ୟୁଏଇରେ ହେବ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍ । ବିସିସିଆଇ ମାରିଲା ମୋହର, ଜାଣନ୍ତୁ କେବେ ହେବ ଆଇପିଏଲ ମ୍ୟାଚ୍?

କନକ ବ୍ୟୁରୋ : ୟୁଏଇରେ ହେବ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ବିସିସିଆଇର ଏସଜିଏମ ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ୟୁଏଇରେ ଆଇପିଏଲ ହୋଇପାରେ । ତେବେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଏଯାଏଁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇନାହିଁ । ତେବେ ଆଇପିଏଲର ବଳକ ୩୧ଟି ମ୍ୟାଚ୍ ୟୁଏଇରେ ହେବ ବୋଲି ସ୍ପଷ୍ଟ ହୋଇଛି । NEWS : BCCI toContinue reading “ୟୁଏଇରେ ହେବ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍ । ବିସିସିଆଇ ମାରିଲା ମୋହର, ଜାଣନ୍ତୁ କେବେ ହେବ ଆଇପିଏଲ ମ୍ୟାଚ୍?”

ପୁଲୱାମା ଆତଙ୍କି ଆକ୍ରମଣରେ ସ୍ୱାମୀ ସହିଦ ହେବା ପରେ ସେନା ପୋଷାକ ପିନ୍ଧିଲେ ସ୍ତ୍ରୀ : ଆଜି ଔପଚାରିକ ଭାବେ ସେନାରେ ଯୋଗଦେଲେ ନିକିତା କୌଲ

କନକ ବ୍ୟୁରୋ : ସେନାରେ ଯୋଗଦେଲେ ନିକିତା କୌଲ । ପୁଲୱାମା ଆକ୍ରମଣରେ ସହିଦ- ମେଜର ବିଭୁତି ଶଙ୍କର ଧୌନ୍ଦିୟାଲଙ୍କ ପତ୍ନୀ ନିକିତା କୌଲ ଆଜି ବିଧିବଦ୍ଧ ଭାବେ ସେନାରେ ଯୋଗ ଦେଇଛନ୍ତି । ମେ’ ୨୬ ତାରିଖରେ ଅଫିସର୍ସ ଟ୍ରେନିଂ ଏକାଡେମୀରୁ ଉତୀର୍ଣ୍ଣ ହେବାପରେ ଆଜି ତାଙ୍କୁ ଔପଚାରିକ ଭାବେ ସେନାରେ ସାମିଲ କରିଛନ୍ତି ଭାରତୀୟ ସେନା ନର୍ଦ୍ଦନ କମାଣ୍ଡର ଲେଫଟେନାଂଟ ଜେନେରାଲ ୱାକେ ଯୋଶୀ । ବଡକଥା ହେଉଛି ଆତଙ୍କବାଦୀ ଆକ୍ରମଣରେ ସ୍ୱାମୀ ସହିଦContinue reading “ପୁଲୱାମା ଆତଙ୍କି ଆକ୍ରମଣରେ ସ୍ୱାମୀ ସହିଦ ହେବା ପରେ ସେନା ପୋଷାକ ପିନ୍ଧିଲେ ସ୍ତ୍ରୀ : ଆଜି ଔପଚାରିକ ଭାବେ ସେନାରେ ଯୋଗଦେଲେ ନିକିତା କୌଲ”

ସୁରକ୍ଷାବଳୟ ଭିତରେ ରହିବ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ, ୧୦ଟି ଜିଲ୍ଲାରେ ୩୮୦ କିଲୋମିଟର ପର୍ଯ୍ୟନ୍ତ ନିର୍ମାଣ ହେବ ସ୍ୱତନ୍ତ୍ର ବନ୍ଧ । ଖର୍ଚ୍ଚ ହେବ ୬ ହଜାର କୋଟି ।

କନକ ବ୍ୟୁରୋ : ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକକୁ ମଜବୁତ କରିବା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ୩୮୦ କିଲୋମିଟର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବନ୍ଧ ନିର୍ମାଣ କରିବ ଜଳ ସଂପଦ ବିଭାଗ । ପଥର ବନ୍ଧ ସହ ତାର ଜାଲିରେ ଆବଦ୍ଧ କରାଯିବ । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୧୯୪୪ କୋଟି ଖର୍ଚ୍ଚ ପାଇଁ ଯୋଜନା କରାଯାଇଛି । ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ପ୍ରଥମେContinue reading “ସୁରକ୍ଷାବଳୟ ଭିତରେ ରହିବ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ, ୧୦ଟି ଜିଲ୍ଲାରେ ୩୮୦ କିଲୋମିଟର ପର୍ଯ୍ୟନ୍ତ ନିର୍ମାଣ ହେବ ସ୍ୱତନ୍ତ୍ର ବନ୍ଧ । ଖର୍ଚ୍ଚ ହେବ ୬ ହଜାର କୋଟି ।”

ବିପୁଳ ପରିମାଣର କଫ୍ ସିରଫ ଜବତ କଲା ବଲାଙ୍ଗୀର ପୋଲିସ : ୧୪,୪୦୦ ବୋତଲ କଫ୍ ସିରଫ୍ ଜବତ ସହ ୨ ଗିରଫ

କନକ ବ୍ୟୁରୋ : ବିପୁଳ ପରିମାଣର କଫ ସିରପ ଜବତ କଲା ବଲାଙ୍ଗୀର ପୋଲିସ । ୧୪,୪୦୦ ବୋତଲ କଫ୍ ସିରପ୍ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଲକଡ଼ାଉନ୍ ସମୟରେ ମାତିଛନ୍ତି ଅନ୍ତଃରାଜ୍ୟ ନିଶା ବେପାରୀ । ବଲାଙ୍ଗୀର ଏସପି ଏବଂ ତାଙ୍କ ଟିମ୍ ତୁରେକେଲଶ ଥାନା କନ୍ଦାଗାଡ଼ ଜଙ୍ଗଲ ଭିତରେ ଏକ ଟ୍ରକରେ କଫ୍ ସିରପ୍ ଚାଲାଣ ହେଉଥିବା ନେଇ ସୁଚନା ପାଇଥିଲେ । ତୁରେକେଲା ପୋଲିସ ଏବଂ କଂଟାବାଝିContinue reading “ବିପୁଳ ପରିମାଣର କଫ୍ ସିରଫ ଜବତ କଲା ବଲାଙ୍ଗୀର ପୋଲିସ : ୧୪,୪୦୦ ବୋତଲ କଫ୍ ସିରଫ୍ ଜବତ ସହ ୨ ଗିରଫ”

ଯଦି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା ଡ୍ର ହୁଏ, ତେବେ କାହାକୁ ମିଳିବ ଫାଇନାଲ ଟ୍ରଫି । ଆଇସିସି ଦେଲା ବଡ ସୂଚନା ।

କନକ ବ୍ୟୁରୋ : ଇଂଲଣ୍ଡରେ ଆସନ୍ତା ଜୁନ୍ ୧୮ରୁ ୨୨ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମୁକାବିଲା ଖେଳାଯିବ । ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ତେବେ ଟେଷ୍ଟ ମ୍ୟାଚରେ ଅଧିକତମ ମ୍ୟାଚ୍ ଡ୍ର ହେଉଥିବାରୁ ଏହି ଫାଇନାଲ ମ୍ୟାଚର ବିଜେତା କିଭଳି ବଛାଯିବ ତାହାକୁ ନେଇ ଦର୍ଶକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି । ଯାହାକୁ ଦୂର କରିଛି ଆଇସିସି । ଶୁକ୍ରବାର ଆଇସିସି  ଫାଇନାଲ ମ୍ୟାଚର ଫଳାଫଳ ବାବଦରେ ସ୍ପଷ୍ଟ ସୂଚନାContinue reading “ଯଦି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା ଡ୍ର ହୁଏ, ତେବେ କାହାକୁ ମିଳିବ ଫାଇନାଲ ଟ୍ରଫି । ଆଇସିସି ଦେଲା ବଡ ସୂଚନା ।”

ବାତ୍ୟା ଓ ବନ୍ୟାର ଭୟ ଚାଲିଯିବା ପରେ ଏବେ ଲୋକଙ୍କୁ ଘାରିଛି କୁମ୍ଭୀର ଆତଙ୍କ : ନଦୀ କୂଳରେ ଦେଖିବାକୁ ମିଳିଛି କୁମ୍ଭୀର

କନକ ବ୍ୟୁରୋ : ବାତ୍ୟା ଓ ବନ୍ୟାର ଭୟ ଚାଲିଯିବା ପରେ ଏବେ ଲୋକଙ୍କୁ ଘାରିଛି କୁମ୍ଭୀର ଆତଙ୍କ । ନଦୀ କୂଳରେ ଦେଖିବାକୁ ମିଳିଛି ଏକ ବିଶାଳ କୁମ୍ଭୀର । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦତପୁର ନିକଟରେ ବୈତରଣୀ ନଦୀରେ ଲୋକେ ଏହି ବିଶାଳ କୁମ୍ଭୀରକୁ ଦେଖି ଛାନିଆ ହୋଇପଡିଛନ୍ତି । ବିଶେଷ କରି ବନ୍ୟା ପରେ ବୈତରଣୀ ନଦୀରେ ଏହି କୁମ୍ଭୀରଟି ଚାଲିଆସିଛି । ବଡକଥା ହେଉଛି ପୂର୍ବରୁ ମଧ୍ୟ ଏହି ଅଂଚଳବାସୀContinue reading “ବାତ୍ୟା ଓ ବନ୍ୟାର ଭୟ ଚାଲିଯିବା ପରେ ଏବେ ଲୋକଙ୍କୁ ଘାରିଛି କୁମ୍ଭୀର ଆତଙ୍କ : ନଦୀ କୂଳରେ ଦେଖିବାକୁ ମିଳିଛି କୁମ୍ଭୀର”

ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ : ପିକ୍ ସମୟରେ ୨୬ ପ୍ରତିଶତ ଥିଲା ପଜିଟିଭ ହାର, ଏବେ ୧୪ ପ୍ରତିଶତକୁ ହ୍ରାସ

କନକ ବ୍ୟୁରୋ : ରାଜ୍ୟରେ ସଂକ୍ରମଣ ପିକ୍ କ୍ରସ କରିସାରିଲାଣି । ସଂକ୍ରମଣ ନିମ୍ନଗାମୀ ହେଲାଣି । ଟେଷ୍ଟ ପଜିଟିଭ ରେଟ କମିଛି । ଆଜି ୧୪ ପ୍ରତିଶତ ଅଛି, ଯାହା ପିକ୍ ବେଳେ ୨୬ ପ୍ରତିଶତ ଥିଲା । ସଂକ୍ରମଣ ଧିରେ ଧିରେ ଧିରେ କମିବ ବୋଲି କହିଛନ୍ତି ନିରୋଜ ମିଶ୍ର । ଯେତିକି କଟକଣା ଅଛି ତାହାକୁ ଆହୁରି କଡ଼ାକଡ଼ି କରିବାକୁ ପଡ଼ିବ । ଡ଼ବ୍ଲୁଏଚଓ ଅନୁଯାୟୀ ପଜିଟିଭ ରେଟ ୫ ପ୍ରତିଶତ ନକମିବାContinue reading “ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ : ପିକ୍ ସମୟରେ ୨୬ ପ୍ରତିଶତ ଥିଲା ପଜିଟିଭ ହାର, ଏବେ ୧୪ ପ୍ରତିଶତକୁ ହ୍ରାସ”

ଓଡ଼ିଶା ରାଜନୀତିରେ ନବୀନଙ୍କ ସଫଳ ଯାତ୍ରାର ସୂତ୍ର କଣ? ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ ମନ ଜିଣିଛନ୍ତି,  ବିରୋଧୀଙ୍କୁ ବାରମ୍ବାର ମାତ୍ ଦେଇଛନ୍ତି । ନବୀନଙ୍କ ୨୧ ବର୍ଷ ଶାସନର କାହାଣୀ?

କନକ ବ୍ୟୁରୋ : ମେ’ ୨୯, ୨୦୧୯ । ଆଜକୁ ଠିକ୍ ଦୁଇବର୍ଷ ତଳେ । ପ୍ରଦର୍ଶନୀ ପଡିଆରେ ଶପଥଗ୍ରହଣ ସହ ଲଗାତାର ପଞ୍ଚମଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ନବୀନ ପଟ୍ଟନାୟକ । ବିରୋଧୀଙ୍କୁ ମାତ୍ ଦେଇ ବିଜେଡି ୧୧୨ ଆସନରେ ବିପୁଳ ବିଜୟ ହାସଲ କରିଥିବା ବେଳେ, ପୁଣି ନବୀନ ଧରିଥିଲେ ଓଡ଼ିଶା ଶାସନର ମଙ୍ଗ । ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତା ଆଗରେ କାମ କରିନଥିଲା ମୋଦି ମ୍ୟାଜିକ, ବିଜେପି ଚାଣକ୍ୟଙ୍କ ଅଙ୍କକଷାContinue reading “ଓଡ଼ିଶା ରାଜନୀତିରେ ନବୀନଙ୍କ ସଫଳ ଯାତ୍ରାର ସୂତ୍ର କଣ? ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ ମନ ଜିଣିଛନ୍ତି,  ବିରୋଧୀଙ୍କୁ ବାରମ୍ବାର ମାତ୍ ଦେଇଛନ୍ତି । ନବୀନଙ୍କ ୨୧ ବର୍ଷ ଶାସନର କାହାଣୀ?”

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ମନ୍ତ୍ରୀ ପରିଷଦ ବୈଠକ : ଅପରାହ୍ନ ୫ ଟା ୩୦ରେ ବସିବ ବୈଠକ

କନକ ବ୍ୟୁରୋ : ରାଜ୍ୟରେ ନବୀନ ସରକାରଙ୍କ ପଂଚମ ପାଳିକୁ ପୂରିଛି ୨ ବର୍ଷ । ସେହି ଅବସରରେ ଆଜି ଅପରାହ୍ନ ସାଢେ ୫ଟାରେ ବସୁଛି ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଦୁଇବର୍ଷ ତଳେ ମେ’ ୨୯ରେ ପଂଚମଥର ପାଇଁ ରାଜ୍ୟ ଶାସନର ମଙ୍ଗ ଧରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲଗାତର ପଂଚମଥର ପାଇଁ ଶାସନର ଭାର ବିଜେଡି ସରକାରଙ୍କୁ ଦେଇଥିଲେ ରାଜ୍ୟବାସୀ ।Continue reading “ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ମନ୍ତ୍ରୀ ପରିଷଦ ବୈଠକ : ଅପରାହ୍ନ ୫ ଟା ୩୦ରେ ବସିବ ବୈଠକ”

ଦିନକରେ ୧,୭୩,୭୯୦ ନୂଆ ଆକ୍ରାନ୍ତ ଚିହ୍ନଟ, ୩,୬୧୭ ମୃତ : ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୨୯,୨୪୭ କୁ ବୃଦ୍ଧି

କନକ ବ୍ୟୁରୋ :  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସ୍‌ ଜନିତ ମହାମାରୀ ସଂକ୍ରମଣ ସଂଖ୍ୟା ୧.୭୩ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୪ ହଜାର ତଳକୁ ରହିଛି । ଗତ ୪୫ ଦିନ ମଧ୍ୟରେ ଦେଶରେ ପ୍ରଥମ ଥର ଲାଗି ଏତେ କମ୍ ସଂଖ୍ୟକ ନୂଆ କୋଭିଡ୍‌-୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେContinue reading “ଦିନକରେ ୧,୭୩,୭୯୦ ନୂଆ ଆକ୍ରାନ୍ତ ଚିହ୍ନଟ, ୩,୬୧୭ ମୃତ : ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୨୯,୨୪୭ କୁ ବୃଦ୍ଧି”

Design a site like this with WordPress.com
Get started