କନକ ବ୍ୟୁରୋ : ମୃତ୍ୟୁ ପଂଜିକରଣ ପ୍ରମାଣ ପତ୍ର ଦେବାରେ ଚାଲିଛି ଦଲାଲ ରାଜ । ଭୁବନେଶ୍ୱର ମହାନଗର ନିଗମରେ ଏଭଳି ଘଟଣା ସାମ୍ନାକୁ ଆସିଛି । ମୃତ୍ୟୁ ପ୍ରମାଣପତ୍ର ଦେବା ନାଁରେ ଦଲାଲମାନେ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କଠାରୁ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି । ଗତ ଗୁରୁବାରଦିନ ଦୁଇଜଣ ବ୍ୟକ୍ତି ଆଇଏଚଆରସିର ରାଜ୍ୟ ଓ ଖୋର୍ଧା ଜିଲ୍ଲା ସଭାପତି ଜଣେ ମୃତକଙ୍କ ସାର୍ଟିଫିକେଟ ଅନଲାଇନରେ ପାଇନଥିଲେ । ଏଥିପାଇଁ ସେମାନେ ୟୁନିଟ-୩ ସ୍ଥିତ ବିଏମସିContinue reading “ରାଜଧାନୀରେ ମିଳୁଛି ଜାଲ ମୃତ୍ୟୁ ପ୍ରମାଣପତ୍ର : ଟଙ୍କା ନେଇ ମୃତ୍ୟୁ ପ୍ରମାଣପତ୍ର ଦେଉଛନ୍ତି ଦଲାଲ”
Author Archives: Raghaba
ବାତିଲ୍ ହେବ କି ଯୁକ୍ତ୨ ପରୀକ୍ଷା ? ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
କନକ ବ୍ୟୁରୋ : ସିବିଏସ୍ଇ, ସିଆଇଏସ୍ସିଇ ବୋର୍ଡର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚକ୍ଷମତା ସମ୍ପର୍ଣ୍ଣ ମନ୍ତ୍ରୀସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯିବା ପରେ ଏବେ ଓଡ଼ିଶା ସରକାରଙ୍କ ଉପରେ ନଜର କେନ୍ଦ୍ରୀଭୂତ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ଭାଗ୍ୟ କ’ଣ ହେବ ? ବିଗତ ଦିନଗୁଡ଼ିକରେ ସିବିଏସ୍ଇ ଯେଉଁ ନିଷ୍ପତ୍ତି ନେଇଛି, ରାଜ୍ୟ ସରକାର ତାହାକୁContinue reading “ବାତିଲ୍ ହେବ କି ଯୁକ୍ତ୨ ପରୀକ୍ଷା ? ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ”
ଭାରତ ଫେରିପାରେ ପଳାତକ ମେହୁଲ ଚୌକସି । ଡୋମିନିକାରେ ଡେରା ପକାଇଛନ୍ତି ୮ ଜଣିଆ ଭାରତୀୟ ଦଳ ।
କନକ ବ୍ୟୁରୋ: ଭାରତ ଫେରିବ ମେହୁଲ ଚୌକସି? ଡୋମିନିକାରେ ଡେରା ପକାଇଛି ଭାରତୀୟ ଦଳ । ପଳାତକ ମେହୁଲ ଚୌକସି ଗିରଫ ପରେ ଏବେ ଭାରତକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ଭାରତର ଇଡି, ସିବିଆଇ ଭଳି ଏକାଧିକ ସଂସ୍ଥାର ୮ ଜଣିଆ ଟିମ୍ ଏବେ ଡୋମିନିକାରେ ଡେରା ପକାଇଛନ୍ତି । ବୁଧବାର ଡୋମିନିକା କୋର୍ଟରେ ଶୁଣାଣି ସମୟରେ କୋର୍ଟରେ ଚୌକସୀର ଅର୍ଥନୈତିକ ଅପରାଧର ଦସ୍ତାବିଜ ଦାଖଲ ସହ ଡୋମିନିକାର ସରକାରୀ ଓକିଲଙ୍କୁ ସହାୟତା କରିବContinue reading “ଭାରତ ଫେରିପାରେ ପଳାତକ ମେହୁଲ ଚୌକସି । ଡୋମିନିକାରେ ଡେରା ପକାଇଛନ୍ତି ୮ ଜଣିଆ ଭାରତୀୟ ଦଳ ।”
ବାବା ରାମଦେବଙ୍କ ବୟାନକୁ ବିରୋଧ । କଳାଦିବସ ପାଳିଲେ ରେସିଡେଣ୍ଟ ଡାକ୍ତର । ସର୍ବ ସାଧାରଣରେ ନିସର୍ତ କ୍ଷମା ମାଗିବାକୁ କଲେ ଦାବି । ବିବାଦ ବଢିବା ପରେ ସ୍ୱର ବଦଳାଇଲେ ବାବା ।
କନକ ବ୍ୟୁରୋ: ଯୋଗ ଗୁରୁ ବାବା ରାମଦେବଙ୍କୁ ବିରୋଧ । ରେସିଡେଂଟ ଡାକ୍ତର ପାଳିଲେ କଳା ଦିବସ । ଏଲୋପାଥି ଚିକିତ୍ସାକୁ ନେଇ ଯୋଗ ଗୁରୁଙ୍କ ବିବାଦୀୟ ବୟାନକୁ ନେଇ ବିରୋଧ ତେଜିବାରେ ଲାଗିଛି । କେଉଁଠି ପ୍ଲାକାର୍ଡ ଧରି ତ କେଉଁଠି ପିପିଇ କିଟ୍ ପିନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି ଡାକ୍ତର । ପିପିଇ କିଟ୍ ପିନ୍ଧି ବାହୁରେ କଳା ପଟି ବାନ୍ଧି ଡାକ୍ତରମାନେ ବିରୋଧ ଜାହିର କରିଛନ୍ତି । ଏପରିକି ହ୍ୱାଟସଅପ ଡିପିକୁ ମଧ୍ୟContinue reading “ବାବା ରାମଦେବଙ୍କ ବୟାନକୁ ବିରୋଧ । କଳାଦିବସ ପାଳିଲେ ରେସିଡେଣ୍ଟ ଡାକ୍ତର । ସର୍ବ ସାଧାରଣରେ ନିସର୍ତ କ୍ଷମା ମାଗିବାକୁ କଲେ ଦାବି । ବିବାଦ ବଢିବା ପରେ ସ୍ୱର ବଦଳାଇଲେ ବାବା ।”
ଜୁନ ପହିଲାରୁ ଦେଶରେ କମିଲା କରୋନା ସଂକ୍ରମଣ, କମିଲା ମୃତ୍ୟୁ । ୨୪ ଘଂଟାରେ ୧ ଲକ୍ଷ ୨୭ ହଜାର ୫୧୦ ଆକ୍ରାନ୍ତ ଚିହ୍ନଟ, ୨ ହଜାର ୭୯୫ ମୃତ ।
କନକ ବ୍ୟୁରୋ: ତଳମୁହାଁ କରୋନା ମିଟର । ଜୁନ ପହିଲାରୁ କମିଲା ସଂକ୍ରମଣ । ଦେଶରେ ଜୁନ ଆରମ୍ଭରୁ କମିଲା ସଂକ୍ରମଣ, କମିଲା ମୃତ୍ୟୁ ହାର । ଜୁନ ପହିଲାରେ ଦେଢ ଲକ୍ଷ ତଳକୁ ଖସିଛି ଦୈନିକ ସଂକ୍ରମଣ ଓ ୩ ହଜାର ତଳେ ରହିଛି ମୃତ୍ୟୁ ସଂଖ୍ୟା । ୨୪ ଘଂଟାରେ ଦେଶରେ ୧ଲକ୍ଷ ୨୭ ହଜାର ୫୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପ୍ରଥମଥର ପାଇଁ ୩ହଜାର ତଳକୁ ଖସିଛି ଦେଶର ମୃତ୍ୟୁContinue reading “ଜୁନ ପହିଲାରୁ ଦେଶରେ କମିଲା କରୋନା ସଂକ୍ରମଣ, କମିଲା ମୃତ୍ୟୁ । ୨୪ ଘଂଟାରେ ୧ ଲକ୍ଷ ୨୭ ହଜାର ୫୧୦ ଆକ୍ରାନ୍ତ ଚିହ୍ନଟ, ୨ ହଜାର ୭୯୫ ମୃତ ।”
ଟୀକାର ନିଅଣ୍ଟିଆ ସ୍ଥିତି ଭିତରେ ଆଇସିଏମଆର ମୁଖ୍ୟଙ୍କ ବଡ଼ ଦାବି । ଅଗଷ୍ଟ ପହିଲାରୁ ଗୋଟିଏ ଦିନରେ ଦେଶବାସୀଙ୍କୁ ଦିଆଯିବ କୋଟିଏ ଟୀକା । ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ହେବ ଟୀକାକରଣ ।
କନକ ବ୍ୟୁରୋ: ଜୁଲାଇ ଅଧାରୁ ଅବା ଅଗଷ୍ଟ ଆରମ୍ଭରୁ ଦେଶରେ ଦିନକୁ ୧ କୋଟି ଟୀକାକରଣ ହୋଇପାରିବ । ଆଇସିଏମଆର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ୍ ଏହି ସୁଚନା ଦେଇ କହିଛନ୍ତି, ବର୍ଷ ଶେଷ ସୁଦ୍ଧା ୧୦୮ କୋଟି ଲୋକଙ୍କୁ ଟୀକାକରଣ କରାଯିବ । ବର୍ତ୍ତମାନ ଉଭୟ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍ ସେମାନଙ୍କର ଉତ୍ପାଦନକୁ ବହୁ ମାତ୍ରାରେ ବଢାଛନ୍ତି । ତେଣୁ ଭବିଷ୍ୟତରେ ଟୀକାର ଅଭାବ ଦେଖିବାକୁ ମିଳିବ ନାହିଁ । ଏବେ ମଧ୍ୟContinue reading “ଟୀକାର ନିଅଣ୍ଟିଆ ସ୍ଥିତି ଭିତରେ ଆଇସିଏମଆର ମୁଖ୍ୟଙ୍କ ବଡ଼ ଦାବି । ଅଗଷ୍ଟ ପହିଲାରୁ ଗୋଟିଏ ଦିନରେ ଦେଶବାସୀଙ୍କୁ ଦିଆଯିବ କୋଟିଏ ଟୀକା । ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ହେବ ଟୀକାକରଣ ।”
ଓଡିଶାରେ ଦିଆଗଲା ଟ୍ରମ୍ପ ନେଇଥିବା ଔଷଧ । ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଦିଆଗଲା ‘ମନକ୍ଲୋନାଲ ଆଣ୍ଟିବଡି କକଟେଲ’ । ୮୨ ବର୍ଷିୟ ବୃଦ୍ଧଙ୍କ ଶରୀରରେ ହେଲା ପ୍ରୟୋଗ ।
କନକ ବ୍ୟୁରୋ: ଓଡିଶାରେ ଟ୍ରମ୍ପ ଔଷଧ । ରାଜ୍ୟରେ ପ୍ରଥମଥର ପାଇଁ ବ୍ୟବହାର ହେଲା ‘ଟ୍ରମ୍ପ’ ଔଷଧ । କରୋନାର ଚିକିତ୍ସା ପାଇଁ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯେଉଁ କକଟେଲ ବା ଔଷଧ ଦିଆଯାଇଥିଲା, ଆଜି ପ୍ରଥମ ଥର ପାଇଁ ଓଡିଶାରେ ସେହି କକଟେଲ ବ୍ୟବହାର କରାଯାଇଛି । ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଜଣେ ୮୨ ବର୍ଷିୟ ବୃଦ୍ଧଙ୍କୁ ଏହି କକଟେଲ୍ ଦିଆଯାଇଛି । ଏହା ଏକ ଆଂଟିବଡି ଔଷଧ । ସ୍ୱଳ୍ପରୁ ମଧ୍ୟମContinue reading “ଓଡିଶାରେ ଦିଆଗଲା ଟ୍ରମ୍ପ ନେଇଥିବା ଔଷଧ । ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଦିଆଗଲା ‘ମନକ୍ଲୋନାଲ ଆଣ୍ଟିବଡି କକଟେଲ’ । ୮୨ ବର୍ଷିୟ ବୃଦ୍ଧଙ୍କ ଶରୀରରେ ହେଲା ପ୍ରୟୋଗ ।”
ବ୍ରାଣ୍ଡ୍ ଅସଲି, ଟିଭି ନକଲି । ଭୁବନେଶ୍ୱର ୪ଟି ସୋରୁମରେ ଚଢ଼ାଉ, ୧୨୦ଟି ଟିଭି ଜବତ, ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ସ୍ପେଶାଲ ସ୍କାର୍ଡ, ୪ ଗିରଫ ।
କନକ ବ୍ୟୁରୋ : ଖାଦ୍ୟ ସାମଗ୍ରୀ ନକଲି କଥା ଶୁଣୁଥିଲେ । ନକଲି ଘିଅ, ନକଲି ମୋବିଲ, ନକଲି ମସଲା ଗୁଣ୍ଡ, ନକଲି ପନୀର ଖବର ବି ଜାଣିଥିଲେ, ହେଲେ ଆପଣମାନେ କେବେ ଚିନ୍ତା କରିନଥିବା ଟିଭି ବି ନକଲି ଅଛି । ଆଜି ଭୁବନେଶ୍ୱରରୁ ଏକ ଲୁଟେରା ଗ୍ୟାଙ୍ଗକୁ ପୁଲିସ ଗିରଫ କରିଛି । ସେମାନଙ୍କୁ ଠାରୁ ବିଭିନ୍ନ ନାମିଦାମୀ କମ୍ପାନୀ ନାଁରେ ନକଲି ଟିଭି ଜବତ କରାଯାଇଛି । ନକଲି ଟିଭି ଆଣି ଶସ୍ତାରେContinue reading “ବ୍ରାଣ୍ଡ୍ ଅସଲି, ଟିଭି ନକଲି । ଭୁବନେଶ୍ୱର ୪ଟି ସୋରୁମରେ ଚଢ଼ାଉ, ୧୨୦ଟି ଟିଭି ଜବତ, ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ସ୍ପେଶାଲ ସ୍କାର୍ଡ, ୪ ଗିରଫ ।”
ଚାଲିଗଲେ ଓଡ଼ିଶା ଫୁଟବଲର ଦ୍ରୋଣାଚାର୍ଯ୍ୟ । ଚିକିତ୍ସାଧୀନ ଅବସ୍ଥାରେ କିମ୍ବଦନ୍ତୀ ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ, ଗାଁର ପ୍ରତିଭାକୁ ଜାତୀୟ-ଅର୍ନ୍ତଜାତୀୟସ୍ତର ଯାଏଁ ପହଞ୍ଚାଇ ପାରିଥିଲେ ନନ୍ଦକିଶୋର ।
କନକ ବ୍ୟୁରୋ : ଓଡିଶାର ଫୁଟବଲକୁ ଜାତୀୟ ସ୍ତରରେ ପରିଚୟ ଦେଇଥିବା ଖ୍ୟାତନାମା ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକ ଆଉ ନାହାନ୍ତି । କରୋନା ଅନେକ ଲୋକଙ୍କୁ ଏଭଳି ଛଡାଇ ନେଉଥିବା ବେଳେ ନନ୍ଦକିଶୋର ପଟ୍ଟନାୟକ କରୋନାର ଶିକାର ହୋଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । କୁହାଯାଏ-ବଣର ମଲ୍ଲୀ ବଣରେ ଫୁଟି ମଉଳି ଯାଏ । ଓଡିଆ ଭାଷାରେ ଥିବା ଏହି ଲୋକକଥାକୁ କିଛି ଲୋକ ଭୁଲ ପ୍ରମାଣିତ କରି ଦେଇଥିଲେ, ଆଉContinue reading “ଚାଲିଗଲେ ଓଡ଼ିଶା ଫୁଟବଲର ଦ୍ରୋଣାଚାର୍ଯ୍ୟ । ଚିକିତ୍ସାଧୀନ ଅବସ୍ଥାରେ କିମ୍ବଦନ୍ତୀ ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ, ଗାଁର ପ୍ରତିଭାକୁ ଜାତୀୟ-ଅର୍ନ୍ତଜାତୀୟସ୍ତର ଯାଏଁ ପହଞ୍ଚାଇ ପାରିଥିଲେ ନନ୍ଦକିଶୋର ।”
ସାଧାରଣ ଲୋକ ଫାଇନ ଗଣନ୍ତି, ଅପରାଧୀ ଏଠି ଛୁରୀ ମାରନ୍ତି । ରାଜଧାନୀରେ ପଦାକୁ ବାହାରିବାକୁ ଲାଗୁଛି ଡର । ପ୍ରଶ୍ନ ଉଠୁଛି, ଭୁବନେଶ୍ୱରରେ କଣ କେବଳ ଫାଇନ କାଟିବାକୁ ପୋଲିସ ଅଛି?
କନକ ବ୍ୟୁରୋ : ଭୁବନେଶ୍ୱରର ନୟାପଲ୍ଲୀ ମର୍ଣ୍ଣିଂ ୱାକ୍ କରୁଥିବା ମହିଳାଙ୍କୁ ଛୁରାମାଡ ଘଟଣା, ସାରା ରାଜ୍ୟରେ ଚର୍ଚ୍ଚା ପାଲଟିଛି । କେମିତି ସ୍ପଷ୍ଟ ଦିବାଲୋକରେ ସକାଳ ୬ଟା ୩୦ରେ ମହିଳାଙ୍କୁ ଛୁରା ମାରି ଦୁର୍ବୃତ୍ତ ଜଣକ ଆରାମରେ ଦୌଡି ପଳାଇ ଯାଇଛି, ତାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି । କିନ୍ତୁ ଏପଟେ ଆମ ପୁଲିସ ବାବୁମାନେ ଫାଇନ୍ କାଟିବାରେ ଖୁବ୍ ସ୍ମାର୍ଟ । କେହି ତାଙ୍କ ଆଖି ସାମ୍ନାରୁ ବର୍ତି ପାରିବେ ନାହିଁ ।Continue reading “ସାଧାରଣ ଲୋକ ଫାଇନ ଗଣନ୍ତି, ଅପରାଧୀ ଏଠି ଛୁରୀ ମାରନ୍ତି । ରାଜଧାନୀରେ ପଦାକୁ ବାହାରିବାକୁ ଲାଗୁଛି ଡର । ପ୍ରଶ୍ନ ଉଠୁଛି, ଭୁବନେଶ୍ୱରରେ କଣ କେବଳ ଫାଇନ କାଟିବାକୁ ପୋଲିସ ଅଛି?”