କନକ ବ୍ୟୁରୋ : କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । କେରଳର ଦକ୍ଷିଣ ପଶ୍ଚିମ ଅଂଚଳକୁ ମୌସୁମୀ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା । ୨ ଦିନ ବିଳମ୍ବରେ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରିଥିଲା ଆଇଏମଡି । ହେଲେ ବର୍ଷା ଅଧିକ ହେବା ନେଇ ଆକଳନ କରାଯାଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ୩ରୁ ୪ ଦିନ ମଧ୍ୟରେ ଭୋପାଲ ସହ ମଧ୍ୟପ୍ରଦେଶ କିଛି ସ୍ଥାନରେContinue reading “୨ ଦିନ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ : ରାଜ୍ୟର ଉପକୂଳ ଅଚଂଳରେ ପ୍ରବଳ ବର୍ଷା”
Author Archives: Raghaba
ବାତ୍ୟା ପରେ ବନ୍ୟା ଆଣିଲା ଦୁଃଖ : କେନ୍ଦୁଝର ହାଟଡ଼ିହି ବ୍ଲକରେ ଚାଷୀଙ୍କ ବ୍ୟାପକ ପରିବା ନଷ୍ଟ
କନକ ବ୍ୟୁରୋ : ବାତ୍ୟା ୟାସ ପରେ ବନ୍ୟା ଦୁଃଖ । କେନ୍ଦୁଝର ଜିଲ୍ଲାରେ ବନ୍ୟା ପ୍ରଭାବରେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି । ବୈତରଣୀ ନଦୀ କୂଳରେ ଚାଷ କରିଥିବା ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ ହୋଇଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ହାଟଡ଼ିହି ବ୍ଳକର ଆଇତିପୁର ପଂଚାୟତର ରାଘବପୁର ଗାଁର ଶତାଧିକ ଚାଷୀ ବିଭିନ୍ନ ପ୍ରକାର ପରିବା ଚାଷ କରିଥିବାContinue reading “ବାତ୍ୟା ପରେ ବନ୍ୟା ଆଣିଲା ଦୁଃଖ : କେନ୍ଦୁଝର ହାଟଡ଼ିହି ବ୍ଲକରେ ଚାଷୀଙ୍କ ବ୍ୟାପକ ପରିବା ନଷ୍ଟ”
କରୋନାକୁ ନେଇ ଆଇଏଲଏସ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା : ମେ ୧୫ରୁ ୨୫ ପର୍ଯ୍ୟନ୍ତ ଥିଲା କରୋନା ପିକ୍ ; ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ସ୍ଥିତିରେ ଆସିବ ସୁଧାର
କନକ ବ୍ୟୁରୋ : କରୋନାକୁ ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ପ୍ରତିକ୍ରିୟା । ସାମ୍ଭବ୍ୟ ଥାର୍ଡ଼ ୱେଭ୍ ପାଇଁ ବର୍ତ୍ତମାନ ସମସ୍ତେ ପ୍ରସ୍ତୁତ ହେଉଛନ୍ତି । ତୃତୀୟ ଲହରର ପ୍ରଭାବ କେମିତି ରହିବ ତିନୋଟି ଦିଗ ଉପରେ ନିର୍ଭର କରେ । ପ୍ରଥମତଃ ହେଲା କୋଭିଡ଼ ନିୟମକୁ ମାନିବା ଦ୍ୱିତୀୟଟି ହେଲା ଟିକାକରଣ ତୃତୀୟରେ ଭାଇରସର ପରିବର୍ତ୍ତନ ରୁପ ଏଥିରେ କେବଳ ଶିଶୁମାନେ ନୁହେଁ ଅନ୍ୟମାନେ ମଧ୍ୟ ସଂକ୍ରମିତ ହେବେ । ମେ ୧୫ରୁ ୨୫Continue reading “କରୋନାକୁ ନେଇ ଆଇଏଲଏସ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା : ମେ ୧୫ରୁ ୨୫ ପର୍ଯ୍ୟନ୍ତ ଥିଲା କରୋନା ପିକ୍ ; ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ସ୍ଥିତିରେ ଆସିବ ସୁଧାର”
କୋଭିଡ-୧୯ ଭ୍ୟାକ୍ସିନ ପଲିସିକୁ ନେଇ ପ୍ରଶ୍ନ ଘେରରେ କେନ୍ଦ୍ର ସରକାର । ବିରୋଧୀଙ୍କ ପରେ ଏବେ କୋର୍ଟ ଉଠାଇଲେ ପ୍ରଶ୍ନ ।
କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରର ପ୍ରଭାବ କମ କରିବା ଓ ତୃତୀୟ ଲହରରୁ ବଞ୍ଚିବା ପାଇଁ ଦେଶରେ ଟିକାକରଣ ଜାରି ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଏପର୍ଯ୍ୟନ୍ତ ଦେଶରେ ୨୨ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇ ସାରିଛି । ହେଲେ କେନ୍ଦ୍ର ସରକାରଙ୍କ ତରଫରୁ ଯେଭଳି ଭାବେ ଭ୍ୟାକ୍ସିନ ନୀତିକୁ ଆଗକୁ ବଢାଯାଉଛି ତାହାକୁ ନେଇ ପ୍ରଥମେ ବିରୋଧୀ ଓ ଏବେ କୋଟ ର୍ ପ୍ରଶ୍ନ ଉଠାଇଛନ୍ତି ।Continue reading “କୋଭିଡ-୧୯ ଭ୍ୟାକ୍ସିନ ପଲିସିକୁ ନେଇ ପ୍ରଶ୍ନ ଘେରରେ କେନ୍ଦ୍ର ସରକାର । ବିରୋଧୀଙ୍କ ପରେ ଏବେ କୋର୍ଟ ଉଠାଇଲେ ପ୍ରଶ୍ନ ।”
ଆଉ ଏକ ସ୍ୱଦେଶୀ ଟିକା ନିର୍ମାତା କମ୍ପାନୀ ସହ କେନ୍ଦ୍ର ସରକାରଙ୍କୁ ଚୁକ୍ତି । ୩୦ କୋଟି ଡୋଜ୍ ପାଇଁ ବୁକିଂ
କନକ ବ୍ୟୁରୋ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଟିକାର ୩୦ କୋଟି ଡୋଜ୍ ପାଇଁ ହାଇଦ୍ରାବାଦ ସ୍ଥିତ ଟିକା ନିର୍ମାତା ବାୟୋଲୋଜିକାଲ-ଇ କୁ ୧୫ ଶହ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରିବ । ଏହି ଟିକା ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ମେସର୍ସ ବାୟୋଲୋଜିକାଲ କମ୍ପାନୀ ପ୍ରସ୍ତୁତ ଓ ଷ୍ଟୋର କରିବ । କହିରଖୁ କି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ କ୍ଲିନିକାଲି ପରୀକ୍ଷଣରେ ପଜିଟିଭ୍ ରେଜଲ୍ଟ ମିଳିବା ପରେ ଏବେ କମ୍ପାନୀ ତରଫରୁContinue reading “ଆଉ ଏକ ସ୍ୱଦେଶୀ ଟିକା ନିର୍ମାତା କମ୍ପାନୀ ସହ କେନ୍ଦ୍ର ସରକାରଙ୍କୁ ଚୁକ୍ତି । ୩୦ କୋଟି ଡୋଜ୍ ପାଇଁ ବୁକିଂ”
ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି : ଆସିଲା ଆଜ୍ଞାମାଳ; ରଥଖଳାରେ ନାହାକ ଚକଅଖ ଡେରା ନୀତି ସମ୍ପନ୍ନ
କନକ ବ୍ୟୁରୋ : ଆଜି ପବିତ୍ର ଭଉଁରୀ ତିଥିରେ ପୁରୀରେ ଶ୍ରୀମନ୍ଦିରରୁ ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରାଯ଼ାଇଛି । ସକାଳ ଧୂପ ପରେ ରତ୍ନ ସିଂହାସନରୁ ତିନି ଠାକୁରଙ୍କଠାରୁ ଆଜ୍ଞାମାଳ ଆସି ତିନିରଥର ଚକ ଅଖରେ ଲାଗି କରାଯ଼ାଇଥିଲା । ମହାପ୍ରଭୁଙ୍କ ଆଜ୍ଞା ମିଳିବା ପରେ ପୂର୍ବ ପ୍ରସ୍ତୁତ ଚକ ସହ ଅଖକୁ ସଂଯୋଗ କରାଯାଇଛି। ଅନୁକୂଳ ପର୍ବରେ ତିନି ରଥର ତିନୋଟି ଚକଡେରା କାମ ଶେଷ ହୋଇଥିବା ବେଳେ ମହାରଣା ସେବକ ଓ ଭୋଇContinue reading “ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି : ଆସିଲା ଆଜ୍ଞାମାଳ; ରଥଖଳାରେ ନାହାକ ଚକଅଖ ଡେରା ନୀତି ସମ୍ପନ୍ନ”
ପଳାତକ ମେହୁଲ ଚୌକସିକୁ ଭାରତକୁ ଆଣିବାକୁ ଉଦ୍ୟମ ଜୋରଦାର : ଭାରତର ପଠାଇବାକୁ କୋର୍ଟକୁ କହିଲେ ଡୋମିନିକା ସରକାର
କନକ ବ୍ୟୁରୋ : ପଂଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ପଳାତକ ମେହୁଲ ଚୋକସିକୁ ଭାରତ ଆଣିବା ଉଦ୍ୟମ ଜୋରଦାର ହୋଇଛି । ମେହୁଲକୁ ଭାରତ ପଠାଇବା ପାଇଁ ସ୍ଥାନୀୟ କୋର୍ଟକୁ କହିଛନ୍ତି ଡୋମିନିକା ସରକାର । ଡୋମିନିକା ସରକାରଙ୍କ ପକ୍ଷରୁ କୁହାଯାଇଛି, ନାଗରିକ ଆଇନ ଭାରତର ସମ୍ବିଧାନଠାରୁ ଉପରେ ନୁହଁ । ମେହୁଲୁକୁ ଆଂଟିଗୁଆ ପଠାଯିବ ନା ଭାରତ ପଠାଯିବ ସେ ନେଇ ଶୁଣାଣି ବେଳେ ଡୋମିନିକା ସରକାର କୋର୍ଟରେ ନିଜର ପକ୍ଷ ରଖି ଏହାContinue reading “ପଳାତକ ମେହୁଲ ଚୌକସିକୁ ଭାରତକୁ ଆଣିବାକୁ ଉଦ୍ୟମ ଜୋରଦାର : ଭାରତର ପଠାଇବାକୁ କୋର୍ଟକୁ କହିଲେ ଡୋମିନିକା ସରକାର”
ଦେଶରେ ତଳକୁ ଖସୁଛି କରୋନା ମିଟର । ଗତ ୨୪ଘଣ୍ଟାରେ ୧,୩୪,୧୫୪ ନୂଆ ଆକ୍ରାନ୍ତ ଚିହ୍ନଟ
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୧.୩୪ ଲକ୍ଷକୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୩ ହଜାର ତଳେ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୪,୧୫୪ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨,୮୮୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୮୪,୪୧,୯୮୬ ଓ ମୃତ୍ୟୁସଂଖ୍ୟା ୩,୩୭,୯୮୯ରେ ପହଞ୍ଚିଛି। ସେହିଭଳି,Continue reading “ଦେଶରେ ତଳକୁ ଖସୁଛି କରୋନା ମିଟର । ଗତ ୨୪ଘଣ୍ଟାରେ ୧,୩୪,୧୫୪ ନୂଆ ଆକ୍ରାନ୍ତ ଚିହ୍ନଟ”
କରୋନା କାଳରେ ଲୋକଙ୍କୁ ସାହାଯ୍ୟ କଲା ଏସବିଆଇ : ୫୦ ଜଣ ହିତାଧିକାରୀଙ୍କୁ ବଂଟାଗଲା ଖାଦ୍ୟ ପୁଡିଆ
କନକ ବ୍ୟୁରୋ : କରୋନା ମହାମାରୀ ପ୍ରକୋପ ପାଇଁ ରାଜ୍ୟରେ ତାଲାବନ୍ଦ ଜାରି ରହିଛି । ତାଲାବନ୍ଦ ଯୋଗୁଁ ଅନେକ ଲୋକ ନିଜ ଜୀବିକା ହରାଇଛନ୍ତି । ଏହି ସମୟରେ ଲୋକଙ୍କୁ ସାହାର୍ଯ୍ୟର ହାତ ବଢ଼ାଇଛନ୍ତି ଏସବିଆଇ ଷ୍ଟେଟ ବ୍ୟାଙ୍କର ଫରେଷ୍ଟ ପାର୍କ ଶାଖା । ସାଲିଆ ସାହି ବସ୍ତିରେ ଲୋକଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ବଂଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରୀକାନ୍ତ ଦାଶ, ଶାଖା ମୁଖ୍ୟ ପ୍ରବନ୍ଧକ ସଂଜୀବନୀ ସୁଧା ପତ୍ରୀContinue reading “କରୋନା କାଳରେ ଲୋକଙ୍କୁ ସାହାଯ୍ୟ କଲା ଏସବିଆଇ : ୫୦ ଜଣ ହିତାଧିକାରୀଙ୍କୁ ବଂଟାଗଲା ଖାଦ୍ୟ ପୁଡିଆ”
ବଣ୍ଡାଘାଟିରେ ଆଦିବାସୀ ମନ୍ତ୍ରୀ : କରୋନା ସଂକ୍ରମଣ ବଢିବା ପରେ ସ୍ଥିତି ପରଖିଲେ ଜଗନ୍ନାଥ ସାରକା; ଲୋକଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ
କନକ ବ୍ୟୁରୋ : ବଣ୍ଡାଘାଟିରେ ଆଦିବାସୀ ମନ୍ତ୍ରୀ । ପାହାଡି ଇଲାକାର ବଣ୍ଡା ଜନଜାତି କରୋନା ସଂକ୍ରମିତ ହେବା ପରେ ଘାଟି ମଣିଷଙ୍କ ସ୍ଥିତି ପରଖିଛନ୍ତି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ପ୍ରଥମ ଥର ଲାଗି ମନ୍ତ୍ରୀ ଗସ୍ତ କରି ଘାଟିର ଲୋକଙ୍କ ସମସ୍ୟା ବୁଝିଛନ୍ତି । ଏହା ସହ ଲୋକଙ୍କ ଠାରୁ ସଚେତନା ନେଇ ପଚାରି ବୁଝିଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ସହିତContinue reading “ବଣ୍ଡାଘାଟିରେ ଆଦିବାସୀ ମନ୍ତ୍ରୀ : କରୋନା ସଂକ୍ରମଣ ବଢିବା ପରେ ସ୍ଥିତି ପରଖିଲେ ଜଗନ୍ନାଥ ସାରକା; ଲୋକଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ”