ଓଡ଼ିଶା ବିଧାନସଭା ପରିସରରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ବିଜୟଶ୍ରୀ ରାଉତରାୟଙ୍କୁ ଗାର୍ଡ ଅଫ ଅନର ଦିଆଯ଼ାଇଛି । ବାତସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମେତ ବହୁ ନେତା ଓ କର୍ମୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ପରେ ତାଙ୍କ ମରଶରୀରକୁ ଜନ୍ମମାଟି ଭଦ୍ରକ ଜିଲ୍ଲା ବାସୁଦେବପୁରକୁ ନିଆଯ଼ାଉଛି । ସେଠାରେ ତାଙ୍କ ମରଶରୀରକୁContinue reading “ବିଦାୟ ବିଜୟଶ୍ରୀ… ବିଧାନସଭା ପରିସରରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀଙ୍କୁ ଦିଆଗଲା ଗାର୍ଡ ଅଫ ଅନର । ବାଚସ୍ପତିଙ୍କ ସମେତ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ନେତା ମନ୍ତ୍ରୀ”
Author Archives: Raghaba
କରୋନାରେ ଅନାଥ ହୋଇଗଲେ ଯମଜ ଭାଇଭଉଣୀ : ଅସହାୟ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡଲାଇନ
କନକ ବ୍ୟୁରୋ : କରୋନା କାରଣରୁ ବହୁତ ପିଲା ମା’ ବାପାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । କାହାର ମା’ କରୋନାରେ ପ୍ରାଣ ହରାଇଛନ୍ତି ତ ଆଉ କାହାର ବାପାଙ୍କ ଦେହାନ୍ତ ହୋଇଯାଇଛି । ଯେଉଁଥିପାଇଁ ବହୁ ପିଲା ଖାଦ୍ୟପେୟଠାରୁ ଆରମ୍ଭ କରି ଆର୍ଥିକ ସଙ୍କଟ ମଧ୍ୟରେ ପଡୁଛନ୍ତି । ଅନେକ ପିଲା ବେସାହାରା ହୋଇଯାଉଛନ୍ତି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରାଂଚଳରୁ ଚାଇଲ୍ଡଲାଇନ ଅସହାୟ ଯମଜ ଭାଇଭଉଣୀ ଦ୍ୱୟଙ୍କୁ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ଏବଂ ଜିଲ୍ଲାContinue reading “କରୋନାରେ ଅନାଥ ହୋଇଗଲେ ଯମଜ ଭାଇଭଉଣୀ : ଅସହାୟ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡଲାଇନ”
ରାଜ୍ୟରେ ବଢୁଛି କରୋନା ମୃତ୍ୟୁ : ଦିନକରେ ୪୨ ଜଣଙ୍କ ଜୀବନ ନେଲା ମହାମାରୀ
କନକ ବ୍ୟୁରୋ : ରାଜ୍ୟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, କମୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ସର୍ବାଧିକ ୪୨ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ସର୍ବାଧିକ ୭୦ ହଜାର ୧୭୮ ନମୁନା ପରୀକ୍ଷଣ ହୋଇଛି । ଜୁନମାସର ପ୍ରଥମ ୩ ଦିନରେ ୨୫ ହଜାର ୯୭୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୯ ଜଣଙ୍କ ମୁଣ୍ଡ ନେଲାଣି ମହାମାରୀ । ସେହିପରି ଗୋଟିଏ ଦିନରେ ୮୮୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁContinue reading “ରାଜ୍ୟରେ ବଢୁଛି କରୋନା ମୃତ୍ୟୁ : ଦିନକରେ ୪୨ ଜଣଙ୍କ ଜୀବନ ନେଲା ମହାମାରୀ”
ଆଜି କେରଳ ଛୁଇଁପାରେ ମୌସୁମୀ : ରଜ ଆଡକୁ ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା; ପ୍ରାକ୍-ମୌସୁମୀ ବର୍ଷା ଜାରି
କନକ ବ୍ୟୁରୋ : ଆଜି କେରଳ ଛୁଇଁପାରେ ମୌସୁମୀ ବାୟୁ । ଏଥିପାଇଁ ପାଗ ଅନୁକୂଳ ରହିଛି । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଜି କେରଳର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଅଛି । ଆସନ୍ତା ୨୪ ଘଂଟାରେ କେରଳରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଉପଗ୍ରହ ଚିତ୍ରରୁ ଜଣାପଡୁଛି, କେରଳ ଉପକୂଳ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ଆରବ ସାଗର ଅଂଚଳ ଆକାଶରେ ମେଘContinue reading “ଆଜି କେରଳ ଛୁଇଁପାରେ ମୌସୁମୀ : ରଜ ଆଡକୁ ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା; ପ୍ରାକ୍-ମୌସୁମୀ ବର୍ଷା ଜାରି”
ବଢିଲା ଟେଷ୍ଟିଂ, କମିଲା ସଂକ୍ରମଣ : ୨୪ ଘଂଟାରେ ୮୮୩୯ ପଜିଟିଭ ଚିହ୍ନଟ; ଚିନ୍ତା ବଢାଉଛି ଖୋର୍ଦ୍ଧା ଓ କଟକ
କନକ ବ୍ୟୁରୋ : ରାଜ୍ୟରେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ୮୮୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪୯୪୮ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୩୮୯୧ ଜଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୬୯, ମୟୂରଭଂଜରୁ ୫୮୩, ଢ଼େଙ୍କାନାଳରୁ ୫୧୦, ଯାଜପୁରରୁ ୪୯୩, ପୁରୀରୁ ୪୩୮, ଅନୁଗୁଳରୁ ୪୧୪, ଭଦ୍ରକରୁ ୪୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।Continue reading “ବଢିଲା ଟେଷ୍ଟିଂ, କମିଲା ସଂକ୍ରମଣ : ୨୪ ଘଂଟାରେ ୮୮୩୯ ପଜିଟିଭ ଚିହ୍ନଟ; ଚିନ୍ତା ବଢାଉଛି ଖୋର୍ଦ୍ଧା ଓ କଟକ”
ଅମୃତଧାରା ଯୋଗାଇବ ନିଶୁଳ୍କ ଅମ୍ଲଜାନ : ବିଏମସି ଅନୁମୋଦନରେ ଭୁବନେଶ୍ୱର ପଟିଆ ଠାରେ ଆରମ୍ଭ ହେଲା ଅମ୍ଳଜାନ ଆଶ୍ରୟସ୍ଥଳୀ
କନକ ବ୍ୟୁରୋ : ଓଡ଼ିଶାରେ ପ୍ରଥମଥର ପାଇଁ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ ହୋଇଛି । ଭୁବନେଶ୍ୱର ପଟିଆ ଠାରେ ଏହି ଅଭିନବ ପ୍ରୟାସ କରାଯାଇଛି । କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍କାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ ଓ ଓଡ଼ିଶା ସୋସାଇଟି ଅଫ୍ ଆମେରିକା ହେଲ୍ଥ ଆଣ୍ଡ ୱେଲନେସ୍ ଗ୍ରୁପ ପକ୍ଷରୁ ‘ଅମୃତଧାରା’ ନାମରେ ଏହି ନିଶୁଳ୍କ ଆଶ୍ରୟସ୍ଥଳୀ ଆରମ୍ଭ ହୋଇଛି । ଏହାର ଉନ୍ମୋଚନ ଉତ୍ସବରେ ବିଧାୟକ ସୁଶାନ୍ତ ରାଉତ, ଅଭିନେତାContinue reading “ଅମୃତଧାରା ଯୋଗାଇବ ନିଶୁଳ୍କ ଅମ୍ଲଜାନ : ବିଏମସି ଅନୁମୋଦନରେ ଭୁବନେଶ୍ୱର ପଟିଆ ଠାରେ ଆରମ୍ଭ ହେଲା ଅମ୍ଳଜାନ ଆଶ୍ରୟସ୍ଥଳୀ”
ନିଜ ଇଚ୍ଛାରେ କୋର୍ଟରେ ବିବାହ କରିବା ପରେ ଯାଜପୁର ଯୁବତୀଙ୍କ ସାଂଘାତିକ୍ ଅଭିଯୋଗ : ଭିଡିଓ ଜାରି କରି କହିଲେ, ପରିବାର ଲୋକ ମାରିଦେବାକୁ କରୁଛନ୍ତି ଉଦ୍ୟମ
କନକ ବ୍ୟୁରୋ : ନିଜ ଇଛାରେ ପ୍ରେମ ବିବାହ କରିଥିବା ଜଣେ ଯୁବତୀ ଏବେ ମାଗୁଛନ୍ତି ସୁରକ୍ଷା । ଯୁବତୀଙ୍କ ଅଭିଯୋଗ, ପ୍ରେମ ବିବାହ ପରେ ତାଙ୍କର ବାପଘର ଲୋକ ଏହି ବିବାହକୁ ଗ୍ରହଣ କରୁନାହାନ୍ତି । ତାଙ୍କୁ ହତ୍ୟା ଧମକ ଦିଆଯାଉଛି । ସେପଟେ ସ୍ଥାନୀୟ ପୋଲିସ ଏହି ଘଟଣାକୁ ନେଇ ତାଙ୍କର ଶାଶୁଘର ଲୋକ ଓ ସମ୍ପର୍କୀୟଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ । ସୂଚନା ଅନୁସାରେ ଏହି ଯୁବତୀContinue reading “ନିଜ ଇଚ୍ଛାରେ କୋର୍ଟରେ ବିବାହ କରିବା ପରେ ଯାଜପୁର ଯୁବତୀଙ୍କ ସାଂଘାତିକ୍ ଅଭିଯୋଗ : ଭିଡିଓ ଜାରି କରି କହିଲେ, ପରିବାର ଲୋକ ମାରିଦେବାକୁ କରୁଛନ୍ତି ଉଦ୍ୟମ”
ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଭଉଁରୀ ନୀତି : ରଥଖଳାରେ ହେବ ନାହାକା ଚକଅଖ ଡେରା ନୀତି
କନକ ବ୍ୟୁରୋ : ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି । ରଥ ସଂହିତା ମୁତାବକ ରଥଖଳାରେ ହେବ ନାହାକା, ଚକଅଖ ଡେରା ନୀତି । ଏଥିପାଇଁ ତିନି ରଥର ତିନୋଟି ନାହାକା ଅଖ ଓ ଛଅଟି ଚକକୁ ପ୍ରସ୍ତୁତ କରାଯାଇଛି । ସକାଳଧୂପ ସରିବା ପରେ ଶ୍ରୀମନ୍ଦିରରୁ ବାହାରିବ ଆଜ୍ଞାମାଳ । ରଥଖଳାକୁ ଏହା ବିଜେ କରିବା ପରେ ଆରମ୍ଭ ହେବ ଭଉଁରୀ ନୀତି । ପ୍ରଥମେ ଚକଡେରା ନୀତି ହେବ । ତାଳଧ୍ୱଜ, ତାପରେ ନନ୍ଦିଘୋଷContinue reading “ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଭଉଁରୀ ନୀତି : ରଥଖଳାରେ ହେବ ନାହାକା ଚକଅଖ ଡେରା ନୀତି”
ଟିକାକରଣକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ ନାଗରିକଙ୍କ ଅଧିକାର ଉଲ୍ଲଂଘନ ହେଲେ ଚୁପ ବସିବ ନାହିଁ ନ୍ୟାୟ ପାଳିକା
କନକ ବ୍ୟୁରୋ: କେନ୍ଦ୍ର ବଜେଟରେ ଟୀକା ପାଇଁ ବ୍ୟୟବରାଦ ହୋଇଥିବା ୩୫ ହଜାର କୋଟିକୁ କିଭଳି ବ୍ୟବହାର କରାଯାଇଛି? ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟୀକା ଦେବାକୁ କାହିଁକି ଏହି ଅର୍ଥକୁ ଖର୍ଚ୍ଚ କରାଯିବ ନାହିଁ? କିଛି ଏଭଳି ଢଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି । ୨୦୨୧- ୨୦୨୨ ଆର୍ଥିକ ବର୍ଷରେ ଟୀକା ସଂଗ୍ରହ ପାଇଁ ୩୫ ହଜାର କୋଟିର ବ୍ୟବସ୍ଥା କରାଯାଇଥିଲା । ଏକ ଉଦାରବାଦୀ ଟୀକାକରଣ ନୀତିକୁ ଆଖିContinue reading “ଟିକାକରଣକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ ନାଗରିକଙ୍କ ଅଧିକାର ଉଲ୍ଲଂଘନ ହେଲେ ଚୁପ ବସିବ ନାହିଁ ନ୍ୟାୟ ପାଳିକା”
ଦେଶରେ ଦ୍ରୁତ ହେବ ଟିକାକରଣ । ବିଦେଶୀ ଟିକାର ସ୍ଥାନୀୟ ଟ୍ରାଏଲ ନୀତିକୁ କୋହଳ କଲା ଡିସିଜିଆଇ । ଫାଇଜର ଓ ମଡର୍ଣ୍ଣା ଭ୍ୟାକ୍ସିନ ଭାରତ ଆସିବା ରାସ୍ତା ସଫା
କନକ ବ୍ୟୁରୋ: ବିଦେଶୀ ଟିକା ଫାଇଜର ଓ ମଡର୍ଣ୍ଣା ଭାରତ ଆସିବା ରାସ୍ତା ସଫା ହେଲା । ଦେଶରେ ଦ୍ରୁତ ଟିକାକରଣ ପାଇଁ ଫାଇଜର ଓ ମଡର୍ଣ୍ଣା ଟିକା ପାଇଁ କୋହଳ ନୀତି ଆପଣେଇଛନ୍ତି କେନ୍ଦ୍ର ସରକାର । ଟିକାର ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଲେ କଂପାନୀ କୌଣସି ଜରିମାନା ଦେବ ନାହିଁ । ସେହିପରି ଟିକାର ବ୍ୟବହାର ଆଗରୁ ସ୍ଥାନୀୟ ପରୀକ୍ଷଣ କରିବାକୁ ପଡିବ ନାହିଁ । ଏହି ଦୁଇଟି ଦାବିକୁ ନେଇ କେନ୍ଦ୍ର ଓContinue reading “ଦେଶରେ ଦ୍ରୁତ ହେବ ଟିକାକରଣ । ବିଦେଶୀ ଟିକାର ସ୍ଥାନୀୟ ଟ୍ରାଏଲ ନୀତିକୁ କୋହଳ କଲା ଡିସିଜିଆଇ । ଫାଇଜର ଓ ମଡର୍ଣ୍ଣା ଭ୍ୟାକ୍ସିନ ଭାରତ ଆସିବା ରାସ୍ତା ସଫା”