କନକ ବ୍ୟୁରୋ : ଇଚ୍ଛାଶକ୍ତି ଦୃଢଥିଲେ ଦୁନିଆର କୌଣସି ବି କାର୍ଯ୍ୟ ଅସମ୍ଭବ ନୁହେଁ । ଏହା ପ୍ରମାଣ କରି ଦେଖାଇଛନ୍ତି ଚୀନର ଦୃଷ୍ଟିବାଧିତ ୪୬ ବର୍ଷିୟ ଝାଙ୍ଗ ହୋଙ୍ଗ । ଦୁନିଆର ସବୁଠାରୁ ଉଚ୍ଚ ମାଉଣ୍ଟ ଏଭେରେଷ୍ଟ ଉପରକୁ ଚଢିଥିବା ଦୃଷ୍ଟିହୀନ ବ୍ୟକ୍ତିଙ୍କ ମଧ୍ୟରେ ହୋଙ୍ଗ୍ ବିଶ୍ୱର ତୃତୀୟ ଓ ଏସିଆ ମହାଦେଶର ପ୍ରଥମ ବ୍ୟକ୍ତି । ଏହି ଅଭିଯାନରେ ତାଙ୍କ ସହ ତାଙ୍କର ୩ ଜଣ ଗାଇଡ୍ ମଧ୍ୟ ଥିଲେ । ଚୀନର ଦକ୍ଷିଣContinue reading “ଇତିହାସ ରଚିଲେ ଦୃଷ୍ଟି ବାଧିତ ୪୬ ବର୍ଷିୟ ଝାଙ୍ଗ ହୋଙ୍ଗ୍ । ଏସିଆର ପ୍ରଥମ ଦୃଷ୍ଟି ବାଧିତ ଭାବେ ଏଭେରେଷ୍ଟ ଚଢି କଲେ ରେକର୍ଡ ।”
Author Archives: Raghaba
ଯନ୍ତ୍ରଣାରେ ଛଟପଟ ହେଉଥିଲେ ରୋଗୀ । ଜଙ୍ଗଲ ଆଉ ନଈ ପାରି ହୋଇ..ଦେବଦୂତ ସାଜି ପହଞ୍ଚିଲେ ଡାକ୍ତର, ବଞ୍ଚାଇଦେଲେ ଜୀବନ ।
କନକ ବ୍ୟୁରୋ : ଯନ୍ତ୍ରଣାରେ ଛଟପଟ ହେଉଥିଲେ ରୋଗୀ । ଜଙ୍ଗଲ ଆଉ ନଈ ପାରି ହୋଇ..ଦେବଦୂତ ସାଜି ପହଞ୍ଚିଲେ ଡାକ୍ତର । ଡାକ୍ତର ନୁହେଁ, ଆପଣମାନେ ଦେବତା । କରୋନାରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ସେବା ପାଇଁ ଭରା ନଈ ପାରି ହେଲେ ଆଉ ଜଙ୍ଗଲ ଭିତରେ ୮କିଲୋମିଟର ଚାଲିଲେ ଡାକ୍ତର । କରୋନା କାଳରେ କିଛି ଏଭଳି ଚିତ୍ର ଆସିଛି, କେରଳର ତିରୁଅନନ୍ତପୁରମରୁ । ସୂଚନା ଅନୁଯାୟୀ, କେରଳର ପାହାଡିଆ ଅଂଚଳରେ ଥିବା ମୁରୁଗୁଲାରେContinue reading “ଯନ୍ତ୍ରଣାରେ ଛଟପଟ ହେଉଥିଲେ ରୋଗୀ । ଜଙ୍ଗଲ ଆଉ ନଈ ପାରି ହୋଇ..ଦେବଦୂତ ସାଜି ପହଞ୍ଚିଲେ ଡାକ୍ତର, ବଞ୍ଚାଇଦେଲେ ଜୀବନ ।”
କୁନି ପିଲାର କମାଲ । ମାତ୍ର ୪ ବର୍ଷ ବୟସରେ କଳାର ପ୍ରଦର୍ଶନ କରି ଚର୍ଚ୍ଚାରେ ବଲାଙ୍ଗିର ପିଲା, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡିଓ
କନକ ବ୍ୟୁରୋ : କୁନି ପିଲାର କମାଲ । ମାତ୍ର ୪ ବର୍ଷ ବୟସରେ କଳାର ଏଭଳି ପ୍ରଦର୍ଶନ କରୁଛନ୍ତି, ଯାହା ସମସ୍ତଙ୍କୁ ମୁଗ୍ଧ କରିଦେଉଛି । ଛୋଟ ବୟସରେ ମୃଦଙ୍ଗ ବଜାଇ ଚର୍ଚ୍ଚା କୁ ଆସିଛନ୍ତି ବଲାଙ୍ଗିର ଜିଲ୍ଲା ନାଇକେନସିରା ଗାଁର ବୀରକିଶୋର ବାରିକଙ୍କ ଛୋଟ ପୁଅ । ଏହି କୁନିପିଲାର ମୃଦଙ୍ଗ ବଜାଇବାର ଭିଡିଓ ସୋସିଆଲ ମିଡ଼ିଆକୁ ଆସିବା ପରେ ବେଶ ପ୍ରଶଂସା ସାଉଁଟୁଛି । ଏହି କୁନି ବୟସରେ ପିଲାମାନେ ଖେଳକୁଦରେ ମାତିଥାନ୍ତିContinue reading “କୁନି ପିଲାର କମାଲ । ମାତ୍ର ୪ ବର୍ଷ ବୟସରେ କଳାର ପ୍ରଦର୍ଶନ କରି ଚର୍ଚ୍ଚାରେ ବଲାଙ୍ଗିର ପିଲା, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡିଓ”
ବିପଦ ବେଳେ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ନିଆରା ଯୁଗାଡ କଲେ ଯୁବକ । ତିଆରି କଲେ ବାଇକ୍ ଆମ୍ବୁଲାନ୍ସ, ଏମିତି କରୁଛନ୍ତି ରୋଗୀ ସେବା ।
କନକ ବ୍ୟୁରୋ : ବାଇକ୍ ଆମ୍ବୁଲାନ୍ସ । ଏମିତି ଯୁଗାଡ ଆପଣ ଆଗରୁ କେବେ ଦେଖିନଥିବେ । କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣ ଅଧିକ କାୟା ମେଲାଉଥିବା ବେଳେ, ହସ୍ପିଟାଲରେ ବେଡ୍ ଠାରୁ ଆରମ୍ଭ କରି, ଅକ୍ସିଜେନ୍ ଏବଂ ଔଷଧର ଅଭାବ ମଧ୍ୟ ପରିଲକ୍ଷିତ ହେଉଛି । ଏପରିକି ଠିକ୍ ସମୟରେ ଆମ୍ବୁଲାନ୍ସ ଆସୁନଥିବାର ମଧ୍ୟ କିଛି ଅଭିଯୋଗ ଆସୁଥିବା ବେଳେ କେତେକ ଆମ୍ବୁଲାନ୍ସ ଡ୍ରାଇଭର ଅଧିକ ଟଙ୍କା ଦାବି କରୁଛନ୍ତି । ଆଉ ଏସବୁContinue reading “ବିପଦ ବେଳେ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ନିଆରା ଯୁଗାଡ କଲେ ଯୁବକ । ତିଆରି କଲେ ବାଇକ୍ ଆମ୍ବୁଲାନ୍ସ, ଏମିତି କରୁଛନ୍ତି ରୋଗୀ ସେବା ।”
ସତ ହେଲା ସ୍ୱପ୍ନ…କଠିନ ପରିଶ୍ରମ କରି ଜଣେ କନେଷ୍ଟବଳ ବନିବାକୁ ଯାଉଛନ୍ତି ଆସିଷ୍ଟାଣ୍ଟ ପୋଲିସ କମିଶନର ।
କନକ ବ୍ୟୁରୋ : କନେଷ୍ଟବଳରୁ ଆସିଷ୍ଟାଣ୍ଟ ପୋଲିସ କମିଶନର । ସତ ହେଲା ସ୍ୱପ୍ନ…ଅଫିସର ବନିବେ ଫିରୋଜ । ଏ କାହାଣୀ କୌଣସି ହିନ୍ଦୀ ଫିଲ୍ମ ଠାରୁ କମ୍ ନୁହେଁ । ଆପଣ ଫିଲ୍ମରେ ଅନେକ ବାର ଦେଖିଥିବେ, ଯେ କୌଣସି ବିଭାଗର ଛୋଟ ପଦରେ କାମ କରୁଥିବା କର୍ମଚାରୀଟିଏ ସେହି ବିଭାଗର ଅଫିସର ବନିଯାଏ । କିନ୍ତୁ ବାସ୍ତବ ଜୀବନରେ ମଧ୍ୟ ଫିଲ୍ମ କାହାଣୀର ଏଭଳି ଝଲକ ଦେଖିବାକୁ ମିଳିଛି, ଯେତେବେଳେ, ଜଣେ କନେଷ୍ଟବଳ କଠିନContinue reading “ସତ ହେଲା ସ୍ୱପ୍ନ…କଠିନ ପରିଶ୍ରମ କରି ଜଣେ କନେଷ୍ଟବଳ ବନିବାକୁ ଯାଉଛନ୍ତି ଆସିଷ୍ଟାଣ୍ଟ ପୋଲିସ କମିଶନର ।”
ସଙ୍କଟ ବେଳେ କେମିତି ସାହାଯ୍ୟ କରୁଛନ୍ତି ସୋନୁ ସୁଦ୍ । କ୍ଷୀରବାଲା କହିଲେ ମହାମାରୀର ମସିହାଙ୍କ କାହାଣୀ, ଭିଡିଓ ସେୟାର କଲେ ସୋନୁ ।
କନକ ବ୍ୟୁରୋ : ସଙ୍କଟ ବେଳେ କେମିତି ସାହାଯ୍ୟ କରୁଛନ୍ତି ସୋନୁ ? କ୍ଷୀରବାଲା କହିଲେ ମହାମାରୀର ମସିହାଙ୍କ କାହାଣୀ । ସୋନୁ ସୁଦ, ଏବେ ଏହା କେବଳ ଏକ ନାଁ ନୁହେଁ, କୋଟି କୋଟି ଲୋକଙ୍କ ନିଶ୍ୱାସ, ବିଶ୍ୱାସ ଆଉ ହୃଦୟରେ ସାଇତା ହୋଇ ରହିଥିବା ସୁନ୍ଦର ସ୍ମୃତି ଟିଏ । ଗତ ୧୪ ମାସ ହେଲାଣି କଷ୍ଟ ଦେଇଚାଲିଛି କରୋନା । ଆଉ ସଙ୍କଟ ସମୟରେ ଅସହାୟ, ଦୁଃଖି ଦରିଦ୍ରଙ୍କ ଦେବଦୂତ ସାଜିଛନ୍ତି ସୋନୁContinue reading “ସଙ୍କଟ ବେଳେ କେମିତି ସାହାଯ୍ୟ କରୁଛନ୍ତି ସୋନୁ ସୁଦ୍ । କ୍ଷୀରବାଲା କହିଲେ ମହାମାରୀର ମସିହାଙ୍କ କାହାଣୀ, ଭିଡିଓ ସେୟାର କଲେ ସୋନୁ ।”
ଜୁନ ମାସରୁ ବଡ଼ ପରିବର୍ତ୍ତନ । ବଦଳିବ ଏହି ସବୁ ନିୟମ, ଗ୍ରାହକଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ ।
କନକ ବ୍ୟୁରୋ : ଜୁନ ପହିଲାରୁ ବଡ଼ ପରିବର୍ତ୍ତନ । ଗ୍ରାହକଙ୍କ ଉପରେ ପଡ଼ିବ ପ୍ରଭାବ । ଆସନ୍ତା ଜୁନ୍ ମାସରୁ ଆପଣଙ୍କ ଜୀବନଶୈଳୀ ସହ ଜଡିତ କେତେକ ପରିବର୍ତନ ହେବାକୁ ଯାଉଛି । ଆଉ ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଉପରେ ପଡିବ । ଜୁନ ମାସରେ ଇନକମ୍ ଟ୍ୟାକ୍ସ ଠାରୁ ଆରମ୍ଭ କରି ବ୍ୟାଙ୍କିଂ ଏବଂ ନିବେଶ ସମ୍ପର୍କିତ ଅନେକ ନିୟମରେ ପରିବର୍ତନ ହେବାକୁ ଯାଉଛି । ଆସନ୍ତୁ ଜାଣିବା କେଉଁଥିରେ କଣ ପରିବର୍ତନContinue reading “ଜୁନ ମାସରୁ ବଡ଼ ପରିବର୍ତ୍ତନ । ବଦଳିବ ଏହି ସବୁ ନିୟମ, ଗ୍ରାହକଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ ।”
ଦେଶରେ ଲାଗୁ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ଅଲଗା ଟିକାକରଣ ନୀତି । ଜାଣନ୍ତୁ କିଭଳି କାର୍ଯ୍ୟ କରିବ ‘ମିକ୍ସ ଆଣ୍ଡ ମ୍ୟାଚ୍’ ବ୍ୟବସ୍ଥା
କନକ ବ୍ୟୁରୋ : ଯଦି ସବୁ ଠିକ ଠାକ୍ ରହିବ ତେବେ ଆଗମୀ ଦିନରେ ଲୋକମାନଙ୍କୁ ଦିଆଯାଉଥିବା କରୋନା ଟିକାର ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏହା ଅନ୍ୟ କିଛି ନୁହେଁ କେବଳ ଲୋକମାନଙ୍କୁ ଟିକା ଦେବାବେଳେ ଭୂଲରେ ଅନ୍ୟ କମ୍ପାନୀର ଟିକା ଦେବା ଉପରେ ପରିବର୍ତ୍ତନ କରାଯାଉଛି । ବୈଜ୍ଞାନିକ ମାନେ ଏବେ ଏହି ପରୀକ୍ଷାରେ ଲାଗିଛନ୍ତି କି, ଆଗାମୀ ଦିନରେ କିଭଳି ଭାବେ ଲୋକଙ୍କୁ ‘ମିକ୍ସ ଆଣ୍ଡ ମ୍ୟାଚ୍’ ଟିକା ଦିଆଯାଇContinue reading “ଦେଶରେ ଲାଗୁ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ଅଲଗା ଟିକାକରଣ ନୀତି । ଜାଣନ୍ତୁ କିଭଳି କାର୍ଯ୍ୟ କରିବ ‘ମିକ୍ସ ଆଣ୍ଡ ମ୍ୟାଚ୍’ ବ୍ୟବସ୍ଥା”
ହରିୟାଣାରେ ଜୁନ୍ ୭ ଯାଏଁ ବଢିଲା ଲକଡାଉନ୍ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଅଡ୍-ଇଭିନ୍ ଫର୍ମୁଲାରେ ଖୋଲିବ ଦୋକାନ ।
କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ସଂକ୍ରମଣ ସାରା ଭାରତରେ କାୟା ମେଲାଇଥିବା ବେଳେ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ବିଭିନ୍ନ ରାଜ୍ୟରେ କଟକଣା ଜାରି କରାଯାଇଛି । କେଉଁଠି ଲକଡାଉନ୍ ତ ଆଉ କେଉଁଠି ସଟଡାଉନ୍ ଭଳି ପ୍ରତିବନ୍ଧକର ରାସ୍ତା ଆପଣାଯାଇଛି । ଆଉ ଏହାରି ଭିତରେ ହରିୟାଣାରେ ପୁଣି ବଢିଛି ଲକଡାଉନ୍ ଅବଧି । ଜୁନ୍ ୭ତାରିଖ ଯାଏଁ ହରିୟାଣାରେ ତାଲାବନ୍ଦ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରContinue reading “ହରିୟାଣାରେ ଜୁନ୍ ୭ ଯାଏଁ ବଢିଲା ଲକଡାଉନ୍ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଅଡ୍-ଇଭିନ୍ ଫର୍ମୁଲାରେ ଖୋଲିବ ଦୋକାନ ।”
ମମତାଙ୍କ ସମର୍ଥନରେ ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ମୁକୁଲ ରାୟଙ୍କ ପୁଅ । ସୋସିଆଲ ମିଡିଆରେ ବିଜେପିକୁ ସମାଲୋଚନା
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଜେପିର ପରାଜୟ ପରେ ଏବେ ଲାଗୁଛି ଯେମିତି ରାଜ୍ୟ ବିଜେପି ନେତାଙ୍କ ରାଗ ପଦାରେ ପଡୁଛି । ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରାୟ ଏହାକୁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି । ସେ ଫେସ୍ ବୁକ ପୋଷ୍ଟରେ ନିଜ ଦଳ ବିଜେପିକୁ ସମାଲୋଚନା କରିବା ସହ ମମତା ବାନାର୍ଜୀଙ୍କୁ ସମର୍ଥନ କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି କି ଗୋଟିଏ ନିର୍ବାଚିତ ସରକାରକୁContinue reading “ମମତାଙ୍କ ସମର୍ଥନରେ ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ମୁକୁଲ ରାୟଙ୍କ ପୁଅ । ସୋସିଆଲ ମିଡିଆରେ ବିଜେପିକୁ ସମାଲୋଚନା”