ଦେଶରେ ତଳମୁହାଁ କରୋନା ମିଟର : ଗତ ୨୪ଘଂଟାରେ ୧ ଲକ୍ଷ ୫୨ ହଜାର ୭୩୪ ଆକ୍ରାନ୍ତ ଚିହ୍ନଟ, ୩୧୨୮ ମୃତ

କନକ ବ୍ୟୁରୋ : ଦେଶରେ କରୋନା ମିଟର ତଳମୁହାଁ । ଗତ ୨୪ ଘଂଟାରେ ୧ ଲକ୍ଷ ୫୨ ହଜାର ୭୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧୨୮ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମଣ ୨କୋଟି ୭୮ ଲକ୍ଷ ୯୪ ହଜାର ୮୦୦ ରହିଛି । ସୁସ୍ଥ ହୋଇଛନ୍ତି ୨ କୋଟି ୫୪ ଲକ୍ଷ ୫୪ ହଜାର ୩୨୦ଜଣ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ସଂକ୍ରମଣରେ ୩ଲକ୍ଷ ୨୫ ହଜାର ୯୭୨ଜଣଙ୍କ ଜୀବନContinue reading “ଦେଶରେ ତଳମୁହାଁ କରୋନା ମିଟର : ଗତ ୨୪ଘଂଟାରେ ୧ ଲକ୍ଷ ୫୨ ହଜାର ୭୩୪ ଆକ୍ରାନ୍ତ ଚିହ୍ନଟ, ୩୧୨୮ ମୃତ”

ବ୍ରହ୍ମପୁରରେ ଅକ୍ସିଜେନର କଳାବଜାରୀ ନେଇ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ : ପୋଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଡ୍ରଗ୍ ବିଭାଗର ଚଢାଉ; ଅକ୍ସିଜେନ ସିଲିଣ୍ଡର ଜବତ

କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ବ୍ରହ୍ମପୁରରେ ଅକ୍ସିଜେନ୍ କଳାବଜାରୀ ନେଇ ଖବର ପ୍ରସାରଣ ପରେ ତନାଘନା ଆରମ୍ଭ ହୋଇଛି ।  ବ୍ରହ୍ମପୁର ପୋଲିସ ସହଯୋଗରେ ଡ୍ରଗ ବିଭାଗ ଅନେକ ସ୍ଥାନରେ ଚଢ଼ାଉ କରିଛି । ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଶ୍ରୀ ସର୍ଜିକାଲ ଉପରେ ଚଢ଼ାଉ କରି ୯ଟି ଅକ୍ସିଜେନ ସିଲିଣ୍ଡର ଜବତ କରିଛି ଡ୍ରଗ ବିଭାଗ । ସିଲିଣ୍ଡରର ଦାମ ୬-୭ ହଜାର ଟଙ୍କା ଭିତରେ ଥିବା ବେଳେ ଅସାଧୁContinue reading “ବ୍ରହ୍ମପୁରରେ ଅକ୍ସିଜେନର କଳାବଜାରୀ ନେଇ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ : ପୋଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଡ୍ରଗ୍ ବିଭାଗର ଚଢାଉ; ଅକ୍ସିଜେନ ସିଲିଣ୍ଡର ଜବତ”

ସିବିଏସଇ ଓ ଆଇସିଏସଇ ଦ୍ୱାଦଶ ପରୀକ୍ଷା ପ୍ରସଙ୍ଗ : ଆଜି ସୁପ୍ରିମକୋର୍ଟରେ ପରୀକ୍ଷା ନେଇ ହେବ ଶୁଣାଣି

କନକ ବ୍ୟୁରୋ : ସିବିଏସଇ ଓ ଆଇସିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଦିନ ୧୧ଟାରେ ଏନେଇ ଶୁଣାଣି କରିବେ ଜଷ୍ଟିସ ଏଏମ ଖାନୱିଲକର ଓ ଦୀନେଶ ମାହେଶ୍ୱରୀଙ୍କ ଦୁଇଜଣିଆ ଖଣ୍ଡପୀଠ । ମେ’ ୨୮ ତାରିଖରେ ଏହି ମାମଲାର ଶୁଣାଣି କରି ଆଜି ପାଇଁ ଘୁଂଚାଇ ଦେଇଥିଲେ କୋର୍ଟ । ସିବିଏସଇ ଓ ଆଇସିଏସଇ ବୋର୍ଡ ସହ କେନ୍ଦ୍ର ସରକାରଙ୍କ ପକ୍ଷ ରଖିବା ପାଇଁ ସୁଯୋଗ ଦେଇଥିଲେ । କରୋନାContinue reading “ସିବିଏସଇ ଓ ଆଇସିଏସଇ ଦ୍ୱାଦଶ ପରୀକ୍ଷା ପ୍ରସଙ୍ଗ : ଆଜି ସୁପ୍ରିମକୋର୍ଟରେ ପରୀକ୍ଷା ନେଇ ହେବ ଶୁଣାଣି”

ବାନ୍ଧବୀଙ୍କ ସହ ରୋମାନ୍ସ କରିବାକୁ ଯାଇ ଧରାପଡିଲେ ମେହୁଲ ଚୋକସି : ଆଂଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟୋନ ବ୍ରାଉନେ ଦେଲେ ସୂଚନା

କନକ ବ୍ୟୁରୋ : ବାନ୍ଧବୀଙ୍କ ସହ ରୋମାନ୍ସ କରିବା ପାଇଁ ଆଂଟିଗୁଆ ଯାଇଥିବାବେଳେ ଧରାପଡିଗଲେ ମେହୁଲ ଚୋକସି । ଏନେଇ ସୂଚନା ଦେଇଛନ୍ତି ଆଂଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟୋନ ବ୍ରାଉନେ । ତେବେ ତାଙ୍କ ବାନ୍ଧବୀ ଖସି ପଳାଇବାକୁ ସମର୍ଥ ହୋଇଥିବାବେଳେ ଡୋମିନିକା ପୋଲିସ ହାତରେ ଧରାପଡିଛନ୍ତି ବହୁକୋଟି ପିଏନବି ଦୁର୍ନୀତିର ଅନ୍ୟତମ ମାଷ୍ଟରମାଇଣ୍ଡ ମେହୁଲ ଚୋକସି । ମେ’ ୨୬ ତାରିଖରେ ତାଙ୍କୁ ପୋଲିସ ଗିରଫ କରି ମାଡ ମାରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛିContinue reading “ବାନ୍ଧବୀଙ୍କ ସହ ରୋମାନ୍ସ କରିବାକୁ ଯାଇ ଧରାପଡିଲେ ମେହୁଲ ଚୋକସି : ଆଂଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟୋନ ବ୍ରାଉନେ ଦେଲେ ସୂଚନା”

ରାଜ୍ୟରେ କମୁଛି ସଂକ୍ରମଣ : ଗତ ୨୪ଘଂଟାରେ ୮୩୧୩ ପଜିଟିଭ ଚିହ୍ନଟ, ୩୫ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୯୭୪ ଆକ୍ରାନ୍ତ

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୩୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୬୫୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୬୫୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୪ ଜଣ ଆକ୍ରାନ୍ତ ଚିହ୍ନଟ । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୦୫ଜଣ, ବାଲେଶ୍ୱରରୁ ୪୫୨ ଜଣ, ବରଗଡ଼ରୁ ୨୭୯ ଜଣ, ଭଦ୍ରକରୁ ୧୧୭ଜଣ, ବଲାଙ୍ଗୀରରୁ ୧୧୯Continue reading “ରାଜ୍ୟରେ କମୁଛି ସଂକ୍ରମଣ : ଗତ ୨୪ଘଂଟାରେ ୮୩୧୩ ପଜିଟିଭ ଚିହ୍ନଟ, ୩୫ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୯୭୪ ଆକ୍ରାନ୍ତ”

ଆଉ ପାଦେ ଆଗେଇଲା ଏଲୋପାଥି ଡାକ୍ତର ଓ ବାବା ରାମଦେବଙ୍କ ବିବାଦ : ଯୋଗ ଗୁରୁ କହିଲେ, ହଜାରେ ଏଲୋପାଥି ଡାକ୍ତରଙ୍କୁ କରିଦେବେ ଆୟୁର୍ବେଦୀ

କନକ ବ୍ୟୁରୋ : ଏଲୋପାଥି ଚିକିତ୍ସାକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିବା ବାବା ରାମଦେବ ପୁଣି ଏକ ବିବାଦ ସୃଷ୍ଟି କରିଛନ୍ତି । ବର୍ଷକ ଭିତରେ ହଜାରେ ଏଲୋପାଥି ଡାକ୍ତରଙ୍କୁ ଆୟୁର୍ବେଦୀରେ ପରିଣତ କରାଇବାକୁ ସେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଦେଶର ବିଭିନ୍ନ ପ୍ରାନ୍ତରୁ ସେଠାରେ ଯୋଗାଭ୍ୟାସ କରିବାକୁ ପହଞ୍ଚିଥିବା ଅଂଶଗ୍ରହଣକାରୀଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ ଏମ୍‌ବିବିଏସ୍‌ ଓ ଏମ୍‌ଡି ଡିଗ୍ରିଧାରୀ ଅନେକ ଏଲୋପାଥିContinue reading “ଆଉ ପାଦେ ଆଗେଇଲା ଏଲୋପାଥି ଡାକ୍ତର ଓ ବାବା ରାମଦେବଙ୍କ ବିବାଦ : ଯୋଗ ଗୁରୁ କହିଲେ, ହଜାରେ ଏଲୋପାଥି ଡାକ୍ତରଙ୍କୁ କରିଦେବେ ଆୟୁର୍ବେଦୀ”

ଆଜି ଆକାଶ ମାର୍ଗରୁ ବାଲେଶ୍ୱର ଜିଲ୍ଲାର ବାତ୍ୟା ଅଂଚଳ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ : ସିମୁଳିଆ, ସୋର, ବାହାନଗାରେ ସ୍ଥିତିର କରିବେ ଅନୁଧ୍ୟାନ

କନକ ବ୍ୟୁରୋ : ଆଜି ଆକାଶମାର୍ଗରୁ ବାଲେଶ୍ୱର ଜିଲ୍ଲା ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜିଲ୍ଲାର ସିମୁଳିଆ, ସୋର, ବାହାନଗା ଅଂଚଳର ସ୍ଥିତି ଅନୁଧ୍ୟାନ କରିବେ । ଆକାଶମାର୍ଗରୁ ସ୍ଥିତି ପରଖିବା ପରେ ପୂର୍ବାହ୍ନ ୧୦ଟାରେ ତ୍ରିକୋଣିଆ ଗ୍ରାମପଂଚାୟତ ଅନ୍ତର୍ଗତ ଚାରିଗୋଛିଆ, ସାରଥା ଗ୍ରାମପଂଚାୟତର ମୁହାଣ ଏବଂ ଅନ୍ୟାନ୍ୟ ବାତ୍ୟା ପ୍ରଭାବିତ ଅଂଚଳ ବୁଲିବା ସହ ବିପନ୍ନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଭଦ୍ରକ ଜିଲ୍ଲାContinue reading “ଆଜି ଆକାଶ ମାର୍ଗରୁ ବାଲେଶ୍ୱର ଜିଲ୍ଲାର ବାତ୍ୟା ଅଂଚଳ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ : ସିମୁଳିଆ, ସୋର, ବାହାନଗାରେ ସ୍ଥିତିର କରିବେ ଅନୁଧ୍ୟାନ”

ଓଡ଼ିଶାର ଏମିତି ଏକ ଗାଁ…! ଯେଉଁଠି ଏଯାଏଁ ବ୍ୟାପିନି କରୋନା, ଜାଣନ୍ତୁ କଣ ରହିଛି ଏହା ପଛର କାରଣ?

କନକ ବ୍ୟୁରୋ :  ଯେଉଁଠି ଗାଁ ଲୋକ ସଚେତନ ଏବଂ ସେମାନଙ୍କ ମଧ୍ୟରେ ଏକତା ରହିଛି, ସେଠି କରୋନା ପ୍ରବେଶ କରିବାକୁ ସୁଯୋଗ ପାଇନି। ଅନ୍ୟଭାବେ କହିଲେ, ଗାଁର କେହି ଜଣେ ବି କରୋନାରେ ସଂକ୍ରମିତ ହୋଇନାହାନ୍ତି। ସେହିଭଳି ଏକ ଗାଁ ହେଉଛି, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଓ କୋଦଳା ଥାନା ଅଧୀନ ଦାନପୁର ପଞ୍ଚାୟତର ‘କରଞ୍ଜରା’। ଠିକ୍ ସମୟରେ ସବୁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଥିବାରୁ ପ୍ରଥମ ଲହର ପରେ ଦ୍ୱିତୀୟ ଲହରରେContinue reading “ଓଡ଼ିଶାର ଏମିତି ଏକ ଗାଁ…! ଯେଉଁଠି ଏଯାଏଁ ବ୍ୟାପିନି କରୋନା, ଜାଣନ୍ତୁ କଣ ରହିଛି ଏହା ପଛର କାରଣ?”

ନୂଆ ଗବେଷଣା ରିପୋର୍ଟ ବିସ୍ଫୋରକ ତଥ୍ୟ : ଚୀନର ଉହାନ ଲ୍ୟାବରେ ବିକଶିତ ହୋଇଛି କରୋନା ଭୂତାଣୁ; ‘ଡେଲିମେଲ’ରେ ପ୍ରକାଶ ପାଇଲା ରିପୋର୍ଟ

କନକ ବ୍ୟୁରୋ : କରୋନା ଭାଇରସ୍‌ କୌଣସି ପ୍ରାକୃତିକ ବିପଦ ନୁହେଁ ଏହା ଚୀନ୍‌ର ଉହାନ୍‌ ଲ୍ୟାବ୍‌ରେ ବୈଜ୍ଞାନିକଙ୍କ ଦ୍ବାରା ସୃଷ୍ଟି ହୋଇଛି ଏବଂ ସେଠାରେ ହିଁ ଏହା ବିକଶିତ ହୋଇ ସାରା ବିଶ୍ବରେ ଆତଙ୍କ ଚଳାଇଛି ବୋଲି ନୂଆ ଗବେଷଣା ରିପୋର୍ଟରେ ଦାବି କରାଯାଇଛି । ‘ଡେଲି ମେଲ୍‌’ରେ ପ୍ରକାଶିତ ରିପୋର୍ଟ ମୁତାବକ ବ୍ୟାପକ ଗବେଷଣା ପରେ ଉହାନ୍‌ ଲ୍ୟାବ୍‌ର ଏହି ରହସ୍ୟକୁ ପର୍ଦ୍ଦାଫାସ କରିବାରେ ବୈଜ୍ଞାନିକମାନେ ସକ୍ଷମ ହୋଇଛନ୍ତି । ଚୀନ୍‌ ବୈଜ୍ଞାନିକମାନେ ଉହାନContinue reading “ନୂଆ ଗବେଷଣା ରିପୋର୍ଟ ବିସ୍ଫୋରକ ତଥ୍ୟ : ଚୀନର ଉହାନ ଲ୍ୟାବରେ ବିକଶିତ ହୋଇଛି କରୋନା ଭୂତାଣୁ; ‘ଡେଲିମେଲ’ରେ ପ୍ରକାଶ ପାଇଲା ରିପୋର୍ଟ”

କିଏ କରୁଛି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ? ସୁରକ୍ଷା ଉପରେ ଉଠିଲାଣି ପ୍ରଶ୍ନ, ମୋବାଇଲ କଟକଣା ନାମକୁ ମାତ୍ର?

କନକ ବ୍ୟୁରୋ : ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ହେଉଛି। କେତେବେଳେ କିଏ ଭିତର ବେଢ଼ାରେ ଶ୍ରୀମନ୍ଦିର ସହ ଫଟୋ ନେଲାଣି ତ କିଏ ରୋଷଘରର ଫଟୋ ଭାଇରାଲ୍ କଲାଣି। ଆଉ ପୁଣି କିଏ ଶ୍ରୀମନ୍ଦିର ଭିତରେ ବସି ଭିଡିଓ କଲିଂରେ ଚଣ୍ଡୀପାଠର ସିଧାସଳଖ ଦୃଶ୍ୟ ‌ଦେଖାଇଲାଣି। ଏବେ ମୋବାଇଲ୍ କଟକଣାର ସବୁ ସୀମା ଟପିଯାଇଛି, ‌ଯେତେବେଳେ ଗର୍ଭଗୃହ, ରତ୍ନସିଂହାସନର ଫଟୋ ଭାଇରାଲ୍ ହେବା ଚର୍ଚ୍ଚାକୁ ଆସିଛି। ଏହା କେବଳ ଶ୍ରୀମନ୍ଦିରରେ ସୁରକ୍ଷାର ହୁଗୁଳା ବ୍ୟବସ୍ଥାକୁContinue reading “କିଏ କରୁଛି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ? ସୁରକ୍ଷା ଉପରେ ଉଠିଲାଣି ପ୍ରଶ୍ନ, ମୋବାଇଲ କଟକଣା ନାମକୁ ମାତ୍ର?”

Design a site like this with WordPress.com
Get started