କନକ ବ୍ୟୁରୋ : ବାତ୍ୟା ‘ୟାସ’ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ । ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବାକୁ ୩ରୁ ୪ ଘଣ୍ଟା ଲାଗିବ । ଧାମରାର ଉତ୍ତର ବାଲେଶ୍ୱରର ଦକ୍ଷିଣରେ ସ୍ଥଳଭାଗରୁ ଛୁଉଁଛି ୟାସ । ବାହାନାଗା ବ୍ଲକ ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରୁଛି ବାତ୍ୟା । ସକାଳ ୯ଟାରୁ ଲ୍ୟାଣ୍ଡଫଲ ଆରମ୍ଭ ହୋଇଥିବା ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ୟାସର ପ୍ରଭାବରେ ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜContinue reading “ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ : ସକାଳ ୯ ଟାରୁ ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଥିବା ସୂଚନା”
Author Archives: Raghaba
‘ବାତ୍ୟା’ ଧାମରାରୁ ଦୂରେଇଲା, ବାଲେଶ୍ୱରକୁ ପାଖେଇଲା : ଧାମରା ଠାରୁ ୪୫ କିମି ଦୂରରେ ବାତ୍ୟା
କନକ ବ୍ୟୁରୋ : ଧାମରା ଠାରୁ ବଢିଗଲା ବାତ୍ୟା ‘ୟାସ’ ର ଦୂରତା । ଧାମରା ଠାରୁ ୪୫ କିମି ଦୂରରେ ବାତ୍ୟା ରହିଛି । ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣ ପଶ୍ଚିମକୁ ୫୦ କିମି ଦୂରରେ ୟାସ ରହିଛି । ଘଣ୍ଟା ପ୍ରତି ୧୫ କିମି ବେଗରେ ବାଲେଶ୍ୱର ଆଡକୁ ମୁହାଁଇ ଚାଲିଛି । ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ସ୍ଥଳଭାଗ ଛୁଇଁବା ସମ୍ଭାବନା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଂଟାପ୍ରତି ୧୩୦ରୁ ୧୪୦ କିଲୋମିଟର ରହିବContinue reading “‘ବାତ୍ୟା’ ଧାମରାରୁ ଦୂରେଇଲା, ବାଲେଶ୍ୱରକୁ ପାଖେଇଲା : ଧାମରା ଠାରୁ ୪୫ କିମି ଦୂରରେ ବାତ୍ୟା”
ବାତ୍ୟା ୟାସ ପ୍ରଭାବରେ ପ୍ରଥମ ମୃତ୍ୟୁ : କେନ୍ଦୁଝର ଜିଲ୍ଲା ପଞ୍ଚୁପଲ୍ଲି ଗାଁରେ ଘଟିଛି ଏହି ଦୁଃଖଦ ଘଟଣା
କନକ ବୁରୋ : ବାତ୍ୟା ‘ୟାସ’ରେ ଆସିଲା ପ୍ରଥମ ମୃତ୍ୟୁ ଖବର । କେନ୍ଦୁଝର ଜିଲ୍ଲାରେ ଗଛ ଡ଼ାଳ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଘସିପୁରା ଥାନା ପଂଚୁପଲ୍ଲା ଗାଁର ପୁର୍ଣ୍ଣଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ପାଖରେ ଥିବା ମଠରୁ ପୂଜା ସାରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ ବରଗଛ ଡ଼ାଳ ଭାଙ୍ଗି ତାଙ୍କ ମୁଣ୍ଡରେ ପଡ଼ିଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡ଼ାକ୍ତରଖାନାContinue reading “ବାତ୍ୟା ୟାସ ପ୍ରଭାବରେ ପ୍ରଥମ ମୃତ୍ୟୁ : କେନ୍ଦୁଝର ଜିଲ୍ଲା ପଞ୍ଚୁପଲ୍ଲି ଗାଁରେ ଘଟିଛି ଏହି ଦୁଃଖଦ ଘଟଣା”
ମଧ୍ୟାହ୍ଣରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବା ନେଇ ସମ୍ଭାବନା : ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା
କନକ ବ୍ୟୁରୋ : ଧାମରାରୁ ପୂର୍ବ ଦିଗରେ ୪୦କିମି ଦୂରରେ ଅଛି ବାତ୍ୟା ୟାସ । ବାଲେଶ୍ବରରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୮୦ କିମି ଦୂରରେ ଅଛି । ୬ଘଣ୍ଟା ଧରି ୧୫କିମି ବେଗରେ ଉତ୍ତର-ଉତ୍ତର ପଶ୍ଚିମକୁ ଗତି କରୁଛି । ମଧ୍ୟାହ୍ଣ ସମୟର ଆରମ୍ଭ ହୋଇଯିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ ପାଇଁ ୨ ରୁ ୪ ଘଣ୍ଟା ସମୟ ଲାଗିବ । ବାଲେଶ୍ବରରେ ଘଣ୍ଟାପ୍ରତି ୮୦ କିମି ବେଗରେ ବୋହୁଛି । ଲ୍ୟାଣ୍ଡଫଲ ସମୟରେContinue reading “ମଧ୍ୟାହ୍ଣରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବା ନେଇ ସମ୍ଭାବନା : ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା”
ଆସୁଛି ବାତ୍ୟା : ସମୁଦ୍ରରୁ ଉଠୁଛି ବଡ ବଡ ଢେଉ; ସେପଟେ, ଧାମରା-ବାସୁଦେବପୁର ମୁଖ୍ୟ ରାସ୍ତା ଉପରେ ମାଡ଼ିଗଲା ସମୁଦ୍ର ପାଣି
କନକ ବ୍ୟୁରୋ : ମାଡି ଆସୁଛି ବାତ୍ୟା । ଏହା ପ୍ରଭାବରେ ସମୁଦ୍ରରୁ ବଡ ବଡ ଢେଉ ଉଠିଲାଣି । ସେପଟେ, ଧାମରା-ବାସୁଦେବପୁର ମୁଖ୍ୟ ରାସ୍ତା ଉପରେ ସମୁଦ୍ର ପାଣି ମାଡ଼ିଗଲାଣି । ମୁଖ୍ୟ ରାସ୍ତା ଉପରେ ଏକ ଫୁଟ ଉଚ୍ଚର ପାଣି ପ୍ରବାହିତ ହେବାରେ ଲାଗିଛି । ରାତି ସାରା ଅନିଦ୍ରା ରହି ବାତ୍ୟାର ଗତିପଥ ଅନୁଧ୍ୟାନ କରିଛନ୍ତି ଏସଆରସି । ଘଂଟା ପ୍ରତି ୧୨ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଗତି କରୁଛି ବାତ୍ୟାContinue reading “ଆସୁଛି ବାତ୍ୟା : ସମୁଦ୍ରରୁ ଉଠୁଛି ବଡ ବଡ ଢେଉ; ସେପଟେ, ଧାମରା-ବାସୁଦେବପୁର ମୁଖ୍ୟ ରାସ୍ତା ଉପରେ ମାଡ଼ିଗଲା ସମୁଦ୍ର ପାଣି”
ଧାମରାଠୁ ଏବେ ମାତ୍ର ୪୦ କିମି ଦୂରରେ ବାତ୍ୟା : ସାଇକ୍ଲୋନମ୍ୟାନ୍ଙ୍କ ଗାଁରେ ମାଡ଼ହେବ ‘ୟାସ୍’
କନକ ବ୍ୟୁରୋ : ଯିଏ ସାରାଦେଶରେ ‘ସାଇକ୍ଲୋନ୍ ମ୍ୟାନ୍’ ଭାବେ ପରିଚିତ, ତାଙ୍କରି ଗାଁରେ ମାଡ଼ ହେବ ବାତ୍ୟା ‘ୟାସ୍’। ବାତ୍ୟାକୁ ନେଇ ସାରା ରାଜ୍ୟ ଆତଙ୍କିତ ହୋଇ ପଡ଼ିଥିବାବେଳେ ଏହା କେଉଁଆଡ଼କୁ ଗତି କରୁଛି ଏବଂ କେଉଁଠି ମାଡ଼ ହେବ, ତାକୁ ନେଇ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗତ ଏକ ସପ୍ତାହ ଧରି ସୂଚନା ଦେଇ ଆସୁଛନ୍ତି। ଏବେ ଶ୍ରୀ ମହାପାତ୍ରଙ୍କର ସୂଚନା ହେଉଛି ବାତ୍ୟା ‘ୟାସ୍’ ଭଦ୍ରକ ଜିଲ୍ଲାର ଧାମରାContinue reading “ଧାମରାଠୁ ଏବେ ମାତ୍ର ୪୦ କିମି ଦୂରରେ ବାତ୍ୟା : ସାଇକ୍ଲୋନମ୍ୟାନ୍ଙ୍କ ଗାଁରେ ମାଡ଼ହେବ ‘ୟାସ୍’”
ମାଡ଼ି ଆସୁଛି ବାତ୍ୟା ‘ୟାସ୍’ । ଆଇଏମଡିର ସୂଚନା, ଧାମରାଠୁ ଏବେ ମାତ୍ର ୪୦ କିମି ଦୂରରେ ଅଛି ‘ୟାସ୍’ ।
କନକ ବ୍ୟୁରୋ: ଅତି ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ବାତ୍ୟା । ସ୍ଥଳଭାଗର ନିକଟତର ହେଉଛି ୟାସ । ଧାମରା ଠାରୁ ମାତ୍ର ୪୦ କିଲୋମିଟର ଦୂରତାରେ ରହିଛି ବାତ୍ୟା । ଘଣ୍ଟା ପ୍ରତି ୧୫ କିମି ବେଗରେ ଆଗକୁ ବଢି ଆସୁଛି ବାତ୍ୟା । ତେବେ ଧାମରା ଠାରୁ ମାତ୍ର ୪୦ କିମି ଦୂରତାରେ ବାତ୍ୟା ପହଞ୍ଚିବା ପରେ ଭୟ ଅଧିକ ବଢିଛି । କାରଣ ଧାମରା ଆଖପାଖ ଅଞ୍ଚଳରେ ବାତ୍ୟା ସ୍ଥଳଭାଗContinue reading “ମାଡ଼ି ଆସୁଛି ବାତ୍ୟା ‘ୟାସ୍’ । ଆଇଏମଡିର ସୂଚନା, ଧାମରାଠୁ ଏବେ ମାତ୍ର ୪୦ କିମି ଦୂରରେ ଅଛି ‘ୟାସ୍’ ।”
ହସଖୁସିର ବାଟରେ କଣ୍ଟା ସାଜିପାରିବନି ବାତ୍ୟା : ଆଶ୍ରୟସ୍ଥଳୀରେ ହସ ଖୁସିର ମୁହୂର୍ତ୍ତ ବିତାଉଛନ୍ତି କୁନି କୁନି ପିଲା
କନକ ବ୍ୟୁରୋ : ଆସୁଛି ବାତ୍ୟା ୟାସ । ବାତ୍ୟା ପ୍ରଭାବରେ ଅନବରତ ଲାଗି ରହିଛି ବର୍ଷା । ତୁହାକୁତୁହା ପବନ ବୋହୁଛି । ଏହାକୁ ଦୃଷ୍ଟିରେ ରଖି ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରିତଙ୍କୁ ଥଇଥାନ କରାଯାଇଛି । ଯେଉଁଠି ଗୋଟିଏ ପଟେ ବାତ୍ୟାର ଭୟ, ଘର ଭାଙ୍ଗି ଯିବାର ଭୟ, ପାଣି ମାଡିଆସିବାର ଭୟ । ସେଇଠି କୁନି କୁନି ପିଲାଙ୍କ ମୁହଁରେ ଦେଖିବାକୁ ହସ ଖୁିସିର ଲହର । ବାତ୍ୟା ସବୁ କିଛି ଉଜାଡି ଦେଇପାରିବContinue reading “ହସଖୁସିର ବାଟରେ କଣ୍ଟା ସାଜିପାରିବନି ବାତ୍ୟା : ଆଶ୍ରୟସ୍ଥଳୀରେ ହସ ଖୁସିର ମୁହୂର୍ତ୍ତ ବିତାଉଛନ୍ତି କୁନି କୁନି ପିଲା”
ମାଡ଼ି ଆସୁଛି ବାତ୍ୟା ‘ୟାସ୍’ । ଆଇଏମଡିର ସୂଚନା, ଧାମରାଠୁ ଏବେ ମାତ୍ର ୬୦ କିମି ଦୂରରେ ଅଛି ‘ୟାସ୍’ ।
କନକ ବ୍ୟୁରୋ: ଅତି ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ବାତ୍ୟା । ସ୍ଥଳଭାଗର ନିକଟତର ହେଉଛି ୟାସ । ଧାମରା ଠାରୁ ମାତ୍ର ୬୦ କିଲୋମିଟର ଦୂରତାରେ ରହିଛି ବାତ୍ୟା । ଘଣ୍ଟା ପ୍ରତି ୧୫ କିମି ବେଗରେ ଆଗକୁ ବଢି ଆସୁଛି ବାତ୍ୟା । ତେବେ ଧାମରା ଠାରୁ ମାତ୍ର ୬୦ କିମି ଦୂରତାରେ ବାତ୍ୟା ପହଞ୍ଚିବା ପରେ ଭୟ ଅଧିକ ବଢିଛି । କାରଣ ଧାମରା ଆଖପାଖ ଅଞ୍ଚଳରେ ବାତ୍ୟା ସ୍ଥଳଭାଗContinue reading “ମାଡ଼ି ଆସୁଛି ବାତ୍ୟା ‘ୟାସ୍’ । ଆଇଏମଡିର ସୂଚନା, ଧାମରାଠୁ ଏବେ ମାତ୍ର ୬୦ କିମି ଦୂରରେ ଅଛି ‘ୟାସ୍’ ।”
ଲ୍ୟାଣ୍ଡଫଲରେ ହୋଇପାରେ ବିଳମ୍ବ, ଆଇଏମଡିର ଆକଳନ: ଦିନ ୧୦ଟାରୁ ୧୧ଟା ଭିତରେ ହୋଇପାରେ ଲ୍ୟାଣ୍ଡଫଲ ।
କନକ ବ୍ୟୁରୋ: ଅତି ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ବାତ୍ୟା । ସ୍ଥଳଭାଗର ନିକଟତର ହେଉଛି ୟାସ । ଧାମରା ଠାରୁ ମାତ୍ର ୭୦ କିଲୋମିଟର ଦୂରତାରେ ରହିଛି ବାତ୍ୟା । ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢି ଆସୁଛି ବାତ୍ୟା । ତେବେ ଧାମରା ଠାରୁ ମାତ୍ର ୭୦ କିମି ଦୂରତାରେ ବାତ୍ୟା ପହଞ୍ଚିବା ପରେ ଭୟ ଅଧିକ ବଢିଛି । କାରଣ ଧାମରା ଆଖପାଖ ଅଞ୍ଚଳରେ ବାତ୍ୟା ସ୍ଥଳଭାଗContinue reading “ଲ୍ୟାଣ୍ଡଫଲରେ ହୋଇପାରେ ବିଳମ୍ବ, ଆଇଏମଡିର ଆକଳନ: ଦିନ ୧୦ଟାରୁ ୧୧ଟା ଭିତରେ ହୋଇପାରେ ଲ୍ୟାଣ୍ଡଫଲ ।”