କନକ ବ୍ୟୁରୋ : କିଛିଦିନ ହେବ ବାବା ରାମଦେବ ତାଙ୍କ ବିବାଦୀୟ ବୟାନକୁ ନେଇ ବିବାଦ ଘେରରେ ରହିଛନ୍ତି । ଏଲୋପାଥିକୁ ନେଇ ଦେଇଥିବା ବୟାନ ପାଇଁ ସେ କ୍ଷମା ବି ମାଗିସାରିଛନ୍ତି । ହେଲେ ବାବାଙ୍କ ବୟାନକୁ ନେଇ ଏବେ ବି ଇଣ୍ଡିଆନ ମେଡିକାଲ ଆସୋସିଏସନ ଓ ରାମଦେବ ମୁହାଁ ମୁହିଁ ହେବାରେ ଲାଗିଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମରେ ବାବା ରାମଦେବ କହିଛନ୍ତି କି “ନା ମୁଁ ଏଲୋପାଥି ଚିକିତ୍ସାର ବିରୋଧୀ, ନାContinue reading “ଭାରତୀୟ ଡାକ୍ତର ସଂଘର ବିରୋଧ ପରେ କଥା ବଦଳାଇଲେ ବାବା ରାମଦେବ । କହିଲେ ମୁଁ ଏଲୋପାଥି କିମ୍ବା ଡାକ୍ତରଙ୍କ ବିରୋଧରେ ନୁହେଁ, ମୋର ଲଢେଇ ଔଷଧ ମାଫିଆଙ୍କ ବିରୋଧରେ”
Author Archives: Raghaba
ବିବାଦ ଭିତରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅଲ୍ପନ ବନ୍ଦୋପାଧ୍ୟାୟ । ମମତା ବାନାର୍ଜୀଙ୍କର ହେଲେ ମୁଖ୍ୟ ପରାମର୍ଶଦାତା ।
କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲ୍ପନ ବନ୍ଦୋପାଧ୍ୟାୟଙ୍କୁ ନେଇ କେନ୍ଦ୍ର ଓ ମମତା ସରକାର ଭିତରେ ବିବାଦ ଉପୁଜିବା ପରେ ଆଜି ସେ ତାଙ୍କ ପଦରୁ ଅବସର ନେଇଛନ୍ତି । ଆଜି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ପଦରୁ ବିଦାୟ ନେବା ସହିତ ଅଲ୍ପନ , ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ବନିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲ୍ପନ ବନ୍ଦୋପାଧ୍ୟାୟ ନେଲେ ଅବସର । ଅବସର ପରେ ହେଲେ ମମତାଙ୍କ ମୁଖ୍ୟContinue reading “ବିବାଦ ଭିତରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅଲ୍ପନ ବନ୍ଦୋପାଧ୍ୟାୟ । ମମତା ବାନାର୍ଜୀଙ୍କର ହେଲେ ମୁଖ୍ୟ ପରାମର୍ଶଦାତା ।”
୫ ଜି ନେଟୱାର୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଖଲ କଲେ ଅଭିନେତ୍ରୀ ଜୁହି ଚାୱଲା । କହିଲେ ୫ ଜି ଇକୋ ସିଷ୍ଟମ ଉପରେ ପକାଇବ ଗମ୍ଭୀର ପ୍ରଭାବ
କନକ ବ୍ୟୁରୋ : ଦେଶରେ ୫ ଜି ନେଟୱାର୍କ ଲଂଚ୍ ହେବା ପୂର୍ବରୁ ଦେଖା ଦେଇଛି ବିବାଦ । ୫ ଜି ନେଟୱାର୍କକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ଜୁହି ଚାୱଲା । ସେ ତାଙ୍କ ଅଭିଯୋଗ ଫର୍ଦ୍ଦରେ ଲେଖିଛନ୍ତି କି, ୫ ଜି ନେଟୱାର୍କ ମାନବ ଶରୀରର ଇକୋ ସିଷ୍ଟମ ଉପରେ ଗମ୍ଭୀର ପ୍ରଭାବ ପକାଇବ , ଯାହାର କୌଣସି ଚିକିତ୍ସା ଉଦ୍ଭାବନ ହୋଇ ନଥିବା କଥା ସେ କହିଛନ୍ତି ।Continue reading “୫ ଜି ନେଟୱାର୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଖଲ କଲେ ଅଭିନେତ୍ରୀ ଜୁହି ଚାୱଲା । କହିଲେ ୫ ଜି ଇକୋ ସିଷ୍ଟମ ଉପରେ ପକାଇବ ଗମ୍ଭୀର ପ୍ରଭାବ”
କାଳବୈଶାଖୀ ବର୍ଷାରେ ଭିଜିଲା କଳାହାଣ୍ଡିରେ ମଣ୍ଡି ଓ ଖଳା । ବିକ୍ରି ପାଇଁ ମଣ୍ଡିରେ ଥିବା ଧାନ ବସ୍ତା ବର୍ଷାରେ ହୋଇଗଲା ଓଦା ।
କନକ ବ୍ୟୁରୋ: କଳାହାଣ୍ଡିରେ କାଳବୈଶାଖୀ ବର୍ଷାରେ ଭିଜିଲା ମଣ୍ଡି ଓ ଖଳା । ଗତକାଲି ଅପରାହ୍ନରେ ହୋଇଥିବା କାଳବୈଶାଖୀ ବର୍ଷାରେ ଜିଲ୍ଲାର କଲମପୁର ଓ ଜୟପାଟଣା ବ୍ଲକରେ ଥିବା ବିଭିନ୍ନ ମଣ୍ଡିଗୁଡିକରେ ଧାନ ଭିଜିଯାଇଥିବା ଅଭିଯୋଗ ହୋଇଛି । ବିଶେଷ କରି ବ୍ଲକର ମଣ୍ଡଳ, ମିନଗୁର, କୋଟାଗାଁ ଏବଂ ଦୁଲକିବନ୍ଧ ମଣ୍ଡିରେ ପଡିଥିବା ଧାନଗୁଡିକ ବର୍ଷାରେ ଭିଜିଯାଇଛି । ଗତକାଲି ହଠାତ୍ ପ୍ରବଳ ମାତ୍ରାରେ ପବନ ବୋହିବା ସାଙ୍ଗକୁ ବର୍ଷା ହେବାରୁ ଧାନ ଘୋଡାଯାଇଥିବା ପଲିଥିନି ଉଡିଯାଇଥିଲା,Continue reading “କାଳବୈଶାଖୀ ବର୍ଷାରେ ଭିଜିଲା କଳାହାଣ୍ଡିରେ ମଣ୍ଡି ଓ ଖଳା । ବିକ୍ରି ପାଇଁ ମଣ୍ଡିରେ ଥିବା ଧାନ ବସ୍ତା ବର୍ଷାରେ ହୋଇଗଲା ଓଦା ।”
କେନ୍ଦ୍ରାପଡା ଆଳିରେ ବନ୍ଧା ହେଲା ନକଲି ଡାକ୍ତର ଦୀପକ ମହାନ୍ତି । ନିଜକୁ ଡାକ୍ତର କହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ରୋଗୀଙ୍କ ସମ୍ବେଦନଶୀଳ ଅଙ୍ଗକୁ କରୁଥିଲେ ସ୍ପର୍ଶ ।
କନକ ବ୍ୟୁରୋ: ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରି ବନ୍ଦା ହେଲେ ନକଲି ଡାକ୍ତର । ଗିରଫ ଯୁବକ ଜଣଙ୍କ ହେଉଛନ୍ତି ଦିପକ ମହାନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏଭଳି ଏକ ଅଘଟଣ । ଅର୍ଗଳ ଅଂଚଳର ଜଣେ ମହିଳାଙ୍କ ଦେହ ଅସୁସ୍ଥ ଥିବାରୁ ସ୍ୱାମୀଙ୍କ ସହ ସେ ଡାକ୍ତରଖାନା ଆସିଥିଲେ । ହେଲେ ଆଳି ବଡଆମ୍ବିଳା ଗାଁର ଦିପକ ମହାନ୍ତି ନିଜକୁ ଡାକ୍ତର ପରିଚୟ ଦେଇ ମହିଳାଙ୍କର ବିଭିନ୍ନ ସମ୍ବେଦନଶୀଳContinue reading “କେନ୍ଦ୍ରାପଡା ଆଳିରେ ବନ୍ଧା ହେଲା ନକଲି ଡାକ୍ତର ଦୀପକ ମହାନ୍ତି । ନିଜକୁ ଡାକ୍ତର କହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ରୋଗୀଙ୍କ ସମ୍ବେଦନଶୀଳ ଅଙ୍ଗକୁ କରୁଥିଲେ ସ୍ପର୍ଶ ।”
ମଶାଣୀରେ ମାଆଙ୍କୁ ମୁଖାଗ୍ନୀ ଦେବାର କିଛି ଘଣ୍ଟା ଭିତରେ ଡ୍ୟୁଟିରେ ଯୋଗଦେଲେ, ବାତ୍ୟା ମୁକାବିଲା କଲେ… ମାଆ ମୃତ୍ୟୁର ଦୁଃଖ ଭିତରେ ବାତ୍ୟା ସହ ଲଢି ଲୋକଙ୍କ ଜୀବନ ବଞ୍ଚାଇଲେ ପୋଲିସ ବାବୁ ।
କନକ ବ୍ୟୁରୋ: ମଶାଣୀରେ ମାଆର ଶେଷକୃତ୍ୟ ସାରି ଫେରିଲେ, ମାଡି ଆସୁଥିବା ବାତ୍ୟାର ମୁକାବିଲା କାମରେ ଲାଗିପଡିଲେ । ପୁଅର କର୍ତ୍ତବ୍ୟ କଲେ, ପୋଲିସର ବି ଡ୍ୟୁଟି ବି ନିଭାଇଲା । ମାଆ ମୃତ୍ୟୁର ଦୁଃଖ ଭିତରେ ଆଉ ଏକ ଦୁର୍ଦ୍ଦଶାର ସାମ୍ନା କରି ଶ୍ମଶାନ ଓ ସେବା ମଝିରେ ସାହସୀ ଯୋଦ୍ଧା ସାଜିଛନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଆଇଆଇସି କାଳନ୍ଦୀ ବେହେରା । ଗୋଟେ ପଟେ ସମୁଦ୍ର ମଝିରୁ ମାଡି ଆସୁଥିଲା ବାତ୍ୟା ।Continue reading “ମଶାଣୀରେ ମାଆଙ୍କୁ ମୁଖାଗ୍ନୀ ଦେବାର କିଛି ଘଣ୍ଟା ଭିତରେ ଡ୍ୟୁଟିରେ ଯୋଗଦେଲେ, ବାତ୍ୟା ମୁକାବିଲା କଲେ… ମାଆ ମୃତ୍ୟୁର ଦୁଃଖ ଭିତରେ ବାତ୍ୟା ସହ ଲଢି ଲୋକଙ୍କ ଜୀବନ ବଞ୍ଚାଇଲେ ପୋଲିସ ବାବୁ ।”
ଶତ୍ରୁଙ୍କୁ ମାରିବି, ସ୍ୱାମୀଙ୍କ ମୃତ୍ୟୁର ପ୍ରତିଶୋଧ ନେବି… ପୁଲୱାମା ହମଲାରେ ବୀର ସ୍ୱାମୀଙ୍କୁ ହରାଇଥିଲେ ସ୍ତ୍ରୀ, ଦୁଇ ବର୍ଷ ଧରି ଛାତିକୁ ପଥର କରି ନିଜେ ହେଲେ ସେନାରେ ସାମିଲ…
କନକ ବ୍ୟୁରୋ: ସେନାରେ ସାମିଲ ସହିଦଙ୍କ ସ୍ତ୍ରୀ । ଶତ୍ରୁଙ୍କୁ ମାରିବେ, ସ୍ୱାମୀଙ୍କ ବଦଲା ନେବେ । ଆଉ ତ୍ରାହି ପାଇବେନି ଶତ୍ରୁ, ବର୍ତ୍ତିବେନି ସୈତାନ । ସ୍ୱାମୀର ବଦଲା ନେବେ ସ୍ତ୍ରୀ । ରକ୍ତର ହୋଲି ଖେଳିଥିବା ଆତଙ୍କୀଙ୍କ ଛାତିରେ ଆତଙ୍କ ଭରି ସାବାଡ କରିବେ ସିଂହବାହିନୀ । କାରଣ ସେନାରେ ସାମିଲ ହୋଇଛନ୍ତି ବୀର ସହିଦଙ୍କ ପତ୍ନୀ । ପୁଲୱାମା ଆକ୍ରମଣରେ ସ୍ୱାମୀ ସହିଦ ହୋଇଥିବା ବେଳେ ସ୍ୱାମୀଙ୍କ ପଥରେ ଚାଲି ନିଜେ ସେନାକୁContinue reading “ଶତ୍ରୁଙ୍କୁ ମାରିବି, ସ୍ୱାମୀଙ୍କ ମୃତ୍ୟୁର ପ୍ରତିଶୋଧ ନେବି… ପୁଲୱାମା ହମଲାରେ ବୀର ସ୍ୱାମୀଙ୍କୁ ହରାଇଥିଲେ ସ୍ତ୍ରୀ, ଦୁଇ ବର୍ଷ ଧରି ଛାତିକୁ ପଥର କରି ନିଜେ ହେଲେ ସେନାରେ ସାମିଲ…”
ସୁନ୍ଦରଗଡ ରାଣୀବଗିଚା ମଶାଣିରେ ଆତ୍ମୀୟଙ୍କ ଅପେକ୍ଷାରେ ପଡି ରହିଛି ଅସ୍ଥି କଳସ । କରୋନା ସଂକ୍ରମଣ ଭୟରେ ୫୬ଟି ଅସ୍ଥି କଳସ ନେବାକୁ ଆସୁନାହାନ୍ତି କେହି ପରିବାର ଲୋକ ।
କନକ ବ୍ୟୁରୋ: କରୋନା ମହାମାରୀ କେବଳ ମଣିଷର ଜୀବନ ନେଇଛି ତାହା ନୁହେଁ, ଏହା ମାନବିକତାକୁ ମଧ୍ୟ ମାରିଦେଇଛି । ତୁଟାଇ ଦେଇଛି ରକ୍ତ ସଂପର୍କର ଡୋରି । ଭୟରେ ହେଉ କି ଅସହାୟତା, ଶେଷ ବିଦାୟ ସମୟରେ ମଧ୍ୟ ଭୁଲିଯାଉଛନ୍ତି ପ୍ରିୟ, ପରିଜନ । ମହାମାରୀ କରୋନା କାଳରେ ଦେଖିବାକୁ ମିଳୁଛି ଏହିଭଳି ଅନେକ କରୁଣ ଦୃଶ୍ୟ । କରୋନାରେ ମୃତକଙ୍କ କେହି ପ୍ରିୟ, ପରିଜନ ନଆସିବାରୁ ମଶାଣି ବନ୍ଧୁମାନେ ମୃତକଙ୍କୁ ମୁଖାଗ୍ନୀ ଦେଇଛନ୍ତି ।Continue reading “ସୁନ୍ଦରଗଡ ରାଣୀବଗିଚା ମଶାଣିରେ ଆତ୍ମୀୟଙ୍କ ଅପେକ୍ଷାରେ ପଡି ରହିଛି ଅସ୍ଥି କଳସ । କରୋନା ସଂକ୍ରମଣ ଭୟରେ ୫୬ଟି ଅସ୍ଥି କଳସ ନେବାକୁ ଆସୁନାହାନ୍ତି କେହି ପରିବାର ଲୋକ ।”
ସମୁଦ୍ରରୁ ମିଳିଲା ଦୁର୍ଲ୍ଲଭ ପ୍ରଜାତିର ମାଛ । ଏତେ ଦାମରେ ବିକ୍ରି ହେଲା ଯେ ବଦଳିଗଲା ମାଛଧାରଳୀଙ୍କ ଭାଗ୍ୟ
କନକ ବ୍ୟୁରୋ : କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡି କି ଦିଅନ୍ତି । ହେଲେ ସମୁଦ୍ର ବି ଏମିତି ଦାନକରେ ତାହା ପ୍ରଥମଥର ଦେଖିବାକୁ ମିଳିଛି । ଏମିତି କିଛି ଦେଖିବାକୁ ମିଳିଛି ପାକିସ୍ତାନର ବେଲୁଚିସ୍ତାନ ଗବାଦରରେ ରହୁଥିବା ଜଣେ ମାଛ ଧରାଳୀଙ୍କ କ୍ଷେତ୍ରରେ । ଏହି ମାଛ ଧାରାଳୀଙ୍କ ହାତରେ ୪୮ କିଲୋ ଓଜନର ଏକ ଦୁର୍ଲ୍ଲଭ ମାଛ ଧରାପଡିଥିଲା । ଏହି ମାଛଟି ରବିବାର ଦିନ ଯେଉଁ ଦାମରେ ବିକ୍ରିContinue reading “ସମୁଦ୍ରରୁ ମିଳିଲା ଦୁର୍ଲ୍ଲଭ ପ୍ରଜାତିର ମାଛ । ଏତେ ଦାମରେ ବିକ୍ରି ହେଲା ଯେ ବଦଳିଗଲା ମାଛଧାରଳୀଙ୍କ ଭାଗ୍ୟ”
କୃଷକ ମାନଙ୍କ ପାଇଁ ଖୁସି ଖବର ଆଣିଲେ କେନ୍ଦ୍ର ସରକାର । ଏବେ ଚାଷୀମାନଙ୍କୁ ମାଗଣାରେ ମିଳିବ ତୈଳ ଜାତୀୟ ଫସଲ ପାଇଁ ବିହନ । ଜାଣନ୍ତୁ କେମିତି ପାଇବେ ଆପଣ
କନକ ବ୍ୟୁରୋ : କରୋନା ମହାମାରୀ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ସହିତ ଖାଇବା ତେଲର ଦାମ ଏବେ ଆକାଶ ଛୁଆଁ ହୋଇଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ସହାୟତା ଦେବା ଲକ୍ଷରେ ଏକ ବଡ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଚାଷୀଭାଇ ମାନଙ୍କୁ ତୈଳ ଜାତୀୟ ଫସଲର ବିହନ ମାଗଣାରେ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଆଶା କରିଛନ୍ତି କି ମାଗଣରେ ବିହନ ଯୋଗାଇ ଦିଆଗଲେContinue reading “କୃଷକ ମାନଙ୍କ ପାଇଁ ଖୁସି ଖବର ଆଣିଲେ କେନ୍ଦ୍ର ସରକାର । ଏବେ ଚାଷୀମାନଙ୍କୁ ମାଗଣାରେ ମିଳିବ ତୈଳ ଜାତୀୟ ଫସଲ ପାଇଁ ବିହନ । ଜାଣନ୍ତୁ କେମିତି ପାଇବେ ଆପଣ”