କନକ ବ୍ୟୁରୋ : ରାଜନୈତିକ ସ୍ତରରେ ସରକାର ଅନେକ ସଫଳତା ହାସଲ କରିଛନ୍ତି । ଉଭୟ ବାଲେଶ୍ବର ଏବଂ ତିର୍ତ୍ତୋଲ ଉପନିର୍ବାଚନରେ ଶାସକ ବିଜେଡି ବିଜୟ ଲାଭ କରିଛି । ବାଲେଶ୍ବରରେ ବିଜେପି ହାତରୁ ଆସନ ଛଡ଼ାଇ ନେଇଛନ୍ତି ଶାସକ ଦଳ । ପିପିଲି ଉପନିର୍ବାଚନ ଅଧାରେ ଅଟକିରହିଛି । ଗୋଟିଏ ଚିତ୍ର ଅତ୍ୟନ୍ତ ସ୍ପଷ୍ଟ ଯେ ରାଜନୈତିକ ଦୃଷ୍ଟି କୋଣରୁ ନବୀନ ସରକାର ପ୍ରତି ଏବେ କୌଣସି ବିପଦ ନାହିଁ । ଏଭଳି ଏକ ବଡ଼Continue reading “ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ଶେଷ : ଆଜି ମନ୍ତ୍ରିପରିଷଦ ବୈଠକ, ତୃତୀୟ ବର୍ଷ ଖସଡ଼ା ସାମ୍ନାକୁ ଆସିପାରେ”
Author Archives: Raghaba
ତେଜିଲା ମୋଦି – ଦିଦି ଲଢେଇ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ନେବା ପାଇଁ କେନ୍ଦ୍ରର ଚିଠି ।
କନକ ବ୍ୟୁରୋ: ତେଜିଲା ମୋଦି – ଦିଦି ଲଢେଇ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ନେବା ପାଇଁ କେନ୍ଦ୍ରର ଚିଠି । ଅଳ୍ପନ ବନ୍ଦୋପାଧ୍ୟାୟଙ୍କୁ ତୁରନ୍ତ ରିଲିଭ କରିବାକୁ ଚିଠି । ମେ ୩୧ ସକାଳ ୧୦ଟା ସୁଦ୍ଧା ଦିଲ୍ଲୀରେ ରିପୋର୍ଟ କରିବାକୁ ଚିଠିରେ ଉଲ୍ଲେଖ । ତେବେ ଆଜି ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରାଇଥିଲେ ମୁଖ୍ୟମନ୍ତ୍ରୀ ମମତା । ବାତ୍ୟା ,ମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ ବି ବୈଠକକୁ ୩୦ ମିନିଟ୍Continue reading “ତେଜିଲା ମୋଦି – ଦିଦି ଲଢେଇ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ନେବା ପାଇଁ କେନ୍ଦ୍ରର ଚିଠି ।”
ଭାରତର ପଳାତକ ବ୍ୟବସାୟୀ ମେହୁଲ ଚୌକସି ପ୍ରତ୍ୟର୍ପଣ ଉଦ୍ୟମକୁ ଝଟକା । କୋର୍ଟ କହିଲା ଆଣ୍ଟିଗୁଆକୁ ଫେରାଯାଇପାରିବ । ଖସିଯିବା ବେଳେ ଡୋମିନିକାରେ ଧରାପଡିଥିଲା ମେହୁଲ ଚୌକସି ।
କନକ ବ୍ୟୁରୋ: ମେହୁଲ ଚୌକସିଙ୍କ ପ୍ରତ୍ୟାର୍ପଣ ଉଦ୍ୟମକୁ ଝଟକା । ଭାରତକୁ ପ୍ରତ୍ୟାର୍ପଣ ଉପରେ ରୋକ ଲଗାଇଲେ କୋର୍ଟ । ପଳାତକ ହୀରା ବେପାରୀ ମେହୁଲ ଚୌକସିଙ୍କ ପ୍ରତ୍ୟାର୍ପଣ ଉପରେ ରୋକ ଲଗାଇଛନ୍ତି ଡୋମିନିକା କୋର୍ଟ । ମେହୁଲ ଚୌକସି ଡୋମିନିକାର ନାଗିରକ ନୁହଁନ୍ତି ଆଂଟିଗୁଆର ନାଗରିକ, ତେଣୁ ଭାରତକୁ ପ୍ରତ୍ୟାର୍ପଣ କରାଯାଇ ପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । କ୍ୟୁବାକୁ ଆଂଟିଗୁଆରୁ ଫେରାର ବେଳେ ଡୋମିନିକାରେ ଧରାପଡିଥିଲା ପଞ୍ଜାବ ନେସନାଲ ବ୍ୟାଙ୍କ ଠକେଇରContinue reading “ଭାରତର ପଳାତକ ବ୍ୟବସାୟୀ ମେହୁଲ ଚୌକସି ପ୍ରତ୍ୟର୍ପଣ ଉଦ୍ୟମକୁ ଝଟକା । କୋର୍ଟ କହିଲା ଆଣ୍ଟିଗୁଆକୁ ଫେରାଯାଇପାରିବ । ଖସିଯିବା ବେଳେ ଡୋମିନିକାରେ ଧରାପଡିଥିଲା ମେହୁଲ ଚୌକସି ।”
ଏବେବି ରୁଷିଛନ୍ତି ଦିଦି ? ମୋଦିଙ୍କ ବାତ୍ୟା ସମୀକ୍ଷା ବୈଠକକୁ ୩୦ ମିନିଟ ବିଳମ୍ବରେ ଆସିଲେ ମମତା । କ୍ଷୟକ୍ଷତିର କାଗଜ ଦେଇ ମିଟିଂ ଛାଡି ଚାଲିଗଲେ ଦିଦି ।
କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନର ପ୍ରାୟ ଏକ ମାସ ପରେ ପ୍ରଥମ ଥର ପାଇଁ ମୁହାଁମୁହିଁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାତ୍ୟା ୟାସର କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବା ପରେ ପ୍ରଧାନମନ୍ତ୍ରୀ କଲାଇକୁଣ୍ଡାରେ ସମୀକ୍ଷା ବୈଠକ କରିଥିଲେ । ପୂର୍ବରୁ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଉପସ୍ଥିତ ରହିଥିବା ବେଳେ ମମତା ବାନାର୍ଜୀ ପ୍ରାୟ ଅଧଘଂଟା ଡେରିରେ ପହଂଚିଥିଲେ । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ପଶ୍ଚିମବଙ୍ଗ ମୁଖ୍ୟContinue reading “ଏବେବି ରୁଷିଛନ୍ତି ଦିଦି ? ମୋଦିଙ୍କ ବାତ୍ୟା ସମୀକ୍ଷା ବୈଠକକୁ ୩୦ ମିନିଟ ବିଳମ୍ବରେ ଆସିଲେ ମମତା । କ୍ଷୟକ୍ଷତିର କାଗଜ ଦେଇ ମିଟିଂ ଛାଡି ଚାଲିଗଲେ ଦିଦି ।”
ଟୋକନ୍ ଅବଧି ବଢ଼ାଇବା ଦାବିରେ ଚାଷୀଙ୍କ ହଙ୍ଗାମା । ସମ୍ବଲପୁରରେ ସରକାରୀ ଅଫିସରେ ତାଲା ପକାଇଲେ ଚାଷୀ । ଆଲୋଚନା ପରେ ହଟିଲା ଆନ୍ଦୋଳନ ।
କନକ ବ୍ୟୁରୋ: ସମ୍ବଲପୁରରେ ପୁଣି ତାତିଲେ ଚାଷୀ । ରବି ଧାନ କିଣାରେ ଟୋକନ ଅବଧି ବଢାଇବାକୁ ଦାବି କରି ସରକାରୀ ଅଫିସ ଘେରାଉ କଲେ ଚାଷୀ ଓ ଚାଷୀ ନେତା । ଆଜି ପ୍ରଥମେ ଡିଆର ବା ସମବାୟ ଉପନିବଦ୍ଧକଙ୍କ କାର୍ଯ୍ୟାଳୟ, ପରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ଉତ୍ୟେକ୍ତ ଚାଷୀ । ଉଭୟ କାର୍ଯ୍ୟାଳୟରୁ ଚାଷୀଙ୍କୁ କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେContinue reading “ଟୋକନ୍ ଅବଧି ବଢ଼ାଇବା ଦାବିରେ ଚାଷୀଙ୍କ ହଙ୍ଗାମା । ସମ୍ବଲପୁରରେ ସରକାରୀ ଅଫିସରେ ତାଲା ପକାଇଲେ ଚାଷୀ । ଆଲୋଚନା ପରେ ହଟିଲା ଆନ୍ଦୋଳନ ।”
ରାଜ୍ୟରେ କମୁଛି କରୋନାର ୨ୟ ଲହର । ତଳମୁହାଁ ହେଉଛି ସଂକ୍ରମଣର ଟ୍ରେଣ୍ଡ । ଟୀକାକରଣ ପରାମର୍ଶଦାତା କମିଟି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା ।
କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଟୀକାକରଣ ପରାମର୍ଶଦାତା କମିଟିର ପ୍ରଥମ ବୈଠକ । ଆଗାମୀ ଲହରକୁ ମୁକାବିଲା କରିବା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ୱ । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ରାଜ୍ୟରେ ବର୍ତ୍ତମାନ କରୋନା ଟ୍ରେଣ୍ଡ ତଳମୁହାଁ । କିଛି ଜିଲ୍ଲାକୁ ଛାଡି ଦେଲେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ । ତେବେ ବୈଠକରେ ଭବିଷ୍ୟତର ଲହର ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶିଶୁଙ୍କ ଏହା ପ୍ରଭାବିତ କରିବାର ସମ୍ଭାବନାContinue reading “ରାଜ୍ୟରେ କମୁଛି କରୋନାର ୨ୟ ଲହର । ତଳମୁହାଁ ହେଉଛି ସଂକ୍ରମଣର ଟ୍ରେଣ୍ଡ । ଟୀକାକରଣ ପରାମର୍ଶଦାତା କମିଟି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା ।”
ଅଭାବ ଦେଖାଇଲା ଆତ୍ମହତ୍ୟାର ବାଟ । ଲକଡାଉନ୍ ଯୋଗୁଁ ବନ୍ଦ ରହିଲା ପାନ ଦୋକାନ । ଦାରିଦ୍ର୍ୟତା ଭିତରେ ଆତ୍ମହତ୍ୟା କଲେ ବଲାଙ୍ଗୀର ପାନ ଦୋକାନୀ ।
କନକ ବ୍ୟୁରୋ: ପେଟ ପାଟଣା ବୋଝ ଉପରେ କର୍କଟ ରୋଗ । ତାଲାବନ୍ଦ ଯୋଗୁଁ ପାନ ଦୋକାନ୍ ବନ୍ଦ । କ’ଣ କରିବେ ଆଉ ବାଟ ଦେଖାଗଲାନି । ଶେଷରେ ଏଭଳି ଏକ ଭୁଲ ନିଷ୍ପତି ନେଇଗଲେ ବଲାଙ୍ଗୀର ଜଣେ ପାନ ଦୋକାନୀ, ଯେଉଁଠୁ ଆଉ କେବେ କେହି ଫେରି ନାହାଁନ୍ତି । ଦାରିଦ୍ର୍ୟର ତାଡ଼ନାରେ ଦୁଇ ଦୁଇଟି ପିଲାକୁ ଏବଂ ସ୍ତ୍ରୀକୁ ଅସହାୟ କରି ଆତ୍ମହତ୍ୟା କରିଦେଲେ ବଲାଙ୍ଗୀର ପାନ ଦୋକାନୀ ପ୍ୟାରିଲାଲ୍ ସାହୁ ।Continue reading “ଅଭାବ ଦେଖାଇଲା ଆତ୍ମହତ୍ୟାର ବାଟ । ଲକଡାଉନ୍ ଯୋଗୁଁ ବନ୍ଦ ରହିଲା ପାନ ଦୋକାନ । ଦାରିଦ୍ର୍ୟତା ଭିତରେ ଆତ୍ମହତ୍ୟା କଲେ ବଲାଙ୍ଗୀର ପାନ ଦୋକାନୀ ।”
ଜଗତସିଂହପୁରରେ ଅଭାବନୀୟ ଘଟଣା । ୩୬ କୋଟିର କ୍ଷୟକ୍ଷତି ନେଇ ବିଡିଓ ଦେଲେ ରିପୋର୍ଟ, ଜିଲ୍ଲାପାଳଙ୍କ ତାଗିଦ ପରେ ପୁଣି ବଦଳିଗଲା ରିପୋର୍ଟ । ସଂଶୋଧିତ ରିପୋର୍ଟରେ ଅଛି ଶୂନ୍ୟ କ୍ଷୟକ୍ଷତି ।
କନକ ବ୍ୟୁରୋ: ବାତ୍ୟା ସରିଯିବା ପରେ କ୍ଷୟକ୍ଷତିର କିଭଳି ସରକାରୀ ରିପୋର୍ଟ ତିଆରି କରାଯାଏ ଆଉ ଏହି ରିପୋର୍ଟରେ କେତେ ସତ ଆଉ କେତେ ମିଛ ଥାଏ, ତାର ଏକ ଉଦାହରଣ ସାମ୍ନାକୁ ଆସିଛି । ଜଗତସିଂହପୁର ଜିଲ୍ଲାର ଏହି ଘଟଣା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ । ୨୬ ତାରିଖରେ ବାତ୍ୟା ହେଲା ଏବଂ ଆଶ୍ଚର୍ଯ୍ୟର କଥା ହେଉଛି ସେହିଦିନ ହିଁ ବିଡିଓମାନେ ରିପୋର୍ଟ ପ୍ରସ୍ତୁତ କରିଦେଲେ । ବାଲିକୁଦା, ବିରିଡି, ଏରସମା , ତିର୍ତୋଲContinue reading “ଜଗତସିଂହପୁରରେ ଅଭାବନୀୟ ଘଟଣା । ୩୬ କୋଟିର କ୍ଷୟକ୍ଷତି ନେଇ ବିଡିଓ ଦେଲେ ରିପୋର୍ଟ, ଜିଲ୍ଲାପାଳଙ୍କ ତାଗିଦ ପରେ ପୁଣି ବଦଳିଗଲା ରିପୋର୍ଟ । ସଂଶୋଧିତ ରିପୋର୍ଟରେ ଅଛି ଶୂନ୍ୟ କ୍ଷୟକ୍ଷତି ।”
ବାତ୍ୟା ଗଲା, ବନ୍ୟା ଆସିଲା ! ଚାଲିଗଲା ବାତ୍ୟା, ଦୁଃଖ ଦେଇଗଲା ବର୍ଷା । ଉପକୂଳର ଅନେକ ଗାଁ ଏବେ ବି ଜଳବନ୍ଦୀ, ବାଲେଶ୍ୱର ଓ ଭଦ୍ରକ ସମେତ ୪ ଜିଲ୍ଲାର ବହୁ ଗାଁରେ ପାଣି କରୁଛି କଲବଲ…
କନକ ବ୍ୟୁରୋ: ବିପଦ ଯେତେବେଳେ ଆସେ, ସାଙ୍ଗରେ ସାଥୀ ସହୋଦରକୁ ନେଇ ଆସେ । ଯିଏ ବି ଏକଥା କହିଛି, ହୁଏତ, ଠିକ୍ ହିଁ କହିଛି । ବାତ୍ୟା ସିନା ଚାଲିଗଲା, ସାଥିରେ ନେଇ ଆସିଥିବା ବିପଦରେ ଏବେ ବି ସନ୍ତୁଳି ହେଉଛନ୍ତି ବତ୍ୟା ପୀଡ଼ିତ । ବାତ୍ୟାରେ ସର୍ବାଧିକ ପ୍ରଭାବିତ ବାଲେଶ୍ୱର, ଭଦ୍ରକ ଜିଲ୍ଲାରୁ ଏବେ ଚାରିଆଡୁ ଆସୁଛି ଜଳବନ୍ଦୀର ଚିତ୍ର । ବାତ୍ୟା ଛାଡ଼ି ଯିବା ପରେ ଝାଟି ମାଟିର ଘର ଭାଙ୍ଗି ପଡ଼ିଛିContinue reading “ବାତ୍ୟା ଗଲା, ବନ୍ୟା ଆସିଲା ! ଚାଲିଗଲା ବାତ୍ୟା, ଦୁଃଖ ଦେଇଗଲା ବର୍ଷା । ଉପକୂଳର ଅନେକ ଗାଁ ଏବେ ବି ଜଳବନ୍ଦୀ, ବାଲେଶ୍ୱର ଓ ଭଦ୍ରକ ସମେତ ୪ ଜିଲ୍ଲାର ବହୁ ଗାଁରେ ପାଣି କରୁଛି କଲବଲ…”
ପଶ୍ଚିମବଙ୍ଗରେ ମୋଦିଙ୍କ ସମୀକ୍ଷା ବୈଠକକୁ ୩୦ ମିନିଟ୍ ବିଳମ୍ବରେ ଆସି, ତୁରନ୍ତ ପଳାଇଲେ ଦିଦି । ମୋଦି କହିଲେ, ଝାଡଖଣ୍ଡ- ପଶ୍ଚିମବଙ୍ଗକୁ ମିଳିବ ସର୍ତମୂଳକ ଅନୁଦାନ, କ୍ଷୟକ୍ଷତି ହୋଇଥିଲେ ହିଁ ଦିଆଯିବ ସହାୟତା ।
କନକ ବ୍ୟୁରୋ: ଓଡିଶାର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ ପରେ ପଶ୍ଚିମବଙ୍ଗ ଅଭିମୁଖେ ବାହାରିଥିଲେ ମୋଦି । ନବୀନଙ୍କ ପାଖରେ କିଛି ସମୟ ଅଟକିଯାଇଥିଲେ ଏବଂ କାନ୍ଧରେ ହାତ ଥାପୁଡାଇ କିଛି କହିଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ଭାରତୀୟ ବାୟୁସେନାର ହେଲିକପ୍ଟର ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ ପାଇଁ ବାହାରିଯାଇଥିଲା । ଦିଲ୍ଲୀ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କ ସହାୟତା ଘୋଷଣା । ବାତ୍ୟା କ୍ଷୟକ୍ଷତି ପାଇଁ ୩ ରାଜ୍ୟକୁ ହଜାରେ କୋଟିର ପ୍ୟାକେଜ ।Continue reading “ପଶ୍ଚିମବଙ୍ଗରେ ମୋଦିଙ୍କ ସମୀକ୍ଷା ବୈଠକକୁ ୩୦ ମିନିଟ୍ ବିଳମ୍ବରେ ଆସି, ତୁରନ୍ତ ପଳାଇଲେ ଦିଦି । ମୋଦି କହିଲେ, ଝାଡଖଣ୍ଡ- ପଶ୍ଚିମବଙ୍ଗକୁ ମିଳିବ ସର୍ତମୂଳକ ଅନୁଦାନ, କ୍ଷୟକ୍ଷତି ହୋଇଥିଲେ ହିଁ ଦିଆଯିବ ସହାୟତା ।”