କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । କେବେ କେବେ କିଣା ଯାଇଥିଲା ଭ୍ୟାକ୍ସିନ ?

କନକ ବ୍ୟୁରୋ: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଜାରି ରହିଛି ଟିକାକରଣ । ହେଲେ କିଛି ସ୍ଥାନରେ ଟିକାର ଅଭାବ ଯୋଗୁଁ ଟିକାକରଣ ବନ୍ଦ ରହିଛି । ତେବେ ଏହାର ମାମଲା ହେବ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ମାମଲାରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଟିକାକରଣ ନୀତି ଉପରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କ ପ୍ରଶ୍ନ କରିଛନ୍ତି କି, କେବେ କେବେ ଭ୍ୟାକ୍ସିନ କିଣାଯାଇଛି ତାରContinue reading “କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । କେବେ କେବେ କିଣା ଯାଇଥିଲା ଭ୍ୟାକ୍ସିନ ?”

ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଜୟଶ୍ରୀ । 

କନକ ବ୍ୟୁରୋ : ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଜୟଶ୍ରୀ  । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ୬୮ ବର୍ଷ ବୟସରେ ଆଖି ବୁଜିଛନ୍ତି ବିଜୟଶ୍ରୀ । ପୂର୍ବରୁ କରୋନାରେ ପୀଡିତ ଥିଲେ ବିଜୟଶ୍ରୀ । ତେବେ କରୋନାରୁ ଭଲ ହେବା ପରେ ସେଫ୍ଟିସିମିଆ ରୋଗରେ ପୀଡିତ ଥିଲେ । ଆଜି ସନ୍ଧ୍ୟା ୫ଟା ୩୦ ମିନିଟ୍ ସମୟରେ ତାଙ୍କରContinue reading “ପରଲୋକରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଜୟଶ୍ରୀ । “

ରାହୁଲ ଗାନ୍ଧୀଙ୍କ ‘ଟ୍ୱିଟର ନୀତି’ କୁ ନେଇ ହଇଚଇ । ଗୋଟିଏ ଦିନରେ କିଛି ନେତା ଓ ପତ୍ରକାରଙ୍କୁ କଲେ ଅନ୍ ଫଲୋ ।

କନକ ବ୍ୟୁରୋ : ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନ ୱାଇନାଡୁର ସାଂସଦ ରାହୁଲ ଗାନ୍ଧୀ କିଛିଦିନ ହେବ ସୋସିଆଲ ମିଡିଆ ସାଇଟ୍ ଟ୍ୱିଟରରେ ଚର୍ଚ୍ଚିତ ହୋଇ ରହିଛନ୍ତି । ଏହାର କାରଣ ମଙ୍ଗଳବାର ଦିନ ରାହୁଲ ଗାନ୍ଧୀ କିଛି ଲୋକଙ୍କୁ ଟ୍ୱିଟରରେ ଅନ୍ ଫଲୋ କରିଛନ୍ତି । ଏହି ଲୋକମାନଙ୍କ ମଧ୍ୟରେ ନିଜ ଦଳର କିଛି ନେତା ଥିବା ବେଳେ କିଛି ନିକଟତର ଲୋକ ଓ କିଛି ସାମ୍ବାଦିକ ସାମିଲ ଅଛନ୍ତି । କେବଳContinue reading “ରାହୁଲ ଗାନ୍ଧୀଙ୍କ ‘ଟ୍ୱିଟର ନୀତି’ କୁ ନେଇ ହଇଚଇ । ଗୋଟିଏ ଦିନରେ କିଛି ନେତା ଓ ପତ୍ରକାରଙ୍କୁ କଲେ ଅନ୍ ଫଲୋ ।”

ଦିଲ୍ଲୀରେ କମୁଛି ସଂକ୍ରମଣ । ୧ ପ୍ରତିଶତରୁ ତଳକୁ ଖସିଲା ପଜିଟିଭ ରେଟ୍ 

କନକ ବ୍ୟୁରୋ: ଦିଲ୍ଲୀରେ କମୁଛି ସଂକ୍ରମଣ । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ତାଜା ଅପଡେଟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ୫୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହେଲେ ଆଜି କରୋନାରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ୧,୨୮୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦ୍ୱିତୀୟ ଲହରରେ ଦିଲ୍ଲୀ ନୟାନ୍ତ ହୋଇଯାଇଥିଲା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଅକ୍ସିଜେନ ଅଭାବ ଓContinue reading “ଦିଲ୍ଲୀରେ କମୁଛି ସଂକ୍ରମଣ । ୧ ପ୍ରତିଶତରୁ ତଳକୁ ଖସିଲା ପଜିଟିଭ ରେଟ୍ “

ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ହେବା ପରେ ବିଶ୍ୱ ବିଦ୍ୟାଳୟରେ କେମିତି ହେବ ଆଡମିଶନ୍ ?

କନକ ବ୍ୟୁରୋ : କେନ୍ଦ୍ର ସରକାର ଚଳିତ ବର୍ଷ ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରଦ୍ଦ କରିଛନ୍ତି । ଏହାପରେ ଛାତ୍ର ଛାତ୍ରୀମାନେ କିଭଳି ଭାବେ ବିଶ୍ୱ ବିଦ୍ୟାଳୟରେ ଆଡମିଶନ କରିବେ ସେନେଇ କେନ୍ଦ୍ର ଶିକ୍ଷା ବିଭାଗ କିଛି ଗାଇଡ ଲାଇନ ଦେଇ ନଥିବା ବେଳେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର କାର୍ଯ୍ୟକାରୀ ଭି.ସି ପି.ସି ଯୋଶୀ କହିଛନ୍ତି କି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୭୦ ହଜାର ସିଟ ପାଇଁ ଜୁଲାଇ ମାସରେ ପ୍ରବେଶିକା ପରୀକ୍ଷା ହୋଇପାରେ । ଏହାସହContinue reading “ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ହେବା ପରେ ବିଶ୍ୱ ବିଦ୍ୟାଳୟରେ କେମିତି ହେବ ଆଡମିଶନ୍ ?”

ସୁନା ବ୍ୟବସାୟୀଙ୍କ ସଂସାର ଉଜାଡିଦେଲା ସୈତାନ ସଂକ୍ରମଣ । ୨୪ ଘଣ୍ଟା ଭିତରେ କୋଟିପତି ବାପା-ପୁଅଙ୍କୁ ନେଇଗଲା ଭୂତାଣୁ ।

କନକ ବ୍ୟୁରୋ: କରୋନା କୋଟିପତି ଦେଖେନି । ଧନୀ, ଗରିବ କାହାକୁ ଛାଡେନି… ପୁଳା ପୁଳା ଟଙ୍କା, ନାମୀଦାମୀ ଗାଡି, ଭରି ଭରି ସୁନା, ଏକର ଏକର ଜମି ଆଉ ବ୍ୟାଙ୍କ, ବାଲାନ୍ସ, ବଙ୍ଗଲୋ ସହ ଲକଜୁରୀୟସ୍ ଲାଇଫ୍… କରୋନା ଆଗରେ ଏସବୁ କିଛି ନୁହେଁ । ଆପଣ ଯେତେ କୋଟିପତି ହୋଆଥାନ୍ତୁ, ଯେଡେ ବଡ ଧନୀ ହୋଇଥାନ୍ତୁ ନା କାହିଁକି । କରୋନା ଆଗରେ କିଛି କାମ କରେନି । ସଂକ୍ରମଣ ସବୁ ସାରିଦିଏ, ସର୍ବନାଶContinue reading “ସୁନା ବ୍ୟବସାୟୀଙ୍କ ସଂସାର ଉଜାଡିଦେଲା ସୈତାନ ସଂକ୍ରମଣ । ୨୪ ଘଣ୍ଟା ଭିତରେ କୋଟିପତି ବାପା-ପୁଅଙ୍କୁ ନେଇଗଲା ଭୂତାଣୁ ।”

ଆସନ୍ତା ୨ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ୨ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କନ୍ଧମାଳ, ଗଞ୍ଜାମ, ଗଜପତି ଓ ବୌଦ୍ଧରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ,Continue reading “ଆସନ୍ତା ୨ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”

ଆଇପିଏସ ଅଫିସରଙ୍କ ଓଜନ କାହାଣୀ । କେମିତି କମାଇଲେ ୪୩ କିଲୋ ଓଜନ ? ସୋସିଆଲ ମିଡିଆରେ ସେୟାର କଲେ ହେଲଥ ସିକ୍ରେଟ୍ ।

କନକ ବ୍ୟୁରୋ : ଆଇପିଏସ୍ ଅଫିସର ବିବେକ୍ ରାଜ ସିଂ କୁକ୍ରେଲେ । ଯେତେବେଳେ ସେ ଜାତୀୟ ପୋଲିସ ଏକାଡେମୀରେ ଯୋଗ ଦେଇଥିଲେ, ସେତେବେଳେ ତାଙ୍କର ଓଜନ ରହିଥିଲା ୧୩୪ କିଲୋ । ଶେଷ ଥର ପାଇଁ ସେ ଯେତେବେଳେ ଅଷ୍ଟମ ଶ୍ରେଣୀରେ ତାଙ୍କର ଓଜନ ଚେକ୍ କରିଥିଲେ, ସେତେବେଳେ ତାଙ୍କର ଓଜନ ୮୮ କିଲୋଗ୍ରାମ ଥିଲା । ଆଉ ନ୍ୟାସନାଲ ପୋଲିସ ଏକାଡେମୀରେ ୪୬ ସପ୍ତାହର କଠିନ ପରିଶ୍ରମ ପରେ ଶେଷରେ ସେ ୧୦୪ କିଲୋContinue reading “ଆଇପିଏସ ଅଫିସରଙ୍କ ଓଜନ କାହାଣୀ । କେମିତି କମାଇଲେ ୪୩ କିଲୋ ଓଜନ ? ସୋସିଆଲ ମିଡିଆରେ ସେୟାର କଲେ ହେଲଥ ସିକ୍ରେଟ୍ ।”

କରୋନା: ଜୀବନ ନେଉଛି, ଜୀବିକା ଉଜାଡୁଛି… ସଂକ୍ରମଣ ବେଳେ ଆସିଲା ସାଂଘାତିକ ତଥ୍ୟ, ଦ୍ୱିତୀୟ ଲହରରେ ୧ କୋଟିରୁ ଅଧିକ ବେକାରୀ ।

କନକ ବ୍ୟୁରୋ : ଜୀବନ ସହ ଜୀବିକା ନେଉଛି ମହାମାରୀ । ଲକଡାଉନ୍ ଲାଗିଲା, ବେରୋଜଗାରୀ ବଢିଲା । ମହାମାରୀ କରୋନା ଜୀବନ ନେଉଛି, ଜୀବିକା ବି ନେଉଛି । ଦ୍ୱିତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନ୍, ଦେଶରେ ୧ କୋଟିରୁ ଅଧିକ ବେକାରୀ ସୃଷ୍ଟି କଲାଣି । ପ୍ରଥମ ଥର ଭଳି ମହାମାରୀର ଦ୍ୱିତୀୟ ଲହର ପୁଣି ଥରେ ଲୋକଙ୍କ ରୋଜଗାର ଛଡାଇନେଇଛି । ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବାରୁ ଦେଶରେContinue reading “କରୋନା: ଜୀବନ ନେଉଛି, ଜୀବିକା ଉଜାଡୁଛି… ସଂକ୍ରମଣ ବେଳେ ଆସିଲା ସାଂଘାତିକ ତଥ୍ୟ, ଦ୍ୱିତୀୟ ଲହରରେ ୧ କୋଟିରୁ ଅଧିକ ବେକାରୀ ।”

ଏଲଆଇସିର ଅଣୁବୀମା ଯୋଜନା , ଦୈନିକ ୨୮ ଟଙ୍କା ଜମାକରି ପାଆନ୍ତୁ ୨ ଲକ୍ଷ ଟଙ୍କାର ଲାଭ

କନକ ବ୍ୟୁରୋ : ଭାରତୀୟ ଜୀବନବୀମା ନିଗମ ସ୍ୱଳ୍ପ ରୋଜଗାରକ୍ଷମ ବ୍ୟକ୍ତିଙ୍କ ପାଇଁ ଅଣୁ ଜୀବନ ବୀମା ପଲିସ୍ ଲଂଚ୍ କରିଛି । ଏହି ଯୋଜନାରେ ଜମାକାରୀଙ୍କୁ ସୁରକ୍ଷା ସହିତ ସଂଚୟର ବି ସୁବିଧା ଯୋଗାଇ ଦିଆଯାଉଛି । ଏହି ଯୋଜନାରେ ସଂଚୟ କରୁଥିବା ଲୋକଙ୍କର ଆକସ୍ମିକ ମୃତ୍ୟୁ ହେଲେ ଏଲଆଇସି ତରଫରୁ ବୀମା ରାଶି ପ୍ରଦାନ କରାଯିବା ସର ପଲିସି ମ୍ୟାଚୁରୀଟି ସମୟରେ ବୀମା ଧାରକଙ୍କ ପରିବାରକୁ ବି ମ୍ୟାଚୁରିଟି ରାଶି ପ୍ରଦାନ କରାଯାଉଛି ।Continue reading “ଏଲଆଇସିର ଅଣୁବୀମା ଯୋଜନା , ଦୈନିକ ୨୮ ଟଙ୍କା ଜମାକରି ପାଆନ୍ତୁ ୨ ଲକ୍ଷ ଟଙ୍କାର ଲାଭ”

Design a site like this with WordPress.com
Get started