ଦେଶରେ ସମ୍ପ୍ରତି ଉପଲବ୍ଧ ଥିବା କୋଭିଡ୍ ଟିକାଗୁଡ଼ିକ ଅନ୍ତତଃ ଗୋଟିଏ ବର୍ଷ ପାଇଁ ଆବଶ୍ୟକ ସୁରକ୍ଷା ଦେବାରେ ସଫଳ ସାବ୍ୟସ୍ତ ହେବ ବୋଲି ଭୂତାଣୁ ବିଶେଷଜ୍ଞମାନେ ବିଭିନ୍ନି ପରୀକ୍ଷା ନିରୀକ୍ଷାରୁ ମିଳିଥିବା ତଥ୍ୟକୁ ବିଶ୍ଳେଷଣ କରି ଆଶ୍ବସ୍ତି ପ୍ରକାଶ କରିଛନ୍ତି। ଏପରିକି ଦେଶରେ ଯଦି ଆଗକୁ ଆଉ କୌଣସି ପ୍ରକାରର ଅଧିକ ଘାତକ ରୂପାନ୍ତରିତ ପ୍ରଜାତିର କରୋନାଭୂତାଣୁ ଆବିର୍ଭୂତ ନହୁଏ, ତେବେ ଏହି ଟିକା ସୁରକ୍ଷା ମଧ୍ୟ ଦୁଇରୁ ତିନି ବର୍ଷ ଯାଏ ବଳବତ୍ତର ରହିପାରେ ବୋଲିContinue reading “ଆମ ଶରୀରରେ କେତେ ଦିନ ରହିବ କରୋନା ଟିକାର ପ୍ରଭାବ? ଶରୀରରେ କେତେ ଦିନ ଯାଏଁ ଭୂତାଣୁ ସହ ଲଢିପାରିବ ଟିକା ? ପଢନ୍ତୁ, ଏନେଇ କଣ କହୁଛନ୍ତି ଭୂତାଣୁ ବିଶେଷଜ୍ଞ”
Author Archives: Raghaba
କବି ଜୟନ୍ତ ମହାପାତ୍ରଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି : ଟ୍ୱିଟ କରି ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ
କନକ ବ୍ୟୁରୋ : କୋଭିଡ ସଂକ୍ରମିତ ହୋଇ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ କବି ଜୟନ୍ତ ମହାପାତ୍ର । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି । କବି ଶ୍ରୀ ମହାପାତ୍ର କଟକ ତିନିକୋଣିଆ ବଗିଚାସ୍ଥିତ ତାଙ୍କ ବାସଭବନର ଏକାକୀ ରୁହନ୍ତି । ଜଣେ ମହିଳା ପରିଚାରିକା ତାଙ୍କର ଦେଖାଶୁଣା କରନ୍ତି । ୩ରୁ ୪ ଦିନ ହେବ ତାଙ୍କ ଥଣ୍ଡା,କାଶContinue reading “କବି ଜୟନ୍ତ ମହାପାତ୍ରଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି : ଟ୍ୱିଟ କରି ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ”
ମମତା ମାରିଲେ ସୋଲେ ଡାଏଲଗ : କହିଲେ, ଯୋ ଡର ତା ହୈ, ୱ ମରତା ହୈ; କେନ୍ଦ୍ର ବିରୋଧରେ ଏକାଠି ହେବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ
କନକ ବ୍ୟୁରୋ : ଜୋ ଡର ଗୟା, ୱ ମର ଗୟା । ୭୦ ଦଶକରେ ବ୍ଲକବଷ୍ଟର ମୁଭି ‘ସୋଲେ’ର ଏହି ଡାଏଲଗ ଖୁବ ଚର୍ଚ୍ଚିତ । ହେଲେ ରାଜନୈତିକ ଟିକା ଟିପ୍ପଣୀରେ ‘ସୋଲେ’ ଫିଲ୍ମ ଡାଏଲଗର ପ୍ରୟୋଗ ନିଶ୍ଚୟ ନୂଆ । ମୋଦୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିବା ମମତା ବାନାର୍ଜୀଙ୍କ ମୁହଁରୁ ଶୁଣିବାକୁ ମିଳିଛି ଏହି ପପୁଲାର ଡାଏଲଗ । ମମତା କହିଛନ୍ତି- ଜୋ ଡରତା ହେ, ୱ ମରତା ହେ । ଜୋ ଲଢତାContinue reading “ମମତା ମାରିଲେ ସୋଲେ ଡାଏଲଗ : କହିଲେ, ଯୋ ଡର ତା ହୈ, ୱ ମରତା ହୈ; କେନ୍ଦ୍ର ବିରୋଧରେ ଏକାଠି ହେବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ “
ଦେଶରେ କମିଲା ସଂକ୍ରମଣ, କମିଲା ମୃତ୍ୟୁ : ୨୪ ଘଂଟାରେ ୧ ଲକ୍ଷ ୨୭ ହଜାର ୫୧୦ ଆକ୍ରାନ୍ତ ଚିହ୍ନଟ, ୨୭୯୫ମୃତ
କନକ ବ୍ୟୁରୋ : ଦେଶରେ କରୋନା କୋପ କମିବାରେ ଲାଗିଛି । ଗତ ସପ୍ତାହରେ ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ୨ ଲକ୍ଷ ପାଖାପାଖି ରହୁଥିବା ବେଳେ ଦୀର୍ଘ ଚାରି ଦିନ ହେଲା ତାହା ଲଗାତାର ଦୁଇ ଲକ୍ଷର ଯଥେଷ୍ଟ ତଳେ ରହିଥିଲା । ତେବେ ଆଜି କରୋନା ସଂକ୍ରମଣ ୧ ଲକ୍ଷ ୩୦ ହଜାରରୁ କମ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୨୭ ହଜାର ୫୧୦ ଜଣ ନୂଆContinue reading “ଦେଶରେ କମିଲା ସଂକ୍ରମଣ, କମିଲା ମୃତ୍ୟୁ : ୨୪ ଘଂଟାରେ ୧ ଲକ୍ଷ ୨୭ ହଜାର ୫୧୦ ଆକ୍ରାନ୍ତ ଚିହ୍ନଟ, ୨୭୯୫ମୃତ”
ପ୍ରଥମ ଥର ପାଇଁ କରୋନା ଭୂତାଣୁ ଭାରିଆଂଟର ନାମକରଣ କଲା ହୁ : ଭାରତ ଭୂତାଣୁର ନାଁ ଦେଲା ଡେଲଟା; ଇଂଲଣ୍ଡ ଭୂତାଣୁର ନାଁ କାପା
କନକ ବ୍ୟୁରୋ : ପ୍ରଥମଥର ପାଇଁ କରୋନା ଭୂତାଣୁ ଷ୍ଟ୍ରେନ ନାମକରଣର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ହୁ । ଭାରତରେ ଦେଖା ଦେଇଥିବା କରୋନାର ମ୍ୟୁଟାଂଟ୍ ବା ପ୍ରକାର- ବି.୧. ୬୧୭.୨ ହୋଇଥିବାବେଳେ ଏହାକୁ ଭାରତ ଭାରିଆଂଟ ବୋଲି କୁହାଯିବାକୁ ନେଇ ଆପତି କରିଥିଲା ନୂଆଦିଲ୍ଲୀ । ଏବେ ଏହାର ନାମକରଣ ‘ଡେଲଟା’ ରଖିଛି ହୁ । ଏହା ପୂର୍ବରୁ ଇଂଲଣ୍ଡରେ ଦେଖା ଦେଇଥିବା କରୋନା ଷ୍ଟ୍ରେନର ନାଁ କାପା ରଖାଯାଇଛି । ସେହିପରି ଦକ୍ଷିଣContinue reading “ପ୍ରଥମ ଥର ପାଇଁ କରୋନା ଭୂତାଣୁ ଭାରିଆଂଟର ନାମକରଣ କଲା ହୁ : ଭାରତ ଭୂତାଣୁର ନାଁ ଦେଲା ଡେଲଟା; ଇଂଲଣ୍ଡ ଭୂତାଣୁର ନାଁ କାପା”
କରୋନା ମୃତ୍ୟୁର ଅଲୋଡ଼ା ରେକର୍ଡ : ଗୋଟିଏ ଦିନରେ ସର୍ବାଧିକ ୩୭ ମୃତ
କନକ ବ୍ୟୁରୋ : ରାଜ୍ୟରେ କରୋନା ମୃତ୍ୟୁ ଅଲୋଡା ରେକର୍ଡ । ୨୪ ଘଂଟାରେ କରୋନାରେ ଆଖି ବୁଜିଲେ ୩୭ଜଣ । ସେହିପରି ରାଜ୍ୟରେ ସାମାନ୍ୟ ବଢ଼ିଲା ପଜିଟିଭ ହାର । ରାଜ୍ୟରେ ପୁଣି ୮ ହଜାର ୭୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪୮୯୨ ଜଣ ଥିବା ବେଳେ ସ୍ଥାନୀୟ ସଂଗରୋଧରୁ ୩୮୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୭୩,Continue reading “କରୋନା ମୃତ୍ୟୁର ଅଲୋଡ଼ା ରେକର୍ଡ : ଗୋଟିଏ ଦିନରେ ସର୍ବାଧିକ ୩୭ ମୃତ”
୨୪ ଘଂଟାରେ ସାମାନ୍ୟ ବଢ଼ିଲା ପଜିଟିଭ ହାର : ରାଜ୍ୟରେ ପୁଣି ୮୭୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
କନକ ବ୍ୟୁରୋ : ରାଜ୍ୟରେ ସାମାନ୍ୟ ବଢ଼ିଲା ପଜିଟିଭ ହାର । ରାଜ୍ୟରେ ପୁଣି ୮ ହଜାର ୭୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪ ହଜାର ୮୯୨ ଜଣ ଥିବା ବେଳେ ସ୍ଥାନୀୟ ସଂଗରୋଧରୁ ୩ ହଜାର ୮୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୪୫୬ଜଣ, ବାଲେଶ୍ୱରରୁ ୫୬୬ଜଣ, ବରଗଡ଼ରୁ ୧୯୩ ଜଣ, ଭଦ୍ରକରୁ ୧୪୭ଜଣ, ବଲାଙ୍ଗୀରରୁ ୪୯ ଜଣ,Continue reading “୨୪ ଘଂଟାରେ ସାମାନ୍ୟ ବଢ଼ିଲା ପଜିଟିଭ ହାର : ରାଜ୍ୟରେ ପୁଣି ୮୭୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ”
ବିଶିଷ୍ଟ ସଙ୍ଗୀତଜ୍ଞ ସୁନୀଲ ଶତପଥୀଙ୍କ ପରଲୋକ : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା
କନକ ବ୍ୟୁରୋ : ବିଶିଷ୍ଟ ସଙ୍ଗୀତଜ୍ଞ ସୁନୀଲ ଶତପଥୀଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ବିଶିଷ୍ଟ ଗାୟିକା ଗିରିଜାଦେବୀଙ୍କ ସେ ଆସୋସିଏଟ ଥିଲେ । ଆକାଶବାଣୀ କଟକର କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିବାବେଳେ ସେ ଅନେକ ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଆକାଶବାଣୀରେ ପ୍ରସାରିତ ମୀରାବାଈ ତାଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ ଥିଲା । ଦେଶର କିଛି ପ୍ରମୁଖ ଗାୟକଙ୍କ ସହ ବି ସୁନୀଲ ଶତପଥି କାମContinue reading “ବିଶିଷ୍ଟ ସଙ୍ଗୀତଜ୍ଞ ସୁନୀଲ ଶତପଥୀଙ୍କ ପରଲୋକ : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା”
ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ : କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ
କନକ ବ୍ୟୁରୋ : ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ ହୋଇଯାଇଛି । ଆଜି ଭୋର ପ୍ରାୟ ୩ଟାରେ କରୋନାରେ ଆଖି ବୁଜିଛନ୍ତି ଏହି ଫୁଟବଲ କିମ୍ବଦନ୍ତୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ୧୯୫୬ ମାର୍ଚ୍ଚ ୧୬ରେ ଜନ୍ମିତ ନନ୍ଦକିଶୋର ଦୁଇ ଦୁଇଥର ଜୁନିୟକ ଫୁଟବଲ ଚାମ୍ପିଅନସିପରେ ଓଡିଶାକୁ ପ୍ରତିନିଧିତ୍ୱ କରିଥିଲେ ।Continue reading “ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ : କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ”
ଦ୍ୱାଦଶ ପରୀକ୍ଷା ଦ୍ୱନ୍ଦ୍ୱ: ନିଷ୍ପତ୍ତି ଅପେକ୍ଷାରେ ଛାତ୍ରଛାତ୍ରୀ; ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଲେ ଠିକ୍ ସମୟରେ ହେବ ନିଷ୍ପତ୍ତି
କନକ ବ୍ୟୁରୋ : ସିବିଏସଇ, ସିଆଇଏସସିଇ ସମେତ ଅନ୍ୟାନ୍ୟ ରାଜ୍ୟ ବୋର୍ଡ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନେଇ ଅନିଶ୍ଚିତତା ଲାଗିରହିଛି । କେବେ ଓ କେଉଁ ପଦ୍ଧତିରେ ପରୀକ୍ଷା ହେବ ନା ବାତିଲ୍ କରାଯିବ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁ ନାହିଁ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ବୈଠକରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସପକ୍ଷରେ ମତପ୍ରକାଶ ପାଇଥିଲା । ଗୋଟିଏ ଦୁଇଟିContinue reading “ଦ୍ୱାଦଶ ପରୀକ୍ଷା ଦ୍ୱନ୍ଦ୍ୱ: ନିଷ୍ପତ୍ତି ଅପେକ୍ଷାରେ ଛାତ୍ରଛାତ୍ରୀ; ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଲେ ଠିକ୍ ସମୟରେ ହେବ ନିଷ୍ପତ୍ତି”