କନକ ବ୍ୟୁରୋ : ଗ୍ରୀଷ୍ମ ଅବକାଶ ପରେ ଜୁନ୍ ୧ରୁ ଖୋଲିବ କଲେଜ ଓ ବିଶ୍ୱ ବିଦ୍ୟାଳୟ । କିନ୍ତୁ ଆସିବେ ନାହିଁ ଛାତ୍ରଛାତ୍ରୀ , ଅନଲାଇନ କ୍ଲାସ ନେବେ ଅଧ୍ୟାପକ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ସୂଚନାନୁସାରେ, ଗ୍ରୀଷ୍ମ ଛୁଟି ଶେଷ ହେବାକୁ ଯାଉଥିବାରୁ ରାଜ୍ୟରେ କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅନଲାଇନ୍ କ୍ଲାସ୍ ଜୁନ୍ ୧ ରୁ ଆରମ୍ଭ ହେବ । ସରକାରୀ ସୂତ୍ରରୁ ପ୍ରକାଶ ଯେContinue reading “ଗ୍ରୀଷ୍ମ ଅବକାଶ ପରେ ଜୁନ୍ ୧ରୁ ଖୋଲିବ କଲେଜ ଓ ବିଶ୍ୱ ବିଦ୍ୟାଳୟ : ହେଲେ ଆସିବେ ନାହିଁ ଛାତ୍ରଛାତ୍ରୀ, ଅନଲାଇନ କ୍ଲାସ ନେବେ ଅଧ୍ୟାପକ”
Author Archives: Raghaba
ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା : ସାମ୍ବାଦିକ ଓ ସାହିତ୍ୟିକ ବସନ୍ତ ଦାସଙ୍କ ଦେହାନ୍ତ
କନକ ବ୍ୟୁରୋ : କରୋନା ଯୁଦ୍ଧରେ ହାରିଗଲେ ଆଉଜଣେ ଯୋଦ୍ଧା । ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସଙ୍କ କରୋନାରେ ଦେହାନ୍ତ ହୋଇଛି । କିଛିଦିନ ହେଲା ସେ କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଉଭୟ ଓଡିଆ ଏବଂ ଇଂରାଜି ସାମ୍ବାଦିକତା ସହ ଓଡିଆ ସାହିତ୍ୟ କ୍ଷେତ୍ରକୁ ତାଙ୍କ ଅବଦାନ ଅତୁଳନୀୟ । ୧୯୬୫ ମସିହାରେ ଇଂରାଜୀ ଦୈନିକ ଇଷ୍ଟର୍ଣ୍ଣ ଟାଇମ୍ସରୁ ଆରମ୍ଭ କରିଥିଲେ ସାମ୍ବାଦିକତା ବୃତି । କଟକର ସାୟିକ ରିପୋର୍ଟରContinue reading “ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା : ସାମ୍ବାଦିକ ଓ ସାହିତ୍ୟିକ ବସନ୍ତ ଦାସଙ୍କ ଦେହାନ୍ତ”
ସୁବର୍ଣ୍ଣରେଖାରେ କମିଲା ଜଳସ୍ତର, ଟଳିଲା ବନ୍ୟା ବିପଦ : ରାଜଘାଟ ନିକଟରେ ବିପଦ ସଂକେତ ତଳେ ବହୁଛି ବନ୍ୟା ପାଣି
କନକ ବ୍ୟୁରୋ : ସୁବର୍ଣ୍ଣରେଖାରେ କମିଲା ଜଳସ୍ତର, ଟଳିଲା ବନ୍ୟା ବିପଦ । ରାଜଘାଟ ନିକଟରେ ବିପଦ ସଂକେତ ତଳେ ବହୁଛି ବନ୍ୟା ପାଣି । ବନ୍ୟା ପ୍ରକୋପରୁ ବର୍ତିଗଲା ବାଲେଶ୍ୱର, ଭୋଗରାଇ, ଜଳେଶ୍ୱର ବ୍ଲକର ଶତାଧିକ ଗାଁ ।ବାତ୍ୟା ୟାସ ପ୍ରଭାବରେ ଗତ ୩ଦିନ ଧରି ଝାଡ଼ଖଣ୍ଡ ଏବଂ ମୟୂରଭଂଜରେ ପ୍ରବଳ ବର୍ଷା ହୋଇଥିଲା । ଯାହା ପାଇଁ ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଝାଡ଼ଖଣ୍ଡରContinue reading “ସୁବର୍ଣ୍ଣରେଖାରେ କମିଲା ଜଳସ୍ତର, ଟଳିଲା ବନ୍ୟା ବିପଦ : ରାଜଘାଟ ନିକଟରେ ବିପଦ ସଂକେତ ତଳେ ବହୁଛି ବନ୍ୟା ପାଣି”
ସମ୍ବଲପୁରରେ ଚାଷ ଉଜାଡ଼ି ଦେଲା ବାତ୍ୟା ୟାସ୍ : ଏପଟେ ମିଳୁନି ଟୋକନ, ସେପଟେ ଅମଳ ହୋଇନପାରି କ୍ଷେତରେ ଗଜା ହେଉଛି ଚାଷୀର ଧାନ
କନକ ବ୍ୟୁରୋ : ସମ୍ବଲପୁରରେ ଚାଷ ଉଜାଡ଼ି ଦେଲା ବାତ୍ୟା ୟାସ୍ । ଗଜା ହୋଇଗଲା ଚାଷୀର ଧାନ । ବାତ୍ୟା ୟାସ ଜନିତ ବର୍ଷା ପରେ ଧାନ ବିଲରେ ଦୀର୍ଘ ସମୟ ଧରି ପାଣି ମାଡ଼ି ରହିଛି । ଫଳରେ ସମ୍ବଲପୁର ଜିଲ୍ଲାରେ ତାଲବ ଗାଁ ସମେତ ବିଭିନ୍ନ ଗାଁରେ ବର୍ତମାନ ଧାନ ଗଜା ହେଲାଣି । ଏବେ ବି ବିଲରେ ପାଣି ଥିବାରୁ ଧାନକୁ କେମିତି ଅମଳ କରିବ ଚାଷୀ ସେନେଇ ଚିନ୍ତାରେ ।Continue reading “ସମ୍ବଲପୁରରେ ଚାଷ ଉଜାଡ଼ି ଦେଲା ବାତ୍ୟା ୟାସ୍ : ଏପଟେ ମିଳୁନି ଟୋକନ, ସେପଟେ ଅମଳ ହୋଇନପାରି କ୍ଷେତରେ ଗଜା ହେଉଛି ଚାଷୀର ଧାନ”
ରାଜ୍ୟରେ ଦିନକରେ ୭,୧୮୮ କରୋନା ପଜିଟିଭ ଚିହ୍ନଟ : ସଙ୍ଗରୋଧରୁ ୪୦୨୬, ସ୍ଥାନୀୟ ଅଞ୍ଚଳରୁ ୩୧୬୨; ଖୋର୍ଦ୍ଧାରୁ ସର୍ବାଧିକ ୧୧୩୪
କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୧୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ ୪୦୨୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୧୬୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩୪ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୧୫ଜଣ, ବାଲେଶ୍ୱରରୁ ୧୦୩Continue reading “ରାଜ୍ୟରେ ଦିନକରେ ୭,୧୮୮ କରୋନା ପଜିଟିଭ ଚିହ୍ନଟ : ସଙ୍ଗରୋଧରୁ ୪୦୨୬, ସ୍ଥାନୀୟ ଅଞ୍ଚଳରୁ ୩୧୬୨; ଖୋର୍ଦ୍ଧାରୁ ସର୍ବାଧିକ ୧୧୩୪”
ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା : କରୋନାରେ ଶେଷ ନିଶ୍ୱାସ ତ୍ୟାଗ କଲେ କନକ ନ୍ୟୁଜ ପ୍ରତିନିଧି ଅସିତ କୁମାର ବେହେରା
କନକ ବ୍ୟୁରୋ : ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନା ଯୋଧ୍ୟା । କରୋନା ଯୁଦ୍ଧରେ ହାରିଗଲେ କନକ ନ୍ୟୁଜ ପ୍ରତିନିଧି ଅସିତ କୁମାର ବେହେରା । ୧୦ ଦିନ ହେବ କରୋନା ଆକ୍ରାନ୍ତ ହୋଇ ବାରିପଦା ସହରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳ ୬ଟା ୧୫ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । from Kanak News via <a href="https://ifttt.com/?
ଠିକା କାମ ପାଇଁ ବୈତରଣୀ ନଦୀବନ୍ଧକୁ ତାଡି ଦେଇଥିବା ଅଭିଯୋଗ : ଗାଁ ଲୋକେ ପହଂଚିବା ପରେ ବାଲିବସ୍ତା ପକାଇ ଫେରାର ହୋଇଗଲେ ଦୁବୃର୍ତ୍ତ, ମଙ୍ଗଳପୁର ଥାନାରେ ଏତଲା
କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ରେ ଗତବର୍ଷ ବନ୍ୟା ସମୟରେ କେଲୁଅ ନଦୀବନ୍ଧକୁ ବିସ୍ଫୋରଣରେ ଉଡ଼ାଇ ବିରାଟ ଘାଇ କରାଯାଇଥିଲା। ଏଥର ଦଶରଥପୁରରେ ଜେସିବିରେ ବୈତରଣୀ ନଦୀବନ୍ଧକୁ ତାଡ଼ି କିଛି ଖଳ ପ୍ରକୃତିର ଲୋକ ଘାଇ କରିବାକୁ ଉଦ୍ୟମ କରିଛନ୍ତି। ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିବା ସହ ମଙ୍ଗଳପୁର ଥାନାରେ ଏତଲା ଦେଇଛନ୍ତି। ଠିକାକାମ ପାଇଁ ଘାଇ ସୃଷ୍ଟି କରି ଲୋକଙ୍କୁ ମରଣ ମୁହଁକୁ ଠେଲିଦେବାକୁ ଉଦ୍ୟମ କରାଯିବା ଘଟଣା ଆଲୋଡ଼ନ ସୃଷ୍ଟିContinue reading “ଠିକା କାମ ପାଇଁ ବୈତରଣୀ ନଦୀବନ୍ଧକୁ ତାଡି ଦେଇଥିବା ଅଭିଯୋଗ : ଗାଁ ଲୋକେ ପହଂଚିବା ପରେ ବାଲିବସ୍ତା ପକାଇ ଫେରାର ହୋଇଗଲେ ଦୁବୃର୍ତ୍ତ, ମଙ୍ଗଳପୁର ଥାନାରେ ଏତଲା”
ଛାତ୍ରଛାତ୍ରୀଙ୍କ ଖାତାକୁ ସିଧା ଆସିବ ମଧ୍ୟାହ୍ନ ଭୋଜନ ଟଙ୍କା : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲଙ୍କ ଘୋଷଣା
କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ଖାତାକୁ ସିଧା ଆସିବ ମଧ୍ୟାହ୍ନ ଭୋଜନ ଟଙ୍କା । ଏ ସଂପର୍କିତ ପ୍ରସ୍ତାବକୁ ଅନିମୋଦନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । କରୋନା ମହାମାରୀ ସମୟରେ ସ୍କୁଲଗୁଡିକ ବନ୍ଦ ଥିବାରୁ ଡିବିଟି ଜରିଆରେ ଦିଆଯିବ ମଧ୍ୟାହ୍ନ ଭୋଜନ ଟଙ୍କା । ପିଲାମାନଙ୍କ ପୁଷ୍ଟିକୁ ସୁରକ୍ଷା ଦେବା ସହ ମହାମାରୀ ସମୟରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ରକ୍ଷା କରିବାରେ ଏହା ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଦେଶରContinue reading “ଛାତ୍ରଛାତ୍ରୀଙ୍କ ଖାତାକୁ ସିଧା ଆସିବ ମଧ୍ୟାହ୍ନ ଭୋଜନ ଟଙ୍କା : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲଙ୍କ ଘୋଷଣା”
ସରକାର ଓ ସୋସିଆଲ ମିଡିଆ ପ୍ଲାଟ ଫର୍ମ ମଧ୍ୟରେ ଲଢ଼େଇ ନେଲା ନୂଆ ମୋଡ଼ : ଅଭିଯୋଗ ଶୁଣିବାକୁ ଅଧିକାରୀ ନିଯକ୍ତି ପାଇଁ ରାଜି ହେଲେ ଗୁଗୁଲ, ଫେସବୁକ୍, ହ୍ୱାଟ୍ସ ଆପ
କନକ ବ୍ୟୁରୋ : ବ୍ୟକ୍ତିଗତ ଗୋପନୀୟତାକୁ ନେଇ କେନ୍ଦ୍ର ସରକାର ଓ ସାମାଜିକ ଗଣମାଧ୍ୟମ ଭିତରେ ଲାଗିରହିଥିବା ଶୀତଳ ଯୁଦ୍ଧ ଶୁକ୍ରବାର ଭିନ୍ନ ମୋଡ ନେଇଛି । ଗୁଗୁଲ ସମେତ ଅଧିକାଂଶ ଅନ୍ତର୍ଜାତୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ, କେନ୍ଦ୍ର ସରକାରଙ୍କ ସର୍ତରେ ରାଜି ହୋଇଛନ୍ତି । ସରକାର ଆଇଟି ନିୟମରେ ପରିବର୍ତନ କରି ଜଣେ ଗ୍ରିଭାନ୍ସ ଅଫିସର ଅର୍ଥାତ ଅଭିଯୋଗ ଶୁଣିବା ପାଇଁ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ସର୍ତ ରଖିଥିଲେ । ଏଥିରେ ରାଜି ହୋଇଛନ୍ତିContinue reading “ସରକାର ଓ ସୋସିଆଲ ମିଡିଆ ପ୍ଲାଟ ଫର୍ମ ମଧ୍ୟରେ ଲଢ଼େଇ ନେଲା ନୂଆ ମୋଡ଼ : ଅଭିଯୋଗ ଶୁଣିବାକୁ ଅଧିକାରୀ ନିଯକ୍ତି ପାଇଁ ରାଜି ହେଲେ ଗୁଗୁଲ, ଫେସବୁକ୍, ହ୍ୱାଟ୍ସ ଆପ”
ସୁନ୍ଦରଗଡ ଡାକ୍ତରଖାନାରେ ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ଅନୁକମ୍ପା ଅଭିଯୋଗ : ମହିଳା ଦୀର୍ଘ ସମୟ ଅପେକ୍ଷା ପରେ ବି ଆସିନଥିଲେ ଡାକ୍ତର
କନକ ବ୍ୟୁରୋ : ସୁ୍ନ୍ଦରଗଡରେ ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ଅନୁକମ୍ପା ଅଭିଯୋଗ । ସୋସିଆଲ ମିଡିଆରେ ଜଣେ ୯ ମାସ ଗର୍ଭବତୀ ମହିଳାଙ୍କ ଏଭଳି ଭିଡିଓ ବାର୍ତା ଚର୍ଚ୍ଚାର ବିଷୟ ହୋଇଛି । ଖବର ଅନୁସାରେ, ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମା ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ମାଗଣା ଅଲଟ୍ରାସାଉଣ୍ଡ କାରାଯାଏ । ଏଥିପାଇଁ ସହରର ମହିଳାମାନେ ଆସିଥାନ୍ତି । ତେବେ ଶୁକ୍ରବାର ସକାଳୁ ୧୨ ଜଣ ମହିଳା ସକାଳ ୯ଟାରୁ ଆସି ଅପେକ୍ଷା କରିଥିଲେContinue reading “ସୁନ୍ଦରଗଡ ଡାକ୍ତରଖାନାରେ ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ଅନୁକମ୍ପା ଅଭିଯୋଗ : ମହିଳା ଦୀର୍ଘ ସମୟ ଅପେକ୍ଷା ପରେ ବି ଆସିନଥିଲେ ଡାକ୍ତର”