କନକ ବ୍ୟୁରୋ: କରୋନା ଚିକିତ୍ସା ଓ କରୋନା ମୃତ୍ୟୁକୁ ନେଇ ବିବାଦ ତେଜିବା ପରେ ବଡ଼ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ଜିଲ୍ଲା ସ୍ତରରେ କମିଟି ଗଠନ କରାଯିବ । ଚିକତ୍ସାର ମାନକୁ ନେଇ ଅଡିଟ୍ କରିବ ଏହି କମିଟି ଏବଂ କରୋନା ଜନିତ ମୃତ୍ୟୁ ସଂପର୍କରେ ମଧ୍ୟ ଏହି କମିଟି ସମୀକ୍ଷା କରିବ । ଜିଲ୍ଲା ସ୍ତରୀୟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନContinue reading “କରୋନା ମୃତ୍ୟୁକୁ ନେଇ ବିବାଦ ପରେ ସରକାରଙ୍କ ବଡ ନିଷ୍ପତ୍ତି । ଜିଲ୍ଲାସ୍ତରରେ ଗଠନ ହେବ କମିଟି ।”
Author Archives: Raghaba
ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ବସନ୍ତ ଦାସଙ୍କ ପରଲୋକ । ରାଜନୈତିକ ସମୀକ୍ଷା ଦେଇଥିଲା ବସନ୍ତଙ୍କୁ ସ୍ୱତନ୍ତ୍ର ପରିଚୟ ।
କନକ ବ୍ୟୁରୋ: ବସନ୍ତ ଦାସ, ଜଣେ ସାମ୍ବାଦିକ ଓ ସ୍ତମ୍ବକାର ଭାବେ ତାଙ୍କର ଯେତିକି ଖ୍ୟାତି ଥିଲା, ସେତିକି ସୁନାମ ଅର୍ଜନ କରିଥିଲେ ଓଡ଼ିଶା ରାଜନୀତିର ଇତିହାସ ଲେଖି । ଉଭୟ ଓଡିଆ ଏବଂ ଇଂରାଜୀ ସାମ୍ବାଦିକତା ସହ ଓଡିଆ ସାହିତ୍ୟ କ୍ଷେତ୍ରକୁ ତାଙ୍କ ଅବଦାନ ଅତୁଳନୀୟ । ୧୯୬୫ ମସିହାରେ ଇଂରାଜୀ ଦୈନିକ ଇଷ୍ଟର୍ଣ୍ଣ ଟାଇମ୍ସରୁ ଆରମ୍ଭ କରିଥିଲେ ସାମ୍ବାଦିକତା ବୃତ୍ତି । ଶେଷ ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ ସାମ୍ବାଦିକତା କ୍ଷେତ୍ରରେ । ଓଡିଶା ସାହିତ୍ୟContinue reading “ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ବସନ୍ତ ଦାସଙ୍କ ପରଲୋକ । ରାଜନୈତିକ ସମୀକ୍ଷା ଦେଇଥିଲା ବସନ୍ତଙ୍କୁ ସ୍ୱତନ୍ତ୍ର ପରିଚୟ ।”
ପୁଣି କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା । କରଞ୍ଜିଆର କନକ ନ୍ୟୁଜ ପ୍ରତିନିଧି ଅସିତ ବେହେରାଙ୍କ କୋଭିଡରେ ପରଲୋକ ।
କନକ ବ୍ୟୁରୋ: ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା । ନୀରବି ଗଲା ଆଉ ଜଣେ ସାମ୍ବାଦିକଙ୍କ କଣ୍ଠ ସ୍ୱର । କରୋନାରେ କନକ ନ୍ୟୁଜର କରଞ୍ଜିଆ ପ୍ରତିନିଧି ଅସିତ୍ କୁମାର ବେହେରାଙ୍କ ଦେହାନ୍ତ ହୋଇଛି । ଜଣେ ଶାନ୍ତ ସରଳ ଓ କର୍ତବ୍ୟନିଷ୍ଠ ସାମ୍ବାଦିକଙ୍କୁ ଆମ ଗହଣରୁ ଛଡେଇ ନେଇଛି ଏଇ ମହାମାରୀ । କରୋନା ବିରୋଧରେ ୧୨ ଦିନ ଧରି ଲଢ଼େଇ କରି ହାରିଗଲେ ୪୫ ବର୍ଷିୟ ଅସିତ୍ । ମାଆଙ୍କContinue reading “ପୁଣି କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା । କରଞ୍ଜିଆର କନକ ନ୍ୟୁଜ ପ୍ରତିନିଧି ଅସିତ ବେହେରାଙ୍କ କୋଭିଡରେ ପରଲୋକ ।”
ବାତ୍ୟା ଭାଙ୍ଗିଦେଲା ଘର । ବାଲେଶ୍ୱର ଓ କେନ୍ଦ୍ରାପଡ଼ାରୁ ଆସିଲା ଦୁଃଖଦ କାହାଣୀ । ଆଶ୍ରୟସ୍ଥଳୀରୁ ଫେରିବା ପରେ ବିପର୍ଯ୍ୟୟ ଚିତ୍ରକୁ ଦେଖି ଚିନ୍ତାରେ କ୍ଷତିଗ୍ରସ୍ତ ।
କନକ ବ୍ୟୁରୋ: ବାତ୍ୟା ଚାଲିଯାଇଛି, ହେଲେ ଛାଡି ଯାଇଛି କ୍ଷତ ଚିହ୍ନ । ପବନ ଓ ପାଣି ମାଡରେ ବହୁ ଘର ମାଟିରେ ମିଶିଛି । ଚାଳ ଛପର ଉଡିଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରୁ ଫେରିବା ପରେ ଲୋକଙ୍କୁ ଦୁର୍ଦ୍ଦଶା ବଢିଛି । ମୁଣ୍ଡ ଗୁଂଜିବାକୁ ଜାଗା ନାହିଁ, କି ଖାଇବାକୁ ଘରେ ଦାନା ନାହିଁ । ଗାଁକୁ ଫେରିବା ପରେ ଲୋକେ ଘର ସଜାଡିବାରେ ଲାଗି ପଡିଛନ୍ତି । ବାତ୍ୟା ଚାଲିଯିବା ପରେ ଲୋକଙ୍କ ଦୁର୍ଦ୍ଦଶାContinue reading “ବାତ୍ୟା ଭାଙ୍ଗିଦେଲା ଘର । ବାଲେଶ୍ୱର ଓ କେନ୍ଦ୍ରାପଡ଼ାରୁ ଆସିଲା ଦୁଃଖଦ କାହାଣୀ । ଆଶ୍ରୟସ୍ଥଳୀରୁ ଫେରିବା ପରେ ବିପର୍ଯ୍ୟୟ ଚିତ୍ରକୁ ଦେଖି ଚିନ୍ତାରେ କ୍ଷତିଗ୍ରସ୍ତ ।”
ମହାମାରୀ ବେଳେ ସହାୟତା ନୁହେଁ ମୁନାଫା କମାଇବାକୁ ଅସାଧୁ ବ୍ୟବସାୟୀଙ୍କ ଚାଲ୍ । ଅକ୍ସିଜେନ୍ ସିଲିଣ୍ଡର ପାଇଁ ଦାବି କରୁଛନ୍ତି ୨୦ ହଜାର ଟଙ୍କା ଜମାରାଶି ।
କନକ ବ୍ୟୁରୋ: ଦ୍ୱିତୀୟ ଲହରରେ ରାଜ୍ୟର ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ଅଧିକ ସଂଖ୍ୟାରେ ରୋଗୀ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କିଛି ରୋଗୀ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ସେମାନେ ଘରେ ଅକ୍ସିଜେନ ନେଉଛନ୍ତି । ଏହାର ସୁଯୋଗ ନେଇ କିଛି ମୁନାଫା ଖୋର ବ୍ୟବସାୟୀ ଅକ୍ସିଜେନ ସିଲିଣ୍ଡରର କଳାବଜାରୀ କରୁଛନ୍ତି ।Continue reading “ମହାମାରୀ ବେଳେ ସହାୟତା ନୁହେଁ ମୁନାଫା କମାଇବାକୁ ଅସାଧୁ ବ୍ୟବସାୟୀଙ୍କ ଚାଲ୍ । ଅକ୍ସିଜେନ୍ ସିଲିଣ୍ଡର ପାଇଁ ଦାବି କରୁଛନ୍ତି ୨୦ ହଜାର ଟଙ୍କା ଜମାରାଶି ।”
ଜୁନ ୧ ରୁ ଅନଲକ୍ ହେବ ନା କଟକଣା ଅବଧି ବଢ଼ିବ? ବିଶେଷଜ୍ଞ କହିଲେ, କମୁଛି କରୋନା ସଂକ୍ରମଣ । ରାଜ୍ୟରେ ଶୀର୍ଷ ଛୁଇଁ ତଳକୁ ଖସୁଛି ସଂକ୍ରମଣ ହାର।
ତାରିଖ ସଂକ୍ରମଣ ଟେଷ୍ଟ ସଂକ୍ରମଣ ହାର ମେ’ ୨୪ ୧୦,୯୩୯ ୬୨,୨୬୧ ୧୭.୫୬ % ମେ’ ୨୫ ୧୧,୬୨୩ ୬୯,୪୦୭ ୧୬.୭୫ % ମେ’ ୨୬ ୬,୭୩୬ ୪୬,୨୪୧ ୧୪.୫୭ % ମେ’ ୨୭ ୭,୨୧୬ ୪୩,୭୬୮ ୧୬.୪୯ %Continue reading “ଜୁନ ୧ ରୁ ଅନଲକ୍ ହେବ ନା କଟକଣା ଅବଧି ବଢ଼ିବ? ବିଶେଷଜ୍ଞ କହିଲେ, କମୁଛି କରୋନା ସଂକ୍ରମଣ । ରାଜ୍ୟରେ ଶୀର୍ଷ ଛୁଇଁ ତଳକୁ ଖସୁଛି ସଂକ୍ରମଣ ହାର।”
ଥମୁନି ମୋଦୀ-ମମତା ବିବାଦ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଲେ, ବଙ୍ଗଳାର ବିକାଶ ପାଇଁ ପାଦତଳେ ପଡ଼ିବାକୁ ପ୍ରସ୍ତୁତ, ହେଲେ ସହିବିନି ଅପମାନ । ମୁଖ୍ୟ ଶାସନ ସଚିବଙ୍କ ବଦଳି ବିଜ୍ଞପ୍ତି ବାତିଲ ପାଇଁ ଦାବି ।
କନକ ବ୍ୟୁରୋ: ବାତ୍ୟା ସମୀକ୍ଷା ବୈଠକକୁ ମମତା ବିଳମ୍ବରେ ଆସିବାକୁ ନେଇ ଦିଲ୍ଲୀରେ ଦେଖାଦେଇଥିବା ପ୍ରତିକ୍ରିୟା, ବଙ୍ଗଳା ରାଜନୀତିକୁ ପ୍ରତିକ୍ରିୟାଶୀଳ କରିଛି । ଏହି ପ୍ରସଙ୍ଗରେ ମମତା ବାନାର୍ଜୀ ମୁହଁ ଖୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିବାଦ ଭିତରକୁ ଟାଣିଛନ୍ତି । ମମତା କହିଛନ୍ତି – ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ବିଜେପି ନେତା ଓ ରାଜ୍ୟପାଳ କଣ କରୁଥିଲେ? ରାଜ୍ୟର ବିକାଶ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ପାଦ ତଳେ ପଡିବାକୁ ପ୍ରସ୍ତୁତ, ହେଲେContinue reading “ଥମୁନି ମୋଦୀ-ମମତା ବିବାଦ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଲେ, ବଙ୍ଗଳାର ବିକାଶ ପାଇଁ ପାଦତଳେ ପଡ଼ିବାକୁ ପ୍ରସ୍ତୁତ, ହେଲେ ସହିବିନି ଅପମାନ । ମୁଖ୍ୟ ଶାସନ ସଚିବଙ୍କ ବଦଳି ବିଜ୍ଞପ୍ତି ବାତିଲ ପାଇଁ ଦାବି ।”
ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଗୁରୁତ୍ବପୂର୍ଣ୍ଣ ସଙ୍କଳ୍ପ ପାରିତ । ଏଣିକି ପାଠ୍ୟ ପୁସ୍ତକରେ ପିଲା ପଢିବେ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ।
କନକ ବ୍ୟୁରୋ: ଆଜି ବସିଥିବା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଶେଷ ହୋଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତାଙ୍କ ପଞ୍ଚମ ପାଳିର ଦୁଇ ବର୍ଷ ବେଶ ଆହ୍ବାନମୂଳକ ଥିଲା ବୋଲି କହିଛନ୍ତି । ତେବେ ଓଡିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଓ ବିଜୁବାବୁଙ୍କ ସ୍ବପ୍ନ ସାକାର କରିବା ସରକାର ପାଇଁ ବେଶ ଆହ୍ବାନମୂଳକ ଥିଲା ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମର ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ମଇ ୨୦୧୯Continue reading “ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଗୁରୁତ୍ବପୂର୍ଣ୍ଣ ସଙ୍କଳ୍ପ ପାରିତ । ଏଣିକି ପାଠ୍ୟ ପୁସ୍ତକରେ ପିଲା ପଢିବେ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ।”
କରୋନା ମହାମାରୀରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ସହାୟତାର ହାତ ବଢାଇଲେ ପ୍ରଧାନମନ୍ତ୍ରୀ । ୧୦ ଲକ୍ଷ ସହାୟତା ସହ ମାସିକ ଭତ୍ତା
କନକ ବ୍ୟୁରୋ : କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରୁ ଅନେକ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆସନ୍ତାକାଲି ମୋଦି ସରକାରକୁ ୭ ବର୍ଷ ପୂରଣ ହେଉଥିବାରୁ ଏହା ପୂର୍ବ ସଂନ୍ଧ୍ୟାରେ ଏଭଳି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ମୁତାବକ କରୋନା ମହାମାରୀରେ ପିତା ଓ ମାତାଙ୍କୁ ହରାଇ ଅନାଥ ହୋଇଥିବା ପିଲାମାନଙ୍କୁ ୧୮ ବର୍ଷ ହେବା ଯାଏ ମାସିକ ଭତ୍ତାContinue reading “କରୋନା ମହାମାରୀରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ସହାୟତାର ହାତ ବଢାଇଲେ ପ୍ରଧାନମନ୍ତ୍ରୀ । ୧୦ ଲକ୍ଷ ସହାୟତା ସହ ମାସିକ ଭତ୍ତା”
କରୋନାରେ ବାପା, ମା ପ୍ରାଣ ହରାଇଲେ, ପିଲାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା । ୧୮ ବର୍ଷ ପର୍ଯ୍ୟନ୍ତ ମିଳିବ ସ୍ୱାସ୍ଥ୍ୟବୀମା ।
କନକ ବ୍ୟୁରୋ: କରୋନାରେ ପିତାମାତା ପ୍ରାଣ ହରାଇଲେ ଏଣିକି ପିଲାଙ୍କ ସହାୟତା ପାଇଁ ହାତ ଧରିବେ କେନ୍ଦ୍ର ସରକାର । ଆଜି ଏନେଇ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ସୂଚନା ମୁତାବକ, ଏଣିକି କୌଣସି ପିଲାଙ୍କ ପିତାମାତା କରୋନାରେ ଆଖି ବୁଜିଲେ ସେହି ପିଲାମାନଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ ଯୋଗାଇ ଦିଆଯିବ । ଏହାପରେ ତାଙ୍କୁ ୨୩ ବର୍ଷ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତାContinue reading “କରୋନାରେ ବାପା, ମା ପ୍ରାଣ ହରାଇଲେ, ପିଲାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା । ୧୮ ବର୍ଷ ପର୍ଯ୍ୟନ୍ତ ମିଳିବ ସ୍ୱାସ୍ଥ୍ୟବୀମା । “