କନକ ବ୍ୟୁରୋ : ଭାରତକୁ ମିଳିବ ଦ୍ୱିତୀୟ ଦେଶୀ କରୋନା ଟିକା । ଦେଶରେ କରୋନା ଟିକାକରଣକୁ ବଢାଇବା ପାଇଁ ସରକାର ଜୋରଦାର ପ୍ରୟାସ କରୁଛନ୍ତି । ଏଥିପାଇଁ ଟିକା ଉତ୍ପାଦନ କମ୍ପାନୀ ବାୟୋଲଜିକାଲ-ଇ ସହ ଚୁକ୍ତି କରିଛନ୍ତି ଭାରତ ସରକାର । ସରକାର ୩୦କୋଟି କରୋନା ଟିକା କିଣିବା ପାଇଁ ଘରୋଇ କମ୍ପାନୀ ବାୟୋଲଜିକାଲ-ଇ ସହ ଅଗ୍ରିମ ଚୁକ୍ତି କରିଛନ୍ତି ଭାରତ ସରକାର । ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଟିକା ଉତ୍ପାଦନContinue reading “କରୋନା ସହ ଲଢିବାକୁ ଭାରତକୁ ମିଳିବ ଦ୍ୱିତୀୟ ଦେଶୀ ଟିକା : ହାଇଦ୍ରାବାଦର ବାୟୋଲଜିକାଲ-ଇ କଂପାନୀ ସହ ୩୦କୋଟି ଡୋଜ ପାଇଁ ଚୁକ୍ତି କଲେ କେନ୍ଦ୍ର ସରକାର”
Author Archives: Raghaba
ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ରରୁ ହଟିବ ଲକଡାଉନ୍ : ଆଜି ନାଗପୁର, ଲାତୁର, ଥାନେ ସମେତ ୧୮ଜିଲ୍ଲାରୁ ହଟିବ କରୋନା କଟକଣା
କନକ ବ୍ୟୁରୋ : କରୋନା ସଂକ୍ରମଣ ପୂର୍ବ ଅପେକ୍ଷା କମୁଥିବା ବେଳେ ସର୍ବାଧିକ କରୋନା ପ୍ରଭାବିତ ମହାରାଷ୍ଟ୍ରରେ ଧୀରେ ଧୀରେ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉଦ୍ଧବ ସରକାର । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ମହାରାଷ୍ଟ୍ରରେ ୫ଟି ପର୍ଯ୍ୟାୟରେ ଅନଲକ କରାଯିବ । ଆଜି ଠାରୁ ରାଜ୍ୟର ୧୮ ଜିଲ୍ଲାରୁ କଟକଣା ପ୍ରତ୍ୟାହାର କରାଯିବ ବୋଲି ସୂଚନା ମିଳିଛି । ସେହି ଜିଲ୍ଲାଗୁଡିକ ହେଉଛି, ଔରଙ୍ଗବାଦ, ଭଣ୍ଡାରା, ବୁଲଧନା, ଚନ୍ଦ୍ରପୁର, ଧୁଲେ ଗଡଚିରୋଲି, ଗୋଣ୍ଡିଆ,Continue reading “ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ରରୁ ହଟିବ ଲକଡାଉନ୍ : ଆଜି ନାଗପୁର, ଲାତୁର, ଥାନେ ସମେତ ୧୮ଜିଲ୍ଲାରୁ ହଟିବ କରୋନା କଟକଣା”
ରାଜ୍ୟରେ ୧୮ ବର୍ଷରୁ ଉଦ୍ଧ୍ୱର୍ଙ୍କ ପାଇଁ ଟୀକା ଅଭାବ । ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
କନକ ବ୍ୟୁରୋ : କରୋନା ଭାଇରସର ଦ୍ୱିତୀୟ ଲହର ସଂକ୍ରମଣ ଚିନ୍ତା ବଢାଉଥିବା ବେଳେ, ଟୀକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଆଉ ଏହାରି ଭିତରେ ଅଧିକ ଚିନ୍ତା ବଢାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା । ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କ ଟୀକାକରଣ ପାଇଁ ଟୀକାର ଅଭାବ ରହିଛି । ବର୍ତ୍ତମାନ ରାଜ୍ୟରେ ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କ ପାଇଁ ୨,୮୩୦ କୋଭାକ୍ସିନ୍ ଟୀକା ଅଛି । ତେବେContinue reading “ରାଜ୍ୟରେ ୧୮ ବର୍ଷରୁ ଉଦ୍ଧ୍ୱର୍ଙ୍କ ପାଇଁ ଟୀକା ଅଭାବ । ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।”
କରୋନରେ ଏୟାରଣ୍ଡିଆର ୫ ବରିଷ୍ଠ ପାଇଲଟଙ୍କ ମୃତ୍ୟୁ । ଭ୍ୟାକ୍ସିନ୍ ଅଭିଯାନ ଉପରେ ପଡିପାରେ ପ୍ରଭାବ !
କନକ ବ୍ୟୁରୋ : ଦେଶର ବିଭିନ୍ନ ପ୍ରାନ୍ତରକୁ ଦୈନିକ ଦିନ ରାତି ପରିଶ୍ରମ କରି ଉଡାଜାହଜରେ ଭ୍ୟାକ୍ସିନ୍ ଯୋଗାଉଥିବା ଏୟାର ଇଣ୍ଡିଆର ବିରିଷ୍ଠ ପାଇଲଟଙ୍କ ମଧ୍ୟରୁ ୫ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ସେମାନଙ୍କର ମୃତ୍ୟୁ ଅନ୍ୟମାନଙ୍କ ପାଇଁ ନହେଲେ ବି ଟିକାକରଣ ଅଭିଯାନ ଉପରେ ପଡିବ ବୋଲି କୁହାଯାଉଛି । ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ କେବଳ ମେ ମାସରେ କ୍ୟାପଟେନ୍ ପ୍ରସାଦ କର୍ମାକର, ସନ୍ଦୀପ ରାଣା,ଅମିତେଶ ପ୍ରସାଦ,Continue reading “କରୋନରେ ଏୟାରଣ୍ଡିଆର ୫ ବରିଷ୍ଠ ପାଇଲଟଙ୍କ ମୃତ୍ୟୁ । ଭ୍ୟାକ୍ସିନ୍ ଅଭିଯାନ ଉପରେ ପଡିପାରେ ପ୍ରଭାବ !”
ରାଜଧାନୀର ରାଜ ରାସ୍ତାରେ ଯୁବକଙ୍କୁ ଅପହରଣ । ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଟେକିନେଲେ ଦୁର୍ବୁତ୍ତ ।
କନକ ବ୍ୟୁରୋ : ରାଜଧାନୀର ରାଜ ରାସ୍ତାରେ ଯୁବକଙ୍କୁ ଅପହରଣ । ଫିଲ୍ମ ଷ୍ଟାଇଲରେ ଯୁବକକୁ ଅପହରଣ କରି ନେଇଛନ୍ତି କିଛି ଦୁର୍ବୁତ୍ତ । ଏଭଳି ଘଟଣା ଘଟିଛି ଡେଲଟା ଛକ ନିକଟରେ । ଜଣେ ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା କଥା ସନ୍ଧ୍ୟା ୫ଟା. ୩୦ ସମୟରେ ଦୁଇ ଜଣ ବ୍ୟକ୍ତି ଜଣେ ଯୁବକକୁ ବାଇକ ଧରି ଡେଲଟା ଛକ ନିକଟରେ ଥିବା ଏକ ନୀଳ ରଙ୍ଗର କାର ପାଖକୁ ନେଇଥିଲେ । ଗାଡ଼ି ନମ୍ବର OD02BEContinue reading “ରାଜଧାନୀର ରାଜ ରାସ୍ତାରେ ଯୁବକଙ୍କୁ ଅପହରଣ । ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଟେକିନେଲେ ଦୁର୍ବୁତ୍ତ ।”
ଚିତ୍ରକର ସାଜି ପରିବାରର ବୋଝ ବୋହୁଛି କାହ୍ନୁ । ମିଳୁନି କାମ, ଭୋକ ଉପାସରେ କଟୁଛି ଦିନ ।
କନକ ବ୍ୟୁରୋ : ଜୟପୁର ବ୍ଲକ ପାମ୍ପୁଣୀର ୨୧ବର୍ଷର କାହ୍ନୁ ପ୍ରଧାନଙ୍କ କାନ୍ଧ ଉପରେ ପଡ଼ିଛି ୫ଜଣିଆ ପରିବାରର ବୋଝ। ଯେଉଁ ସମୟରେ ଖେଳକୁଦ, କଲେଜ ଯାଇ ପାଠ ପଢ଼ି ନିଜର ସ୍ବପ୍ନ ଓ ଲକ୍ଷ୍ୟ ହାସଲ କରିବା କଥାସେ ସମୟରେ ଚିତ୍ରକର ଆଙ୍କି ପରିବାର ଚଳାଉଛନ୍ତି କାହ୍ନୁ । ତେବେ କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆସିବା ପରଠାରୁ କାହ୍ନୁଙ୍କୁ ମିଳିନି ଚିତ୍ର ଆଙ୍କିବା କାମ । ଯାହା ସଂଚୟ କରି ରଖିଥିଲେ ସବୁ ସରିଗଲାଣିContinue reading “ଚିତ୍ରକର ସାଜି ପରିବାରର ବୋଝ ବୋହୁଛି କାହ୍ନୁ । ମିଳୁନି କାମ, ଭୋକ ଉପାସରେ କଟୁଛି ଦିନ ।”
କୋଭିଡ୍ ଆକ୍ରାନ୍ତଙ୍କ ମୃତ ଶରୀର ପୋତିବାକୁ ନେଇ ଉତ୍ତେଜନା । ରାସ୍ତା ଅବରୋଧ କଲେ ଲୋକେ ।
କନକ ବ୍ୟୁରୋ : କବରଖାନାରେ ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ ଶରୀର ପୋତିବାକୁ ନେଇ ଉତ୍ତେଜନା ଓ ରାସ୍ତାରୋକ । ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୪ରେ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଶବ ସଂସ୍କାର ପାଇଁ ରହିଛି କବରଖାନା । କିନ୍ତୁ ଗତ କିଛି ମାସ ଧରି ଏହି କବରଖାନାରେ କରୋନାରେ ମୃତ୍ୟୁବରଣ କରିଥିବା ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଏଠାରେ ପୋତା ଯାଉଥିଲା । ତେବେ ଆଜି ଜଣେ କୋଭିଡ ମୃତକଙ୍କୁ ଏଠାରେ ପୋତାContinue reading “କୋଭିଡ୍ ଆକ୍ରାନ୍ତଙ୍କ ମୃତ ଶରୀର ପୋତିବାକୁ ନେଇ ଉତ୍ତେଜନା । ରାସ୍ତା ଅବରୋଧ କଲେ ଲୋକେ ।”
ସରିଲା ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି, ନରେନ୍ଦ୍ରରେ ୨୧ ଥର ଚାପ ଖେଳିଲେ ମହାପ୍ରଭୁ । ସେପଟେ ରଥଖଳାରେ ନାହାକା ସହ ହେଲା ଚକଅଖ ଡେରା ନୀତି ।
କନକ ବ୍ୟୁରୋ : କରୋନା କଟକଣା ମଧ୍ୟରେ ନିରାଡମ୍ୱର ଭାବରେ ଶ୍ରୀକ୍ଷେତ୍ରରେ ସରିଲା ଭଉଁରୀ । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ୨୧ ଦିନର ଚନ୍ଦନଯାତ୍ରାର ଶେଷ ଦିନରେ ୨୧ ଥର ଚାପ ଖେଳିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଭଉଁରୀରେ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀ କ୍ଷେତ୍ରର ପଂଚୁପାଣ୍ଡବ ପାଲିଙ୍କିରେ ଓ ବିମାନରେ ଯାତ୍ରା କରି ନରେନ୍ଦ୍ର ପୁଷ୍କରିଣୀରେ ପହଁଚିଥିଲେ । ଏହା ପରେ ୨୧ ଥର ଚାପContinue reading “ସରିଲା ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି, ନରେନ୍ଦ୍ରରେ ୨୧ ଥର ଚାପ ଖେଳିଲେ ମହାପ୍ରଭୁ । ସେପଟେ ରଥଖଳାରେ ନାହାକା ସହ ହେଲା ଚକଅଖ ଡେରା ନୀତି । “
ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ । ଜୁନ ୧୩ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ, ଉସକାଇଲା ଭଳି ବୟାନ ନଦେବାକୁ ପରାମର୍ଶ ।
କନକ ବ୍ୟୁରୋ : ଏଲୋପାଥି ବିରୋଧରେ ବୟାନ ଦେଇ ଅଡୁଆରେ ବାବା ରାମଦେବ । ପ୍ରଥମେ ବିରୋଧ ପ୍ରଦର୍ଶନ, ପରେ ଥାନାରେ ମାମଲା ରୁଜୁ ଆଉ ଏବେ ଦିଲ୍ଲୀ ହାଇକୋର୍ଟ ଯାଇଛି ଏହି ବୟାନ ବିବାଦ । ଦିଲ୍ଲୀ ମେଡିକାଲ ଆସୋସିଏସନ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ଖଣ୍ଡପୀଠ ବାବା ରାମ ଦେବ ଓ ଡିଏମଏକୁ ପରାମର୍ଶ ଦେଇଛନ୍ତି । ବାବା ରାମଦେବଙ୍କୁ ନୋଟିସ ପଠାଇ ଜବାବ ତଲବ କରିବା ସହ ଏଲୋପାଥି ବିରୋଧରେ କୌଣସିContinue reading “ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ । ଜୁନ ୧୩ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ, ଉସକାଇଲା ଭଳି ବୟାନ ନଦେବାକୁ ପରାମର୍ଶ ।”
ହାରିଗଲେ କରୋନା ଯୋଦ୍ଧା । ଅଦୃଶ୍ୟ ଭୂତାଣୁ ନେଲା ଜୀବନ । ନବଜାତକୁ ଜନ୍ମଦେବା ପରେ ଆଖି ବୁଜିଲେ ଅଙ୍ଗନୱାଡି ଦିଦି ଦିପ୍ତୀମୟୀ ଦେବୀ ।
କନକ ବ୍ୟୁରୋ : କରୋନାର କରୁଣ କାହାଣୀ । ସମସ୍ତଙ୍କୁ କରୋନାର ଭୟାବହତା ନେଇ ସଚେତନ କରୁ କରୁ ନିଜେ ହୋଇଗଲେ ସଂକ୍ରମିତ । ଅଦୃଶ୍ୟ ଭୂତାଣୁ ସହିତ କୋଭିଡ ଡାକ୍ତରଖାନାରେ ଖୁବ ଲଢେଇ କଲେ । ନିଜେ ଗର୍ଭବତୀ ଥିଲେ ବି କେବେ ନିଜ ସାମାଜିକ ଦାୟିତ୍ୱରୁ ପଛକୁ ହଟିନଥିଲେ କୁକୁଡାଖଣ୍ଡି ବ୍ଲକର ଅଙ୍ଗନୱାଡି ଦିଦି ଦିପ୍ତୀମୟୀ ଦେବୀ । ହେଲେ ଭଗବାନଙ୍କ ବୋଧ ହୁଏ କିଛି ଭିନ୍ନ ଇଛା ଥିଲା । ନବଜାତକୁ ଜନ୍ମଦେବାContinue reading “ହାରିଗଲେ କରୋନା ଯୋଦ୍ଧା । ଅଦୃଶ୍ୟ ଭୂତାଣୁ ନେଲା ଜୀବନ । ନବଜାତକୁ ଜନ୍ମଦେବା ପରେ ଆଖି ବୁଜିଲେ ଅଙ୍ଗନୱାଡି ଦିଦି ଦିପ୍ତୀମୟୀ ଦେବୀ ।”