କନକ ବ୍ୟୁରୋ : ଖର୍ଚ୍ଚକୁ ସମର୍ଥନ କରିବା ପାଇଁ ଅଧିକ ଟଙ୍କା ଛପାଇବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ । ସେ କହିଛନ୍ତି, ବର୍ତମାନ ସରକାର ନୋଟ ଛାପିବା ଆବଶ୍ୟକ । ଯଦି ସରକାର ଭାବୁଛନ୍ତି ଅଧିକ ନୋଟ ଛପାଯାଇଛି, ତେବେ ଏହାକୁ ବନ୍ଦ କରାଯାଇପାରେ । କିନ୍ତୁ ବର୍ତମାନ ଦେଶ ପାଇଁ ଏହା ଆବଶ୍ୟକ ବୋଲି କହିଛନ୍ତି ପି.ଚିଦାମ୍ବରମ । ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ମଧ୍ୟ ନୋଟ ଛାପିବାକୁ ସରକାରଙ୍କୁContinue reading “ଅଧିକ ଟଙ୍କା ଛପାଇବାକୁ ସରକାରଙ୍କୁ ପରାମର୍ଶ ଦେଲେ ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ : କହିଲେ, ଗରିବଙ୍କ ସହାୟତା ପାଇଁ କ୍ୟାସ ଟ୍ରାନ୍ସଫର ଜରୁରୀ”
Author Archives: Raghaba
ଭିଜିଲାନ୍ସ ଜାଲରେ ଟିଡିସିସି ମ୍ୟାନେଜର : ବୋଲେରୋରେ ୧୯ଲକ୍ଷରୁ ଅଧିକ ଟଙ୍କା ନେଇ ଗଲାବେଳେ ଧରିଲା ଭିଜିଲାନ୍ସ
କନକ ବ୍ୟୁରୋ : ବାବୁ ନେଇ କି ଯାଉଥିଲେ ପୁଳାପୁଳା ଟଙ୍କା । ଗୋଡେଇ ଗୋଡେଇ ଧରିଲେ ଭିଜିଲାନ୍ସ ବାବୁ । ଆଜି ସକାଳୁ ସକାଳୁ ଏମିତି ଏକ ଖବରକୁ ନେଇ ସୁନ୍ଦରଗଡରେ ଚର୍ଚ୍ଚା ଜୋର ଧରିଛି । ସୁନ୍ଦରଗଡ ଆଦିବାସୀ ଉନ୍ନୟନ ସମବାୟ ନିଗମ ଅର୍ଥାତ୍ ଟିଡିସିସିର ଜିଲ୍ଲା ପରିଚାଳକ ଜୟ ପ୍ରକାଶ ମହାନ୍ତି ଏବେ ଭିଜିଲାନ୍ସ ହାତରେ ଧରା ପଡି ଯାଇଛନ୍ତି । ଜୟପ୍ରକାଶ ଏକ ବୋଲେରୋ ଯୋଗେ ଟଙ୍କା ନେଇ ଘରକୁ ଯାଉଥିଲେ,Continue reading “ଭିଜିଲାନ୍ସ ଜାଲରେ ଟିଡିସିସି ମ୍ୟାନେଜର : ବୋଲେରୋରେ ୧୯ଲକ୍ଷରୁ ଅଧିକ ଟଙ୍କା ନେଇ ଗଲାବେଳେ ଧରିଲା ଭିଜିଲାନ୍ସ”
ଯାଞ୍ଚ ହେବ କଟକର ସବୁ କଲ୍ୟାଣ ମଣ୍ଡପ । ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।
କନକ ବ୍ୟୁରୋ : କଟକ ସହରରେ ଅନୁମତିପ୍ରାପ୍ତ ସମସ୍ତ ୭୪ଟି କଲ୍ୟାଣ ମଣ୍ଡପ ନିୟମାବଳୀ ପାଳନ କରୁଛନ୍ତି କି ନାହିଁ ତାହା ଯାଞ୍ଚ ହେବ। ଏ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧, ଏପ୍ରିଲ ୧୯ରେ କଲ୍ୟାଣ ମଣ୍ଡପ ଆସୋସିଏସନ୍ ସଂପାଦକଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ୭୪ଟି ମଣ୍ଡପର ଲାଇସେନ୍ସ ନବୀକରଣ କରାଯାଇଛି। ଏହି ସବୁ କଲ୍ୟାଣ ମଣ୍ଡପକୁ ଅସ୍ଥାୟୀ ଲାଇସେନ୍ସ ପ୍ରଦାନ କରାଯାଇଛି। ସମସ୍ତ ୭୪ଟି ଯାକ କଲ୍ୟାଣମଣ୍ଡପ ପରିସରContinue reading “ଯାଞ୍ଚ ହେବ କଟକର ସବୁ କଲ୍ୟାଣ ମଣ୍ଡପ । ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।”
ଆଇସିସି ଖୋଲିଲା ଟୁର୍ଣ୍ଣାମେଣ୍ଟର ପସରା । ୨୦୨୧ରୁ ୨୦୩୧ ମଧ୍ୟରେ ଖେଳାଯିବ ୧୭ଟି ବଡ଼ ଟୁର୍ଣ୍ଣାମେଣ୍ଟ ।
କନକ ବ୍ୟୁରୋ : ୨୦୨୧ରୁ ୨୦୩୧, ୧୦ ବର୍ଷ ଭିତରେ ୧୭ଟି ବଡ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିବ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ଏଥିରେ ମହିଳା କ୍ରିକେଟ୍ କିମ୍ବା ୧୯ ବର୍ଷରୁ କମ୍ ଆଇସିସି ଇଭେଣ୍ଟ ସାମିଲ ନାହିଁ । ତେବେ ନଜର ପକାନ୍ତୁ କେଉଁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ଆଇସିସି । ୨୦୨୧ – ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଏବଂ ଟି-୨୦ ବିଶ୍ୱକପ୍ ୨୦୨୨ – ଟି-୨୦ ବିଶ୍ୱକପ୍ ୨୦୨୩ – ଦିନିକିଆ ବିଶ୍ୱକପ୍Continue reading “ଆଇସିସି ଖୋଲିଲା ଟୁର୍ଣ୍ଣାମେଣ୍ଟର ପସରା । ୨୦୨୧ରୁ ୨୦୩୧ ମଧ୍ୟରେ ଖେଳାଯିବ ୧୭ଟି ବଡ଼ ଟୁର୍ଣ୍ଣାମେଣ୍ଟ ।”
ପାକିସ୍ତାନ ଲଂଚ କଲା ସ୍ୱଦେଶୀ ଜ୍ଞାନ କୌଶଳରେ କରୋନା ଟିକା ‘ପାକ୍ ଭ୍ୟାକ୍’ । ଟିକାର ପ୍ରଭାବ ଓ ପରୀକ୍ଷଣକୁ ରଖିଲା ଗୁପ୍ତ
କନକ ବ୍ୟୁରୋ : ସାରା ବିଶ୍ୱ ଏବେ କରୋନା ଭୂତାଣୁରୁ ରକ୍ଷା ପାଇବାକୁ ଟିକାକରଣ ଅଭିଯାନକୁ ତୀବ୍ର କରିଥିବା ବେଳେ ୧୨ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଛି । ଏହାରି ମଧ୍ୟରେ ପାକିସ୍ତାନ ବି ନିଜ ଦେଶରେ ପ୍ରସ୍ତୁତ କରୋନା ଟିକା ଲଂଚ କରିଛି । ଯାହାର ନାମ ‘ପାକ ଭ୍ୟାକ୍’ ରଖା ଯାଇଛି । ପାକିସ୍ତାନ ତ କରୋନା ଟିକା ଲଂଚ କରିଛି ହେଲେ ଏହି ଟିକା କେତେ ପ୍ରତିଶତ ପ୍ରଭାବଶାଳୀ, ଏହା କେତେContinue reading “ପାକିସ୍ତାନ ଲଂଚ କଲା ସ୍ୱଦେଶୀ ଜ୍ଞାନ କୌଶଳରେ କରୋନା ଟିକା ‘ପାକ୍ ଭ୍ୟାକ୍’ । ଟିକାର ପ୍ରଭାବ ଓ ପରୀକ୍ଷଣକୁ ରଖିଲା ଗୁପ୍ତ”
ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ରାଜ୍ୟ ବୋର୍ଡ ଉପରେ ନଜର : ବାତିଲ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା
କନକ ବ୍ୟୁରୋ : ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ରାଜ୍ୟ ବୋର୍ଡ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ହେବ ନା ନାହିଁ ସେ ନେଇ ଏଥିରେ ଆଲୋଚନା କରାଯିବ । ପୂର୍ବରୁ ସିବିଏସଇର ନିଷ୍ପତି ପରେ ଯୁକ୍ତଦୁଇ ପରୀକ୍ଷା ନେଇ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ କହିଥିଲେ । ଏଥିରେ ବିଭାଗୀୟ ସଚିବ ଓ ଉଚContinue reading “ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ରାଜ୍ୟ ବୋର୍ଡ ଉପରେ ନଜର : ବାତିଲ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା”
ଜଣେ ମହିଳା ଭିକ୍ଷୁକଙ୍କ କାହାଣୀ । ପ୍ଲାଷ୍ଟିକ ବକ୍ସରୁ ଜରି ଅଖା, ସବୁଠି ପଡିଥିଲା ପୁଳା ପୁଳା ଟଙ୍କା ।
କନକ ବ୍ୟୁରୋ : ଚଳିବାରେ ସୁବିଧା ଲାଗି ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ରାଜୌରୀର ଜିଲ୍ଲାରେ ଜଣେ ୬୫ ବର୍ଷୀୟ ମହିଳା ଭିକ୍ଷୁକକୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯିବାର ଅଳ୍ପ ସମୟ ପରେ ତା’ ପାଖରେ ୨.୫୮ ଲକ୍ଷରୁ ଅଧିକ ଟଙ୍କା ଥିବା କଥା ଜଣାପଡ଼ିଛି ବୋଲି ମଙ୍ଗଳବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ଗତ ୩ ଦଶନ୍ଧି ହେବ ବସ୍ଷ୍ଟାଣ୍ଡ୍ ରାସ୍ତା ଏବଂ ଆଖପାଖ ଅଞ୍ଚଳରେ ଘୂରି ବୁଲୁଥିବା ଉକ୍ତ ଅପରିଚିତା ମହିଳା ଭିକ୍ଷୁକକୁ ସୋମବାର ଦିନContinue reading “ଜଣେ ମହିଳା ଭିକ୍ଷୁକଙ୍କ କାହାଣୀ । ପ୍ଲାଷ୍ଟିକ ବକ୍ସରୁ ଜରି ଅଖା, ସବୁଠି ପଡିଥିଲା ପୁଳା ପୁଳା ଟଙ୍କା । “
ରାଜ୍ୟରେ ପିକ୍ ଅତିକ୍ରମ କରି ସାରିଛି ସଂକ୍ରମଣ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଏବେ ତଳମୁହାଁ ରହିଛି ସ୍ଥିତି
କନକ ବୁରୋ : ରାଜ୍ୟର କୋଭିଡ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବର୍ତମାନ ରାଜ୍ୟରେ କରୋନା ପିକ୍ ଅତିକ୍ରମ କରି ସାରିଛି । ସ୍ଥିତି ତଳମୁହାଁ ହେଉଛି । ଏପରିକି ସେ କହିଛନ୍ତି ରାଜ୍ୟରେ ବ୍ଲାକ ଫଙ୍ଗସ୍ ରୋଗୀ ଏତେ ନାହାନ୍ତି । ମୋଟ ୪୧ ଜଣଙ୍କ ରିପୋର୍ଟ ଅଛି, ଆଉ ସେମାନେ ଏବେ ଚିକିତ୍ସିତ ହେଉଛନ୍ତି । ବର୍ତମାନ ଦେଶରେ ସଂକ୍ରମଣ ଖସୁଛି । ରାଜ୍ୟରେContinue reading “ରାଜ୍ୟରେ ପିକ୍ ଅତିକ୍ରମ କରି ସାରିଛି ସଂକ୍ରମଣ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଏବେ ତଳମୁହାଁ ରହିଛି ସ୍ଥିତି”
ଭାରତରେ ସହଜ ହେଲା ବିଦେଶୀ କୋଭିଡ ଟିକା ପ୍ରବେଶ । ସ୍ଥାନୀୟ ପରୀକ୍ଷଣ ବିନା ଲଂଚ୍ କରିପାରିବେ ବିଦେଶୀ ଟିକା କମ୍ପାନୀ
କନକ ବ୍ୟୁରୋ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ବିଭିନ୍ନ ଦେଶରେ ଅନୁମତି ପାଇଥିବା କୋଭିଡ-୧୯ ଟିକା ଏବେ ଭାରତରେ ସହଜରେ ଲଂଚ କରିପାରିବ । ଏନେଇ ବିଦେଶୀ ଟିକାକୁ ଭାରତରେ ସ୍ଥାନୀୟ ପରୀକ୍ଷଣ ପାଇଁ ଥିବା ବାଧ୍ୟତା ମୂଳକ ଆଇନକୁ ରଦ୍ଧ କରିଦିଆଯାଇଛି । ବୁଧବାର ଦିନ ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆ ବା (ଡିସିଜିଆଇ) ପକ୍ଷରୁ ଏଭଳି କୁହାଯାଇଛି । କୁହାଯାଉଛି କି, ଭାରତରେ ଅନୁଭୂତ ହେଉଥିବା ଟିକାର ଅଭାବ ଫଳରେ ବିଦେଶରୁContinue reading “ଭାରତରେ ସହଜ ହେଲା ବିଦେଶୀ କୋଭିଡ ଟିକା ପ୍ରବେଶ । ସ୍ଥାନୀୟ ପରୀକ୍ଷଣ ବିନା ଲଂଚ୍ କରିପାରିବେ ବିଦେଶୀ ଟିକା କମ୍ପାନୀ”
ନିୟମଗିରିର ଆଦିମ ଜନଜାତିକୁ କରୋନା ମୁକ୍ତ କରିବା ପାଇଁ ପ୍ରଶାସନର ଉଦ୍ୟମ : ଘରକୁ ଘର ବୁଲି ଡଙ୍ଗାରିଆ କନ୍ଧଙ୍କୁ ଦିଆଯାଉଛି ଟିକା
କନକ ବୁରୋ : ନିୟମଗିରିର ଆଦିମ ଜନଜାତି କରୋନାରେ ଆକ୍ରାନ୍ତ ଘଟଣା ପ୍ରଶାସନର ନିଦ ହଜାଇଦେଇଛି । ଜିଲାର ତିନୋଟି ବ୍ଲକ ମଧ୍ୟରୁ ବିଷମକଟକ ଓ ମୁନିଗୁଡା ବ୍ଲକରେ ଡଙ୍ଗରିଆଙ୍କ ଟୀକାକରଣ ପାଇଁ ପ୍ରଶାସନ ଉଦ୍ୟମ ଜାରିରଖିଛି । ଏପରିକି ଘରକୁ ଘର ବୁଲି ଡଙ୍ଗାରିଆଙ୍କୁ ଦିଆଯାଉଛି କରୋନା ଟିକା । ଡଙ୍ଗାରିଆଙ୍କୁ ବୁଝାଇବା ସହ କେନ୍ଦ୍ରକୁ ନଆସୁଥିବ ଲୋକଙ୍କ ଘରକୁ ଘର ବୁଲି ଟିକା ପ୍ରଦାନ କରାଯାଉଛି । ଏହି ଅଂଚଳରେ ମୋବାଇଲ ନେଟୱାର୍କ ନଥିବାରୁContinue reading “ନିୟମଗିରିର ଆଦିମ ଜନଜାତିକୁ କରୋନା ମୁକ୍ତ କରିବା ପାଇଁ ପ୍ରଶାସନର ଉଦ୍ୟମ : ଘରକୁ ଘର ବୁଲି ଡଙ୍ଗାରିଆ କନ୍ଧଙ୍କୁ ଦିଆଯାଉଛି ଟିକା”