ଏଲପିଜି ଗ୍ରାହକଙ୍କ ପାଇଁ ବଡ଼ ଖବର । ୧୨୨ ଟଙ୍କା କମିଲା ୧୯ କିଲୋ ବିଶିଷ୍ଟ କମର୍ସିଆଲ୍ ସିଲିଣ୍ଡରର ଦର ।

କନକ ବ୍ୟୁରୋ : ଏଲପିଜି ଗ୍ରାହକଙ୍କ ପାଇଁ ବଡ଼ ଖବର । ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର । ଏଲପିଜି ଗ୍ରାହକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଆଇଓସି ପକ୍ଷରୁ ୧୯ କିଲୋଗ୍ରାମ୍ ବିଶିଷ୍ଟ କର୍ମର୍ସିଆଲ୍ ସିଲିଣ୍ଡରର ଦରରେ ହ୍ରାସ କରାଯାଇଛି । ପୂର୍ବରୁ ମେ ମାସରେ ମଧ୍ୟ ଏହି ସିଲିଣ୍ଡରର ଦର କମ୍ କରାଯାଇଥିଲା । ଅନ୍ୟପଟେ ୧୪.୨ କିଲୋଗ୍ରାମ୍ ବିଶିଷ୍ଟ ଘରୋଇ ଗ୍ୟାସ ଦରରେ କିନ୍ତୁ କୌଣସି ପରିବର୍ତନ କରାଯାଇନାହିଁ । ଶସ୍ତାContinue reading “ଏଲପିଜି ଗ୍ରାହକଙ୍କ ପାଇଁ ବଡ଼ ଖବର । ୧୨୨ ଟଙ୍କା କମିଲା ୧୯ କିଲୋ ବିଶିଷ୍ଟ କମର୍ସିଆଲ୍ ସିଲିଣ୍ଡରର ଦର ।”

କୁନି ପିଲାଙ୍କୁ କାହିଁକି ଦିଆଯାଉଛି ଏତେ ହୋମୱାର୍କ ? ମୋଦିଙ୍କ ନିକଟରେ ଅଭିଯୋଗ କଲେ କୁନି ଝିଅ, ସୋସିଆଲ୍ ମିଡିଆରେ ଭାଇରାଲ ହେଲା ଭିଡିଓ ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ କୁନି ଝିଅର ପ୍ରଶ୍ନ…କାହିଁକି ଦିଆଯାଉଛି ଏତେ ହୋମୱାର୍କ ? ‘ପ୍ରିୟର ପ୍ରଧାନମନ୍ତ୍ରୀ, ମୋଦି ସାହେବ…ମୁଁ ଜାମ୍ମୁକାଶ୍ମୀରର ଜଣେ ୬ ବର୍ଷର ଝିଅ । ଆମ ସ୍କୁଲରେ ଯେଉଁ ହୋମୱାର୍କ ଦିଆଯାଉଛି, ତାକୁ ନେଇ ମୁଁ ଜମା ବି ଖୁସି ନାହିଁ । ମୁଁ ସକାଳ ୧୦ଟା ପୂର୍ବରୁ ଉଠେ, ୨ଟା ପର୍ଯ୍ୟନ୍ତ କ୍ଲାସ ଚାଲିଥାଏ । ପ୍ରଥମେ ଇଂରାଜୀ, ତାପରେ ଗଣିତ ଏବଂ ପରେ କମ୍ପ୍ୟୁଟର । ହୋମୱାର୍କ ଏତେ ଦିଆଯାଉଛି,Continue reading “କୁନି ପିଲାଙ୍କୁ କାହିଁକି ଦିଆଯାଉଛି ଏତେ ହୋମୱାର୍କ ? ମୋଦିଙ୍କ ନିକଟରେ ଅଭିଯୋଗ କଲେ କୁନି ଝିଅ, ସୋସିଆଲ୍ ମିଡିଆରେ ଭାଇରାଲ ହେଲା ଭିଡିଓ ।”

ପୁଣି ଫୁଟିବ ଗୁଳି, ମିଳିବ ଚିକେନ୍ ଡିନରର ମଜା । ଖୁବଶୀଘ୍ର ଭାରତକୁ ଆସୁଛି ପବଜିର ବିକଳ୍ପ ‘ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ’ । ଜାଣନ୍ତୁ ଲଞ୍ଚିଂ ତାରିଖ ।

କନକ ବ୍ୟୁରୋ : ଫୁଟିବ ଗୁଳି, ଚାଲିବ ଫାଇଟ୍ । ପୁଣି ଦୁଲୁକିବ ଭାରତୀୟ ବ୍ୟାଟେଲ ଗ୍ରାଉଣ୍ଡ । ପବଜି, ଏହି ଗେମକୁ କିଏ ବା ନଜାଣିଛି । ଦିନ ଥିଲା ପ୍ରତିଟି ଯୁବବର୍ଗଙ୍କୁ ପାଗଳ କରିଥିଲା ଏହି ଗେମ୍ । କିନ୍ତୁ ୨୦୨୦ରେ ଦେଶର ସୁରକ୍ଷା ଉପରେ ବିପଦ ଥିବା ଦର୍ଶାଇ ଏହି ଲୋକପ୍ରିୟ ଗେମିଂ ଆପ୍ ପବଜି ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାର । କିନ୍ତୁ ଏବେ ପୁଣି ଥରେ ପବଜି ପ୍ରେମୀଙ୍କContinue reading “ପୁଣି ଫୁଟିବ ଗୁଳି, ମିଳିବ ଚିକେନ୍ ଡିନରର ମଜା । ଖୁବଶୀଘ୍ର ଭାରତକୁ ଆସୁଛି ପବଜିର ବିକଳ୍ପ ‘ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ’ । ଜାଣନ୍ତୁ ଲଞ୍ଚିଂ ତାରିଖ ।”

ନବୀନଙ୍କ ଟିକା ଚିଠି । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି, କହିଲେ ଟିକା ପାଇଁ ନ ଲଢି ଲୋକଙ୍କ ଜୀବନ ବଞ୍ଚାଇବାକୁ ଏକାଠି ହୁଅନ୍ତୁ । ଟିକା ସଂକଟ ଦୂର ପାଇଁ ଲୋଡିଲେ ସହମତି । 

କନକ ବ୍ୟୁରୋ : ଟିକାକୁ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଟିକା ସଂଗ୍ରହ କରି ରାଜ୍ୟ ଗୁଡିକୁ ଯୋଗାଇବାକୁ ଯୁକ୍ତି ପୁଣିଥରେ ଦୋହାରାଇଲେ । ସମସ୍ତଙ୍କୁ ଟିକାକରଣ ଶୀଘ୍ର କରିବାକୁ ଏହା ହିଁ ସବୁଠୁ ଫଳପ୍ରଦ କରିବ । ଟିକାକରଣ ପ୍ରାଥମିକତା ନ ପାଇଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ । ସ୍ୱାଧୀନତା ସଂଗ୍ରାମ ପରେ କରୋନା ସବୁଠାରୁ ବଡ ଆହ୍ୱାନ ଭାବେ ଆମ ଆଗରେ ଛିଡାContinue reading “ନବୀନଙ୍କ ଟିକା ଚିଠି । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି, କହିଲେ ଟିକା ପାଇଁ ନ ଲଢି ଲୋକଙ୍କ ଜୀବନ ବଞ୍ଚାଇବାକୁ ଏକାଠି ହୁଅନ୍ତୁ । ଟିକା ସଂକଟ ଦୂର ପାଇଁ ଲୋଡିଲେ ସହମତି । “

ମିଜୋରାମ: ଆଗାମୀ ୮ ମାସ ପର୍ଯ୍ୟନ୍ତ ଗରୀବ ପରିବାର ମାନଙ୍କୁ ରାସନ ଖର୍ଚ୍ଚ ଯୋଗାଇବେ କ୍ରୀଡାମନ୍ତ୍ରୀ

କନକ ବ୍ୟୁରୋ : ଦେଶରେ ଜାରି ରହିଥିବା କରୋନା ମହାମାରୀ ପାଇଁ ଅନେକ ଲୋକ ବେରୋଜଗାର ହୋଇଛନ୍ତି । ନିଜ ପରିବାର ପାଇଁ ରାସନ ଖର୍ଚ୍ଚ ଉଠାଇବା ବି କଷ୍ଟକର ହୋଇପଡିଛି । ଏସବୁ ଅସୁବିଧାକୁ ନଜର କରି ମିଜୋରାମ କ୍ରୀଡାମନ୍ତ୍ରୀ ରବର୍ଟ ରୋମାବିୟା ରାୟତେ ଓ ପୂର୍ବତନ ମନ୍ତ୍ରୀ ବୁଲ୍ଲୁଆଇୟା ନିଜ ନିଜ ଅଞ୍ଚଳର ଗରିବ ଲୋକଙ୍କ ରାସନ ଖର୍ଚ୍ଚ ବହନ କରୁଛନ୍ତି । ୨୦୧୮ ବିଧାନସଭା ନିର୍ବାଚନରେ ଆଇଜଲ ପୂର୍ବ ଦ୍ୱିତୀୟ ନିର୍ବାଚନୀ କ୍ଷେତ୍ରରୁContinue reading “ମିଜୋରାମ: ଆଗାମୀ ୮ ମାସ ପର୍ଯ୍ୟନ୍ତ ଗରୀବ ପରିବାର ମାନଙ୍କୁ ରାସନ ଖର୍ଚ୍ଚ ଯୋଗାଇବେ କ୍ରୀଡାମନ୍ତ୍ରୀ”

କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର । ଏଣିକି ପ୍ରତିବର୍ଷ ଭାରତ-ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା ।

କନକ ବ୍ୟୁରୋ : କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ଏଣିକି ପ୍ରତିବର୍ଷ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ ମହାଲଢେଇ । ମଙ୍ଗଳବାର ବସିଥିବା ଆଇସିସିର ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏପରିକି ୨୦୨୧ରୁ ୨୦୩୧ ପର୍ଯ୍ୟନ୍ତ ପ୍ରତିବର୍ଷ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ତେବେ ବିଭିନ୍ନ କାରଣରୁ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଅନୁଷ୍ଠିତ ହେଉନଥିବା ବେଳେ ଆଇସିସି ଟୁର୍ଣ୍ଣାମେଣ୍ଟରେ କିନ୍ତୁ ଦୁଇ ଦେଶ ମଧ୍ୟରେ ଦମଦାରContinue reading “କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର । ଏଣିକି ପ୍ରତିବର୍ଷ ଭାରତ-ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା ।”

ମୁନିଗୁଡ଼ାରେ ନବବଧୂଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୁପ ଦିଆଯାଉଥିବା ଅଭିଯୋଗ : ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ, ପୋଲିସର ତଦନ୍ତ

କନକ ବ୍ୟୁରୋ : ନବବଧୂଙ୍କୁ ହତ୍ୟା ଅଭିଯୋଗ । ହତ୍ୟା ପରେ ଆତ୍ମହତ୍ୟା ରୁପ ଦିଆଯାଉଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ମୁନିଗୁଡାରେ ବର୍ଷା ହିଆଲଙ୍କୁ ସ୍ୱାମୀ ସୁନିଲ କୁଶଲୀଆ ହତ୍ୟା କରିଥିବା ସନ୍ଦେହ କରିଛନ୍ତି ବର୍ଷା ପରିବାର ଲୋକ । ଝିଙ୍କା ପରମ୍ପରା ଅନୁଯାୟୀ ଗତ ୬ ମାସ ହେବ ସୁନୀଲ କୁଶଲୀଆ ବର୍ଷାଙ୍କୁ ନିଜ ଘରକୁ ନେଇ ଆସିଥିଲେ । ମୁନିଗୁଡ଼ାରେ କିଚି ଦିନ ରହିବା ପରେ ଉଭୟ ଭୁବନେଶ୍ୱର ଚାଲି ଆସିଥିଲେContinue reading “ମୁନିଗୁଡ଼ାରେ ନବବଧୂଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୁପ ଦିଆଯାଉଥିବା ଅଭିଯୋଗ : ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ, ପୋଲିସର ତଦନ୍ତ”

ରାମଦେବ ଓ ବାଳକୃଷ୍ଣଙ୍କ ଦାବି, ଗୋଟିଏ ସପ୍ତାହରେ ବଜାରକୁ ଆଣିବେ ‘ବ୍ଲାକ ଫଙ୍ଗସ୍’ ର ଆର୍ୟୁବେଦିକ ଔଷଧ

କନକ ବ୍ୟୁରୋ : ଏଲୋପାଥି ବନାମ ଆର୍ୟୁବେଦିକକୁ ନେଇ ବିବାଦୀୟ ବୟାନ ଭିତରେ ବାବା ରାମଦେବ ଓ ତାଙ୍କର ଘନିଷ୍ଠ ସହଯୋଗୀ କୁହାଯାଉଥିବା ଆଚାର୍ଯ୍ୟ ବାଳକୃଷ୍ଣ ଦାବି କରିଛନ୍ତି କି ଗୋଟିଏ ସପ୍ତାହ ମଧ୍ୟରେ ସେମାନେ ‘ବ୍ଲାକ ଫଙ୍ଗସ୍’ ରୋଗ ପାଇଁ ଆର୍ୟୁବେଦିକ ଔଷଧ ଲଂଚ କରିବାକୁ ଯାଉଛନ୍ତି । ଦୁଇଜଣ ଯାକ ଏହା ବି ଦାବି କରିଛନ୍ତି କି, ପତଞ୍ଜଳୀ ଆର୍ୟୁବେଦ ଲିମିଟେଡ ଓ ପତଞ୍ଜଳୀ ଯୋଗପୀଠ ଏହି ଓଷଧ ପ୍ରସ୍ତୁତ ନେଇ ଜରୁରୀ ଔପଚାରିକତାContinue reading “ରାମଦେବ ଓ ବାଳକୃଷ୍ଣଙ୍କ ଦାବି, ଗୋଟିଏ ସପ୍ତାହରେ ବଜାରକୁ ଆଣିବେ ‘ବ୍ଲାକ ଫଙ୍ଗସ୍’ ର ଆର୍ୟୁବେଦିକ ଔଷଧ”

ଆସାମର କୋଭିଡ କେୟାର ସେଂଟରରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ : ଭିଡିଓ ଭାଇରାଲ ପରେ ମୁଖମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ

କନକ ବ୍ୟୁରୋ : ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ । ଆଉ ଏ କରୋନା ସମୟରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ପ୍ରତିଟି ବ୍ୟକ୍ତି ଜଣେ ଜଣେ ଯୋଦ୍ଧା । କରୋନା ସଂକ୍ରମିତ ଚିହ୍ନଟ ହେଲେ ପରିବାର ଲୋକ ବି ପାଖକୁ ଆସୁନାହାନ୍ତି, ଏଭଳି ସ୍ଥିତିରେ ଡାକ୍ତର ଓ ନର୍ସ ପ୍ରତିଦିନ ରୋଗୀଙ୍କ ପାଖକୁ ଯାଉଛନ୍ତି ଏବଂ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ହେଲେ ଆସାମରେ ସେଇ ଚିକିତ୍ସକଙ୍କୁ ମରଣାନ୍ତକ ଆକ୍ରମଣ ।Continue reading “ଆସାମର କୋଭିଡ କେୟାର ସେଂଟରରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ : ଭିଡିଓ ଭାଇରାଲ ପରେ ମୁଖମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ”

ନୟାପଲ୍ଲୀର ତଂଟିକଟା ଅଭିଯୁକ୍ତ ଗିରଫ : ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୁଲିସ

କନକ ବ୍ୟୁରୋ : ଗିରଫ ହୋଇଛି ରାଜଧାନୀର ତଂଟିକଟା ଅଭିଯୁକ୍ତ । ସକାଳ ପ୍ରାୟ ସାଢେ ୬ଟା ବେଳେ ରାଜଧାନୀ ରାଜରାସ୍ତା ଉପରେ ମହିଳାଙ୍କ ତଂଟି କାଟି ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି । କମିଶନରେଟ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ନୟାପଲ୍ଲୀ ଅଂଚଳରେ ମହିଳା ଜଣଙ୍କ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଅଭିଯୁକ୍ତ ତାଙ୍କ ଠାରୁ ମୋବାଇଲ୍ ଛଡାଇବାକୁ ଉଦ୍ୟମ କରିଥିଲା । ସେଥିରେ ବିଫଳ ହେବା ପରେ ସେ ମହିଳାଙ୍କ ତଂଟିContinue reading “ନୟାପଲ୍ଲୀର ତଂଟିକଟା ଅଭିଯୁକ୍ତ ଗିରଫ : ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୁଲିସ”

Design a site like this with WordPress.com
Get started