ବୁଲି ବୁଲି କରୋନା ସ୍ଥିତି ପରଖୁଛନ୍ତି କେନ୍ଦ୍ରମନ୍ତ୍ରୀ । ପିପିଇ କିଟ୍ ପିନ୍ଧି ଅନୁଗୁଳର କୋଭିଡ୍ ହସ୍ପିଟାଲ ବୁଲିଲେ ଧର୍ମେନ୍ଦ୍ର । ଲୋକାର୍ପଣ କଲେ ୨୭୦ ଶଯ୍ୟାର କୋଭିଡ୍ ସେଣ୍ଟର ।

କନକ ବ୍ୟୁରୋ: କେମିତି ଅଛି କୋଭିଡ୍ ହସ୍ପିଟାଲର ସ୍ଥିତି ? ପିପିଇ କିଟ୍ ପିନ୍ଧି ସ୍ଥିତି ପରଖିଲେ, ରୋଗୀଙ୍କ ସମ୍ପର୍କରେ ପଚାରି ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳରେ ୨୭୦ ଶଯ୍ୟା ବିଶିଷ୍ଟ କୋଭିଡ୍ ସେଣ୍ଟରର ଲୋକାର୍ପଣ ପରେ ବଳରାମ ପ୍ରସାଦ ସ୍ଥିତ ଇଏସଆଇ ହସ୍ପିଟାଲରେ ନାଲକୋ ସହଯୋଗରେ ନିର୍ମିତ କୋଭିଡ୍ ହସ୍ପିଟାଲ ଏବଂ ତାଳଚେର ସ୍ଥିତ ଏମସିଏଲର କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ନିଜେ ପିପିଇ କିଟ୍ ପିନ୍ଧି କୋଭିଡ୍Continue reading “ବୁଲି ବୁଲି କରୋନା ସ୍ଥିତି ପରଖୁଛନ୍ତି କେନ୍ଦ୍ରମନ୍ତ୍ରୀ । ପିପିଇ କିଟ୍ ପିନ୍ଧି ଅନୁଗୁଳର କୋଭିଡ୍ ହସ୍ପିଟାଲ ବୁଲିଲେ ଧର୍ମେନ୍ଦ୍ର । ଲୋକାର୍ପଣ କଲେ ୨୭୦ ଶଯ୍ୟାର କୋଭିଡ୍ ସେଣ୍ଟର ।”

ସ୍ଥିର ରହିଛି ଓଡ଼ିଶାରେ ସଂକ୍ରମଣ । ଡିଏମଇଟି କହିଲେ, ବିଳମ୍ବରେ ଶୀର୍ଷକୁ ଯାଇଥିବାରୁ ଖସିବା ପାଇଁ ଲାଗିବ ସମୟ ।

କନକ ବ୍ୟୁରୋ : ଓଡିଶାର କରୋନା ସଂକ୍ରମଣ ହାର ଆଜି ୧୪ ପ୍ରତିଶତ ରହିଛି । ଅର୍ଥାତ୍ ଶହେ ଜଣଙ୍କୁ ପରୀକ୍ଷା କଲେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି, ଓଡିଶାରେ ସଂକ୍ରମଣ ଡେରିରେ ଶୀର୍ଷକୁ ଯାଇଥିବାରୁ କମିବା ପାଇଁ ମଧ୍ୟ ସମୟ ଲାଗୁଛି । ସଂକ୍ରମଣ ବଢିବା କିମ୍ବା ଦୁଇ ଗୁଣା ନହେବା, ଏକ ଭଲ ସଂକେତ ବୋଲି କୁହାଯାଉଛି । ତେବେ ଏହା ମଧ୍ୟରେ ଆଜି ସର୍ବାଧିକ ୩୭Continue reading “ସ୍ଥିର ରହିଛି ଓଡ଼ିଶାରେ ସଂକ୍ରମଣ । ଡିଏମଇଟି କହିଲେ, ବିଳମ୍ବରେ ଶୀର୍ଷକୁ ଯାଇଥିବାରୁ ଖସିବା ପାଇଁ ଲାଗିବ ସମୟ ।”

ବାତିଲ ହେଲା ସିବିଏସଇ ଦ୍ୱାଦଶ ପରୀକ୍ଷା । ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ବଡ ନିଷ୍ପତ୍ତି ।

କନକ ବ୍ୟୁରୋ: ସିବିଏସଇ ପରୀକ୍ଷା ନେଇ ବର୍ତ୍ତମାନ ସମୟରେ ସବୁଠାରୁ ବଡ ଖବର । ବାତିଲ ହେଲା ସିବିଏସଇ ପରୀକ୍ଷା । ରଦ୍ଦ ହେଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ପ୍ରଧାନମନ୍ତ୍ରୀଙ୍କ ସହ ସିବିଏସଇର ବୈଠକ ପରେ ବଡ ନିଷ୍ପତ୍ତି । ପିଲାଙ୍ଗ ସୁରକ୍ଷାକୁ ପ୍ରାଥମିକତା ଦେଇ ନିଷ୍ପତ୍ତି ନିଆଗଲା । ପ୍ରଧାନମନ୍ତ୍ରୀ କହିଲେ, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ପ୍ରାଥମିକତା । ସେମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସହ ବୁଝାବଣା ନାହିଁ । ତେବେContinue reading “ବାତିଲ ହେଲା ସିବିଏସଇ ଦ୍ୱାଦଶ ପରୀକ୍ଷା । ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ବଡ ନିଷ୍ପତ୍ତି ।”

ଗୋଟିଏ ଦିନରେ ଦିଆଯିବ କୋଟିଏ ଟୀକା । ବର୍ଷ ଶେଷ ସୁଦ୍ଧା ୧୦୮ କୋଟି ଲୋକଙ୍କର ହେବ ଟୀକାକରଣ, ଆଇସିଏମଆର ମୁଖ୍ୟଙ୍କ ବଡ ସୂଚନା । 

କନକ ବ୍ୟୁରୋ : ଜୁଲାଇ ଅଧାରୁ ଅବା ଅଗଷ୍ଟ ଆରମ୍ଭରୁ ଦେଶରେ ଦିନକୁ ୧ କୋଟି ଟୀକାକରଣ ହୋଇପାରିବ । ଆଇସିଏମଆର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ୍ ଏହି ସୂଚନା ଦେଇ କହିଛନ୍ତି, ବର୍ଷ ଶେଷ ସୁଦ୍ଧା ୧୦୮ କୋଟି ଲୋକଙ୍କୁ ଟୀକାକରଣ କରାଯିବ । ବର୍ତ୍ତମାନ ଉଭୟ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍ ସେମାନଙ୍କର ଉତ୍ପାଦନକୁ ବହୁ ମାତ୍ରାରେ ବଢାଇଛନ୍ତି । ତେଣୁ ଭବିଷ୍ୟତରେ ଟୀକାର ଅଭାବ ଦେଖିବାକୁ ମିଳିବ ନାହିଁ । ଏବେContinue reading “ଗୋଟିଏ ଦିନରେ ଦିଆଯିବ କୋଟିଏ ଟୀକା । ବର୍ଷ ଶେଷ ସୁଦ୍ଧା ୧୦୮ କୋଟି ଲୋକଙ୍କର ହେବ ଟୀକାକରଣ, ଆଇସିଏମଆର ମୁଖ୍ୟଙ୍କ ବଡ ସୂଚନା । “

ଟିକାର ଗ୍ଲୋବାଲ ଟେଣ୍ଡରକୁ ଲାଗିଲା ଝଟକା । ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେଲେନି ବିଶ୍ୱର ବଡ଼ ବଡ଼ କମ୍ପାନି, ରାଜ୍ୟ କହିଲା ଟଙ୍କା ଦେଉଛୁ,  ଟିକା କିଣିକି ଦେଉ କେନ୍ଦ୍ର ।

କନକ ବ୍ୟୁରୋ : କିଛି ଦିନ ପୂର୍ବରୁ ଓଡିଶା ସରକାର ବିଦେଶରୁ ଟିକା ଆମଦାନୀ କରିବା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିଥିଲେ । ଆଜି ଏ ସଂପର୍କରେ ନବକିଶୋର ଦାସ, କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ସ୍ପଷ୍ଟ କରିଛନ୍ତି, କିଛି ବୈଧାନିକ ପ୍ରସଙ୍ଗ କାରଣରୁ ଓଡିଶା ସରକାର ବିଦେଶୀ କମ୍ପାନିଙ୍କ ଠାରୁ ଟିକା ହାସଲ କରି ପାରିବେ ନାହିଁ । ଏଥିପାଇଁ ନିଜେ କେନ୍ଦ୍ର ସରକାରଙ୍କୁ ଟିକା କିଣିବାକୁ ପଡିବ । ଏଥିପାଇଁContinue reading “ଟିକାର ଗ୍ଲୋବାଲ ଟେଣ୍ଡରକୁ ଲାଗିଲା ଝଟକା । ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେଲେନି ବିଶ୍ୱର ବଡ଼ ବଡ଼ କମ୍ପାନି, ରାଜ୍ୟ କହିଲା ଟଙ୍କା ଦେଉଛୁ,  ଟିକା କିଣିକି ଦେଉ କେନ୍ଦ୍ର ।”

ଟିକା ମିଶ୍ରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବଡ ବୟାନ । କହିଲା, ସମସ୍ତଙ୍କୁ ନେବାକୁ ପଡିବ ଗୋଟେ ଟିକାର ଦୁଇଟି ଡୋଜ ।

କନକ ବ୍ୟୁରୋ : ଦୁଇଟି ଭିନ୍ନ ଟିକାର ଡୋଜ ନେବା ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ଏହାର ପ୍ରଭାବ ଉପରେ ପର୍ଯ୍ୟାପ୍ତ ବୈଜ୍ଞାନିକ ପ୍ରମାଣ ସଂଗ୍ରହ ନହେବା ପର୍ଯ୍ୟନ୍ତ ଭାରତରେ କୋଭିଡ-୧୯ ଟିକାର ମିଶ୍ରଣ ହେବ ନାହିଁ। କୋଭିସିଲ୍ଡର ପ୍ରଥମ ଡୋଜ ନେଇଥିବା ଲୋକେ କୋଭିସିଲ୍ଡର ଦ୍ଵିତୀୟ ଡୋଜ ନେବେ ଏବଂ କୋଭାକ୍ସିନର ପ୍ରଥମ ଡୋଜContinue reading “ଟିକା ମିଶ୍ରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବଡ ବୟାନ । କହିଲା, ସମସ୍ତଙ୍କୁ ନେବାକୁ ପଡିବ ଗୋଟେ ଟିକାର ଦୁଇଟି ଡୋଜ ।”

ଏବର୍ଷ ଓଡ଼ିଶାରେ ସ୍ୱାଭାବିକ୍ ହେବ ମୌସୁମୀ ବର୍ଷା । ଆଇଏମଡିର ଆକଳନ ଜୁନରେ ଅଧିକ ବର୍ଷିବ ।

କନକ ବ୍ୟୁରୋ : ଚଳିତ ମୌସୁମୀ ଋତୁରେ ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ । ଜୁନ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯ଼େ, ସାଧାରଣତଃ ଜୁନ ୧ରେ କେରଳରେ ମୌସୁମୀ ଆସିଥାଏ ଓ ତାହାର ୧୦ରୁ ୧୨ ଦିନ ପରେ ଓଡ଼ିଶାକୁ ମୌସୁମୀ ଆସିଥାଏ । କିନ୍ତୁ ଏବର୍ଷ ତାହା ଜୁନ ୩ରେ ଆସିବାର ସମ୍ଭାବନା ରହିଛିContinue reading “ଏବର୍ଷ ଓଡ଼ିଶାରେ ସ୍ୱାଭାବିକ୍ ହେବ ମୌସୁମୀ ବର୍ଷା । ଆଇଏମଡିର ଆକଳନ ଜୁନରେ ଅଧିକ ବର୍ଷିବ ।”

ମମତାଙ୍କୁ ମୋଦି ଦେଇନଥିଲେ ବାତ୍ୟା ସମୀକ୍ଷା ବୈଠକରୁ ଅଧାରୁ ଯିବାକୁ ଅନୁମତି । ଦିଦିଙ୍କ ୯ଟି ବଡ଼ ହମଲାର ଜବାବ ରଖିଲା କେନ୍ଦ୍ର ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ୟାସ ସମ୍ପର୍କିତ ସମୀକ୍ଷା ବୈଠକ ଅଧାରୁ ଯିବା ପୂର୍ବରୁ ୩ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମତି ନେଇଥିଲି ବୋଲି କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଦିଦିଙ୍କ ଦାବିକୁ ମିଛ ବୋଲି କହି ସେଦିନର ପୁରା ଘଟଣା ବିଷୟରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ବୈଠକ ଅଧାରୁ ଯିବା ପାଇଁ ଦିଦିଙ୍କୁ ପ୍ରଧାନମନ୍ତ୍ରୀ ଅନୁମତି ଦେଇନଥିବା କହିଛି କେନ୍ଦ୍ର । ଦିଦି କହିଥିଲେ ଯେ, “ବାତ୍ୟାContinue reading “ମମତାଙ୍କୁ ମୋଦି ଦେଇନଥିଲେ ବାତ୍ୟା ସମୀକ୍ଷା ବୈଠକରୁ ଅଧାରୁ ଯିବାକୁ ଅନୁମତି । ଦିଦିଙ୍କ ୯ଟି ବଡ଼ ହମଲାର ଜବାବ ରଖିଲା କେନ୍ଦ୍ର ।”

ବ୍ଲାକ ଫଙ୍ଗସ୍: ଆଇଆଇଟି ହାଇଦ୍ରାବାଦ ପ୍ରସ୍ତୁତ କଲା ଓରାଲ ସଲ୍ୟୁସନ ।

କନକ ବ୍ୟୁରୋ : ଦେଶରେ ଏବେ କରୋନା ସହିତ ବ୍ଲାକ ଫଙ୍ଗସ୍ ବି ମହାମାରୀ ରୂପ ନେବାକୁ ବସିଲାଣି । କରୋନା କାଳରେ ବି ଏହି ବ୍ଲାକ ଫଙ୍ଗସ୍ ରୋଗରେ ସଂକ୍ରମିତ ହୋଇ କିଛି ଲୋକଙ୍କ ଜୀବନ ଗଲାଣି । କରୋନା ତୁଳନାରେ ଏହି ରୋଗର ଚିକିତ୍ସା କେବଳ ମହଙ୍ଗା ନୁହେଁ, ଏବେ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ଇଂଜେକ୍ସନ ବି ସହଜରେ ଉପଲବ୍ଧ ହେଉନାହିଁ । ତେବେ ଇତି ମଧ୍ୟରେ ଆଇଆଇଟିContinue reading “ବ୍ଲାକ ଫଙ୍ଗସ୍: ଆଇଆଇଟି ହାଇଦ୍ରାବାଦ ପ୍ରସ୍ତୁତ କଲା ଓରାଲ ସଲ୍ୟୁସନ ।”

ମମତାଙ୍କ ମୁଖ୍ୟ ପରାମର୍ଶଦାତା ଅଳ୍ପନଙ୍କୁ କେନ୍ଦ୍ର ପଠାଇଲା କାରଣ ଦର୍ଶାଅ ନୋଟିସ । ରୁଜୁ ହୋଇପାରେ ଏତଲା ।

କନକ ବ୍ୟୁରୋ : କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଥମୁନି ବିବାଦ । ଗତକାଲି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପାଧ୍ୟାୟଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିବା ପରେ ଆଜି କେନ୍ଦ୍ର ଅଳ୍ପନ ବନ୍ଦୋପଧ୍ୟାୟଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିବା ଜଣାପଡିଛି । ମେ’ ୩୧ରେ ଅଳ୍ପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀରେ ପହଞ୍ଚିବା ପାଇଁ କୁହାଯାଇଥିବା ବେଳେ ଦିଦି ତାଙ୍କୁ ଦିଲ୍ଲୀ ଛାଡ଼ିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁContinue reading “ମମତାଙ୍କ ମୁଖ୍ୟ ପରାମର୍ଶଦାତା ଅଳ୍ପନଙ୍କୁ କେନ୍ଦ୍ର ପଠାଇଲା କାରଣ ଦର୍ଶାଅ ନୋଟିସ । ରୁଜୁ ହୋଇପାରେ ଏତଲା ।”

Design a site like this with WordPress.com
Get started