କନକ ବ୍ୟୁରୋ : ଆଜି ଟିକା ପାଇଁ ରାଜ୍ୟ ସରକାର କରିଥିବା ଗ୍ଲୋବାଲ ଟେଣ୍ଡର ଖୋଲାଯିବ । ସଂଧ୍ୟା ୫ଟା ରେ ଗ୍ଲୋବାଲ୍ ଟେଣ୍ଡର ଖୋଲାଯିବା କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ଟିକା ଅଭାବକୁ ଦୂର କରିବା ପାଇଁ ଏପରି ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ଗ୍ଲୋବାଲ ଟେଣ୍ଡର ଜରିଆରେ ୩ କୋଟି ୮୦ ଲକ୍ଷ ଟିକା କିଣିବାକୁ ଲକ୍ଷ୍ୟ ରଖାଯାଇଛି । ୨୦ ତାରିଖରେ ଅନ୍ଲାଇନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେଉଁContinue reading “ଆଜି ଟିକା ପାଇଁ ଖୋଲିବ ଗ୍ଲୋବାଲ ଟେଣ୍ଡର : ୨୦ ତାରିଖରୁ ଆରମ୍ଭ ହୋଇଥିଲା ଅନଲାଇନ ଟେଣ୍ଡର ପ୍ରକ୍ରିୟା “
Author Archives: Raghaba
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ : ଆକାଶ ମାର୍ଗରୁ ବାଲେଶ୍ୱର ଓ ଭଦ୍ରକର ବାତ୍ୟା ପ୍ରଭାବିତ ଅଂଚଳ କରିବେ ଅନୁଧ୍ୟାନ
କନକ ବ୍ୟୁରୋ : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଆକାଶ ମାର୍ଗରୁ ବାତ୍ୟାଂଚଳ ଦେଖିବା ସହ ସ୍ଥିତିର ସମୀକ୍ଷା କରିବେ ନରେନ୍ଦ୍ର ମୋଦୀ । ସକାଳ ୮ଟା ୫୦ରେ ନୂଆଦିଲ୍ଲୀରୁ ବାହାରି ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଁଚିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ସହ ଆସିବେ । ଭୁବନେଶ୍ୱରରେ ପହଁଚିବା ପରେ ଦିନ ୧୧ଟାରେ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ମୋଦୀ । ଏହି ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହିତContinue reading “ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ : ଆକାଶ ମାର୍ଗରୁ ବାଲେଶ୍ୱର ଓ ଭଦ୍ରକର ବାତ୍ୟା ପ୍ରଭାବିତ ଅଂଚଳ କରିବେ ଅନୁଧ୍ୟାନ”
ଆଂଟିଗୁଆରୁ ଫେରାର ଉଦ୍ୟମ କରି ଫସିଗଲା ପଳାତକ ମେହୁଲ ଚୌକସି । କ୍ୟୁବାକୁ ପଳାଉଥିବା ବେଳେ ଡୋମିନିକାରେ ଧରିଲା ପୁଲିସ
କନକ ବ୍ୟୁରୋ: ପିଏନବି ବ୍ୟାଙ୍କ ଦୁର୍ନୀତି ମାମଲାର ମାଷ୍ଟର ମାଇଣ୍ଡ ତଥା ହୀରା ବ୍ୟବସାୟୀ ମେହୁଲ ଚୌକସି ଧରାପଡିଛି । ଆଂଟିଗୁଆ-ବାରବୋଡାରୁ କ୍ୟୁବା ଖସିଯିବାକୁ ଉଦ୍ୟମ କଲା ବେଳେ ଡୋମିନିକାରେ ଏହି ଠକକୁ ଧରିଛି ପୁଲିସ । ଏବେ ମେହୁଲ ଡୋମିନିକା ପୁଲିସର ହେପାଜତରେ ରହିଛି । ତାକୁ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଆଂଟିଗୁଆ ଏବଂ ଡୋମିନିକା ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି । ଆଂଟିଗୁଆରୁ ଫେରାର ହେବା ଚୌକସିଙ୍କ ଏକ ବଡContinue reading “ଆଂଟିଗୁଆରୁ ଫେରାର ଉଦ୍ୟମ କରି ଫସିଗଲା ପଳାତକ ମେହୁଲ ଚୌକସି । କ୍ୟୁବାକୁ ପଳାଉଥିବା ବେଳେ ଡୋମିନିକାରେ ଧରିଲା ପୁଲିସ”
କରୋନାକୁ ନେଇ ଜୋ ବାଇଡେନଙ୍କ କଡା ଆଭିମୁଖ୍ୟ । କରୋନାର ଉତ୍ପତିକୁ ନେଇ ଇଂଟିଲିଜେନ୍ସ ଏଜେନ୍ସୀକୁ ଦେଲେ ତଦନ୍ତ ନିର୍ଦ୍ଦେଶ । କହିଲେ ୩ ମାସ ଭିତରେ ରିପୋର୍ଟ ଦିଅ
କନକ ବ୍ୟୁରୋ: ନୋବେଲ କରୋନା ଭାଇରସ ପଶୁଙ୍କ ଦେହରୁ ମଣିଷକୁ ସଂକ୍ରମିତ କଲା ନା ଚୀନର ଉହାନ ଲ୍ୟାବରେ ପ୍ରସ୍ତୁତ କରାଗଲା । ଏହି ପ୍ରଶ୍ନର ଉତର ଏଯାଏଁ ମିଳିନାହିଁ । କରୋନାର ଉତ୍ପତି ଉତ୍ପତିସ୍ଥଳକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶର ଇଂଟିଲିଜେନ୍ସ ସଂସ୍ଥାକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କରୋନା ପଶୁଙ୍କ ଦେହରୁ ନା ଉହାନ ଲ୍ୟାବରେ ପ୍ରସ୍ତୁତ ହୋଇଥିଲା ତାହାର ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ।Continue reading “କରୋନାକୁ ନେଇ ଜୋ ବାଇଡେନଙ୍କ କଡା ଆଭିମୁଖ୍ୟ । କରୋନାର ଉତ୍ପତିକୁ ନେଇ ଇଂଟିଲିଜେନ୍ସ ଏଜେନ୍ସୀକୁ ଦେଲେ ତଦନ୍ତ ନିର୍ଦ୍ଦେଶ । କହିଲେ ୩ ମାସ ଭିତରେ ରିପୋର୍ଟ ଦିଅ”
କାହିଁକି ମେ’ ମାସରେ ଆସୁଛି ବାତ୍ୟା? ବାତ୍ୟା ପଛରେ କ’ଣ ରହିଛି କାରଣ?
କନକ ବ୍ୟୁରୋ: ଗତ ୩ ବର୍ଷରେ ତିନିଟି ବାତ୍ୟା । ଫନି, ଅମ୍ଫାନ ପରେ ୟାସ୍ । ତିନିଟି ଯାକ ବାତ୍ୟା ସେହି ମେ’ ମାସରେ । ମେ’ ମାସ ଆସିବା ମାତ୍ରେ ଉପକୂଳିଆ ଲୋକଙ୍କ ମନରେ ବାତ୍ୟା ଆଶଙ୍କା ସୃଷ୍ଟି ହୁଏ । ସେହିପରି ବିଗତ ବର୍ଷଗୁଡିକରେ ସେପ୍ଟେମ୍ବର-ଅକ୍ଟୋବର ମାସରେ ମଧ୍ୟ ଅନେକ ବାତ୍ୟା ସୃଷ୍ଟି ହୋଇଛି । ପାଣିପାଗ ବିଜ୍ଞନୀଙ୍କ ମତରେ ମୌସୁମୀ ଆସିବାର ପୂର୍ବ ମାସ ଓ ମୌସୁମୀ ଯିବା ପର ମାସରେContinue reading “କାହିଁକି ମେ’ ମାସରେ ଆସୁଛି ବାତ୍ୟା? ବାତ୍ୟା ପଛରେ କ’ଣ ରହିଛି କାରଣ?”
ଦ୍ରୁତ ଟିକାକରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଏଣିକ ବିଦେଶୀ ଟିକାର ହେବ ନାହିଁ ଦେଶି ଟ୍ରାଏଲ ।
କନକ ବ୍ୟୁରୋ: ଦ୍ରୁତ ଟିକାକରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଏଣିକ ବିଦେଶୀ ଟିକାର ହେବ ନାହିଁ ଦେଶି ଟ୍ରାଏଲ । ପୂର୍ବରୁ ବିଦେଶୀ ଟିକାର ଦେଶରେ ପରୀକ୍ଷା ପାଇଁ ସରକାର ରଖିଥିବା ସର୍ତକୁ ହଟାଇ ନେଇଛନ୍ତି । ଫଳରେ ବିଦେଶୀରୁ ଟିକା ଆମଦାନୀ ବି ବଢିବ ଏବଂ ଟିକା ଆମଦାନୀ ପରେ ଏହା ତୁରନ୍ତ ଲୋକଙ୍କୁ ଦିଆଯାଇ ପାରିବ । ଆଗକୁ ମଡନା, ଫାଇଜର, ଜନସନ ଆଣ୍ଡ ଜନସନ ଭଳି ଟିକାରContinue reading “ଦ୍ରୁତ ଟିକାକରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଏଣିକ ବିଦେଶୀ ଟିକାର ହେବ ନାହିଁ ଦେଶି ଟ୍ରାଏଲ ।”
ବେଦୀକୁ ଯିବା ଆଗରୁ ମଶାଣିକୁ ଗଲେ ଯୁବକ । ବିବାହ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ହିଁ କରୋନା ଛଡେଇ ନେଲା ବରଗଡ଼ ଜୀବର୍ଦ୍ଧନ ଭୋଇଙ୍କ ଜୀବନ
କନକ ବ୍ୟୁରୋ: ନୂଆ ଜୀବନ ଆରମ୍ଭ କରିବାର ଠିକ୍ ଆଗରୁ ଜୀବନ ନେଇଗଲା କରୋନା । ବୟସ ମାତ୍ର ୨୯ ବର୍ଷ । ଯେଉଁ ବୟସରେ କିଛି ନୂଆ କରିବାର ସ୍ୱପ୍ନ ଦେଖନ୍ତି ଯୁବପୀଢ଼ି, ସେହି ବୟସରେ ହିଁ ଚାଲିଗଲେ ବରଗଡ ଯୁଗୀପାଲି ଗାଁର ଜୀବର୍ଦ୍ଧନ ଭୋଇଙ୍କ ଜୀବନ । ପୁଅର ବାହାଘରକୁ ନେଇ ପରିବାର ଲୋକ ବେଶ ଖୁସି ଥିଲେ । ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିଲା । ହେଲେ ଠିକ୍ ଏହା ପୂର୍ବରୁContinue reading “ବେଦୀକୁ ଯିବା ଆଗରୁ ମଶାଣିକୁ ଗଲେ ଯୁବକ । ବିବାହ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ହିଁ କରୋନା ଛଡେଇ ନେଲା ବରଗଡ଼ ଜୀବର୍ଦ୍ଧନ ଭୋଇଙ୍କ ଜୀବନ “
କେମିତି ଥିଲା ମଝି ସମୁଦ୍ରରେ ସେଇ ୧୬ ଘଂଟାର ସଂଘର୍ଷ ? ବାତ୍ୟା ତାଉତେ ବେଳେ ଜୀବନ-ମୃତ୍ୟୁର ଯୁଦ୍ଧ ସଂପର୍କରେ କନକ ନ୍ୟୁଜରେ ବଖାଣିଲେ ବାର୍ଜପି-୩୦୫ ଜାହାଜର କର୍ମଚାରୀ
କନକ ବ୍ୟୁରୋ: ମୃତ୍ୟୂୁଯନ୍ତାରୁ ଉଦ୍ଧାର ପାଇ ଫେରି ଆସିଛନ୍ତି ଯାଜପୁର ଯୁବକ । ଆଉ ଏବେ କନକ ନ୍ୟୁଜରେ ଜୀବନ ଯୁଦ୍ଧର ସେଇ ମୁହୁର୍ତ ବଖାଣୁଛନ୍ତି ବରୀର ଶ୍ରୀକାନ୍ତ । ବାତ୍ୟା ତାଓତେ ପ୍ରଭାବରେ ମଝି ସମୁଦ୍ରରେ ବୁଡିଗଲା ବାର୍ଜପି-୩୦୫ ଜାହାଜ । ଦୀର୍ଘ ୧୬ ଘଂଟା ସମୁଦ୍ରରେ ଭାସିଭାସି ଶେଷରେ ନୌସେନା ଦ୍ୱାରା ଉଦ୍ଧାର ପାଇଁ ନିଜର ପୁନଃଜନ୍ମକୁ ବିଶ୍ୱାସ କରି ପାରୁନାହାନ୍ତି ବରୀ ଇଷାଣପୁର ପଂଚାୟତ ଶଙ୍କରାକୂଳ ଗ୍ରାମର ଶ୍ରୀକାନ୍ତ କର । ଦୀର୍ଘContinue reading “କେମିତି ଥିଲା ମଝି ସମୁଦ୍ରରେ ସେଇ ୧୬ ଘଂଟାର ସଂଘର୍ଷ ? ବାତ୍ୟା ତାଉତେ ବେଳେ ଜୀବନ-ମୃତ୍ୟୁର ଯୁଦ୍ଧ ସଂପର୍କରେ କନକ ନ୍ୟୁଜରେ ବଖାଣିଲେ ବାର୍ଜପି-୩୦୫ ଜାହାଜର କର୍ମଚାରୀ”
ବାତ୍ୟା ବିପଦ ଟଳିଯିବା ପରେ କରୋନା ସଂକ୍ରମଣ ରୋକିବାକୁ ପ୍ରୟାସ । ବାତ୍ୟା ଆଶ୍ରୟସ୍ଥଳରୁ ଫେରିଥିବା ଲୋକଙ୍କ ଉପରେ ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ଚିଠି
କନକ ବ୍ୟୁରୋ: ବାତ୍ୟା ମୁହଁରୁ ତଳିଆ ଅଂଚଳର ଲୋକଙ୍କୁ ବଂଚାଇବା ପାଇଁ ପ୍ରାୟ ୭ ଲକ୍ଷ ଲୋକଙ୍କୁ ଯୁଦ୍ଧକାଳୀନ ଭିତିରେ ସ୍ଥାନାନ୍ତର କରିଥିଲା ପ୍ରଶାସନ । କରୋନା କାଳରେ ବାତ୍ୟା ବିତ୍ପତି ପ୍ରଶାସନକୁ ଚିନ୍ତାରେ ପକାଇଥିଲା । ଗୋଟିଏ ପଟେ ସାମାଜିକ ଦୂରତା ଭଳି କରୋନା ନିୟମ କଡ଼ାକଡ଼ି ପାଳନ କରିବା, ଅନ୍ୟପଟେ ବାତ୍ୟାରେ ନୋ’ କାଜୁଆଲିଟିର ଲକ୍ଷ୍ୟ, ଏହାରି ଭିତରେ ଛନ୍ଦି ହୋଇଥିଲେ ସରକାର । ବାତ୍ୟା ଛାଡିଯିବା ପରେ ଏବେ କରୋନା ଭୟ ଘାରିଛିContinue reading “ବାତ୍ୟା ବିପଦ ଟଳିଯିବା ପରେ କରୋନା ସଂକ୍ରମଣ ରୋକିବାକୁ ପ୍ରୟାସ । ବାତ୍ୟା ଆଶ୍ରୟସ୍ଥଳରୁ ଫେରିଥିବା ଲୋକଙ୍କ ଉପରେ ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ଚିଠି “
ଏବେ ବି ସ୍ପଷ୍ଟ ବାରି ହେଉଛି ବାତ୍ୟା ବିପର୍ଯ୍ୟୟର ପଦ ଚିହ୍ନ । ଉଜୁଡ଼ା ଘରକୁ ସଜାଡୁଛି ବିପନ୍ନ, ପାଣି ଘେରରେ ଶହ ଶହ ଗାଁ । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରୁ ଆସିଲା ବାତ୍ୟା ପରର ଦୟନୀୟ ଚିତ୍ର
କନକ ବ୍ୟୁରୋ: ବାତ୍ୟା ସହିତ ଆସିଥିବା ବର୍ଷା ଓ ପବନ ସବୁ କିଛି ଛାରଖାର କରିଦେଇଛି । ମାଟିଘର ଭାଙ୍ଗି ଯାଇଛି, କୁଡ଼ିଆ ଉଡି ଯାଇଛି । ଆଉ ଗାଁ ମାଡ଼ି ଆସିଛି ପାଣି । ବାଲେଶ୍ୱର ଶ୍ରଦ୍ଧାପୁର ପଂଚାୟତ ଖଡ଼ିବିଲ ଗାଁର ପ୍ରାୟ ଶହେ ପରିବାରର ଏହି ସମାନ ଅବସ୍ଥା । ବାତ୍ୟା ସିନା ଚାଲିଯାଇଛି ହେଲେ ଛାଡି ଦେଇଛି ତାର ପାଦଚିହ୍ନ । ପବନ ଆଉ ବର୍ଷା ମାଡରେ ଜଳାର୍ଣ୍ଣବ ହୋଇଯାଇଛି ବିଲବାଡି ରାସ୍ତାଘାଟContinue reading “ଏବେ ବି ସ୍ପଷ୍ଟ ବାରି ହେଉଛି ବାତ୍ୟା ବିପର୍ଯ୍ୟୟର ପଦ ଚିହ୍ନ । ଉଜୁଡ଼ା ଘରକୁ ସଜାଡୁଛି ବିପନ୍ନ, ପାଣି ଘେରରେ ଶହ ଶହ ଗାଁ । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରୁ ଆସିଲା ବାତ୍ୟା ପରର ଦୟନୀୟ ଚିତ୍ର”