କମିଲା କିନ୍ତୁ କମ୍ପେଇଦେଲା : କିଛି ଏମିତି ଥିଲା ବାତ୍ୟା ୟାସର ପ୍ରକୋପ

କନକ ବ୍ୟୁରୋ : ଯେତିକି ଆକଳନ ଥିଲା ତାହାଠାରୁ କମ ହେଲା ସତ, କିନ୍ତୁ କମ୍ପେଇଦେଇଛି ଉପକୂଳର ୪ଟି ଜିଲ୍ଲା | ଲ୍ୟାଣ୍ଡଫଲ ସମୟରେ ବାତ୍ୟା ୟାସର ପବନ ବେଗ ୧୫୦ରୁ ୧୬୫ କିଲୋମିଟର ଆକଳନ କରାଯାଉଥିଲେ ବି ୧୩୦ରୁ ୧୫୦ କିଲୋମିଟର ମଧ୍ୟରେ ୟାସ ଆଜି ଲ୍ୟାଣ୍ଡଫଲ କରିଥିଲା।  ଆଜି ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ବାତ୍ୟା ଉପକୂଳକୁ ଅତିକ୍ରମ କରିଥିବାବେଳେ ବର୍ତ୍ତମାନ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ଲ୍ୟାଣ୍ଡଫଲ ଶେଷ ହେବାContinue reading “କମିଲା କିନ୍ତୁ କମ୍ପେଇଦେଲା : କିଛି ଏମିତି ଥିଲା ବାତ୍ୟା ୟାସର ପ୍ରକୋପ”

ବାତ୍ୟା ବେଳେ ବ୍ରିଜ ତଳେ ରାତି କାଟିଲେ ପାରାଦୀପ ଅଠରବାଙ୍କି ରାମଚଣ୍ଡିପଡାର ଲୋକ : ଖବର ପାଇ ଲୋକଙ୍କୁ ଉଦ୍ଧାର କଲା ପ୍ରଶାସନ

କନକ ବ୍ୟୁରୋ : ବାତ୍ୟା ଭୟରେ ବ୍ରିଜ ତଳେ ଆଶ୍ରୟ ନେଲେ ଲୋକେ । ପାରାଦୀପ ଅଠରବାଙ୍କି ରାମଚଣ୍ଡି ପଡ଼ା ଲୋକେ ବାତ୍ୟା ସମୟରେ ଏକ ବିପଦ ସଙ୍କୁଳ ବ୍ରିଜ ତଳେ ଆଶ୍ରୟ ନେଇଥିଲେ । କରୋନା ଭୟରେ ଆଶ୍ରୟସ୍ଥଳୀକୁ ନଯାଇ ୧୫୦ ଜଣ ଲୋକ ବ୍ରିଜ ତଳେ ରାତିସାରା ରହିଥିଲେ । ସମସ୍ତେ ଘରୁ ଖାଇବା ପାଇଁ ଖାଦ୍ୟ ଓ ପାଣି ନେଇ ସେଠାରେ ରହିଥିଲେ । ଖବର ପାଇ ପ୍ରଶାସନିକ ଅଧିକାରୀ ମାନେ ସେଠାରେContinue reading “ବାତ୍ୟା ବେଳେ ବ୍ରିଜ ତଳେ ରାତି କାଟିଲେ ପାରାଦୀପ ଅଠରବାଙ୍କି ରାମଚଣ୍ଡିପଡାର ଲୋକ : ଖବର ପାଇ ଲୋକଙ୍କୁ ଉଦ୍ଧାର କଲା ପ୍ରଶାସନ”

ବାତ୍ୟା ୟାସର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡାର ବିଭିନ୍ନ ଗାଁ ଜଳମଗ୍ନ : ଘରେ ପଶିଲା ପାଣି, ଭାଙ୍ଗିଲା ବଡ ବଡ ଗଛ, ଓ କଚ୍ଚା ଘର, ଉଡିଗଲା ଟିଣ ଛପର

କନକ ବ୍ୟୁରୋ : ବାତ୍ୟା ୟାସ ପ୍ରଭାବରେ ଉତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଭଦ୍ରକ, କେନ୍ଦ୍ରାପଡା ,ଜଗତସିଂହପୁର ଓ ବାଲେଶ୍ୱରର ତଳିଆ ଅଂଚଳ ଜଳମଗ୍ନ ହୋଇଛି । ବର୍ଷା ଲାଗି ରହିଥିବାରୁ ତଳିଆ ଅଂଚଳରେ ଆହୁରି ଅଧିକ ପାଣି ଜମା ହେବ ବୋଲି ଆଶଙ୍କା କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ମୟୂରଭଞ୍ଜର କୁସୁମିରେ ୩ଶହ ମିଲିମିଟର, ରାଜନଗରରେ ୨୭୫, ଏରସମାରେ ୨୭୧ ମିଲିମିଟର ବର୍ଷା ରେକର୍ଡ଼Continue reading “ବାତ୍ୟା ୟାସର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡାର ବିଭିନ୍ନ ଗାଁ ଜଳମଗ୍ନ : ଘରେ ପଶିଲା ପାଣି, ଭାଙ୍ଗିଲା ବଡ ବଡ ଗଛ, ଓ କଚ୍ଚା ଘର, ଉଡିଗଲା ଟିଣ ଛପର”

ବାଲେଶ୍ୱରର ବାତ୍ୟା ୟାସ ସ୍ଥଳଭାଗ ଅତିକ୍ରମ କରିବା ପରେ ମୟୂରଭଂଜ ଦେଇ ଯିବ ଝାଡଖଣ୍ଡ : ପ୍ରଭାବରେ ଘଂଟା ପ୍ରତି ୧୦୦ କିଲୋମିଟର ବେଗରେ ବହିପାରେ ପବନ

କନକ ବ୍ୟୁରୋ : ରେମୁଣା ବାହାନଗା ସଦରରେ ବାତ୍ୟା ୟାସ୍ ଲ୍ୟାଣ୍ଡଫଲ କରୁଛି । ଦିନ ଗୋଟାଏ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୩୦ରୁ ୧୪୦ ବହିବା ଫଳରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସର୍ବାଧିକ ପ୍ରଭାବ ରହିବ । ତେବେ ବାତ୍ୟା ସମୟରେ ପଛୁଆ ପବନ ଅଧିକ ବିପଦପୂର୍ଣ୍ଣ ହୋଇପାରେ ବୋଲି ସତର୍କ କରିଛନ୍ତି ଏସଆରସି ପ୍ରଦୀପ ଜେନା । ତେଣୁ ଏହି ସମୟରେ ବାଲେଶ୍ୱର ଓContinue reading “ବାଲେଶ୍ୱରର ବାତ୍ୟା ୟାସ ସ୍ଥଳଭାଗ ଅତିକ୍ରମ କରିବା ପରେ ମୟୂରଭଂଜ ଦେଇ ଯିବ ଝାଡଖଣ୍ଡ : ପ୍ରଭାବରେ ଘଂଟା ପ୍ରତି ୧୦୦ କିଲୋମିଟର ବେଗରେ ବହିପାରେ ପବନ”

ବାତ୍ୟାର ପଛୁଆ ପବନ ହୋଇପାରେ ଅଧିକ ବିପଦଜନକ : ଅପରାହ୍ଣ ୩ଟା ଯାଏ ଘରୁ ନବାହାରିବାକୁ ବାଲେଶ୍ୱର ଓ ଭଦ୍ରକବାସୀଙ୍କୁ ଏସଆରସିଙ୍କ ପରାମର୍ଶ

କନକ ବ୍ୟୁରୋ : ଧାମରାର ଉତର ଆଡ଼କୁ ଗତି କରୁଛି ବାତ୍ୟା ୟାସ । ରେମୁଣା ବାହାନଗା ସଦରରେ ବାତ୍ୟା ୟାସ୍ ଲ୍ୟାଣ୍ଡଫଲ କରୁଛି । ଦିନ ଗୋଟାଏ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୩୦ରୁ ୧୪୦ ବହିବା ଫଳରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସର୍ବାଧିକ ପ୍ରଭାବ ରହିବ । ତେବେ ବାତ୍ୟା ସମୟରେ ପଛୁଆ ପବନ ଅଧିକ ବିପଦପୂର୍ଣ୍ଣ ହୋଇପାରେ ବୋଲି ସତର୍କ କରିଛନ୍ତି ଏସଆରସିContinue reading “ବାତ୍ୟାର ପଛୁଆ ପବନ ହୋଇପାରେ ଅଧିକ ବିପଦଜନକ : ଅପରାହ୍ଣ ୩ଟା ଯାଏ ଘରୁ ନବାହାରିବାକୁ ବାଲେଶ୍ୱର ଓ ଭଦ୍ରକବାସୀଙ୍କୁ ଏସଆରସିଙ୍କ ପରାମର୍ଶ”

ବାତ୍ୟା ୟାସ’ର ଲ୍ୟାଣ୍ଡଫଲ ଜାରି : ରେମୁଣା-ବାହାନାଗା ନିକଟରେ ସ୍ଥଳଭାଗ ଛୁଇଁଲା ୟାସ

କନକ ବ୍ୟୁରୋ : ଲ୍ୟାଣ୍ଡଫଲ କରୁଛି ବାତ୍ୟା ୟାସ । ଭଦ୍ରକର ଧାମରା ଓ ବାଲେଶ୍ୱରର ବାହାନାଗା ମଧ୍ୟରେ ସକାଳ ୯ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଧାମରାର ଉତର-ବାଲେଶ୍ୱରର ଦକ୍ଷିଣ ବାହାନଗା ଉପକୂଳବର୍ତୀ ଅଂଚଳରେ ଲ୍ୟାଣ୍ଡଫଲ କରୁଛି । ଭାରତୀୟ ପାଣିପାଗ ବିଭାଗର ଆକଳନ କହୁଛି ଏହି ପ୍ରକ୍ରିୟା ଶେଷ ହେବାକୁ ୩ରୁ ୪ ଘଂଟା ସମୟ ଲାଗିବ  । ଲ୍ୟାଣ୍ଡ ପ୍ରକ୍ରିୟା ଜାରି ରହିବା ସମୟରେ ଘଂଟା ପ୍ରତି ପବନରେ ବେଗ ୧୩୦ରContinue reading “ବାତ୍ୟା ୟାସ’ର ଲ୍ୟାଣ୍ଡଫଲ ଜାରି : ରେମୁଣା-ବାହାନାଗା ନିକଟରେ ସ୍ଥଳଭାଗ ଛୁଇଁଲା ୟାସ”

ପଛୁଆ ପବନ ଅତି ଭୟଙ୍କର । ଖରା ଦେଖାଦେଲେ ବି ବାହାରକୁ ନବାହାରିବା ପାଇଁ ଏସଆରସିଙ୍କ ପରାମର୍ଶ ।

କନକ ବ୍ୟୁରୋ : ସାବଧାନ..ପଛୁଆ ପବନ ହୋଇପାରେ ଅତି ଭୟଙ୍କର । ଖରା ଦେଖାଦେଲେ ମଧ୍ୟ ବାହାରକୁ ବାହାରନ୍ତୁ ନାହିଁ । ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପଛୁଆ ପବନ ନେଇ ସତର୍କ କରାଇଛନ୍ତି ଏସଆରସି । ତେବେ ଲ୍ୟାଣ୍ଡଫଲ୍ ବେଳେ ପବନ ହେବା ପରେ ପବନ ସାମାନ୍ୟ କମିପାରେ । ଯେତେବେଳେ ବାତ୍ୟାର କେନ୍ଦ୍ର ତଥା ମଝି ଭାଗ ଅତିକ୍ରମ କରୁଥିବ, ସେତେବେଳେ ଖରା ମଧ୍ୟ ହୋଇପାରେ । କିନ୍ତୁ ବାତ୍ୟାContinue reading “ପଛୁଆ ପବନ ଅତି ଭୟଙ୍କର । ଖରା ଦେଖାଦେଲେ ବି ବାହାରକୁ ନବାହାରିବା ପାଇଁ ଏସଆରସିଙ୍କ ପରାମର୍ଶ ।”

ଲ୍ୟାଣ୍ଡଫଲ୍ ପରେ ମଧ୍ୟ ସନ୍ଧ୍ୟା ଯାଏଁ ରହିବ ପବନ ବିପଦ । ସତର୍କ କରାଇଲେ ଆଇଏମଡି ଡିଜି ।

କନକ ବ୍ୟୁରୋ : ଆରମ୍ଭ ହୋଇସାରିଛି ବାତ୍ୟା ‘ୟାସ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ୍ କଲା ପରେ ମଧ୍ୟ ସନ୍ଧ୍ୟା ଯାଏଁ ପବନର ବିପଦ ରହିବ । ଅର୍ଥାତ ଆଜି ସନ୍ଧ୍ୟା ଯାଏଁ ପବନର ବେଗ ଅଧିକ ରହିବ ବୋଲି ଆକଳନ କରାଯାଉଛି । ବାତ୍ୟା ୟାସର ପ୍ରଭାବରେ ଆଜିContinue reading “ଲ୍ୟାଣ୍ଡଫଲ୍ ପରେ ମଧ୍ୟ ସନ୍ଧ୍ୟା ଯାଏଁ ରହିବ ପବନ ବିପଦ । ସତର୍କ କରାଇଲେ ଆଇଏମଡି ଡିଜି ।”

‘ୟାସ’କୁ ନେଇ ଏସଆରସିଙ୍କ ସୂଚନା : ଧାମରାର ଉତ୍ତର ଆଡ଼କୁ ଗତି କରୁଛି ବାତ୍ୟା; ବାହାନଗା ସଦରରେ କରୁଛି ଲ୍ୟାଣ୍ଡଫଲ୍

କନକ ବ୍ୟୁରୋ : ଧାମରାର ଉତର ଆଡ଼କୁ ଗତି କରୁଛି ୟାସ । ରେମୁଣା ବାହାନଗା ସଦରରେ ଲ୍ୟାଣ୍ଡଫଲ କରୁଛି । ଦିନ ଗୋଟାଏ ସୁଦ୍ଧା ଶେଷ ହେବ ପ୍ରକ୍ରିୟା । ଏହାର ପ୍ରଭାବରେ ପବନର ବେଗ ୧୩୦ରୁ ୧୪୦ ରହିବ । ବାଲେଶ୍ୱର ।ଦଇ ମୟୁରଭଂଜ ଯିବ ବାତ୍ୟା । ଫଳରେ ମରୟରଭଂଜରେ ପବନର ବେଗ ୧୦୦ କିମ୍ବା ତା ଠାରୁ ଅଧିକ ରହିବ । ବାତ୍ୟା ପ୍ରଭାବରେ ଉତର ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳContinue reading “‘ୟାସ’କୁ ନେଇ ଏସଆରସିଙ୍କ ସୂଚନା : ଧାମରାର ଉତ୍ତର ଆଡ଼କୁ ଗତି କରୁଛି ବାତ୍ୟା; ବାହାନଗା ସଦରରେ କରୁଛି ଲ୍ୟାଣ୍ଡଫଲ୍”

ରାଜ୍ୟରେ କରୋନା ମିଟର ଉପରମୁହାଁ : ୨୪ଘଂଟାରେ ୧୧ହଜାର ୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ରାଜ୍ୟରେ କରୋନା ମିଟର ଉପରମୁହାଁ । ୨୪ଘଂଟା ଭିତରେ ୧୧ହଜାର ୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ  । ୬ହଜାର ୫୦୯ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫ହଜାର ୧୧୪ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ଘଂଟାରେ ୬୯ହଜାର ୪୦୭ନମୁନା ପରୀକ୍ଷା ହୋଇଥିବା ବେଳେ ୧୧ହଜାର ୬୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୨୦୨୧ ସଂକ୍ରମିତ ଚିହ୍ନଟ ହୋଇଛି । ସେହିପରି କଟକରୁ ୯୯୮,ବାଲେଶ୍ୱରରୁ ୫୦୮,Continue reading “ରାଜ୍ୟରେ କରୋନା ମିଟର ଉପରମୁହାଁ : ୨୪ଘଂଟାରେ ୧୧ହଜାର ୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ”

Design a site like this with WordPress.com
Get started