ଦୂରତା କମିଲା, ଛନକା ପଶିଲା । ଧାମରାଠୁ ୭୦ କିମି ଦୂରରେ ଅଛି ବାତ୍ୟା ୟାସ ।

କନକ ବ୍ୟୁରୋ: ଅତି ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ବାତ୍ୟା । ସ୍ଥଳଭାଗର ନିକଟତର ହେଉଛି ୟାସ । ଧାମରା ଠାରୁ ମାତ୍ର ୭୦ କିଲୋମିଟର ଦୂରତାରେ ରହିଛି ବାତ୍ୟା । ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢି ଆସୁଛି ବାତ୍ୟା । ତେବେ ଧାମରା ଠାରୁ ମାତ୍ର ୭୦ କିମି ଦୂରତାରେ ବାତ୍ୟା ପହଞ୍ଚିବା ପରେ ଭୟ ଅଧିକ ବଢିଛି । କାରଣ ଧାମରା ଆଖପାଖ ଅଞ୍ଚଳରେ ବାତ୍ୟା ସ୍ଥଳଭାଗContinue reading “ଦୂରତା କମିଲା, ଛନକା ପଶିଲା । ଧାମରାଠୁ ୭୦ କିମି ଦୂରରେ ଅଛି ବାତ୍ୟା ୟାସ ।”

ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୯୦ କିମି ଦୂରରେ ଅଛି ବାତ୍ୟା, ବଢ଼ିଲାଣି ପବନର ବେଗ ।

କନକ ବ୍ୟୁରୋ: ବାତ୍ୟା ‘ୟାସ୍’ ପାରାଦୀପଠୁ ଏବେ ୯୦ କିଲୋମିଟର ଦୂରରେ ଅଛି । ସେହିପରି ବାଲେଶ୍ୱରରୁ ୧୪୦ କିମି ଦୂରରେ ଅଛି । ଆଉ ଦୀଘା ଠାରୁ ମଧ୍ୟ ୧୩୦ କିମି ଦୂରରେ ବାତ୍ୟା ୟାସ୍ । ତେବେ ଧାମରାର ଉତ୍ତରରେ ସ୍ଥଳଭାଗ ଛୁଇଁବ ବାତ୍ୟା । ତେବେ ପାରାଦୀପରେ ୧୩୭ ମି.ମି ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ଏବେ ୭୦-୮୦ ପ୍ରତି ଘଣ୍ଟା ଓ ଝଟକା ପବନ ୯୦ କିମି ପ୍ରତି ଘଣ୍ଟାରେContinue reading “ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୯୦ କିମି ଦୂରରେ ଅଛି ବାତ୍ୟା, ବଢ଼ିଲାଣି ପବନର ବେଗ ।”

ବାତ୍ୟା ପାଖେଇଲା, ଛାତି ଧଡଧଡ ହେଲା… ଧାମରା ଠାରୁ ମାତ୍ର ୯୦ କିମି ଦୂରରେ ଅଛି ବାତ୍ୟା ‘ୟାସ’ । ସକାଳେ ଛୁଇଁପାରେ ସ୍ଥଳଭାଗ ।

କନକ ବ୍ୟୁରୋ: ଦୂରତା କମିଲା, ଛନକା ପଶିଲା । ଅତି ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ବାତ୍ୟା । ସ୍ଥଳଭାଗର ନିକଟତର ହେଉଛି ୟାସ । ଧାମରା ଠାରୁ ମାତ୍ର ୯୦ କିଲୋମିଟର ଦୂରତାରେ ରହିଛି ବାତ୍ୟା । ଘଣ୍ଟା ପ୍ରତି ୧୧ କିମି ବେଗରେ ଆଗକୁ ବଢି ଆସୁଛି ବାତ୍ୟା । ତେବେ ଧାମରା ଠାରୁ ମାତ୍ର ୯୦ କିମି ଦୂରତାରେ ବାତ୍ୟା ପହଞ୍ଚିବା ପରେ ଭୟ ଅଧିକ ବଢିଛି । କାରଣContinue reading “ବାତ୍ୟା ପାଖେଇଲା, ଛାତି ଧଡଧଡ ହେଲା… ଧାମରା ଠାରୁ ମାତ୍ର ୯୦ କିମି ଦୂରରେ ଅଛି ବାତ୍ୟା ‘ୟାସ’ । ସକାଳେ ଛୁଇଁପାରେ ସ୍ଥଳଭାଗ ।”

ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୧୦୦ କିମି ଦୂରରେ ଅଛି ବାତ୍ୟା । ଧିରେ ଧିରେ ବଢ଼ିଲାଣି ପବନର ବେଗ ।

କନକ ବ୍ୟୁରୋ: ବାତ୍ୟା ‘ୟାସ୍’ ପାରାଦୀପଠୁ ଏବେ ୧୦୦ କିଲୋମିଟର ଦୂରରେ ଅଛି । ସେହିପରି ବାଲେଶ୍ୱରରୁ ୧୫୦ କିମି ଦୂରରେ ଅଛି । ଆଉ ଦୀଘା ଠାରୁ ମଧ୍ୟ ୧୫୦ କିମି ଦୂରରେ ବାତ୍ୟା ୟାସ୍ । ତେବେ ଧାମରାର ଉତ୍ତରରେ ସକାଳୁ ସକାଳୁ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୪୦ରୁ ୧୫୫ କିମି ରହିବ । ଏନେଇ ତାଜା ସୂଚନା ଦେଲା ପାଣିପାଗ କେନ୍ଦ୍ର । ଏବେ ପାରାଦୀପରେContinue reading “ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୧୦୦ କିମି ଦୂରରେ ଅଛି ବାତ୍ୟା । ଧିରେ ଧିରେ ବଢ଼ିଲାଣି ପବନର ବେଗ ।”

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ: ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଏସ.କେ ଜୟସ୍ୱାଲ ।

କନକ ବ୍ୟୁରୋ: ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ । ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଏସ.କେ ଜୟସ୍ୱାଲ । ୧୯୮୫ ବ୍ୟାଚ ମହାରାଷ୍ଟ୍ର କ୍ୟାଡର ଆଇପିଏସ ଅଧିକାରୀ ତଥା ସିଆଇଏସଏଫ ମୁଖ୍ୟ ସୁବୋଧ କୁମାର ଜୟସ୍ୱାଲ ନୂଆ ସିବିଆଇ ନିର୍ଦ୍ଦେଶକ ଭାବେ ନିଯ଼ୁକ୍ତ ହୋଇଛନ୍ତି । ତାଙ୍କ କାର୍ଯ୍ୟକାଳ ଦୁଇବର୍ଷ ପାଇଁ ରହିବ । ତେଲଗୀ ଷ୍ଟାମ୍ପ ଦୁର୍ନୀତି ମାମଲାର ତଦନ୍ତ କରି ସେ ପୂର୍ବରୁ ଚର୍ଚ୍ଚିତ ହୋଇଥିଲେ । ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କContinue reading “ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ: ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଏସ.କେ ଜୟସ୍ୱାଲ ।”

ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୧୧୦ କିମି ଦୂରରେ ଅଛି ବାତ୍ୟା ।

କନକ ବ୍ୟୁରୋ: ବାତ୍ୟା ‘ୟାସ୍’ ପାରାଦୀପଠୁ ଏବେ ୧୧୦ କିଲୋମିଟର ଦୂରରେ ଅଛି । ଧାମରାର ଉତ୍ତରରେ ସକାଳୁ ସକାଳୁ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୪୦ରୁ ୧୫୫ କିମି ରହିବ । ଏନେଇ ତାଜା ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ଏବେ ପାରାଦୀପରେ ୬୦ରୁ ୮୦ କିମି ବେଗରେ ବହୁଛି ପବନ । ଧିରେ ଧିରେ ବାତ୍ୟା ନିକଟତର ହେଉଥିବାବେଳେ ପବନର ବେଗ ମଧ୍ୟ ବଢୁଛି ।Continue reading “ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୧୧୦ କିମି ଦୂରରେ ଅଛି ବାତ୍ୟା ।”

ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୧୨୦ କିମି ଦୂରରେ ଅଛି ବାତ୍ୟା । 

କନକ ବ୍ୟୁରୋ: ବାତ୍ୟା ‘ୟାସ୍’ ପାରାଦୀପଠୁ ଏବେ ୧୨୦ କିଲୋମିଟର ଦୂରରେ ଅଛି । ଧାମରାର ଉତ୍ତରରେ ସକାଳୁ ସକାଳୁ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୪୦ରୁ ୧୫୫ କିମି ରହିବ । ଏନେଇ ତାଜା ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ଏବେ ପାରାଦୀପରେ ୬୦ରୁ ୮୦ କିମି ବେଗରେ ବହୁଛି ପବନ । ଧିରେ ଧିରେ ବାତ୍ୟା ନିକଟତର ହେଉଥିବାବେଳେ ପବନର ବେଗ ମଧ୍ୟ ବଢୁଛି ।Continue reading “ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୧୨୦ କିମି ଦୂରରେ ଅଛି ବାତ୍ୟା । “

IMD ଡିଜିଙ୍କ ତାଜା ସୂଚନା: ଶକ୍ତିଶଳୀ ହେଉଛି ‘ୟାସ୍’, ସକାଳ ସାଢ଼େ ୫ଟା ବେଳକୁ ଧାମରାଠୁ ୩୦ କିମି ଦୂରରେ କରିବ ଲ୍ୟାଣ୍ଡଫଲ ।

କନକ ବ୍ୟୁରୋ: ବାତ୍ୟା ‘ୟାସ୍’ ନେଇ ଆଇଏମଡି ମହାନିର୍ଦ୍ଦେଶକଙ୍କ ତାଜା ସୂଚନା । ସକାଳ ୫ଟା ୩୦ ବେଳକୁ ଧାମରାଠୁ ୩୦ କିମି ଦୂରରେ ଥିବ ବାତ୍ୟା । ଆଉ ବଡ଼କଥା ହେଲା କି, ବାତ୍ୟାର ଶକ୍ତି ବଢ଼ିବାରେ ଲାଗିଛି । ବାତ୍ୟାସ୍ଥଳରେ ପବନର ବେଗ ୧୨୫ରୁ ୧୩୫ କିମି ରହିଛି । ଏହା ଆହୁରି ଅଧିକ ଘନିଭୁତ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଲ୍ୟାଣ୍ଡଫଲ ବେଳେ ୧୫୫ରୁContinue reading “IMD ଡିଜିଙ୍କ ତାଜା ସୂଚନା: ଶକ୍ତିଶଳୀ ହେଉଛି ‘ୟାସ୍’, ସକାଳ ସାଢ଼େ ୫ଟା ବେଳକୁ ଧାମରାଠୁ ୩୦ କିମି ଦୂରରେ କରିବ ଲ୍ୟାଣ୍ଡଫଲ ।”

ଜୁଆର ଉଠିବ, ସମୁଦ୍ର ମାଡି ଆସିବ । ଲ୍ୟାଣ୍ଡଫଲ ପରେ ୪ ମିଟର ଉଚ୍ଚରେ ଉଠିବ ଜୁଆର । ସ୍ଥାନେ ସ୍ଥାନେ ୯ କି.ମି ଯାଏଁ ମାଡି ଆସିବ ସମୁଦ୍ର ।

କନକ ବୁରୋ: ବାତ୍ୟା ୟାସ ପ୍ରଭାବ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ଭୟଙ୍କର ହେବ ବାତ୍ୟା ୟାସର ପ୍ରଭାବ । ଭଦ୍ରକର ମୋହନପୁରରେ ୯ କି.ମି ଯାଏଁ ସ୍ଥଳଭାଗକୁ ମାଡିଆସିବ ସମୁଦ୍ର । ଏହି ସ୍ଥାନରେ ୪ ମିଟର ଉଚ୍ଚ ଯାଏଁ ଉଠିବ ସମୁଦ୍ର ଜୁଆର । ତେବେ ଖାଲି ଭଦ୍ରକ ନୁହେଁ ବାଲେଶ୍ୱର କୁମ୍ଭୀଗରି ନିକଟରେ ବି ଉଠିବ ସମୁଦ୍ର ଜୁଆର । ୫ ମିଟର ଯାଏଁ ଏଠାରେ ଜୁଆର ଉଠିବContinue reading “ଜୁଆର ଉଠିବ, ସମୁଦ୍ର ମାଡି ଆସିବ । ଲ୍ୟାଣ୍ଡଫଲ ପରେ ୪ ମିଟର ଉଚ୍ଚରେ ଉଠିବ ଜୁଆର । ସ୍ଥାନେ ସ୍ଥାନେ ୯ କି.ମି ଯାଏଁ ମାଡି ଆସିବ ସମୁଦ୍ର ।”

ଧାମରା ବନ୍ଦର ନିକଟରେ ବାଡେଇ ହେବ ବାତ୍ୟା । ଆଇଏମଡି ଦେଲା ତାଜା ଅପଡେଟ୍

କନକ ବ୍ୟୁରୋ: ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇସାରିଛି ୟାସ । ଧାମରା ବନ୍ଦର ନିକଟରେ ଏହା ଲ୍ୟାଣ୍ଡଫଲ କରିବ । ବର୍ତ୍ତମାନ ବାତ୍ୟା ପାରାଦ୍ବୀପ ଠାରୁ ୧୪୦ କିଲୋମିଟର ଦୂରରେ ଥିବାବେଳେ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ବାତ୍ୟା ମାଡିଆସୁଛି । ବର୍ତ୍ତମାନ ବାତ୍ୟା ୟାସ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ସମୁଦ୍ରରେ ବାତ୍ୟାସ୍ଥଳରେ ପବନର ବେଗ ୧୩୫ କିଲୋମିଟର ରହିଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରContinue reading “ଧାମରା ବନ୍ଦର ନିକଟରେ ବାଡେଇ ହେବ ବାତ୍ୟା । ଆଇଏମଡି ଦେଲା ତାଜା ଅପଡେଟ୍”

Design a site like this with WordPress.com
Get started