ଦେଶରେ ତଳମୁହାଁ କରୋନା ମିଟର : ଗୋଟିଏ ଦିନରେ ୧ ଲକ୍ଷ ୩୨ ହଜାର ୭ ଆକ୍ରାନ୍ତ, ୩୨୦୭ ମୃତ

କନକ ବ୍ୟୁରୋ : ଦେଶରେ ତଳକୁ ଖସୁଛି କରୋନା ଗ୍ରାଫ । ଗତ ୨୪ ଘଂଟାରେ ସାରା ଦେଶରୁ ୧ ଲକ୍ଷ ୩୨ ହଜାର ୭୮୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାରା ଦେଶରୁ ୩ ହଜାର ୨୦୭ ଜଣଙ୍କ ମୁଣ୍ଡ ନେଇଛି ଭୂତାଣୁ । ସେହିଭଳି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ସେହି ସମୟ ଭିତରେ ଦେଶର ବିଭିନ୍ନ ମେଡିକାଲରୁ ୨ ଲକ୍ଷ ୩୧ ହଜାର ୪୫୬ ଜଣ ସଂକ୍ରମିତ ସୁସ୍ଥContinue reading “ଦେଶରେ ତଳମୁହାଁ କରୋନା ମିଟର : ଗୋଟିଏ ଦିନରେ ୧ ଲକ୍ଷ ୩୨ ହଜାର ୭ ଆକ୍ରାନ୍ତ, ୩୨୦୭ ମୃତ”

କରୋନା ନେଉଛି ଡାକ୍ତରଙ୍କ ଜୀବନ : ଦ୍ୱିତୀୟ ଲହରରେ ଦେଶର ବିଭିନ୍ନ ରାଜ୍ୟରୁ ୫୯୪ ଡାକ୍ତରଙ୍କ ଜୀବନ ନେଇଛି ମହାମାରୀ

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ନେଲାଣି ୫୯୪ ଡାକ୍ତରଙ୍କ ଜୀବନ । ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଜାରି ତଥ୍ୟରେ ଏହା ଦର୍ଶାଇଛି । ଏମାନଙ୍କ ମଧ୍ୟରୁ ଦିଲ୍ଲୀରେ ସର୍ବାଧିକ ୧୦୭ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ସେହିଭଳି ବିହାରରେ ୯୬ ଓ ଉତରପ୍ରଦେଶରେ ୬୭ ଜଣ ଡାକ୍ତରଙ୍କ ଜୀବନ ଯାଇଛି । ରାଜସ୍ଥାନରେ ୪୩ ଜଣ ଓ ଝାଡଖଣ୍ଡରେ ୩୯ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି । ଆନ୍ଧ୍ର ଓ ତେଲେଙ୍ଗାରେContinue reading “କରୋନା ନେଉଛି ଡାକ୍ତରଙ୍କ ଜୀବନ : ଦ୍ୱିତୀୟ ଲହରରେ ଦେଶର ବିଭିନ୍ନ ରାଜ୍ୟରୁ ୫୯୪ ଡାକ୍ତରଙ୍କ ଜୀବନ ନେଇଛି ମହାମାରୀ”

ରାଜ୍ୟରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ : ଗତ ୨୪ ଘଂଟାରେ ସର୍ବାଧିକ ୪୦ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ରାଜ୍ୟରେ ସଂକ୍ରମଣ କମୁଥିଲେ ବି ବଢୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ମୃତ୍ୟୁରେ ଅଲୋଡା ରେକର୍ଡ କରିଛି ରାଜ୍ୟ । ମହାମାରୀରେ ୪୦ ଜଣ ପ୍ରାଣ ହରାଇଛନ୍ତି । ଜୁନ୍ ମାସ ପ୍ରଥମ ୨ ଦିନରେ ୧୭୧୩୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୭ ଜଣଙ୍କ ଜୀବନ ଯାଇଛି । ମେ ମାସରେ ୭୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ସେପଟେ, ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪Continue reading “ରାଜ୍ୟରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ : ଗତ ୨୪ ଘଂଟାରେ ସର୍ବାଧିକ ୪୦ ଜଣଙ୍କ ମୃତ୍ୟୁ”

ରାଜ୍ୟରେ ତଳମୁହାଁ କରୋନା ମିଟର : ଗତ ୨୪ ଘଂଟାରେ ୬୬,୬୮୩ ନମୂନା ପରୀକ୍ଷା, ୮୩୯୯ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୮୩୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪ ହଜାର ୭୪୧ ମାମଲା ଆସିଥିବାବେଳେ ସ୍ଥାନୀୟ ସଂକ୍ରମଣ ୩୬୫୮ ରହିଛି । ମୋଟ ଟେଷ୍ଟିଂ ହୋଇଛି ୬୬୬୮୩ । ପଜିଟିଭ ହାର ରହିଛି ୧୨.୫୯ । ଗତକାଲି ଏହା ୧୪.୦୨ ଥିଲା । ଖୋର୍ଦ୍ଧାରେ ସର୍ବାଧିକ ୧୧୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେବଗଡ, ଗଞ୍ଜାମ, ଗଜପତି, କନ୍ଧମାଳContinue reading “ରାଜ୍ୟରେ ତଳମୁହାଁ କରୋନା ମିଟର : ଗତ ୨୪ ଘଂଟାରେ ୬୬,୬୮୩ ନମୂନା ପରୀକ୍ଷା, ୮୩୯୯ ଆକ୍ରାନ୍ତ ଚିହ୍ନଟ”

ପୁଣି ଚୀନକୁ ଫେରିଲା କରୋନା : ଗୁଆଙ୍ଗଡଙ୍ଗ ପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ; ୨୭ ନୂଆ ମାମଲା ସାମ୍ନାକୁ ଆସିବା ପରେ ଲକଡାଉନ୍ ଘୋଷଣା

କନକ ବ୍ୟୁରୋ : ପୁଣି ଚୀନକୁ ଫେରିଲା କରୋନା । ଗୁଆଙ୍ଗଡଙ୍ଗ ପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେବା ପରେ ଚୀନ ସରକାରଙ୍କ ଚିନ୍ତା ବଢି ଯାଇଛି । ୨୭ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଲକଡାଉନ୍ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ମେ ୩୦ ତାରିଖରେ ଗୁଆଙ୍ଗଡଙ୍ଗ ପ୍ରଦେଶର ରାଜଧାନୀ ଗୁଆଙ୍ଗଝୁରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମୋଟ ୨୭ଟି ମାମଲାରୁ ୨୦ଟି ସ୍ଥାନୀୟContinue reading “ପୁଣି ଚୀନକୁ ଫେରିଲା କରୋନା : ଗୁଆଙ୍ଗଡଙ୍ଗ ପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ; ୨୭ ନୂଆ ମାମଲା ସାମ୍ନାକୁ ଆସିବା ପରେ ଲକଡାଉନ୍ ଘୋଷଣା”

ହାଇୱାକୁ ପଛପଟୁ ପିଟିଲା ହାଇୱା : ରାସ୍ତା ଉପରେ ଜଳିଗଲା ଗାଡି; ଡ୍ରାଇଭର ଜୀବନ୍ତ ଦଗ୍ଧ

କନକ ବ୍ୟୁରୋ : ହାଇୱାକୁ ପଛପଟୁ ପିଟିଲା ହାଇୱା । ଦୁର୍ଘଟଣା ପରେ ରାସ୍ତା ଉପରେ ଜଳିଗଲା ଗାଡି । ଗାଡି ଭିତରେ ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର । ମୃତ ଡ୍ରାଇଭର ଜଣଙ୍କ ହେଉଛନ୍ତି ଝାଡଖଣ୍ଡର ସୁନୀଲ ଯାଦବ । ଆଶ ଟ୍ରକ କମ୍ପାନୀର ଏକ ହାଇୱା ଢେଙ୍କାନାଳ ଜିଲ୍ଲା କଂଟାବଣିଆ ସ୍ଥିତ ବିଆରଜି ପ୍ଲାଂଟରୁ ପାଉଁଶ ବୋଝେଇ କରି କାମାକ୍ଷାନଗରରେ ଜାତୀୟ ରାଜପଥ ସଂପ୍ରସାରଣ କାମକୁ ଆସୁଥିଲା । କାମାକ୍ଷାନଗର ଜଡାପାଳ ନିକଟରେ ରାସ୍ତାକଡରେContinue reading “ହାଇୱାକୁ ପଛପଟୁ ପିଟିଲା ହାଇୱା : ରାସ୍ତା ଉପରେ ଜଳିଗଲା ଗାଡି; ଡ୍ରାଇଭର ଜୀବନ୍ତ ଦଗ୍ଧ”

କରୋନା କଟକଣା ଭିତରେ ମାତିଛନ୍ତି ଲୁଟେରା : ବାଲେଶ୍ୱର ସୋରରେ ସୁନା ଦୋକାନୀଙ୍କ ଘରେ ସଶସ୍ତ୍ର ଡକାୟତି

କନକ ବ୍ୟୁରୋ : କରୋନା କଟକଣା ଭିତରେ ମାତିଛନ୍ତି ଲୁଟେରା । ରାଜଧାନୀ ରାସ୍ତା ଉପରେ ସ୍ପଷ୍ଟ ଦିବାଲୋକରେ ମହିଳାଙ୍କୁ ଛୁରା ମାଡ ହେବା ଭଳି ବାଲେଶ୍ୱର ସୋରରେ ସୁନା ଦୋକାନୀଙ୍କ ଘରେ ହୋଇଛି ସଶସ୍ତ୍ର ଡକାୟତି । ସୋର ଥାନା ଅନ୍ତର୍ଗତ ସାଉଡୁ ଗାଁରେ ଲୁଟ୍ ଉଦ୍ଦେଶ୍ୟରେ ରାତି ପ୍ରାୟ ୨ଟା ସମୟରେ ଦୁର୍ବୃତମାନେ ଘରେ ପଶିଥିଲେ । ହେଲେ ଘରେ ଲୁଟେରା ପଶିଥିବା ନେଇ ପରିବାର ଲୋକେ ଫୋନ ଯୋଗେ ଗାଁର କୌଣସି ଜଣେContinue reading “କରୋନା କଟକଣା ଭିତରେ ମାତିଛନ୍ତି ଲୁଟେରା : ବାଲେଶ୍ୱର ସୋରରେ ସୁନା ଦୋକାନୀଙ୍କ ଘରେ ସଶସ୍ତ୍ର ଡକାୟତି”

ଏମିତି ବି ଆସେ ମୃତ୍ୟୁ ! ସ୍ତ୍ରୀଙ୍କ ମୃତଦେହ ନେଇ ବୁର୍ଲାରୁ ଫେରିବା ବେଳେ ପାଟଣାଗଡରେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ; ଆଖି ବୁଜିଦେଲେ ସ୍ୱାମୀ

କନକ ବ୍ୟୁରୋ : ଏମିତି ବି ଆସେ ମୃତ୍ୟୁ । ଡାକ୍ତରଖାନାରୁ ସ୍ତ୍ରୀଙ୍କ ମୃତଦେହ ଧରି ଗାଁକୁ ଫେରିବା ବାଟରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ଆଖି ବୁଜିଦେଲେ ସ୍ୱାମୀ । ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ଏଭଳି ଏକ ଦୁର୍ଘଟଣା ଘଟିଛି । ପଦ୍ମପୁର ରାସ୍ତା ଝୁଲେନ୍ ବର ଗାଁ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ମିଳିଥିବା ସୂଚନା ଅନୁସାରେ, ଏହି ଆମ୍ବୁଲାନ୍ସଟି ସମ୍ବଲପୁର ବୁର୍ଲା ଡାକ୍ତରଖାନାରୁ ଆସୁଥିଲା । ଡାକ୍ତରଖାନାରେ ସ୍ତ୍ରୀଙ୍କ ମୃତ୍ୟୁ ହେବାContinue reading “ଏମିତି ବି ଆସେ ମୃତ୍ୟୁ ! ସ୍ତ୍ରୀଙ୍କ ମୃତଦେହ ନେଇ ବୁର୍ଲାରୁ ଫେରିବା ବେଳେ ପାଟଣାଗଡରେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ; ଆଖି ବୁଜିଦେଲେ ସ୍ୱାମୀ”

ଚାକିରି ଉପରେ କରୋନା ମାଡ : ଦ୍ୱିତୀୟ ଲହରରେ ମେ ମାସ ସୁଦ୍ଧା ନିଯୁକ୍ତି ହରାଇଛନ୍ତି ପ୍ରାୟ ଏକ କୋଟି ଭାରତୀୟ; ୯୭% ପରିବାରର କମିଛି ଆୟ

କନକ ବ୍ୟୁରୋ : ଚାକିରୀ ଉପରେ କରୋନା ମାଡ । କରୋନାର ଦ୍ୱିତୀୟ ଲହରରେ ପ୍ରାୟ ଏକ କୋଟି ଭାରତୀୟ ଚାକିରୀ ହରାଇଛନ୍ତି । ଏହାଛଡା କରୋନା ଆରମ୍ଭରୁ ଏ ଯାଏଁ ଦେଶର ୯୭ ପ୍ରତିଶତ ପରିବାରଙ୍କ ଆୟ କମିଛି । ସେଂଟର ଫର  ମନିଟରିଂ ଇଣ୍ଡିଆନ ଇକୋନମି, ସିଏମଆଇଆଇ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି । ଏହାଛଡା ସହରରେ ବେରୋଜଗାର ହାର ୧୭.୮୮ ପ୍ରତିଶତ ରହିଥିବାବେଳେ ଗ୍ରାମାଂଚଳରେ ଏହା ୯.୫୮ ରହିଛି । ସମଗ୍ରContinue reading “ଚାକିରି ଉପରେ କରୋନା ମାଡ : ଦ୍ୱିତୀୟ ଲହରରେ ମେ ମାସ ସୁଦ୍ଧା ନିଯୁକ୍ତି ହରାଇଛନ୍ତି ପ୍ରାୟ ଏକ କୋଟି ଭାରତୀୟ; ୯୭% ପରିବାରର କମିଛି ଆୟ”

ଅନ୍ୟ ସ୍ଥାନରେ ସ୍ୱାମୀର ବାହାଘରକୁ ବିରୋଧ କରିବା ପଡିଲା ମହଙ୍ଗା : ରାଜଧାନୀରେ ବୋହୂକୁ ଶଶୁର ଓ ଦେଢଶୁରଙ୍କ ନିର୍ଦ୍ଧୁମ ମାଡ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ : ବୋହୂକୁ ଶଶୁର ଘର ଲୋକଙ୍କ ମାଡ ଅଭିଯୋଗ । ଏହି ଘଟଣା ଘଟିଛି ଭୁବନେଶ୍ୱରର ଡୁମୁଡୁମା ଅଂଚଳରେ । ଗଂଜାମ ବୁଗୁଡା ଅଂଚଳର ବିଷ୍ଣୁପ୍ରିୟା ଗୌଡ ୪ ମାସ ତଳେ ଡୁମାଡୁମା ଅଂଚଳର ହାଇଦର ଅଲ୍ଲୀଙ୍କୁ ବାହା ହୋଇଥିଲେ । ବିଷ୍ଣୁପ୍ରିୟାଙ୍କ କହିବା ଅନୁସାରେ, ନିଜ ସ୍ୱାମୀ ଅନ୍ୟ ଜାଗାରେ ବାହାହେଉଥିବା ଜାଣି ସେ ସ୍ୱାମୀଙ୍କ ଘରକୁ ଯାଇଥିଲେ । କିନ୍ତୁ ସେଠାରେ ଶଶୁର, ଦେଢଶୁର ତାଙ୍କୁ ନିର୍ଦ୍ଧୁମ ମାଡ ମାରିଥିବା ଅଭିଯୋଗContinue reading “ଅନ୍ୟ ସ୍ଥାନରେ ସ୍ୱାମୀର ବାହାଘରକୁ ବିରୋଧ କରିବା ପଡିଲା ମହଙ୍ଗା : ରାଜଧାନୀରେ ବୋହୂକୁ ଶଶୁର ଓ ଦେଢଶୁରଙ୍କ ନିର୍ଦ୍ଧୁମ ମାଡ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ”

Design a site like this with WordPress.com
Get started