ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୧ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା, ଗଜପତି ଜିଲ୍ଲା ତଥା ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲା ଉପରେ କିଛି ସ୍ଥାନରେ ଏବଂ ଓଡିଶାର ବାକି ଜିଲ୍ଲାମାନଙ୍କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି । ଏଥିସହ କାଳବୈଶାଖୀ ଭୟ ରହିଥିବାContinue reading “ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୧ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”

ସାପ କାମୁଡାରେ ଆଖି ବୁଜିଲା ମାଆ, ଅନାଥ ହୋଇଗଲେ ଦୁଇ ଛୁଆ… ପୂର୍ବରୁ ପରପାରିକୁ ଚାଲି ଯାଇଥିଲେ ବାପା, ଏବେ ମାଆକୁ ଛଡାଇ ନେଲା ନିଷ୍ଠୁର ବିଧାତା ।

କନକ ବ୍ୟୁରୋ: ଅନାଥ କରିଦେଲା ସାପ । ବାପାଙ୍କ ପରେ ଆଖି ବୁଜିଲା ମାଆ…ସାପ କରିଦେଲା ସର୍ବହରା । ପିଲାଙ୍କ ମୁଣ୍ଡରୁ ହଟିଗଲା ମାଆର ପଣତ । ଦୁଇ ଭାଇଙ୍କ ପାଇଁ ଏବେ ସ୍ୱପ୍ନ ପାଲଟିଗଲା ମାଆ ଡାକ । ଆଉ ଡର ଲାଗିଲେ କାହାକୁ ଡାକିବେ ଦୁଇ ଭାଇ… ଭୋକ ଲାଗିଲେ କାହାକୁ ମାଗିବେ ଭାତ ତିଅଣ ? ମାଆ ତ ଆଉ ନାହିଁ ଏବେ କିଏ ବୁଝିବ ମନର ଭାଷା ? କିଏ ପଢିବContinue reading “ସାପ କାମୁଡାରେ ଆଖି ବୁଜିଲା ମାଆ, ଅନାଥ ହୋଇଗଲେ ଦୁଇ ଛୁଆ… ପୂର୍ବରୁ ପରପାରିକୁ ଚାଲି ଯାଇଥିଲେ ବାପା, ଏବେ ମାଆକୁ ଛଡାଇ ନେଲା ନିଷ୍ଠୁର ବିଧାତା ।”

ମାସ୍କ ପିନ୍ଧିଲେ ଲାଗିବ ଜୋରିମାନା ! ଏମିତି ଏକ ସ୍ଥାନ, ଯେଉଁଠି ମାସ୍କ ପିନ୍ଧିଲେ ଦେବାକୁ ପଡିବ ଫାଇନ୍ । ଜାଣନ୍ତୁ କେଉଁଠି ହୋଇଛି ଏମିତି ନିୟମ ?

କନକ ବ୍ୟୁରୋ : ମାସ୍କ ପିନ୍ଧିଲେ ଜୋରିମାନା ! ମାସ୍କ ପିନ୍ଧିଲେ ଏଠାରେ ଦେବାକୁ ପଡିବ ଏକ୍ସଟ୍ରା ଚାର୍ଜ । ଏକଥା ଶୁଣି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ । ଯେ ଯେତେବେଳେ, କରୋନାର ସଂକ୍ରମଣ ରୋକିବାକୁ ପୂରା ବିଶ୍ୱ ଲଢେଇ କରୁଛି ଆଉ ଅନେକ କଟକଣା ଭିତରେ ଲୋକେ ଛନ୍ଦି ହୋଇରହୁଛନ୍ତି, ସେତେବେଳେ ଏମିତି ଏକ ଖବର ଆପଣଙ୍କୁ ହାସ୍ୟାସ୍ପଦ ଲାଗିବା ସ୍ୱାଭାବିକ୍ । କାରଣ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ବିଭିନ୍ନ ଦେଶରେ ଲକଡାଉନ୍,Continue reading “ମାସ୍କ ପିନ୍ଧିଲେ ଲାଗିବ ଜୋରିମାନା ! ଏମିତି ଏକ ସ୍ଥାନ, ଯେଉଁଠି ମାସ୍କ ପିନ୍ଧିଲେ ଦେବାକୁ ପଡିବ ଫାଇନ୍ । ଜାଣନ୍ତୁ କେଉଁଠି ହୋଇଛି ଏମିତି ନିୟମ ?”

କରୋନାର କରୁଣ କାହାଣୀ । ୨୪ ଘଣ୍ଟା ଭିତରେ ଚାଲିଗଲା ବାପା ଓ ପୁଅଙ୍କ ଜୀବନ, ରାୟଗଡାରୁ ଆସିଲା ଦୁଃଖଦ ଖବର । 

କନକ ବ୍ୟୁରୋ : କରୋନା ଉଜାଡ଼ି ଦେଲା ସଂସାର । ୨୪ଘଣ୍ଟା ଭିତରେ ବାପା ପୁଅଙ୍କର ମୃତ୍ୟୁ ହୋଇଛି । ରାୟଗଡା ସହରର ଜଣେ ଜଣାଶୁଣା ସୁନା ବ୍ୟବସାୟୀ ତଥା କୋଟି କୋଟି ଟଙ୍କାର ମାଲିକ ପେଦିସେଟି କୁମାର ସ୍ୱାମୀ ଦୁଇଟି ଡ଼ୋଜ ନେଇଥିଲେ ମଧ୍ୟ କରୋନାରେ ତାଙ୍କର ମୃତ୍ୟୁ ହୋଇଛି । ଚଳିତ ମାସ ପହିଲାରେ ସ୍ୱର୍ଗତ କୁମାର ସ୍ୱାମୀଙ୍କ ସ୍ତ୍ରୀ ଓ ସାନ ପୁଅ କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଚିକିତ୍ସିିତ ହେବାContinue reading “କରୋନାର କରୁଣ କାହାଣୀ । ୨୪ ଘଣ୍ଟା ଭିତରେ ଚାଲିଗଲା ବାପା ଓ ପୁଅଙ୍କ ଜୀବନ, ରାୟଗଡାରୁ ଆସିଲା ଦୁଃଖଦ ଖବର । “

ନବରଙ୍ଗପୁରରେ ଅଘଟଣ । କୂଅ ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ନବରଙ୍ଗପୁରରେ ଅଘଟଣ । କୂଅ ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ । ଜଣେ ଗୁରୁତରଙ୍କୁ ଚିକିତ୍ସା ପାଇଁ ହାଟଭରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି । ରାଇଘର ବ୍ଲକ ହାଟଭରାଣ୍ଡି ପଂଚାୟତର ସୋନାରପାରା ଗାଁରେ କୂଅ ସଫା କରିବାକୁ କୁଅ ଭିତରେ ପଶିଥିଲେ ଶ୍ରମିକ । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ ହେମରାଜ ହାଲୱା ଓContinue reading “ନବରଙ୍ଗପୁରରେ ଅଘଟଣ । କୂଅ ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ।”

ଦିନେ ସୋନୁ ସୁଦଙ୍କୁ ଫଟୋସୁଟ୍ ପାଇଁ ମନା କରିଥିଲା ନାମୀଦାମୀ ମାଗାଜିନ୍ । ଏବେ ସେହି ମାଗାଜିନର ମେନ୍ ପେଜର ସ୍ଥାନ ପାଇଛି ସୋନୁଙ୍କ ଫଟୋ ।

କନକ ବ୍ୟୁରୋ : ଦିନେ ସୋନୁଙ୍କୁ ରିଜେକ୍ଟ କରିଥିଲା ଷ୍ଟାରଡଷ୍ଟ ମାଗାଜିନ୍ । ଆଜି ମାଗାଜିନର କଭର ପେଜର ସ୍ଥାନ ପାଇଛି ସୋନୁଙ୍କ ଫଟୋ । ଏକ ମାଗାଜିନ୍ ସୁଟର ଅଡିସନ୍ ଦେଇ ଦିନେ ରିଜେକ୍ଟ ହୋଇଥିଲେ ସୋନୁ ସୁଦ୍ । ଆଉ ଆଜି ସେହି ମାଗାଜିନର କଭର ପେଜରେ ଶୋଭା ପାଉଛି ସୋନୁଙ୍କ ଫଟୋ । ଷ୍ଟାରଡଷ୍ଟର କଭର ପେଜରେ ସ୍ଥାନ ପାଇଛି ସୋନୁଙ୍କ ଫଟୋ । ଆଉ ଲେଖାଯାଇଛି, କ’ଣ ରିୟଲ ହିରୋ ସୋନୁContinue reading “ଦିନେ ସୋନୁ ସୁଦଙ୍କୁ ଫଟୋସୁଟ୍ ପାଇଁ ମନା କରିଥିଲା ନାମୀଦାମୀ ମାଗାଜିନ୍ । ଏବେ ସେହି ମାଗାଜିନର ମେନ୍ ପେଜର ସ୍ଥାନ ପାଇଛି ସୋନୁଙ୍କ ଫଟୋ ।”

ମଶାଣୀରୁ ମାଟି ଖୋଳି ଯୁବତୀଙ୍କ ମୃତଦେହ ବାହାର କଲା ଯାଜପୁର ଧର୍ମଶାଳା ପୋଲିସ । ସତ ଲୁଚିଛି କି ମାଟି ତଳେ…!

କନକ ବ୍ୟୁରୋ : ମଶାଣୀରେ ଲୁଚିଛି କି ସତ? ମାଟି ଖୋଳି ଯୁବତୀଙ୍କ ମୃତଦେହ ବାହାର କଲା ଯାଜପୁର ଧର୍ମଶାଳା ପୋଲିସ । ଆରୁହ ଗାଁର ଉପସାନା ଜେନାଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ । ଧର୍ମଶାଳା ଥାନା ଅରୁହା ଗାଁର ସ୍ୱର୍ଗତ ଅନନ୍ତ ଜେନାଙ୍କ ଝିଅ ଉପାସନା ଜେନାଙ୍କର ରବିବାର ଦିନ କୌଣସି କାରଣରୁ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ପରିବାର ଲୋକେ ସ୍ଥାନୀୟ ଏକ ଶଶ୍ମାନରେ ଶବକୁ ପୋତିଦେଇଥିଲେ । ତେବେ ଯୁବତୀContinue reading “ମଶାଣୀରୁ ମାଟି ଖୋଳି ଯୁବତୀଙ୍କ ମୃତଦେହ ବାହାର କଲା ଯାଜପୁର ଧର୍ମଶାଳା ପୋଲିସ । ସତ ଲୁଚିଛି କି ମାଟି ତଳେ…!”

ପ୍ରେମ ପାଇଁ ସାଙ୍ଗକୁ ଜୀବନରୁ ମାରିଦେଲା ସାଙ୍ଗ । ଭୋଜି ଖୁଆଇ, ମଦ ପିଆଇ ତଣ୍ଟି ଚିପିଦେଲା ସୈତାନ ସାଙ୍ଗ ।

କନକ ବ୍ୟୁରୋ : ସାଙ୍ଗକୁ ମାରିଲା ସାଙ୍ଗ । ତ୍ରିକୋଣୀୟ ପ୍ରେମ କାହାଣୀରୁ କରୁଣ ପରିଣତି । ପ୍ରେମ ପାଇଁ ହତ୍ୟାକାରୀ ସାଜିଲା ସାଙ୍ଗ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରୁ ଆସିଛି ଏମିତି ଏକ ଚାଂଚଲ୍ୟକର ଖବର । ମିଳିଥିବା ସୂଚନା ମୁତାବକ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଦେବଲାପଡ଼ା ଗ୍ରାମର ଉମାକାନ୍ତ କାଣ୍ଡ ଏବଂ ତାଙ୍କ ସାଙ୍ଗ ରୁମାନ ବଗର୍ତ୍ତି ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ଉମାକାନ୍ତଙ୍କ ସହ ଉକ୍ତ ଯୁବତୀଙ୍କ ଘନିଷ୍ଠତା ବଢୁଥିଲା। ଯାହାକୁContinue reading “ପ୍ରେମ ପାଇଁ ସାଙ୍ଗକୁ ଜୀବନରୁ ମାରିଦେଲା ସାଙ୍ଗ । ଭୋଜି ଖୁଆଇ, ମଦ ପିଆଇ ତଣ୍ଟି ଚିପିଦେଲା ସୈତାନ ସାଙ୍ଗ ।”

ପଦାରେ ପଡିଲା କଲେଜ ନିର୍ଦ୍ଦେଶକଙ୍କ କେଳେଙ୍କାରୀ : ଅନ୍ୟ ଯୁବତୀଙ୍କୁ ଆଣି ସ୍ତ୍ରୀ ସାମ୍ନାରେ ରଖୁଥିଲେ ଶାରିରୀକ ସମ୍ପର୍କ

କନକ ବ୍ୟୁରୋ : ପଦାରେ ପଡିଲା କଲେଜ ନିର୍ଦ୍ଦେଶକଙ୍କ ଯୌନ କେଳେଙ୍କାରୀ । ଘରକୁ ଅନ୍ୟ ଯୁବତୀଙ୍କୁ ଆଣି ସ୍ତ୍ରୀଙ୍କ ସମ୍ମୁଖରେ ଶାରିରୀକ ସଂପର୍କ ରଖୁଥିଲେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରର ପ୍ରତିଷ୍ଠିତ ଟେକ୍ନୋୱାର୍ଲ୍ଡ ଆବାସିକ ମହାବିଦ୍ୟାଳୟର ନିର୍ଦ୍ଦେଶକ ଉମାକାନ୍ତ ମହାନ୍ତ । କେବଳ ଏତିକି ନୁହେଁ ଏ ରସିକିଆ ସୈତାନ ସ୍ୱାମୀ, ସ୍ତ୍ରୀର ହାତଗୋଡ ବାନ୍ଧି ମାଡ ମାରି ଗୋଟିଏ ଘରେ ବନ୍ଦ କରି ରଖିଦେଇ ଅନ୍ୟ ଏକ ଘରେ ଯୁବତୀଙ୍କ ସହ ଯୌନ ସଂପର୍କ ରଖୁଥିଲାContinue reading “ପଦାରେ ପଡିଲା କଲେଜ ନିର୍ଦ୍ଦେଶକଙ୍କ କେଳେଙ୍କାରୀ : ଅନ୍ୟ ଯୁବତୀଙ୍କୁ ଆଣି ସ୍ତ୍ରୀ ସାମ୍ନାରେ ରଖୁଥିଲେ ଶାରିରୀକ ସମ୍ପର୍କ”

କେନ୍ଦ୍ରକୁ ଦାୟୀ କଲେ ପଞ୍ଚାନନ କାନୁନଗୋ : କହିଲେ, ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ପାଇଁ ଦେଖାଦେଇଛି ଆର୍ଥିକ ଅସ୍ଥିରତା

କନକ ବ୍ୟୁରୋ : ଦେଶର ଅର୍ଥନୀତି ନେଇ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ବୟାନ । କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ପାଇଁ ଆର୍ଥିକ ଅସ୍ଥିରତା ଦେଖାଦେଇଛି । ଏଥିପାଇଁ କରୋନାକୁ ଦାୟୀ କରିବା ଠିକ୍ ନୁହେଁ । ୨୦୧୯-୨୦ରେ କରୋନା ନଥିଲା , ଅଭିବୃଦ୍ଧି ହାର ୪ପ୍ରତିଶତ ଥିଲା । ୬୦ବର୍ଷରେ ଯାହା ହୋଇନଥିଲା ୬ବର୍ଷରେ କେନ୍ଦ୍ର ସରକାର କରି ଦେଇଛନ୍ତି । ୨୦୧୬-୧୭ରେ ବିମୁଦ୍ରାକରଣ ପରେ ଆର୍ଥିକ ସ୍ଥିତି ବିଗିଡିଗଲା । ବ୍ୟାଙ୍କଗୁଡିକ ସଙ୍କୁଚିତContinue reading “କେନ୍ଦ୍ରକୁ ଦାୟୀ କଲେ ପଞ୍ଚାନନ କାନୁନଗୋ : କହିଲେ, ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ପାଇଁ ଦେଖାଦେଇଛି ଆର୍ଥିକ ଅସ୍ଥିରତା”

Design a site like this with WordPress.com
Get started