ଏଲୋପାଥି ନେଇ ବାବା ରାମଦେବଙ୍କ ବୟାନକୁ ବିରୋଧ : ଆଜି କଳାଦିବସ ପାଳନ କରିବ ରେସିଡେଂଟ ଡକ୍ଟରସ ଆସୋସିଏସନ

କନକ ବ୍ୟୁରୋ : ଯୋଗ ଗୁରୁ ବାବା ରାମଦେବଙ୍କ ବୟାନକୁ ବିରୋଧ କରି କଳା ଦିବସ ପାଳିବ ଫେଡେରସନ ଅଫ ରେସିଡେଂଟ ଡକ୍ଟରସ ଆସୋସିଏସନ, ଫୋର୍ଡା । ଆଜି ଦେଶବ୍ୟାପୀ କଳା ଦିବସ ପାଳନ କରିବା ପାଇଁ ଆହ୍ୱାନ ଦେଇଛି ଏହି ସଂଘ । ଏହା ଦ୍ୱାରା ରୋଗୀ ସେବା ବାଧାପ୍ରାପ୍ତ ହେବ ନାହିଁ ବୋଲି ସଂଘ କହିଛି । ଏଲୋପାଥି ସମ୍ପର୍କରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିଥିଲେ ବାବା ରାମଦେବ । ଏହାକୁ ଇଣ୍ଡିଆନ ମେଡିକାଲContinue reading “ଏଲୋପାଥି ନେଇ ବାବା ରାମଦେବଙ୍କ ବୟାନକୁ ବିରୋଧ : ଆଜି କଳାଦିବସ ପାଳନ କରିବ ରେସିଡେଂଟ ଡକ୍ଟରସ ଆସୋସିଏସନ”

ଲାଲଗ୍ରହରୁ ଆସିଲା ଭସା ମେଘର ଦୃଶ୍ୟ । ରାତିରେ ବି ଚମକୁଛି ଲାଲ ଗ୍ରହର ମେଘ । ନାସାର କ୍ୟୁରୋସିଟି ରୋଭର ଉଠାଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ।

କନକ ବ୍ୟୁରୋ: ଲାଲଗ୍ରହରୁ ଆସିଲା ଭସା ମେଘର ଭିଡିଓ । ପୃଥିବୀ ଭଳି ମଙ୍ଗଳଗ୍ରହରେ ଭାସୁଛି ମେଘ । ମଙ୍ଗଳଗ୍ରହରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମେଘ ଭାସୁଥିବାର ଦେଖିବାକୁ ମିଳୁଛି । ତେବେ ଏହା ଫେକ ଭିଡିଓ ନୁହେଁ ବରଂ ଆମେରିକାର ମହାକାଶ ଗବେଷଣା ନାସାର କ୍ୟୁରୋସିଟି ରୋଭର ଉଠାଇଥିବା ଫଟୋର ଭିଡିଓ । କେମିତି ପ୍ରସ୍ତୁତ ହେଲା ମଙ୍ଗଳ ଗ୍ରହର ଭିଡିଓ?  ୨୦୧୨ ମସିହାରେ ମଙ୍ଗଳଗ୍ରହକୁContinue reading “ଲାଲଗ୍ରହରୁ ଆସିଲା ଭସା ମେଘର ଦୃଶ୍ୟ । ରାତିରେ ବି ଚମକୁଛି ଲାଲ ଗ୍ରହର ମେଘ । ନାସାର କ୍ୟୁରୋସିଟି ରୋଭର ଉଠାଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ।”

କେନ୍ଦ୍ର ସହ ମୁହାମୁହିଁ ଭିତରେ ମମତାଙ୍କ ମାଷ୍ଟର ଷ୍ଟ୍ରୋକ । ଡାକରା ସତ୍ୱେ ଦିଲ୍ଲୀ ଗଲେନି, ପଦ ଛାଡିଲେ ମୁଖ୍ୟ ଶାସନ ସଚିବ । ଅଲପନଙ୍କୁ ମୁଖ୍ୟ ପରାମର୍ଶଦାତା ନିଯୁକ୍ତି ଦେଲେ ଦିଦି ।

କନକ ବ୍ୟୁରୋ: ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ବଦଳିକୁ ନେଇ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମୁହାଁମୁହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ମୁଖ୍ୟ ଶାସନ ସଚିବଙ୍କୁ ଛାଡିପାରିବେ ନାହିଁ ବୋଲି ଜଣାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥସହ ପଶ୍ଚିମବଙ୍ଗବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତିର ପୁର୍ନବିଚାର କରିବାକୁ ମୋଦିଙ୍କୁ ସେ ଅନୁରୋଧ କରିଛନ୍ତି । ଏହାକୁ ନେଇ ନେତାଙ୍କ ବୟାନବାଜି ସାମ୍ନାକୁ ଆସିଛି । ମମତା କଠିନ ସମୟ କହିContinue reading “କେନ୍ଦ୍ର ସହ ମୁହାମୁହିଁ ଭିତରେ ମମତାଙ୍କ ମାଷ୍ଟର ଷ୍ଟ୍ରୋକ । ଡାକରା ସତ୍ୱେ ଦିଲ୍ଲୀ ଗଲେନି, ପଦ ଛାଡିଲେ ମୁଖ୍ୟ ଶାସନ ସଚିବ । ଅଲପନଙ୍କୁ ମୁଖ୍ୟ ପରାମର୍ଶଦାତା ନିଯୁକ୍ତି ଦେଲେ ଦିଦି ।”

ବିମାନରେ ଭୁବନେଶ୍ୱର ଆସୁଥିଲେ ଧ୍ୟାନଦିଅନ୍ତୁ । ଦେଖାଇବାକୁ ପଡିବ କୋଭିଡ୍ ରିପୋର୍ଟ । ରିପୋର୍ଟ ନଥିଲେ ହେବ ଆଣ୍ଟିଜେନ୍ ଟେଷ୍ଟ ।

କନକ ବ୍ୟୁରୋ: ବିମାନରେ ଭୁବନେଶ୍ୱର ଆସୁଥିଲେ ଧ୍ୟାନ ଦିଅନ୍ତୁ । ଏଣିକି ବିମାନରେ ଭୁବନେଶ୍ୱର ଆସିଲେ କୋଭିଡ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ନେଗେଟିଭ୍ ରିପୋର୍ଟ ଥିଲେ କିମ୍ବା କରୋନା ଟୀକା ନେଇଥିଲେ ତାହାର ରିପୋର୍ଟ ଦେଖାଇବାକୁ ହେବ । ୪୮ ଘଣ୍ଟା ଭିତରେ ଆରଟିପିସିଆର ଟେଷ୍ଟ କରିଥିବା ଜରୁରୀ । ତେବେ ଯଦି ରିପୋର୍ଟ ନଥାଏ ବିମାନବନ୍ଦରରେ ହେବ ଆଣ୍ଟିଜେନ୍ ଟେଷ୍ଟ । ନେଗେଟିଭ୍ ଆସିଲେ ଗନ୍ତବ୍ୟସ୍ଥଳକୁ ଯାଇପାରିବେ । ପଜିଟିଭ ଆସିଲେ ସଂଗରୋଧ ରହିବାContinue reading “ବିମାନରେ ଭୁବନେଶ୍ୱର ଆସୁଥିଲେ ଧ୍ୟାନଦିଅନ୍ତୁ । ଦେଖାଇବାକୁ ପଡିବ କୋଭିଡ୍ ରିପୋର୍ଟ । ରିପୋର୍ଟ ନଥିଲେ ହେବ ଆଣ୍ଟିଜେନ୍ ଟେଷ୍ଟ ।”

ଅଲ୍ପନ ବନ୍ଦୋପାଧ୍ୟାୟ ମାମଲା : ୬୦ ଘଂଟାର କଠୋର ଚେଷ୍ଟା ପରେ କଳ୍ପନା ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରକୁ ଆଣିବା ଯୋଜନା ଫେଲ ହେବା ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । କରିବକି ଚାର୍ଜସିଟ୍ ଦାଖଲ !

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରଣାଳୟ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କୁ ନେଇ ଚାଲିଥିବା ବିବାଦ ଏକପକ୍ଷେ ନିର୍ଣ୍ଣାୟକ ରୂପ ନେଇଛି । ରାଜ୍ୟ ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ପଠାଇବାକୁ ମନା କରିବା ପରେ ପୁଣି କଠୋର ପଦକ୍ଷେପ ନେଇଛନ୍ତି ମମତା ବାନାର୍ଜୀ । ଅଲ୍ପନ ବନ୍ଦୋପାଧ୍ୟାୟଙ୍କୁ ଅବସର ଦେଇ କେନ୍ଦ୍ରକୁ ଫଶାଇ ଦେଇଛନ୍ତି । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଏବେ ମୁଖ୍ୟ ଶାସନ ସଚିବଙ୍କContinue reading “ଅଲ୍ପନ ବନ୍ଦୋପାଧ୍ୟାୟ ମାମଲା : ୬୦ ଘଂଟାର କଠୋର ଚେଷ୍ଟା ପରେ କଳ୍ପନା ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରକୁ ଆଣିବା ଯୋଜନା ଫେଲ ହେବା ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । କରିବକି ଚାର୍ଜସିଟ୍ ଦାଖଲ !”

ରାଜଧାନୀରେ ଲକଡାଉନରେ ମାତିଛନ୍ତି ଲୁଟେରା । ସୁନା ଚୁଡ଼ି ପାଇଁ କାଟିଲେ ମହିଳାଙ୍କ ବେକ । ଅଳ୍ପକେ ବର୍ତ୍ତିଗଲେ ନୟାପଲ୍ଲୀ ଭିଆଇପି ରୋଡର ମହିଳା ।

ସ୍ଥାନ- ଭିଆଇପି ରୋଡ, ନୟାପଲ୍ଲୀ, ଭୁବନେଶ୍ୱର  ତାରିଖ- ୩୧ ମେ’ ୨୦୨୧              ସମୟ- ସକାଳ ୬ଟା ୩୦ ସକାଳୁ ସକାଳୁ ଜଣେ ମହିଳା ମର୍ଣ୍ଣିଂ ୱାକରେ ବାହାରିଥିଲେ । ସେହି ସମୟରେ ହଠାତ୍ ଜଣେ ଯୁବକ ସାମ୍ନାକୁ ଆସିଗଲା । ସେମାନଙ୍କ ଭିତରେ କଣ କଥାବାର୍ତା ହେଲା ଜଣାପଡିନଥିଲା କିନ୍ତୁ ଯୁବକ ଜଣକ କିଛି ମାଗୁଛି ଏବଂ ମହିଳାଜଣକ ଯୁବକଙ୍କୁ ଡରିଯାଉନାହାନ୍ତି ।  ଏହାପରେ ସିସିଟିଭିରେ ଦେଖାଯାଇଛି ଏହିContinue reading “ରାଜଧାନୀରେ ଲକଡାଉନରେ ମାତିଛନ୍ତି ଲୁଟେରା । ସୁନା ଚୁଡ଼ି ପାଇଁ କାଟିଲେ ମହିଳାଙ୍କ ବେକ । ଅଳ୍ପକେ ବର୍ତ୍ତିଗଲେ ନୟାପଲ୍ଲୀ ଭିଆଇପି ରୋଡର ମହିଳା ।”

ଏଥର ବି ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଜୁନ୍ ୨୪ରେ ଭକ୍ତଶୂନ୍ୟ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ହେଉଛି ଶ୍ରୀମନ୍ଦିର ପ୍ରଶାସନ ।

କନକ ବ୍ୟୁରୋ: ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଜୁନ ୨୪ ତାରିଖରେ ବିନା ଭକ୍ତରେ ଅନୁଷ୍ଠିତ ହେବ ଦେବସ୍ନାନ ପୂର୍ଣ୍ଣିମା । ମୁଖ୍ୟ ପ୍ରଶାସନ, ପୁରୀ ଜିଲ୍ଲାପାଳ, ଏସପି ଓ ସେବାୟତ ପ୍ରତିନିଧିଙ୍କୁ ନେଇ ଭର୍ଚୁଆଲ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ୧୪୪ ଧାରା ଜାରି କରି ଦେବସ୍ନାନ ପୂର୍ଣ୍ଣିମା ପାଳନ କରାଯିବ । ପୁରୀ : ଜୁନ ୨୪ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାContinue reading “ଏଥର ବି ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଜୁନ୍ ୨୪ରେ ଭକ୍ତଶୂନ୍ୟ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ହେଉଛି ଶ୍ରୀମନ୍ଦିର ପ୍ରଶାସନ ।”

ବ୍ଲାକ ଫଙ୍ଗସ୍: ଆଇଆଇଟି ହାଇଦ୍ରାବାଦ ପ୍ରସ୍ତୁତ କଲା ଓରାଲ ସଲ୍ୟୁସନ । ୬୦ ମିଲିଗ୍ରାମ ଔଷଧର ଦାମ ମାତ୍ର ୨ ଶହ ଟଙ୍କା

କନକ ବ୍ୟୁରୋ : ଦେଶରେ ଏବେ କରୋନା ସହିତ ବ୍ଲାକ ଫଙ୍ଗସ୍ ବି ମହାମାରୀ ରୂପ ନେବାକୁ ବସିଲାଣି । କରୋନା କାଳରେ ବି ଏହି ବ୍ଲାକ ଫଙ୍ଗସ୍ ରୋଗରେ ସଂକ୍ରମିତ ହୋଇ କିଛି ଲୋକଙ୍କ ଜୀବନ ଗଲାଣି । କରୋନା ଠାରୁ ଏହି ରୋଗର ଚିକିତ୍ସା କେବଳ ମହଙ୍ଗା ନୁହେଁ, ଏବେ ଏହି ରୋଗୀଙ୍କ ଠାରେ ବ୍ୟବହାର ହେଉଥିବା ଇଂଜେକ୍ସନ ବି ସହଜରେ ଉପଲବ୍ଧ ହେଉନାହିଁ । ଏହାରି ମଧ୍ୟରେ ଆଇଆଇଟି ହାଇଦ୍ରାବାଦରୁ ‘ରିସର୍ଚ୍ଚ ଆଟContinue reading “ବ୍ଲାକ ଫଙ୍ଗସ୍: ଆଇଆଇଟି ହାଇଦ୍ରାବାଦ ପ୍ରସ୍ତୁତ କଲା ଓରାଲ ସଲ୍ୟୁସନ । ୬୦ ମିଲିଗ୍ରାମ ଔଷଧର ଦାମ ମାତ୍ର ୨ ଶହ ଟଙ୍କା”

ଜୁନ୍ ଆଣିପାରେ ଭଲ ଖବର । ଓଡ଼ିଶାରେ କମୁଛି ସଂକ୍ରମଣ ହାର, ଗତ ୪୧ ଦିନରେ ସର୍ବନିମ୍ନ ସ୍ତରକୁ ଆସିଲା କରୋନା । ଓଡ଼ିଶାରେ ପଜିଟିଭ୍ ହାର ୧୩.୫ ପ୍ରତିଶତକୁ ଖସିଲା ।

କନକ ବ୍ୟୁରୋ: ଲକଡାଉନ ଭିତରେ ପୁରା ମେ’ ମାସ କଟିବା ପରେ ଶେଷ ଦିନରେ ଆସିଛି ଖୁସି ଖବର । ଯେତେବେଳେ ରାଜ୍ୟର ପଜିଟିଭ ହାର୍ ୧୩.୪୯ ପ୍ରତିଶତକୁ ଖସି ଆସିଛି । ଯଦିଓ ରାଜ୍ୟ ସରକାର ଲକଡାଉନକୁ ୧୭ ଜୁନ ଯାଏଁ ବୃଦ୍ଧି କରିଛନ୍ତି, ତା ଆଗରୁ ସଂକ୍ରମଣର ସଂଖ୍ୟା କମିବା ଆଣିଛି ଶୁଭ ସଂକେତ । ଟେଷ୍ଟ – ୬୧, ୬୧୩ ପଜିଟିଭ- ୮୩୧୩ ପଜିଟିଭ ହାର – ୧୩.୪୯% ମେ’ ୩୧ରେ ଏହାContinue reading “ଜୁନ୍ ଆଣିପାରେ ଭଲ ଖବର । ଓଡ଼ିଶାରେ କମୁଛି ସଂକ୍ରମଣ ହାର, ଗତ ୪୧ ଦିନରେ ସର୍ବନିମ୍ନ ସ୍ତରକୁ ଆସିଲା କରୋନା । ଓଡ଼ିଶାରେ ପଜିଟିଭ୍ ହାର ୧୩.୫ ପ୍ରତିଶତକୁ ଖସିଲା ।”

କରୋନା କାଳର ଅର୍ଥନୀତି ନେଇ ଆସିଲା ରିପୋର୍ଟ  । ଦୀର୍ଘ ୪୦ ବର୍ଷ ଭିତରେ ସର୍ବନିମ୍ନ ସ୍ଥାନକୁ ଖସିଲା ଅଭିବୃଦ୍ଧି ହାର । ମାଇନସ ୭.୩ ପ୍ରତିଶତ ଖସିଲା ଅର୍ଥନୀତି ।

କନକ ବ୍ୟୁରୋ: ମହାମାରୀ କରୋନା ଦେଶର ଅର୍ଥନୀତିକୁ ଏକପ୍ରକାର ଦୋହଲାଇ ଦେଇଛି  । ଦୀର୍ଘ ୪ ଦଶନ୍ଧି ଭିତରେ ସବୁଠୁ ବଡ ସଂକଟ ଭିତରକୁ ଠେଲି ହୋଇ ଯାଇଛି ଦେଶର ଅର୍ଥନୀତି । କରୋନା ସହ ଲଢ଼େଇ ଭିତରେ ଆଜି ଆସିଛି ୨୦୨୦-୨୧ ଆର୍ଥିକ ବର୍ଷର, ବାର୍ଷିକ ଜିଡିପି ଅର୍ଥାତ ଗ୍ରସ ଡୋମେଷ୍ଟିକ୍ ପ୍ରଡକ୍ଟ ଅଭିବୃଦ୍ଧି ହାରର ରିପୋର୍ଟ । ଜିଡିପି ଅର୍ଥାତ ଗ୍ରସ ଡୋମେଷ୍ଟିକ୍ ପ୍ରଡକ୍ଟ ହେଉଛି, ଗୋଟିଏ ବର୍ଷ ଭିତରେ ଦେଶରେ ଉତ୍ପାଦିତ ହେଉଥିବାContinue reading “କରୋନା କାଳର ଅର୍ଥନୀତି ନେଇ ଆସିଲା ରିପୋର୍ଟ  । ଦୀର୍ଘ ୪୦ ବର୍ଷ ଭିତରେ ସର୍ବନିମ୍ନ ସ୍ଥାନକୁ ଖସିଲା ଅଭିବୃଦ୍ଧି ହାର । ମାଇନସ ୭.୩ ପ୍ରତିଶତ ଖସିଲା ଅର୍ଥନୀତି ।”

Design a site like this with WordPress.com
Get started