କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତବେଳେ ଆରମ୍ଭ ହୋଇଥିବା ବିବାଦକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । ମମତା କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ସେ ଦୀଘା ଗସ୍ତରେ ଯାଇଥିଲେ । ଏହାସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମମତା କହିଥିଲେ କି ମୋ ବିଜୟ କେନ୍ଦ୍ର ସରକାରଙ୍କର ହଜମ ହେଉନାହିଁ । ମୁଁ ପଶ୍ଚିମବଙ୍ଗବାସୀଙ୍କ ସ୍ୱାର୍ଥ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ ବୋଲି ସେContinue reading “ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ ବିବାଦ : ମମତା କହିଲେ ମୋତେ ବଦନାମ କରାଯାଉଛି । ପଶ୍ଚିମବଙ୍ଗବାସୀଙ୍କ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ”
Author Archives: Raghaba
ଜୁନ୍ ଦ୍ୱିତୀୟ ସପ୍ତାହରେ ଦେଶରେ ମିଳିବ ସ୍ପୁଟନିକ୍ ଭି ଟିକା । ଗୋଟିଏ ଡୋଜର ଦାମ ୧୧୯୫ ଟଙ୍କା ।
କନକ ବ୍ୟୁରୋ: ଜୁନ୍ ଦ୍ୱିତୀୟ ସପ୍ତାହରେ ଦେଶରେ ମିଳିବ ଋଷିଆ ନିର୍ମିତ ସ୍ପୁଟନିକ-ଭି ଟିକା । ଏନେଇ ଘୋଷଣା କରିଛି ଆପୋଲ ହସ୍ପିଟାଲ ଗ୍ରୁପ୍ । ଦେଶରେ ପ୍ରାୟ ୮୦ଟି ସ୍ଥାନରେ ଆଗ ଧାଡ଼ିର କରୋନା ଯୋଦ୍ଧା ବାଣିଜ୍ୟିକ ସଂସ୍ଥାର କର୍ମଚାରୀ ମାନଙ୍କୁ ଏହି ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି ଆପୋଲ ହସ୍ପିଟାଲ ଗ୍ରୁପର ଉପାଧ୍ୟକ୍ଷ ସୋଭନା କାମିନେନି । ତେବେ ଗୋଟିଏ ଡ଼ୋଜ ଟିକାର ଦାମ୍ ୧୧୯୫ ଟଙ୍କା ସ୍ଥିର କରାଯାଇଛି । ଏଥିରେContinue reading “ଜୁନ୍ ଦ୍ୱିତୀୟ ସପ୍ତାହରେ ଦେଶରେ ମିଳିବ ସ୍ପୁଟନିକ୍ ଭି ଟିକା । ଗୋଟିଏ ଡୋଜର ଦାମ ୧୧୯୫ ଟଙ୍କା ।”
ପ୍ରଧାନମନ୍ତ୍ରୀଙ୍କ ସହ ବୈଠକକୁ ନେଇ ବିବାଦ ପରେ ମୁହଁ ଖୋଲିଲେ ମମତା । କହିଲେ ଜାଣିଶୁଣି ମୋତେ ଅପମାନିତ କରିବାକୁ କରାଯାଇଛି ଚେଷ୍ଟା
କନକ ବ୍ୟୁରୋ: ଗତକାଲିର ବୈଠକକୁ ନେଇ ବିବାଦ ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଛନ୍ତି ଜାଣିଶୁଣି ତାଙ୍କୁ ଅପମାନିତ କରିବାକୁ ଚେଷ୍ଟା କରାଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ଛବିକୁ ଖରାପ କରିବା ପାଇଁ ଚେଷ୍ଟା କରାଯାଉଛି । ଏହାସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ରାଜ୍ୟପାଳ ଓ ବିଜେପି ନେତାଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗର ମୁଖ୍ୟ ଶାସନContinue reading “ପ୍ରଧାନମନ୍ତ୍ରୀଙ୍କ ସହ ବୈଠକକୁ ନେଇ ବିବାଦ ପରେ ମୁହଁ ଖୋଲିଲେ ମମତା । କହିଲେ ଜାଣିଶୁଣି ମୋତେ ଅପମାନିତ କରିବାକୁ କରାଯାଇଛି ଚେଷ୍ଟା”
ସରକାରଙ୍କ କଥା ମାନି ଭିଟାମାଟିରୁ ସ୍ଥାନାନ୍ତରିତ ହୋଇଥିଲେ ଲୋକେ । ହେଲେ ଏବେ ମିଳୁନି ପିଇବା ପାଣି । ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତରୁ ଆସିଲା ଏଭଳି ଖବର..
କନକ ବ୍ୟୁରୋ: ବନ୍ୟା-ବାତ୍ୟା ପ୍ରକୋପରୁ ରକ୍ଷା କରିବା ପାଇଁ ଭିଟାମାଟିରୁ ସ୍ଥାନାନ୍ତର କରାଗଲା । ଲୋକେ ବି ସରକାରଙ୍କ କଥା ମାନି ଭିଟାମାଟି ଛାଡିଲେ । ହେଲେ ଯେଉଁଠି ଥଇଥାନ କରାଗଲା, ସେଠାରେ ପିଇବା ପାଣି ଓ ରାସ୍ତାଘାଟର ସମସ୍ୟା ପୁଣି ଭିଟାମାଟିରୁ ଫେରି ଯିବା ପାଇଁ ବାଧ୍ୟ କରୁଛି । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତ ବାରଘର ଅଂଚଳରୁ ଆସିଛି ଏଭଳି ଖବର । ୨୦୧୮ ବାତ୍ୟା ତିତିଲି କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯାଇଥିଲାContinue reading “ସରକାରଙ୍କ କଥା ମାନି ଭିଟାମାଟିରୁ ସ୍ଥାନାନ୍ତରିତ ହୋଇଥିଲେ ଲୋକେ । ହେଲେ ଏବେ ମିଳୁନି ପିଇବା ପାଣି । ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତରୁ ଆସିଲା ଏଭଳି ଖବର..”
କରୋନାର କରୁଣ କାହାଣୀ । ୪ ଦିନ ବ୍ୟବଧାନରେ ଚାଲିଗଲେ ବାପା-ପୁଅ ।
କନକ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ଗୁଣୁପୁର ସହରକୁ ଫେରିଛି କରୋନାଜନିତ ମୃତ୍ୟୁର ଭୟ । କରୋନାରେ ସଂକ୍ରମିତ ହୋଇ ୪ ଦିନର ବ୍ୟବଧାନରେ ବାପ-ପୁଅଙ୍କ ମୃତ୍ୟୁ ଖବର ସାରା ସହରରେ ଭୟର ବାତାବରଣ ସୃଷ୍ଟି କରିଛି । କରୋନା କବଳିତ ହୋଇ ଆରପାରିକୁ ଚାଲିଗଲେ ବାପା-ପୁଅ । ମହାମାରୀ ସହ ଲଢେଇ କରି ପ୍ରଥମେ ଜୀବନ ଯୁଦ୍ଧରେ ହାରିଗଲେ ବାପା ବିନୋଦ ଦାସ । ଆଉ ତାଙ୍କ ମୃତ୍ୟୁର ୪ ଦିନରେ କରୋନାContinue reading “କରୋନାର କରୁଣ କାହାଣୀ । ୪ ଦିନ ବ୍ୟବଧାନରେ ଚାଲିଗଲେ ବାପା-ପୁଅ । “
ଶ୍ରୀମନ୍ଦିରରୁ ସମଲେଇ, ଶ୍ରୀକ୍ଷେତ୍ରରୁ ଏକାମ୍ରକ୍ଷେତ୍ର । ନୂଆ ଓଡିଶାର ପଟ୍ଟଚିତ୍ର ଆଙ୍କିବାକୁ ନବୀନ ସାଜିଛନ୍ତି ବିକାଶର ବିନ୍ଧାଣୀ ।
କନକ ବ୍ୟୁରୋ: ବିକାଶର ନାଁ ନବୀନ । ନବୀନ ମାନେ ‘ନୂଆ ଓଡିଶା’ । ଓଡିଶା ମୁଣ୍ଡରୁ ହଟିବ ଗରିବର ଟ୍ୟାଗ୍ । ବଦଳିବ ରାଜ୍ୟର ଚିତ୍ର । ନୂଆ ନୂଆ ଲାଗିବ ନୂତନ ଓଡିଶା । ଉତ୍କଳୀୟ ପରମ୍ପରା, ଉତ୍କଳର ଗାଥା ଗାଇ ଓଡିଆଙ୍କ ସଂସ୍କୃତିର ଛାପ ଥାଇ ଛପାଯିବ ନୂଆ ଓଡିଶାର ପଟ୍ଟଚିତ୍ର । ‘ନୂତନ ଓଡିଶା’ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ଯେଉଁ ସ୍ୱପ୍ନ ଦେଖିଛନ୍ତି, ନିଜେ ଯେଉଁ ନକ୍ସା ଆଙ୍କିଛନ୍ତି ତହିଁରେ ତୂଳୀContinue reading “ଶ୍ରୀମନ୍ଦିରରୁ ସମଲେଇ, ଶ୍ରୀକ୍ଷେତ୍ରରୁ ଏକାମ୍ରକ୍ଷେତ୍ର । ନୂଆ ଓଡିଶାର ପଟ୍ଟଚିତ୍ର ଆଙ୍କିବାକୁ ନବୀନ ସାଜିଛନ୍ତି ବିକାଶର ବିନ୍ଧାଣୀ ।”
ରାଜସ୍ଥାନରୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ୧୦ ମିନିଟ ଅନ୍ତରରେ ମହିଳାଙ୍କୁ ଦିଆଗଲା କରୋନା ଟିକାର ଦ୍ୱିତୀୟ ଡୋଜ
କନକ ବ୍ୟୁରୋ : ରାଜସ୍ଥାନର ଦୋଷା ଜିଲ୍ଲାରୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ଦେଶରେ ଏହାବୋଧେ ପ୍ରଥମ ଘଟଣା । ଯାହାକି ଜଣେ ମହିଳାଙ୍କୁ କରୋନା ଟିକାର ପ୍ରଥମ ଖୋରାକ ଦେବାର ୧୦ ମିନିଟ ପରେ ଦ୍ୱିତୀୟ ଖୋରାକ ଦିଆଯାଇଥିବା ମହିଳା ଜଣଙ୍କ ଦାବି କରିଛନ୍ତି । ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏଭଳି ହୋଇଥିବା କଥାକୁ ସିଧା ସିଧା ଖଣ୍ଡନ କରିଛନ୍ତି । କହିରଖୁ କି ଶୁକ୍ରବାର ଦିନ ଦୋଷା ଜିଲ୍ଲାରେ କିଛିContinue reading “ରାଜସ୍ଥାନରୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ୧୦ ମିନିଟ ଅନ୍ତରରେ ମହିଳାଙ୍କୁ ଦିଆଗଲା କରୋନା ଟିକାର ଦ୍ୱିତୀୟ ଡୋଜ”
ଘରକୁ ଆସିବେ ନାହିଁ କୁଣିଆ, ଗାଁକୁ ବାହାର ଲୋକଙ୍କ ପ୍ରବେଶ ମନା । ଗାଁ ପ୍ରବେଶ ପଥରେ ବାଉଁଶ ବାଡ ଦେଇ ଜଗି ରହିଛନ୍ତି ୩ ମହିଳା କରୋନା ଯୋଦ୍ଧା ।
କନକ ବ୍ୟୁରୋ: କୁଣିଆକୁ ଘରେ ପ୍ରବେଶ ମନା, ଗାଁ ସୁରକ୍ଷାରେ ନିଜକୁ ନିୟୋଜିତ କରିିଛନ୍ତି କରୋନା ଯୋଦ୍ଧା । ଅବାଧଞ୍ଚଳ ନାହିଁ କିମ୍ବା ଗାଁରେ କେହି ସଂକ୍ରମିତ ନାହାନ୍ତି । ତଥାପି ଗାଁର ପ୍ରବେଶ ଦ୍ୱାରକୁ ବାଉଁଶ ବାଡରେ ଆବଦ୍ଧ କରି ଜଗିରହିଛନ୍ତି ଆଶାଦିଦି, ଅଙ୍ଗନବାଡି ଦିଦି ଓ ଓାର୍ଡ ମେମ୍ବର । ସେମାନଙ୍କ ଗୋଟିଏ ଲକ୍ଷ୍ୟ ଗାଁରେ ମହାମାରୀ କରୋନା ପ୍ରବେଶ ନକରୁ ଓ କେହି କରୋନାରେ ସଂକ୍ରମିତ ନହୁଅନ୍ତୁ । ଘରକୁ କୁଣିଆଙ୍କ ପ୍ରବେଶContinue reading “ଘରକୁ ଆସିବେ ନାହିଁ କୁଣିଆ, ଗାଁକୁ ବାହାର ଲୋକଙ୍କ ପ୍ରବେଶ ମନା । ଗାଁ ପ୍ରବେଶ ପଥରେ ବାଉଁଶ ବାଡ ଦେଇ ଜଗି ରହିଛନ୍ତି ୩ ମହିଳା କରୋନା ଯୋଦ୍ଧା ।”
ସୀମାରେ ଜଗିଛି ପୁଲିସ, ଗଳାବାଟ ଦେଇ ଗାଁକୁ ଫେରୁଛନ୍ତି ପ୍ରବାସୀ । କୋରାପୁଟ ବୈପାରୀଗୁଡା ବ୍ଲକର ଗ୍ରାମାଂଚଳରେ ଚିନ୍ତା ବଢାଉଛନ୍ତି ପ୍ରବାସୀ ଶ୍ରମିକ ।
କନକ ବ୍ୟୁରୋ: କରୋନା କାଳରେ ପୁଣି ଫେରିଲା ପ୍ରବାସୀ ଶ୍ରମିକଙ୍କ ସୁଅ । ଜୀବନ ଜୀବିକା ପାଇଁ ଗାଁ ଛାଡ଼ିଥିଲେ ଆଉ ଏବେ ତାଲାବନ୍ଦ ଯୋଗୁଁ କର୍ମସ୍ଥଳ ଛାଡି ପୁଣି ଭିଟାମାଟିକୁ ଫେରୁଛନ୍ତି ପ୍ରବାସୀ । ହେଲେ ଫେରିବା ରାସ୍ତାରେ କରୋନା କଟକଣା ପ୍ରତିବନ୍ଧକ ହେବାରୁ ଗଳା ବାଟ ଦେଇ ଗାଁ ଫେରୁଛନ୍ତି ପ୍ରବାସୀ । ଯାହା କୋରାପୁଟ ଜିଲ୍ଳା ବୈପାରିଗୁଡ଼ା ବ୍ଳକ ପ୍ରଶାସନର ଚିନ୍ତା ବଢାଇ ଦେଇଛି । ମୁଣ୍ଡରେ ବୋଝ, ହାତରେ ଛୁଆ ଆଉContinue reading “ସୀମାରେ ଜଗିଛି ପୁଲିସ, ଗଳାବାଟ ଦେଇ ଗାଁକୁ ଫେରୁଛନ୍ତି ପ୍ରବାସୀ । କୋରାପୁଟ ବୈପାରୀଗୁଡା ବ୍ଲକର ଗ୍ରାମାଂଚଳରେ ଚିନ୍ତା ବଢାଉଛନ୍ତି ପ୍ରବାସୀ ଶ୍ରମିକ ।”
ପାଳି ପରେ ପାଳି । ଦୁର୍ନୀତିଖୋରଙ୍କୁ ଛାଡନ୍ତନି, ଦାଗୀ ନେତାଙ୍କୁ ପାଖ ପୂରାନ୍ତିନି । ବଡ ବଡ ନିଷ୍ପତି ନେଇ ଆଞ୍ଚଳିକ ରାଜନୀତିର ବନିଛନ୍ତି ବେତାଜ ବାଦଶାହା ।
କନକ ବ୍ୟୁରୋ : ରାଜନୀତି ପଡ଼ିଆର ପୋଖତ ପ୍ଲେୟାର ନବୀନ ପଟ୍ଟନାୟକ। ନିଜର ୨୪ ବର୍ଷର ପଲିଟିକାଲ କ୍ୟାରିଅରରେ ୨୧ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି ନବୀନ। ଆଉ ଆଜି ମୁଖ୍ୟମନ୍ତ୍ରୀ ଭାବେ ନିଜ ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂରଣ କରିଛନ୍ତି ନବୀନ । ୨୦୦୦ ମସିହା ପ୍ରଥମ ବିଧାନସଭା ନିର୍ବାଚନରେ ନବୀନଙ୍କୁ ଯେତିକି ଜନ ସମର୍ଥନ ମିଳିଥିଲା, ତାହା ପ୍ରତି ନିର୍ବାଚନରେ ବୃଦ୍ଧି ହେବା ସହ ଏବେ ନବୀନଙ୍କ ନାଁରେ ଏକ ଭୋଟବ୍ୟାଙ୍କରେContinue reading “ପାଳି ପରେ ପାଳି । ଦୁର୍ନୀତିଖୋରଙ୍କୁ ଛାଡନ୍ତନି, ଦାଗୀ ନେତାଙ୍କୁ ପାଖ ପୂରାନ୍ତିନି । ବଡ ବଡ ନିଷ୍ପତି ନେଇ ଆଞ୍ଚଳିକ ରାଜନୀତିର ବନିଛନ୍ତି ବେତାଜ ବାଦଶାହା ।”