ତାଲାବନ୍ଦରେ ଲୁଗା ଦୋକାନ ଖୋଲିବା ପଡିଲା ମହଙ୍ଗା : ନିଆଳିରେ ଖୋଲାଥିବା ସୀମା ଟେକ୍ସଟାଇଲକୁ ସିଲ କଲେ ତହସିଲଦାର

କନକ ବ୍ୟୁରୋ : ଲକଡ଼ାଉନରେ ଲୁଗା ଦୋକନ ଖୋଲି ବେପାର କରିବା ପଡ଼ିଲା ମହଙ୍ଗା । କରୋନା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଦୋକାନ ସିଲ କଲା ପୋଲିସ । କଟକ ନିଆଳି ବଜାରରେ ଥିବା ସୀମା ଟେକ୍ସଟାଇଲ ଦିନ ସାରା ଖୋଲା ରହି ବେପାର ଚଳାଇଥିଲା । ନିଆଳି ତହସିଲଦାର ଖବର ପାଇବା ପରେ ଦୋକାନରେ ଚଢଉ କରି ୧୭ ତାରିଖ ଯାଏଁ ସିଲ କରାଯାଇଛି । ସବୁଠାରୂ ଆଶ୍ଚର୍ଯ୍ୟର କଥା ହେଲା ନିଆଳିରେ ଥିବା ବଡContinue reading “ତାଲାବନ୍ଦରେ ଲୁଗା ଦୋକାନ ଖୋଲିବା ପଡିଲା ମହଙ୍ଗା : ନିଆଳିରେ ଖୋଲାଥିବା ସୀମା ଟେକ୍ସଟାଇଲକୁ ସିଲ କଲେ ତହସିଲଦାର”

ଏୟାରଲିଫ୍ଟ ହୋଇ ଚେନ୍ନାଇର ଆପୋଲ ହସ୍ପିଟାଲ ଗଲେ ଅମ୍ରିତ୍ ପ୍ରଧାନ : ଚିକିତ୍ସା ଓ ଫୁସଫୁସ ପ୍ରତିରୋପଣ ପାଇଁ ଖର୍ଚ୍ଚ ହେବ ଦେଢ କୋଟିରୁ ଅଧିକ

କନକ ବ୍ୟୁରୋ : ଗତକାଲି ଦିନତମାମ ଚର୍ଚ୍ଚାରେ ଥିଲେ ୨୪ ବର୍ଷିୟ ଅମ୍ରିତ ପ୍ରଧାନ । ଯିଏ ଭୁବନେଶ୍ୱର ଏମ୍ସରୁ ଏୟାରଲୁଫ୍ଟ ହୋଇ ଚେନ୍ନାଇର ଆପୋଲୋ ହସ୍ପିଟାଲକୁ ଗଲେ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏହି ଅମ୍ରିତ ପ୍ରଧାନ କିଏ । କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ପ୍ରାୟ ଦେଢ କୋଟିରୁ ଅଧିକ ଚିକିତ୍ସା ଖର୍ଚ୍ଚ କରିବା ପାଇଁ ପରିବାର ଲୋକ କେମିତି ସାହସ କରିପାରିଲେ । ବ୍ରହ୍ମପୁର ସହର ବାସୁଦେବ ନଗରରେContinue reading “ଏୟାରଲିଫ୍ଟ ହୋଇ ଚେନ୍ନାଇର ଆପୋଲ ହସ୍ପିଟାଲ ଗଲେ ଅମ୍ରିତ୍ ପ୍ରଧାନ : ଚିକିତ୍ସା ଓ ଫୁସଫୁସ ପ୍ରତିରୋପଣ ପାଇଁ ଖର୍ଚ୍ଚ ହେବ ଦେଢ କୋଟିରୁ ଅଧିକ”

କାରଖାନାରୁ ଗ୍ୟାସ୍ ଲିକ୍, ମହାରାଷ୍ଟ୍ର ବଦଲାପୁରରେ ଆତଙ୍କ । ନିଶ୍ୱସପ୍ରଶ୍ୱସରେ ହେଉଛି କଷ୍ଟ, ଆତଙ୍କିତ ଅବସ୍ଥାରେ ଲୋକେ

ଗତରାତିରେ ମହାରାଷ୍ଟ୍ରର ବଦଲାପୁରସ୍ଥିତ ରାସାୟନିକ କାରଖାନାରୁ ଗ୍ୟାସ୍‌ ଲିକ୍‌ ହେବାରୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇଯାଇଛନ୍ତି। ଶିରଗାଓଁ ଏମ୍‌ଆଇଡିସିରେ ଅବସ୍ଥିତ ‘ନୋବେଲ୍‌ ଇଣ୍ଟର୍‌ମିଡିଏଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ନାମକ ଏହି କାରଖାନା ଠାରୁ ତିନି କିଲୋମିଟର୍ ବ୍ୟାସାର୍ଦ୍ଧବ୍ୟାପୀ ବସବାସ କରୁଥିବା କେତେକ ଲୋକ ନିଶ୍ବାସପ୍ରଶ୍ବାସ ଏବଂ ଆଖି ପୋଡ଼ାଜନିତ କଷ୍ଟ ହୋଇଥିବା ଅଭିଯୋଗ କରିଥିଲେ। ଗୁରୁବାର ରାତି ପ୍ରାୟ ୧୦.୨୨ରେ ଅଘଟଣ ଘଟିଥିବା ଏବଂ ଘଣ୍ଟାକ ଭିତରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିବା କଥା ଥାନେ ମ୍ୟୁନିସ୍‌ପାଲ୍‌ କର୍ପୋରେସନ୍‌ କହିଛିContinue reading “କାରଖାନାରୁ ଗ୍ୟାସ୍ ଲିକ୍, ମହାରାଷ୍ଟ୍ର ବଦଲାପୁରରେ ଆତଙ୍କ । ନିଶ୍ୱସପ୍ରଶ୍ୱସରେ ହେଉଛି କଷ୍ଟ, ଆତଙ୍କିତ ଅବସ୍ଥାରେ ଲୋକେ”

ମଧ୍ୟପ୍ରଦେଶରେ ୩ ହଜାର କନିଷ୍ଠ ଡାକ୍ତରଙ୍କ ସାମୁହିକ ଇସ୍ତଫା । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ।

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ମଧ୍ୟପ୍ରଦେଶର ୩ ହଜାର କନିଷ୍ଠ ଡାକ୍ତର ଇସ୍ତଫା ଦେଇଛନ୍ତି । ବିଭିନ୍ନ ଦାବିନେଇ ୩ ଦିନ ପୂର୍ବରୁ ରାଜ୍ୟର ୬ ଟି ସରକାରୀ ମେଡିକାଲ କଲେଜର ଡାକ୍ତର ମାନେ ବିକ୍ଷୋ ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟ ସେମାନଙ୍କୁ ୨୪ ଘଂଟା ଭିତରେ କାର୍ଯ୍ୟରେ ଯୋଗଦେବା ନେଇ ନିର୍ଦ୍ଦେଶ ଦେବା ପରେ ୩ ହଜାର କନିଷ୍ଠ ଡାକ୍ତର ସାମୁହିକ ଇସ୍ତଫା ଦେଇଛନ୍ତି । ମଧ୍ୟପ୍ରଦେଶContinue reading “ମଧ୍ୟପ୍ରଦେଶରେ ୩ ହଜାର କନିଷ୍ଠ ଡାକ୍ତରଙ୍କ ସାମୁହିକ ଇସ୍ତଫା । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ।”

ମୟୁରଭଂଜର ୨୨୦ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା : ଟ୍ରକ ଧକ୍କାରେ ତିନି ମୃତ୍ୟୁ; ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା

କନକ ବ୍ୟୁରୋ : ଟ୍ରକ ଧକ୍କାରେ ତିନି ମୃତ୍ୟୁ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା । ମୟୁରଭଂଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥ ବଡ଼ଡ଼ାଳିମା ଠାରେ ଘର ସାମ୍ନାରେ କକା ପୁତୁରାଙ୍କୁ ଧକ୍କା ଦେଇଛି ଲୁହା ପଥର ବୋଝେଇ ଟ୍ରକ । ମୃତକ ହେଲେ ତାରିଣୀ ବେହେରା ଓ ସିପୁ ବେହେରା । ଦୁର୍ଘଟଣା ପରେ ସେଠାରୁ ଗାଡ଼ିଟି ଫେରାର ହେବା ପରେContinue reading “ମୟୁରଭଂଜର ୨୨୦ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା : ଟ୍ରକ ଧକ୍କାରେ ତିନି ମୃତ୍ୟୁ; ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା”

ପ୍ରେମ ବିବାହକୁ ନେଇ ମରଣାନ୍ତକ ଆକ୍ରମଣ : ରାତି ଅଧରେ ପୁଅ ଘରେ ପଶି ଝିଅ ଘର ପକ୍ଷରୁ ଆକ୍ରମଣ

କନକ ବ୍ୟୁରୋ : ପ୍ରେମ ବିବାହକୁ ନେଇ ମରଣାନ୍ତକ ଆକ୍ରମଣ । ରାତି ଅଧରେ ପୁଅ ଘରେ ପଶି ଆକ୍ରମଣ କରିଛନ୍ତି ଝିଅ ଘର ଲୋକ । ଗୁରତର ଅବସ୍ଥାରେ ୩ଜଣ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନିମତଇଳା ଗାଁରେ ଏଭଳି ଘଟଣା ଘଟିଛି । ସୁଚନା ଅନୁସାରେ ଗତ ମେ ମାସ ୧୭ ତାରିଖରେ ଏହି ପ୍ରେମ ବିବାହ ହୋଇଥିଲା । ଝିଅ ଘର ଲୋକେ ବିବାହରେ ସହମତିContinue reading “ପ୍ରେମ ବିବାହକୁ ନେଇ ମରଣାନ୍ତକ ଆକ୍ରମଣ : ରାତି ଅଧରେ ପୁଅ ଘରେ ପଶି ଝିଅ ଘର ପକ୍ଷରୁ ଆକ୍ରମଣ”

କଟକରେ ରହିଛି ଏମିତି ଗାଁ, ଯେଉଁଠି ପହଞ୍ଚିପାରିନି କରୋନା । କରୋନା ମୁକ୍ତ ରହିଛି ୬୩୦ ଗାଁ

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକ୍‌, ପଂଚାୟତରେ କରୋନା ସ୍ଥିତିକୁ ନେଇ ଏକ ଚାର୍ଟ ପ୍ରସ୍ତୁତ କରାଯାଇଛି। ଯେଉଁଠି ଗ୍ରିନ୍‌, ରେଡ୍‌, ୟେଲୋ ଓ ଅରେଞ୍ଜ୍‌ ଜୋନ ସହ କେଉଁ ଗାଁକୁ ୨ୟ ଲହରର କରୋନା ବର୍ତ୍ତମାନ ସୁଦ୍ଧା ଛୁଇଁନି ତା’ର ଏକ ରିପୋର୍ଟ କରାଯାଇଛି। ଯେଉଁଠି କଟକ ଜିଲ୍ଲାର ୧୯୬୫ ଗାଁରୁ ୬୩୦ ଗାଁକୁ ବର୍ତ୍ତମାନ ସୁଦ୍ଧା ଛୁଇଁ ନଥିବାବେଳେ ନରସିଂହପୁରର ସର୍ବାଧିକ ଶହେ ଉପରେ ଗାଁକୁ କରୋନା ଛୁଇଁ ନଥିବା ପ୍ରଶାସନ ତଥ୍ୟରୁContinue reading “କଟକରେ ରହିଛି ଏମିତି ଗାଁ, ଯେଉଁଠି ପହଞ୍ଚିପାରିନି କରୋନା । କରୋନା ମୁକ୍ତ ରହିଛି ୬୩୦ ଗାଁ”

ଲଗାତାର ଷଷ୍ଠ ଥର ପାଇଁ ସୁଧହାର ଅପରିବର୍ତ୍ତିତ ରଖିଲା ଆରବିଆଇ : ରେପୋ ରେଟ୍ ୪% ଓ ରିଭର୍ସ ରେପୋ ରେଟ୍ ୩.୩୫%ରେ ସ୍ଥିର

କନକ ବ୍ୟୁରୋ : ଲଗାତର ଷଷ୍ଠଥର ପାଇଁ ରେପୋ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏପ୍ରିଲ-ଜୁନ୍ ତ୍ରୈମାସିକ ସମୀକ୍ଷା ପରେ ରେପୋ ରେଟ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟକୁ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ଆରବିଆଇ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ରେପୋ ରେଟ୍ ହେଉଛି- ରୁଣ ଉପରେ ବ୍ୟାଙ୍କଗୁଡିକଠାରୁ ରିଜର୍ଭ ବ୍ୟାଙ୍କ ନେଉଥିବା ସୁଧContinue reading “ଲଗାତାର ଷଷ୍ଠ ଥର ପାଇଁ ସୁଧହାର ଅପରିବର୍ତ୍ତିତ ରଖିଲା ଆରବିଆଇ : ରେପୋ ରେଟ୍ ୪% ଓ ରିଭର୍ସ ରେପୋ ରେଟ୍ ୩.୩୫%ରେ ସ୍ଥିର”

ମାଲକାନଗିରିରେ କଇଁଛ ଚୋରାଚାଲାଣ : ଦେଢଶହରୁ ଅଧିକ କଇଁଛ ଜବତ

କନକ ବ୍ୟୁରୋ : ମାଲକାନଗିରି କାଲିମେଳା ଅଂଚଳରୁ ଜବତ ହୋଇଛି ଦେଢ଼ ଶହରୁ ଅଧିକ କଇଁଛ । କଇଁଛ ଚୋରା ଚାଲଣ ନେଇ ସୂଚନା ପାଇବା ପରେ ଏମପିଭି-୬୫ ଜଙ୍ଗଲରେ ଚଢ଼ାଉ କରିଥିଲା ବନ ବିଭାଗ । ଚଢ଼ାଉ ବେଳେ ଚୋରା ଚାଲଣ ହେଉଥିବା କଇଁଛର ସନ୍ଧାନ ମିଳିଥିଲା । କଇଁଛଗୁଡିକୁ ଜବତ କରାଯାଇଥିଲା । ଆନ୍ଧ୍ରରୁ ଏହି କଇଁଛ ଚୋରାରେ ବିକ୍ରି କରିବା ପାଇଁ କାଳିମେଳା ଅଣା ଯାଇଥିବା ସୂଚନା ମିଳିଛି । ତେବେ ଯେଉଁମାନେContinue reading “ମାଲକାନଗିରିରେ କଇଁଛ ଚୋରାଚାଲାଣ : ଦେଢଶହରୁ ଅଧିକ କଇଁଛ ଜବତ”

ହକି ପ୍ରେମୀଙ୍କ ପାଇଁ ଖୁସି ଖବର : ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଫିଲ୍ମ ‘ଦ ମାଉଂଟେନ୍ ହକି’

କନକ ବ୍ୟୁରୋ : ଓଡ଼ିଶା ତଥା ଅଗଣିତ ହକି ପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ଡ଼ିଜନି ହଟଷ୍ଟାର ଭଳି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ଡ଼କୁମେଂଟାରୀ ଚଳଚିତ୍ର ‘ଦ ମାଉଂଟେନ୍ ହକି’ । ୨୦୧୮ରେ ଓଡ଼ିଶାରେ ଆୟୋଜିତ ହୋଇଥିବା ହକି ବିଶ୍ୱକପ୍ ପରେ ଫିଲ୍ମ ନିର୍ମାତା ଏଭଳି ଏକ ଫିଲ୍ମ ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ । ଜଣେ ବ୍ୟକ୍ତି ପାହାଡ଼ ଉପରେ ୪ଶହରୁ ଉଦ୍ଧ୍ୱର୍ ଝିଅଙ୍କୁ କିଭଳି ହକି ଶିଖାଉଛନ୍ତିContinue reading “ହକି ପ୍ରେମୀଙ୍କ ପାଇଁ ଖୁସି ଖବର : ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଫିଲ୍ମ ‘ଦ ମାଉଂଟେନ୍ ହକି’”

Design a site like this with WordPress.com
Get started