କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ‘ୟାସ୍’ ପରେ ବୈତରଣୀରେ ବନ୍ୟା ଆସିଥିବା ବେଳେ ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଏହି ୨ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ବୈତରଣୀରେ ବନ୍ୟା ଯୋଗୁ କେନ୍ଦୁଝର ଓ ଯାଜପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାର ପ୍ରଭାବରେ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଭଦ୍ରକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମୟୂରଭଞ୍ଜରେ କଣ୍ଟା, ଖଇରୀଭଣ୍ଡନ ଓ ବୈତରଣୀContinue reading “ବୈତରଣୀ, ସୁବର୍ଣ୍ଣରେଖାରେ ବନ୍ୟା : ପ୍ରଭାବିତ ହେବ ରାଜ୍ୟର ୬ ଜିଲ୍ଲା”
Author Archives: Raghaba
୧୯୭୦ରୁ ୨୦୧୯ : ୫୦ ବର୍ଷରେ ୧୧୭ ବାତ୍ୟା, ମୃତ୍ୟୁ ଖବର ଜାଣିଲେ ଆଶ୍ଚର୍ଯ୍ୟ ହେବେ
ଭାରତରେ ୧୯୭୦ରୁ ୨୦୧୯ ପର୍ଯ୍ୟନ୍ତ ୫୦ ବର୍ଷ ଭିତରେ ୧୧୭ଟି ବାତ୍ୟା ଆସିଛି ଏବଂ ଏଥିରେ ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଭୀଷଣ ପ୍ରତିକୂଳ ପାଣିପାଗ ସମ୍ବନ୍ଧୀୟ ଘଟଣା ସଂକ୍ରାନ୍ତ ଏକ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ସାମୁଦ୍ରିକ ଝଡ଼ ଯୋଗୁଁ ହେଉଥିବା ମୃତ୍ୟୁହାର ବିଗତ ୧୦ ବର୍ଷ ମଧ୍ୟରେ ଯଥେଷ୍ଟ କମିଛି। ଅଧ୍ୟୟନ ମୁତାବକ, ଏହି ୫୦ ବର୍ଷ ମଧ୍ୟରେ ଦେଶରେ ଚରମ ପ୍ରତିକୂଳ ପାଣିପାଗ ସଂପର୍କିତ ୭୦୬୩ ଘଟଣା ଘଟିଛିContinue reading “୧୯୭୦ରୁ ୨୦୧୯ : ୫୦ ବର୍ଷରେ ୧୧୭ ବାତ୍ୟା, ମୃତ୍ୟୁ ଖବର ଜାଣିଲେ ଆଶ୍ଚର୍ଯ୍ୟ ହେବେ”
ବାତ୍ୟା ପରେ ବଢିଲା ଦୁର୍ଦ୍ଦଶା : ସୋରରେ ଜଳବନ୍ଦୀ ଅବସ୍ଥାରେ ୨୦ଟି ଗାଁର ଲୋକ
କନକ ବ୍ୟୁରୋ : ବାତ୍ୟା ୟାସ’ ପରେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଶହ ଶହ ଲୋକେ । ବାଲେଶ୍ୱର ସୋର ଅଂଚଳର ପଣସବାଙ୍କ, ମୁଣ୍ଡମରା, ଚାଉଲୀ, ମାଝି ସାହି, ଜାମନାପଦା, ସାଲମପୁର, ପାଟଣା ସାହି, ଅସ୍ତବାଙ୍କ ଭଳି ୨୦ଟି ଗାଁ ଏବେ ଜଳବନ୍ଦୀ ହୋଇପଡ଼ିଛି । ସେହିପରି ତଳନଗର ପଂଚାୟତ, ପାଖର ପଂଚାୟତ, ପାଳପୁର, ତେନ୍ତୁଳିଆ, ବଳରାମପୁର, ବାଉଁଶବାଟି ଗାଁ ଭିତରେ ପାଣି ପଶିଛି । ପାଖାପାଖି ୫ଶହ ପରିବାର ପାଣି ଘେରରେ ରହିଛନ୍ତି । ବାତ୍ୟାContinue reading “ବାତ୍ୟା ପରେ ବଢିଲା ଦୁର୍ଦ୍ଦଶା : ସୋରରେ ଜଳବନ୍ଦୀ ଅବସ୍ଥାରେ ୨୦ଟି ଗାଁର ଲୋକ”
ଦେଶରେ ଦିନକରେ ୧,୮୬,୩୬୪ ନୂଆ ଆକ୍ରାନ୍ତ, ୩,୬୬୦ ମୃତ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୫,୫୫,୪୫୭ କୁ ବୃଦ୍ଧି
କନକ ବ୍ୟୁରୋ : ଦେଶର କରୋନା ମିଟର । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୮୬,୩୪୬ କରୋନା ଭାଇରସ୍ ଜନିତ ନୂତନ ସଂକ୍ରମଣ ଓ ୩,୬୬୦ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୭୫,୫୫,୪୫୭ ଓ ମୃତ୍ୟୁସଂଖ୍ୟା ୩,୧୮,୮୯୫ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୨,୫୯,୪୫୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟContinue reading “ଦେଶରେ ଦିନକରେ ୧,୮୬,୩୬୪ ନୂଆ ଆକ୍ରାନ୍ତ, ୩,୬୬୦ ମୃତ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୫,୫୫,୪୫୭ କୁ ବୃଦ୍ଧି”
କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ମାଓ କମାଣ୍ଡର : ମୃତ ମାଓବାଦୀ ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ୍ କମିଟିର ସଦସ୍ୟ କୋର୍ସା ଗଙ୍ଗା
କନକ ବ୍ୟୁରୋ : କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ମାଓ କମାଣ୍ଡର । ମୃତ ମାଓବାଦୀ ହେଲେ ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟିର ଟେକନିକାଲ ୱିଙ୍ଗର ମୁଖ୍ୟ କୋର୍ସା ଗଙ୍ଗା ଓରଫ ଆୟୁତ । ଦୀର୍ଘ ଦିନ ହେଲା ସେ ଜ୍ୱରରେ ପିଡ଼ିତ ଥିଲେ । ଚିକିତ୍ସା ପାଇଁ ତାଙ୍କୁ ତେଲେଙ୍ଗାନା ଭଦ୍ରାଦୀ କୋଥାମଗୁଡ଼ମ ଜିଳ୍ଲାର ଖମାମ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ୩ଜଣ ସାଥୀ ମାଓବାଦୀ । କରୋନା ପରୀକ୍ଷା ପରେContinue reading “କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ମାଓ କମାଣ୍ଡର : ମୃତ ମାଓବାଦୀ ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ୍ କମିଟିର ସଦସ୍ୟ କୋର୍ସା ଗଙ୍ଗା”
ୟାସ’ ପ୍ରଭାବରେ ଝାରଖଣ୍ଡରେ ପ୍ରବଳ ବର୍ଷା : ଗାଲିଡ଼ିହ ବ୍ୟାରେଜରୁ ଜଳ ନିଷ୍କାସନ ପରେ ସୁବର୍ଣ୍ଣରେଖାରେ ବଢିଲା ଜଳସ୍ତର; ଟୁଇଟ କରି ସୁଚନା ଦେଲେ ଏସଆରସି
କନକ ବ୍ୟୁରୋ : ସୁବର୍ଣ୍ଣରେଖା ନଦୀରେ ବଢୁଛି ଜଳସ୍ତର । ବର୍ତମାନ ଏହା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଏଠାରେ ୪୯ ଦଶମିକ ୧୬ ମିଟର ବିପଦ ସଂକେତ ରହିଥିବାବେଳେ, ଜଳସ୍ତର ରହିଛି ୫୦ ଦଶମିକ ୮୮ ମିଟର । ଆଜି ସକାଳ ୭ଟା ସୁଦ୍ଧା ଏହି ସ୍ଥିତି ରହିଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ବାତ୍ୟା ୟାସ ପ୍ରଭାବରେ ଝାଡଖଣ୍ଡରେ ପ୍ରବଳ ବର୍ଷା ପରେContinue reading “ୟାସ’ ପ୍ରଭାବରେ ଝାରଖଣ୍ଡରେ ପ୍ରବଳ ବର୍ଷା : ଗାଲିଡ଼ିହ ବ୍ୟାରେଜରୁ ଜଳ ନିଷ୍କାସନ ପରେ ସୁବର୍ଣ୍ଣରେଖାରେ ବଢିଲା ଜଳସ୍ତର; ଟୁଇଟ କରି ସୁଚନା ଦେଲେ ଏସଆରସି”
ଭାରତୀୟ ସେନାରେ ପାରା କମାଣ୍ଡୋଙ୍କ ଭୂମିକା କଣ??? କେତେ କଠିନ ହୋଇଥାଏ ପାରା କମାଣ୍ଡୋ ଟ୍ରେନିଂ?? ଜାଣନ୍ତୁ….
ପାରା କମାଣ୍ଡୋ… ଯ ।ହାର ନାଁ ଶୁଣିଲେ ଶତ୍ରୁ ଛାତିରେ ଛାନିଆ ପସିଯାଏ । ଆଉ ଆମକୁ ଉରି ଆକ୍ରମଣ ପରେ ସର୍ଜିକାଲ ଷ୍ଟ୍ରାଇକ୍ କଥା ମନେ ପକାଇଦିଏ । କେବଳ ସର୍ଜିକାଲ ଷ୍ଟ୍ରାଇକ୍ କାହିଁକି ଦେଶକୁ ବଞ୍ଚାଇବା ପାଇଁ ପାରା ସ୍ପେସାଲ ଫୋର୍ସର ଅନେକ ଭୂମିକା ରହିଛି । ତେବେ ଆସନ୍ତୁ ଜାଣିବା ପାରା କମାଣ୍ଡୋଙ୍କ ବିସୟରେ, ଇଣ୍ଡିଆନ ଆର୍ମିର ପାରାଚ୍ୟୁଟ୍ ରେଜିମେଣ୍ଟର ୯ ପାରା ଏସଏଫ୍ ବାଟେଲିୟନ୍ । ଯିଏକି ଶତ୍ରୁକୁ ମାତ୍ ଦେବାContinue reading “ଭାରତୀୟ ସେନାରେ ପାରା କମାଣ୍ଡୋଙ୍କ ଭୂମିକା କଣ??? କେତେ କଠିନ ହୋଇଥାଏ ପାରା କମାଣ୍ଡୋ ଟ୍ରେନିଂ?? ଜାଣନ୍ତୁ….”
ରାଜ୍ୟରେ ୨୪ ଘଂଟାରେ ୪୩,୭୬୮ଟି ନମୁନା ପରୀକ୍ଷା : ଚିହ୍ନଟ ହେଲେ ୭୨୧୬ ନୂଆ ସଂକ୍ରମିତ; କଟକରୁ ସର୍ବାଧିକ ୧୦୯୧ ଆକ୍ରାନ୍ତ, ଖୋର୍ଦ୍ଧାରୁ ୮୦୯
କନକ ବ୍ୟୁରୋ : ରାଜ୍ୟରେ ୨୪ ଘଂଟା ଭିତରେ ୭ହଜାର ୨୧୬ ନୂଆ ସଂକ୍ରମିତ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୪ହଜାର ୪୧ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩ହଜାର ୧୭୫ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ସର୍ବାଧିକ ୧୦୯୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୮୦୯, ଅନୁଗୁଳରୁ ୪୦୯ଜଣ, ବାଲେଶ୍ୱରରୁ ୨୧୫ ଜଣ, ବରଗଡ଼ରୁ ୩୩୧ ଜଣ, ଭଦ୍ରକରୁ ୨୪୬ଜଣ, ବଲାଙ୍ଗୀରରୁ ୧୩୦ ଜଣ, ବୌଦ୍ଧରୁ ୧୪୮ଜଣ,Continue reading “ରାଜ୍ୟରେ ୨୪ ଘଂଟାରେ ୪୩,୭୬୮ଟି ନମୁନା ପରୀକ୍ଷା : ଚିହ୍ନଟ ହେଲେ ୭୨୧୬ ନୂଆ ସଂକ୍ରମିତ; କଟକରୁ ସର୍ବାଧିକ ୧୦୯୧ ଆକ୍ରାନ୍ତ, ଖୋର୍ଦ୍ଧାରୁ ୮୦୯”
ଜଗତସିଂହପୁରରେ ଅଧିକାରୀଙ୍କ ବାତ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଚର୍ଚ୍ଚା : କୌଣସି କ୍ଷତି ନହୋଇ ବି ୩୨ କୋଟି ଟଙ୍କାର ଦେଇଥିଲେ ରିପୋର୍ଟ
କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ‘ୟାସ୍’କୁ ନେଇ ପୂର୍ବରୁ ଯେଭଳି କ୍ଷତି ଆଶଙ୍କା କରାଯାଉଥିଲା, ତାହା ହେଲାନାହିଁ । ଜଗତସିଂହପୁର ଜିଲ୍ଲା ଉପରୁ ଏକ ବଡ଼ ବିପଦ ଟଳିଗଲା । ଏହାକୁ ନେଇ ଜିଲ୍ଲାବାସୀ ବି ବେଶ୍ ଆଶ୍ବସ୍ତ। କିନ୍ତୁ ଜିଲ୍ଲାରେ କ୍ଷୟକ୍ଷତିର ଆକଳନ କରିବାକୁ ଯାଇ ବିଭିନ୍ନ ବ୍ଲକ୍ର ଅଧିକାରୀମାନେ ପ୍ରସ୍ତୁତ କରିଥିଲେ ୩୨ କୋଟି ଟଙ୍କାର ରିପୋର୍ଟ । ଜିଲ୍ଲାରେ କ୍ଷୟକ୍ଷତି ସୁଧାରିବା ପାଇଁ ୩୨ କୋଟି ଟଙ୍କାର ଆବଶ୍ୟକତା ଥିବା ଦର୍ଶାଇContinue reading “ଜଗତସିଂହପୁରରେ ଅଧିକାରୀଙ୍କ ବାତ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଚର୍ଚ୍ଚା : କୌଣସି କ୍ଷତି ନହୋଇ ବି ୩୨ କୋଟି ଟଙ୍କାର ଦେଇଥିଲେ ରିପୋର୍ଟ”
ଦେଶରେ କମୁଛି କରୋନା ଦ୍ୱିତୀୟ ଲହରର ପ୍ରଭାବ : ୨୪ଟି ରାଜ୍ୟରେ କମିଛି ସଂକ୍ରମଣ ହାର, ସୁସ୍ଥହାର ୯୦ %କୁ ବୃଦ୍ଧି
କନକ ବ୍ୟୁରୋ : ଦେଶରେ କମୁଛି କରୋନା ଦ୍ୱିତୀୟ ଲହରର ପ୍ରଭାବ । ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସମୟ ଆସିଲେ କଟକଣା କୋହଳ ପାଇ ନିଆଯାଇପାରେ ନିଷ୍ପତି । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ୨୪ଟି ରାଜ୍ୟରେ ଦେଶରେ ସଂକ୍ରମଣ କମୁଛି । ଗତ କିଛି ଦିନ ହେଲା ଲଗାତାର ଦେଶରେ ସଂକ୍ରମଣ ୩ ଲକ୍ଷ ତଳେ ରହିଛି । ସେହିଭଳି ଦେଶରେ ସୁସ୍ଥହାର ୯୦ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସରକାରଙ୍କContinue reading “ଦେଶରେ କମୁଛି କରୋନା ଦ୍ୱିତୀୟ ଲହରର ପ୍ରଭାବ : ୨୪ଟି ରାଜ୍ୟରେ କମିଛି ସଂକ୍ରମଣ ହାର, ସୁସ୍ଥହାର ୯୦ %କୁ ବୃଦ୍ଧି”