ଓଡିଶାରେ ୧୦୦ ଛୁଇଁଲା ପେଟ୍ରୋଲ ଦର । କାଲିମେଳାରେ ଲିଟର ପ୍ରତି ଦାମ ୧୦୦ ଟଙ୍କା ୭୨ ପଇସା । ମୂଳଦରର ଦେଢ ଗୁଣାରୁ ଅଧିକ ପଡୁଛି ଟିକସ ।

କନକ ବ୍ୟୁରୋ: ରାଜ୍ୟରେ ରେକର୍ଡ ଛୁଇଁଲା ପେଟ୍ରୋଲ ଦର । ମାଲକାନଗିରି ଜିଲ୍ଲାରେ ୧୦୦ ଟଙ୍କା ଟପିଛି ଏକ ଲିଟର ପେଟ୍ରୋଲ ଦାମ । କାଲିମେଳାରେ ପେଟ୍ରୋଲ ଦର ଆଜି ୧୦୦ ଟଙ୍କା ୭୨ ପଇସା ପହଁଚି ଥିବା ବେଳେ ଡିଜେଲ ଦର ମଧ୍ୟ ଶତକ ମୁହାଁ । ତେବେ କରୋନା ସହ ଜୁଝୁଥିବା ଉପାନ୍ତ ଅଂଚଳବାସୀଙ୍କ ପାଇଁ ଏହି ଦରବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଭୁବନେଶ୍ୱରରେ ମଧ୍ୟ ୯୫ ଟଙ୍କାContinue reading “ଓଡିଶାରେ ୧୦୦ ଛୁଇଁଲା ପେଟ୍ରୋଲ ଦର । କାଲିମେଳାରେ ଲିଟର ପ୍ରତି ଦାମ ୧୦୦ ଟଙ୍କା ୭୨ ପଇସା । ମୂଳଦରର ଦେଢ ଗୁଣାରୁ ଅଧିକ ପଡୁଛି ଟିକସ ।”

ମେ ୨୨ରେ ଥିଲା ଓଡିଶାରେ ଥିଲା ଶୀର୍ଷ ସଂକ୍ରମଣ । ସରକାର କହିଲେ, ତା ପରଠାରୁ  କମୁଛି ସଂକ୍ରମଣ ହାର । ୯ଟି ଜିଲ୍ଲାରେ ୬୦ ପ୍ରତିଶତ ଆକ୍ରାନ୍ତ । 

ମେ ୨୨ ତାରିଖରେ ଶୀର୍ଷରେ ଥିଲା ସଂକ୍ରମଣ ସରକାର କହିଲେ କମୁଛି ସଂକ୍ରମଣ ହାର ୨ ସପ୍ତାହ ମଧ୍ୟରେ ଆହୁରି କମିବ ସଂକ୍ରମଣ ଗତ ମେ ୨୨ ତାରିଖରେ ରାଜ୍ୟରେ ୧୨,୮୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସରକାରଙ୍କ କହିବା କଥା ହେଉଛି, ବୋଧହୁଏ ଏହି ସଂକ୍ରମଣ ଶୀର୍ଷ ଥିଲା ଏବଂ ୨ ସପ୍ତାହ ମଧ୍ୟରେ ସଂକ୍ରମଣ ଓଡିଶାରେ କମିଯାଇପାରେ । ତେବେ ଆଗକୁ ସାବିତ୍ରୀ, ଶୀତଳଷଷ୍ଠୀ ଓ ରଜ ଆସୁଥିବାରୁ ସଂକ୍ରମଣକୁ ନେଇContinue reading “ମେ ୨୨ରେ ଥିଲା ଓଡିଶାରେ ଥିଲା ଶୀର୍ଷ ସଂକ୍ରମଣ । ସରକାର କହିଲେ, ତା ପରଠାରୁ  କମୁଛି ସଂକ୍ରମଣ ହାର । ୯ଟି ଜିଲ୍ଲାରେ ୬୦ ପ୍ରତିଶତ ଆକ୍ରାନ୍ତ । “

 ରାଜଧାନୀରେ କମୁଛି କରୋନା ସଂକ୍ରମଣ । ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧୦୦୧ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୨୧୦, ସ୍ଥାନୀୟ ସଂକ୍ରମିତ ୭୯୧ ଜଣ । ଗତ ୨୪ ଘଣ୍ଟା ଭିତରେ ସୁସ୍ଥ ହୋଇ ଘରକୁ ଫେରିଲେ ୧୧୫୩ ଆକ୍ରାନ୍ତ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜଧାନୀରୁ ୧୦୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୫୩ ଜଣ ସୁସ୍ଥ ହୋଇଛନ୍ତି । ବିଏମସିର ସୂଚନା ମୁତାବକ ଚିହ୍ନଟ ହୋଇଥିବା ୧୦୦୧ ଜଣଙ୍କ ମଧ୍ୟରୁ ୭୯୧ ଜଣ ଲୋକାଲ କଣ୍ଟାକ୍ଟ ହୋଇଥିବା ବେଳେ ୨୧୦ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରୁ ମୋଟ ୭୪, ୯୭୩ ଜଣ କରୋନା ପଜିଟିଭ୍Continue reading ” ରାଜଧାନୀରେ କମୁଛି କରୋନା ସଂକ୍ରମଣ । ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧୦୦୧ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୨୧୦, ସ୍ଥାନୀୟ ସଂକ୍ରମିତ ୭୯୧ ଜଣ । ଗତ ୨୪ ଘଣ୍ଟା ଭିତରେ ସୁସ୍ଥ ହୋଇ ଘରକୁ ଫେରିଲେ ୧୧୫୩ ଆକ୍ରାନ୍ତ”

ପୁଣି ୧୬ ଦିନ ତାଲାବନ୍ଦ ଓଡିଶା । ଜୁନ୍ ୧୭ ଯାଏଁ ଲକଡାଉନ୍ ବଢାଇଲେ ରାଜ୍ୟ ସରକାର । ୩ ଜିଲ୍ଲାରେ କଟକଣା କୋହଳ ।

କନକ ବ୍ୟୁରୋ: ରାଜ୍ୟରେ ପୁଣିଥରେ ଲକଡାଉନ୍ ବଢାଇଲେ ରାଜ୍ୟ ସରକାର । ଜୁନ୍ ୧୭ ଯାଏଁ ତାଲାବନ୍ଦ ରହିବ ଓଡିଶା । ଆଜି ଏନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । #ପୁଣି_ବଢିଲା_ଲକଡାଉନ ଜୁନ ୧୭ ଯାଏଁ ରାଜ୍ୟରେ ଲାଗିଲା ଲକଡାଉନ#LockDown #Odisha pic.twitter.com/dePKH3vtgx — Kanak News (@kanak_news) May 30, 2021 https://platform.twitter.com/widgets.js ସୂଚନା ମୁତାବକ, ଆସନ୍ତା ୧୭ ତାରିଖ ଯାଏଁ ଓଡିଶାରେ ଲାଗୁ ରହିବContinue reading “ପୁଣି ୧୬ ଦିନ ତାଲାବନ୍ଦ ଓଡିଶା । ଜୁନ୍ ୧୭ ଯାଏଁ ଲକଡାଉନ୍ ବଢାଇଲେ ରାଜ୍ୟ ସରକାର । ୩ ଜିଲ୍ଲାରେ କଟକଣା କୋହଳ ।”

ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା : ୨୧ କୋଟି ଲୋକଙ୍କୁ ଦିଆସରିଛି କରୋନା ଟିକା । ଜୁନରେ ୧୨ କୋଟି ଟିକା ଉପଲବ୍ଧ ହେବା ନେଇ ସୂଚନା ଦେଲେ ମନ୍ତ୍ରଣାଳୟ ।

କନକ ବ୍ୟୁରୋ : କରୋନା ବିରୋଧୀ ଲଢେଇରେ ଦେଶରେ ଚାଲିଥିବା ଟିକାକରଣରେ ମୋଟ ୨୧,୨୦,୬୬,୬୧୪ ଜଣଙ୍କୁ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯାହା ମଧ୍ୟରେ ଟିକା ପ୍ରଥମ ଓ ଦ୍ୱିତୀୟ ଖୋରାକ ରହିଛି । ଏହାସହ ଗତ ୨୪ ଘଂଟାରେ ଦେଶରେ ୩୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା କଥା କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାର ବିସ୍ତାର ୯୮,୬୨,୭୭୭ ସ୍ୱାସ୍ଥ୍ୟକର୍ମୀ ଓ ୧,୫୫,୫୯,୯୩୨ କୋଭିଡ ଯୋଦ୍ଧାଙ୍କୁContinue reading “ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା : ୨୧ କୋଟି ଲୋକଙ୍କୁ ଦିଆସରିଛି କରୋନା ଟିକା । ଜୁନରେ ୧୨ କୋଟି ଟିକା ଉପଲବ୍ଧ ହେବା ନେଇ ସୂଚନା ଦେଲେ ମନ୍ତ୍ରଣାଳୟ ।”

ମହାରାଷ୍ଟ୍ର ସଚିବାଳୟରେ ବୋମା ଥିବା ନେଇ ସୂଚନା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି । ବୋମା ନିଷ୍କ୍ରିୟକାରୀ ଦଳ କରୁଛନ୍ତି ଯାଂଚ ।

କନକ ବ୍ୟୁରୋ : ମହାରାଷ୍ଟ୍ର ସଚିବାଳୟରେ ବୋମାଥିବା ଖବର ଆସିବା ପରେ ସଚିବାଳୟ ଓ ତାର ଆଖ ପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହାସହ ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଟିମ୍ ସହାୟତାରେ ମହାରାଷ୍ଟ୍ର ବିଧାନମଣ୍ଡଳ ସଚିବାଳୟକୁ ତନ୍ନ ତନ୍ନ କରି ଯାଂଚ କରାଯାଉଛି । ଏନେଇ ମହାରାଷ୍ଟ୍ର ପୋଲିସ କହିଛନ୍ତି କି ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଟିମ୍ ବିଧାନମଣ୍ଡଳ ସଚିବାଳୟରେ ଯାଂଚ ଜାରି ରଖିଛି । ପୋଲିସ କହିଛି କି,Continue reading “ମହାରାଷ୍ଟ୍ର ସଚିବାଳୟରେ ବୋମା ଥିବା ନେଇ ସୂଚନା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି । ବୋମା ନିଷ୍କ୍ରିୟକାରୀ ଦଳ କରୁଛନ୍ତି ଯାଂଚ ।”

କରୋନା ମୁକାବିଲାକୁ ନେଇ ଏସସିଏସଙ୍କ ପ୍ରେସମିଟ୍ । କହିଲେ, ଆଗକୁ ଆସୁଛି ରଜ, ସାବିତ୍ରୀ – ସତର୍କ ନରହିଲେ ବଢିପାରେ ସଂକ୍ରମଣ ।

କନକ ବ୍ୟୁରୋ: ରାଜ୍ୟର ୯ଟି ଜିଲ୍ଲାରେ ଅଛି ୬୦ ଭାଗ କରୋନା କେସ୍ । ତେବେ ଖୁସିର କଥା ହେଉଛି, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ପଜିଟିଭିଟି ରେଟ୍ କମିବାରେ ଲାଗିଛି । ୫ଟି ଜିଲ୍ଲାରେ ପଜିଟିଭିଟି ରେଟ୍ ୫ ପ୍ରତିଶତ ତଳେ ରହିଛି । ବାକି ୧୯ଟି ଜିଲ୍ଲାରେ ପଜିଟିଭିଟି ରେଟ୍ କମୁଥିବା ବେଳେ ସାରା ରାଜ୍ୟରେ ଏବେ ଏହା ଖସିଆସି ୧୪ ପ୍ରତିଶତରେ ପହଞ୍ଚିଛି ବୋଲି ଏସସିଏସ୍ ପ୍ରଦୀପ୍ତ ମହାପାତ୍ର ଆଜି ପ୍ରେସମିଟ୍ କରିContinue reading “କରୋନା ମୁକାବିଲାକୁ ନେଇ ଏସସିଏସଙ୍କ ପ୍ରେସମିଟ୍ । କହିଲେ, ଆଗକୁ ଆସୁଛି ରଜ, ସାବିତ୍ରୀ – ସତର୍କ ନରହିଲେ ବଢିପାରେ ସଂକ୍ରମଣ ।”

କରୋନା ସଂକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା । ରାଜ୍ୟରେ କମୁଛି ପଜିଟିଭ ହାର ।

କନକ ବ୍ୟୁରୋ: ରାଜ୍ୟରେ କରୋନାର ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ପଜିଟିଭ ହାର କମିଛି । ମେ ୨୨ ରେ ସର୍ବାଧିକ ୧୨୮୫୨ ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ କମିଛି । ମେContinue reading “କରୋନା ସଂକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା । ରାଜ୍ୟରେ କମୁଛି ପଜିଟିଭ ହାର ।”

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସହ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସହିତ ବର୍ଷା ସମ୍ଭାବନା ରହିଛି । କାଳ‌ବୈଶାଖୀ ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ନୟାଗଡ଼, ଖୋର୍ଧା, ବାଲେଶ୍ବର, ଯାଜପୁର, ଭଦ୍ରକ ଓ ନବରଙ୍ଗପୁର ଆଦି  ରହିଛି । କାଳବୈଶାଖୀ ସମୟରେ ୩୦ରୁ ୪୦କିମି ବେଗରେ ପବନ ହେବାର ବି ସମ୍ଭାବନା ରହିଛି । ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ଭୁବନେଶ୍ବରContinue reading “ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସହ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”

ବାବା ରାମଦେବଙ୍କ ପାଇଁ ବଢୁଛି ଅଡୁଆ । ଜୁନ୍ ପହିଲାରେ ସାରା ଦେଶରେ ଡାକ୍ତରମାନେ ପାଳିବେ କଳା ଦିବସ

କନକ ବ୍ୟୁରୋ : ୟେଲୋପାଥି ଔଷଧ ଓ ଚିକିତ୍ସାକୁ ନେଇ ବାବା ରାମଦେବଙ୍କ ବିବାଦୀୟ ବୟାନ ଏବେ ତାଙ୍କ ପାଇଁ ଅଡ୍ରୁଆ ସୃଷ୍ଟି କରିଛି । ଏନେଇ ରେଜିମେଣ୍ଟ ଡାକ୍ତର ସଂଘ ସାରା ଦେଶରେ ଜୁନ୍ ପହିଲା ଦିନ ବାବା ରାମଦେବଙ୍କ ବିରୋଧରେ କଳା ଦିବସ ପାଳନ କରିବ ବୋଲି ନିଷ୍ପତ୍ତି ନେଇଛି । ଏହାସହ ସଂଘ ତରଫରୁ କୁହାଯାଇଛି କି, ବାବା ରାମଦେବ ବିନା ସର୍ତ୍ତରେ କ୍ଷମା ପ୍ରଥନା କରନ୍ତୁ । କହିରଖୁ କି କରୋନାContinue reading “ବାବା ରାମଦେବଙ୍କ ପାଇଁ ବଢୁଛି ଅଡୁଆ । ଜୁନ୍ ପହିଲାରେ ସାରା ଦେଶରେ ଡାକ୍ତରମାନେ ପାଳିବେ କଳା ଦିବସ”

Design a site like this with WordPress.com
Get started