କନକ ବ୍ୟୁରୋ : ପାରୋଲରେ ଯାଇ ଜଣେ ହତ୍ୟା ଅପରାଧୀ କିଭଳି ନିୟମିତ ଜେଲକୁ ଆସୁଛନ୍ତି ଏବଂ ଜେଲ ଅନ୍ତେବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି, ତାର ଚିତ୍ର ହସ୍ତଗତ ହୋଇଛି । ମାଲାକାନଗିରି ସବଜେଲର ଜେଲର ସଂଜୟ ବର୍ମା ନିଜେ ସେହି ହତ୍ୟା ଅପରାଧୀଙ୍କୁ ଗାଡିରେ ବସାଇ ନେଉଛନ୍ତି । ଆଉ ଗାଡି ପଛରେ ବସିଥିବା ବ୍ୟକ୍ତି ଜଣକ ହେଉଛନ୍ତି ହତ୍ୟା ମାମଲାରେ ସଜା କାଟିଥିବା ଗୁଣ୍ଡୁ ମାଦ୍ରି । ଏକ ହତ୍ୟା ମାମଲାରେ ୧୫Continue reading “ହୋଟେଲ ପାଲଟିଛି ମାଲକାନଗିରି ସବଜେଲ : ମୋଟା ଅଙ୍କର ଟଙ୍କା ନେଇ ଅପରାଧୀଙ୍କୁ ଦିଆଯାଉଛି ମାଛ ଓ ବିରିୟାନି”
Author Archives: Raghaba
ଆପଣ, ନିଜର ସ୍ମାର୍ଟଫୋନ୍ ବିକ୍ରି କରୁଛନ୍ତି କି ? ସାବଧାନ ନରହିଲେ, ଲିକ୍ ହୋଇପାରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ। ଆପଣାନ୍ତୁ ଏହି ଉପାୟ…
କନକ ବ୍ୟୁରୋ : ନିଜ ସ୍ମାର୍ଟଫୋନ୍ ବିକ୍ରି କରୁଥିଲେ ସାବଧାନ୍ ! ଲିକ୍ ହୋଇପାରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ । ସାଧାରଣତଃ ଆପଣଙ୍କୁ କୌଣସି ନୂଆ ଫୋନ୍ କିଣିବାକୁ ଥିଲେ, କିମ୍ବା ଫୋନରେ କୌଣସି ତ୍ରୁଟି ଦେଖାଗଲେ ଆପଣ, ଆପଣଙ୍କ ମୋବାଇଲକୁ ବିକ୍ରି କରିଦିଅନ୍ତି । ସିଧାସଳଖ କୌଣସି ବ୍ୟକ୍ତିଙ୍କୁ ହେଉ କିମ୍ବା ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ । ସ୍ମାର୍ଟଫୋନ୍ ବିକ୍ରି କରିବା ପୂର୍ବରୁ ଆପଣ ଆପଣଙ୍କ ସିମ୍ କାର୍ଡ, ମେମୋରୀ ଚିପ୍ ବାହାର କରିଦେଇଥାନ୍ତି ।Continue reading “ଆପଣ, ନିଜର ସ୍ମାର୍ଟଫୋନ୍ ବିକ୍ରି କରୁଛନ୍ତି କି ? ସାବଧାନ ନରହିଲେ, ଲିକ୍ ହୋଇପାରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ। ଆପଣାନ୍ତୁ ଏହି ଉପାୟ…”
ନଥିଲା ବ୍ୟାଣ୍ଡବାଜା, ନଥିଲେ ବରଯାତ୍ରୀ । ୨୪ କିଲୋମିଟର ଦୂରରୁ ସାଇକେଲ୍ ନେଇ ବାହାହବାକୁ ଏକା ଆସିଲେ ବର, ଏମିତି ହେଲା ବାହାଘର ।
କନକ ବ୍ୟୁରୋ : ନଥିଲା ବ୍ୟାଣ୍ଡବାଜା, ନଥିଲେ ବରଯାତ୍ରୀ । ସାଇକେଲ୍ ନେଇ ବାହାହବାକୁ ଆସିଲେ ବର । ଏମିତି ବାହାଘର ହୁଏତ ଆପଣ ଆଗରୁ କେବେ ଦେଖିନଥିବେ । ଯେଉଁଠି ବିବାହ କରିବାକୁ ୨୪ କିଲୋମିଟର ଦୂରରୁ ନିଜେ ସାଇକେଲ୍ ଚଲାଇ ଆସିଲା ବର । କରୋନା ମହାମାରୀର ମୁକାବିଲା ପାଇଁ ଦେଶର ଅନେକ ରାଜ୍ୟରେ ବିଭିନ୍ନ କଟକଣା ଜାରି କରାଯାଇଛି । ଏପରିକି କୌଣସି ଉତ୍ସବ ଏବଂ ବିବାହ ଶୋଭାଯାତ୍ରା ଉପରେ ମଧ୍ୟ ପ୍ରତିବନ୍ଧକContinue reading “ନଥିଲା ବ୍ୟାଣ୍ଡବାଜା, ନଥିଲେ ବରଯାତ୍ରୀ । ୨୪ କିଲୋମିଟର ଦୂରରୁ ସାଇକେଲ୍ ନେଇ ବାହାହବାକୁ ଏକା ଆସିଲେ ବର, ଏମିତି ହେଲା ବାହାଘର ।”
କମୁଥିବା ଜନସଂଖ୍ୟାକୁ ନେଇ ବଢିଲା ଚୀନର ଚିନ୍ତା । ୨ ଟି ନୁହେଁ ପ୍ରତି ଦମ୍ପତ୍ତି ୩ ଟି ସନ୍ତାନ ଜନ୍ମ କରିବାକୁ ସରକାର ଦେଲେ ଅନୁମତି
କନକ ବ୍ୟୁରୋ : ଚୀନରେ ମୋଟ ଜନସଂଖ୍ୟାର ଏକ ବଡଭାଗ ଏବେ ବୃଦ୍ଧ ଅବସ୍ଥାରେ ପହଂଚି ସାରିଛି । ଏହାସହ ଦେଶରେ ଜନସଂଖ୍ୟା ବୃଦ୍ଧିର ଗତି ହ୍ରାସ ହୋଇଛି । ଏହାକୁ ନଜରରେ ରଖି ଚୀନ ସରକାର ପରିବାର ନିୟୋଜନ ନିୟମରେ କୋହଳ କରିଛି । ସୋମବାର ଦିନ ଚୀନ ସରକାର ଏନେଇ ଏକ ବଡ ନିଷ୍ପତ୍ତି ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ମୁତାବକ ଏବେ ଗୋଟିଏ ଦମ୍ପତ୍ତି ୩ ଟି ସନ୍ତାନ ଜନ୍ମ କରିପାରିବେContinue reading “କମୁଥିବା ଜନସଂଖ୍ୟାକୁ ନେଇ ବଢିଲା ଚୀନର ଚିନ୍ତା । ୨ ଟି ନୁହେଁ ପ୍ରତି ଦମ୍ପତ୍ତି ୩ ଟି ସନ୍ତାନ ଜନ୍ମ କରିବାକୁ ସରକାର ଦେଲେ ଅନୁମତି”
ଧୂମଧାମରେ ଚାଲିଥିଲା ବାହାଘର…ମଥାରେ ଲାଗିସାରିଥିଲା ସିନ୍ଦୁର, ପଡ଼ିଥିଲା ହାତଗଣ୍ଠି । କିନ୍ତୁ ସାତଫେରା ନେବା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ, ଶାଳୀକୁ ବାହା ହେଲା ବର ।
କନକ ବ୍ୟୁରୋ : ଧୂମଧାମରେ ଚାଲିଥିଲା ବାହାଘର…ମଥାରେ ଲାଗିସାରିଥିଲା ସିନ୍ଦୁର । ସାତଫେରା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ । ଶାଳୀକୁ ବାହା ହେଲା ବର । ମଥାରେ ସିନ୍ଦୁର ଲାଗିସାରିଥିଲା । ହାତଗଣ୍ଠି ବି ପଡିସାରିଥିଲା । ବରମାଳା ପକାଇ ଦୁହେଁ ଦୁହିଁଙ୍କୁ ନିଜର କରିସାରିଥିଲେ । ସରିବାକୁ ବସିଥିଲା ବାହାଘରର ସବୁ ରୀତିନୀତି । କିନ୍ତୁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥୀ ହେବା ପୂର୍ବରୁ ବେଦୀ ଉପରେ ଆଖି ବୁଜିଦେଲା କନିଆContinue reading “ଧୂମଧାମରେ ଚାଲିଥିଲା ବାହାଘର…ମଥାରେ ଲାଗିସାରିଥିଲା ସିନ୍ଦୁର, ପଡ଼ିଥିଲା ହାତଗଣ୍ଠି । କିନ୍ତୁ ସାତଫେରା ନେବା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ, ଶାଳୀକୁ ବାହା ହେଲା ବର ।”
ବାରିପଦା କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଅବହେଳାର ଆସିଲା ସାଂଘାତିକ ଭିଡିଓ : ରୋଗୀ ଉଲଗ୍ନ ହୋଇ ଏଣେତେଣେ ପଡ଼ିଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ
କନକ ବ୍ୟୁରୋ : କୋଭିଡ୍ ହସ୍ପିଟାଲର ବିଭତ୍ସ ଦୃଶ୍ୟ । ବାରିପଦା କୋଭିଡ ହସ୍ପିଟାଲ ଭିତରରେ ବିକଳ ଆଉ ହୃଦୟଥରା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ଓ ଭିଡିଓ ଯଦି ସତ ହୋଇଥାଏ, ତେବେ ସ୍ଥିତି ସାଙ୍ଘାତିକ । ଅସହାୟ ଅବସ୍ଥାରେ ଉଲଗ୍ନ ହୋଇ ରୋଗୀ ଏଣେତେଣ ପଡିଛନ୍ତି । କିଏ ଶୌଚାଳୟ ପାଖରେ ପଡିଛନ୍ତି ତ ଆଉ କିଏ ଅତି ଦୟନୀୟ ଅବସ୍ଥାରେContinue reading “ବାରିପଦା କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଅବହେଳାର ଆସିଲା ସାଂଘାତିକ ଭିଡିଓ : ରୋଗୀ ଉଲଗ୍ନ ହୋଇ ଏଣେତେଣେ ପଡ଼ିଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ”
ଏମିତି ଏକ ଲୋକପ୍ରିୟ ମନ୍ଦିର । ଯେଉଁଠି କୌଣସି ଦେବାଦେବୀ ନୁହଁନ୍ତି, ପୂଜା ପାଉଛି ବୁଲେଟ୍ ଗାଡ଼ି ।
କନକ ବ୍ୟୁରୋ : ବୁଲେଟ୍ ମନ୍ଦିର । ମନ୍ଦିରରେ ପୂଜା ପାଉଛି ବୁଲେଟ୍ ଗାଡି । ଭାରତର କୋଣ ଅନୁକୋଣରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି । ଆଉ ଠାକୁରଙ୍କ ଦର୍ଶନ ଆଉ ଉପାସନା କରିବା ପାଇଁ ଲୋକେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥାନ୍ତି । ମନ୍ଦିରରେ ରହିଥାଏ ଠାକୁରଙ୍କ ପ୍ରତିମୂର୍ତ୍ତି, ଆସ୍ଥାନ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଲୋକପ୍ରିୟ ମନ୍ଦିରକୁ ବୁଲାଇନେବୁ, ଯେଉଁଠି ଦେବାଦେବୀଙ୍କୁ ନୁହେଁ ବରଂ ବୁଲେଟ ଗାଡିକୁ ପୂଜାContinue reading “ଏମିତି ଏକ ଲୋକପ୍ରିୟ ମନ୍ଦିର । ଯେଉଁଠି କୌଣସି ଦେବାଦେବୀ ନୁହଁନ୍ତି, ପୂଜା ପାଉଛି ବୁଲେଟ୍ ଗାଡ଼ି ।”
ଟିକାକରଣ ନେଇ କେନ୍ଦ୍ର ସରକାର କରୁଛନ୍ତି ନୂଆ ଯୋଜନା । ଏବେ ଦେଶରେ ଦୈନିକ ୧ କୋଟି ଲୋକଙ୍କୁ ଦିଆଯିବ ଟିକା
କନକ ବ୍ୟୁରୋ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଶୀର୍ଷ ଅଧିକାରୀଙ୍କ ସୂଚନା ମୁତାବକ ଦେଶରେ ଦୈନିକ ୧ କୋଟି ଲୋକଙ୍କୁ ଟିକା ଦିଆଯିବା ନେଇ ଯୋଜନା ପ୍ରସ୍ତୁତ ହେଉଥିବା କହିଛନ୍ତି । ସୂତ୍ର ମୁତାବକ ଜୁଲାଇ ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରେ ବୋଲି ଆଶା କରାଯାଉଛି । ଏହି ଯୋଜନା ମୁତାବକ ୩୦ ରୁ ୩୨ କୋଟି ଡୋଜ୍ ଟିକା ଷ୍ଟକ କରିବାକୁ ପ୍ରୟାସ ଆରମ୍ଭ ହୋଇଛି ।Continue reading “ଟିକାକରଣ ନେଇ କେନ୍ଦ୍ର ସରକାର କରୁଛନ୍ତି ନୂଆ ଯୋଜନା । ଏବେ ଦେଶରେ ଦୈନିକ ୧ କୋଟି ଲୋକଙ୍କୁ ଦିଆଯିବ ଟିକା”
ବାଲେଶ୍ୱର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ଧର୍ମେନ୍ଦ୍ର ପ୍ରଧାନ : ସିମୁଳିଆ, ସୋର, ବାହାନଗାରେ କଲେ ସ୍ଥିତିର ଅନୁଧ୍ୟାନ
କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜିଲ୍ଲାର ସିମୁଳିଆ, ସୋର, ବାହାନଗା ଅଂଚଳର ସ୍ଥିତି କରିଛନ୍ତି ସମୀକ୍ଷା । ବାଇକରେ ବସି ତ୍ରିକୋଣିଆ ଗ୍ରାମପଂଚାୟତ ଅନ୍ତର୍ଗତ ଚାରିଗୋଛିଆ, ସାରଥା ଗ୍ରାମପଂଚାୟତର ମୁହାଣ ଏବଂ ଅନ୍ୟାନ୍ୟ ବାତ୍ୟା ପ୍ରଭାବିତ ଅଂଚଳ ବୁଲିବା ସହ ବିପନ୍ନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଗତକାଲି ଭଦ୍ରକ ଜିଲ୍ଲା ଗସ୍ତ କରି ଆକାଶମାର୍ଗରୁ ବାତ୍ୟା ସ୍ଥିତି ସମୀକ୍ଷା କରିଥିଲେContinue reading “ବାଲେଶ୍ୱର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ଧର୍ମେନ୍ଦ୍ର ପ୍ରଧାନ : ସିମୁଳିଆ, ସୋର, ବାହାନଗାରେ କଲେ ସ୍ଥିତିର ଅନୁଧ୍ୟାନ”
ଭୁବନେଶ୍ୱର ଫାୟାର ଷ୍ଟେସନ ଛକରେ ମଦ ପିଇ ଯୁବକଙ୍କ ଉନ୍ମତକାଣ୍ଡ ଘଟଣା : ସ୍ପଷ୍ଟିକରଣ ରଖିଲେ ମନ୍ତ୍ରୀ ପଦ୍ମନାଭ ବେହେରା; କହିଲେ, ମଦ୍ୟପ ଯୁବକଙ୍କ ସହ ନାହିଁ କୌଣସି ସମ୍ପର୍କ
କନକ ବ୍ୟୁରୋ : ଗତକାଲି ଭୁବନେଶ୍ୱର ଫାୟାର ଷ୍ଟେସନ ଛକ ନିକଟରେ ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପଦ୍ନନାଭ ବେହେରା । ମଦ ପିଇ ଯୁବକ ଜଣକ ହଙ୍ଗାମା କରୁଥିବାବେଳେ ବାରମ୍ବାର ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ନାଁ ନେଇଥିଲେ । ଏପରିକି ନିଜକୁ ମନ୍ତ୍ରୀଙ୍କ ପୁତୁରା ବୋଲି କହି ପୋଲିସକୁ ନାଲିଆଖି ଦେଖାଇଥିଲେ । କାର୍ଯ୍ୟାନୁଷ୍ଠାନ ନେଲେ ପରିଣତି ଭୋଗିବାକୁ ଚେତାବନୀ ଦେଇଥିଲେ । ହେଲେ ସେହି ଯୁବକଙ୍କContinue reading “ଭୁବନେଶ୍ୱର ଫାୟାର ଷ୍ଟେସନ ଛକରେ ମଦ ପିଇ ଯୁବକଙ୍କ ଉନ୍ମତକାଣ୍ଡ ଘଟଣା : ସ୍ପଷ୍ଟିକରଣ ରଖିଲେ ମନ୍ତ୍ରୀ ପଦ୍ମନାଭ ବେହେରା; କହିଲେ, ମଦ୍ୟପ ଯୁବକଙ୍କ ସହ ନାହିଁ କୌଣସି ସମ୍ପର୍କ”