୁଣି କୋଭିଡ଼ ହସ୍ପିଟାଲରେ ସ୍ୱାସ୍ଥ୍ୟ କର୍ମୀଙ୍କ ମନଖୋଲା ନାଚ : ମୁମ୍ବାଇ ଗୋରେଗାଓଁରେ ପିପିଇ କିଟ୍ ପିନ୍ଧି କରୋନା ଅକ୍ରାନ୍ତଙ୍କ ଆଗରେ ନାଚିଲେ ଡ଼ାକ୍ତର ଓ ନର୍ସ”

ଏସିଆର ସବୁଠାରୁ ବଡ଼ ବସ୍ତି ଏବେ କରୋନା ମୁକ୍ତ : ପ୍ରଶାସନର ଯୋଜନାବଦ୍ଧ ପ୍ରୟାସ ଓ ବସ୍ତିବାସିନ୍ଦାଙ୍କ ସହଯୋଗରେ ହେଲା ସମ୍ଭବ

କନକ ବ୍ୟୁରୋ : ଏସିଆର ସବୁଠାରୁ ବଡ ବସ୍ତି ଏବେ କରୋନା ମୁକ୍ତ । ମୁମ୍ବାଇରେ ଥିବା ଧରାଭି ବସ୍ତିବାସିନ୍ଦା କରୋନାକୁ ମାତ୍ ଦେବାରେ ସମର୍ଥ ହୋଇଛନ୍ତି । ପ୍ରଶାସନର ଯୋଜନାବଦ୍ଧ ପ୍ରୟାସ ଓ ବସ୍ତିବାସିନ୍ଦାଙ୍କ ସହଯୋଗରୁ ଏହା ସମ୍ଭବ ହୋଇପାରିଛି । ତେବେ ଦିନେ କରୋନାର ହଟସ୍ପଟ ଭାବେ ପରିଚିତ ଧରାଭିରେ ଗତ ୩ ଦିନରେ ମାତ୍ର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଂଟା ଭିତରେ ଏଠାରେ କେହିContinue reading “ଏସିଆର ସବୁଠାରୁ ବଡ଼ ବସ୍ତି ଏବେ କରୋନା ମୁକ୍ତ : ପ୍ରଶାସନର ଯୋଜନାବଦ୍ଧ ପ୍ରୟାସ ଓ ବସ୍ତିବାସିନ୍ଦାଙ୍କ ସହଯୋଗରେ ହେଲା ସମ୍ଭବ”

ରାଜଧାନୀ ମାଛ ବଜାରରେ ପ୍ରବଳ ଭିଡ଼ : ଆମିଷ ଖାଇବା ଲୋଭରେ ଭୁଲିଗଲେ କରୋନା ନିୟମ

କନକ ବ୍ୟୁରୋ : ରାଜଧାନୀର ଏକ ମାଛ ମାର୍କେଟରେ ପ୍ରବଳ ଭିଡ଼ । ମାନିଲେନି କରୋନା ନୀୟମ । ଆମିଷ ଖାଇବା ଲୋଭରେ ସାମାଜିତ ଦୁରତା ମଧ୍ୟ ରଖିଲେନି । ଘଟଣାସ୍ଥଳରେ ପୋଲିସ ପହଂଚି ଅମାନିଆଙ୍କୁ ସାବାଡ଼ କରିଛି । ଚାଲାଣ କାଟିବା ସହ ଲୋକଙ୍କୁ ଭିଡ଼ ନଜମାଇବାକୁ ପରାମର୍ଶ ଦେଇଛି ପୋଲିସ । ସୁଚନା ଅନୁସାରେ ଏହି ମାଛ ମାର୍କେଟଟି ଭୁବନେଶ୍ୱରର ଓଲଡ଼ ଟାଉନ୍ ଅଂଚଳର । ରାଜଧାନୀରେ କରୋନା ସଂକ୍ରମଣ ଅଧିକ ରହୁଥିବା ବେଳେContinue reading “ରାଜଧାନୀ ମାଛ ବଜାରରେ ପ୍ରବଳ ଭିଡ଼ : ଆମିଷ ଖାଇବା ଲୋଭରେ ଭୁଲିଗଲେ କରୋନା ନିୟମ”

ଏଣିକି ରାଜଧାନୀରେ ବି ଦିଆଯାଇପାରେ କୋଭିସିଲ୍ଡ ଟିକା : କୋଭାକ୍ସିନ୍ ଅଭାବ ଦୁର ପାଇଁ ବିକଳ୍ପ  ଚିନ୍ତା କରୁଛି ବିଏମସି

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଦ୍ୱିତୀୟ ଡୋଜ୍ ଟିକାର ଘୋର ଅଭାବ ଦେଖାଦେଇଛି । ଲୋକେ ମେ’ ପ୍ରଥମ ସପ୍ତାହରେ ଟିକାର ପ୍ରଥମ ଡୋଜ୍ ନେଇ ଦ୍ୱିତୀୟ ଡୋଜକୁ ଅନାଇ ବସିଛନ୍ତି । କୋ-ୱିନ୍ ପୋର୍ଟାଲରେ ସ୍ଲଟ ବୁକ କରିବା ସମ୍ଭବ ହେଉନାହିଁ । ତେଣୁ ୧୮ରୁ ୪୪ ବର୍ଷର ଟିକାକରଣ ଏକପ୍ରକାର ଠପ୍ ହୋଇଯାଇଛି । ଆଉ ଏହାରି ଭିତରେ ଟିକାର ଆଭାବ ଦୂର କରିବାକୁ ବିକଳ୍ପ ଚିନ୍ତା କରୁଛି ବିଏମସି । ଅର୍ଥାତContinue reading “ଏଣିକି ରାଜଧାନୀରେ ବି ଦିଆଯାଇପାରେ କୋଭିସିଲ୍ଡ ଟିକା : କୋଭାକ୍ସିନ୍ ଅଭାବ ଦୁର ପାଇଁ ବିକଳ୍ପ  ଚିନ୍ତା କରୁଛି ବିଏମସି”

ରାଜ୍ୟରେ କମୁଛି କରୋନା ସଂକ୍ରମଣ : ୬୮,୬୦୪ ଟେଷ୍ଟିଂରୁ ୭,୭୨୯ ପଜିଟିଭ, ୩୯ ମୃତ

କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଂଟା ଭିତରେ ୭୭୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୮ହଜାର ୬୦୪ ନମୁନା ପରୀକ୍ଷା ହୋଇଥିବା ବେଳେ ୭ହଜାର ୭୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ ଦଶମିକ ୨୬ ପ୍ରତିଶତ ରହିଛି ଟେଷ୍ଟ ପଜିଟିଭିଟ ହାର । ସେହିପରି ୨୪ଘଂଟା ଭିତରେ କରୋନା କାରଣରୁ ୩୯ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କContinue reading “ରାଜ୍ୟରେ କମୁଛି କରୋନା ସଂକ୍ରମଣ : ୬୮,୬୦୪ ଟେଷ୍ଟିଂରୁ ୭,୭୨୯ ପଜିଟିଭ, ୩୯ ମୃତ”

କରୋନା ସଂକ୍ରମିତ ଡଙ୍ଗରିଆଙ୍କୁ ଟିକାକରଣ : ନିୟମଗିରିରେ ରହୁଥିବା ଆଦିମ ଜନଜାତି କରୋନାରେ ସଂକ୍ରମିତ

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ରାୟଗଡା ଜିଲ୍ଲାର ନିୟମଗିରିରେ ରହିଆସୁଥିବା ଆଦିମ ଜନଜାତି ସଂକ୍ରମିତ ହୋଇଛନ୍ତି । ତେଣୁ ସ୍ୱସ୍ଥ୍ୟ ବିଭାଗୀୟ ଅଧିକାରୀ ଓ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପ୍ରତ୍ୟେକ ଗାଁକୁ ଯାଇ ଟିକାକରଣ କରୁଛନ୍ତି । ଏପରିକି ହିଙ୍ଗାମା ଭଳି କିଛି ଗାଁକୁ ରାସ୍ତାଟିଏ ନାହିଁ । ସେପରି ଗାଁକୁ ପାଦରେ ଚାଲିଚାଲି ଯାଇ, ପାହାଡ଼ ଚଢି ଡଙ୍ଗାରିଆମାନଙ୍କୁ ବୁଝାଇବା ସହ ସେମାନଙ୍କୁ ଟିକା ଦିଆଯାଉଛି । ଯଦିଓ ଟିକା ନେବାପାଇଁContinue reading “କରୋନା ସଂକ୍ରମିତ ଡଙ୍ଗରିଆଙ୍କୁ ଟିକାକରଣ : ନିୟମଗିରିରେ ରହୁଥିବା ଆଦିମ ଜନଜାତି କରୋନାରେ ସଂକ୍ରମିତ”

୭୫୦ ଡାକ୍ତରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର : ୭ଦିନ ଭିତରେ ନିଜ ନିଜ କାର୍ଯ୍ୟରେ ଦେବେ ଯୋଗ

କନକ ବ୍ୟୁରୋ : ରାଜ୍ୟରେ ୭୫୦ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । ସେମାନଙ୍କୁ ନିଯୁକ୍ତି ପତ୍ର ଦିଆଯାଇଥିବା ବେଳେ ୭ଦିନ ଭିତରେ ନବନିଯୁକ୍ତ ଡ଼ାକ୍ତରମାନେ ନିଜ ନିଜ କାର୍ଯ୍ୟରେ ଦେବେ ଯୋଗ । ଏହି ଡକ୍ତର ମାନେ ଲକଡାଉନ୍ ସଟଡାଉନରେ, ନିଯୁକ୍ତି ପତ୍ରକୁ ଯାତାୟାତ ପାସ ଭାବେ ବ୍ୟବହାର କରିପାରିବେ । ରାଜ୍ୟ ଡ଼ାକ୍ତରୀ ଓ ସ୍ୱାସ୍ଥ୍ୟସେବା କ୍ୟାଡ଼ର ଅଫିସର ପଦବୀରେ ନିଯୁକ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗ ୭୮୬ ଜଣ ଡ଼ାକ୍ତରଙ୍କ ନାଁ ସୁପାରିଶContinue reading “୭୫୦ ଡାକ୍ତରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର : ୭ଦିନ ଭିତରେ ନିଜ ନିଜ କାର୍ଯ୍ୟରେ ଦେବେ ଯୋଗ”

Design a site like this with WordPress.com
Get started