କନକ ବ୍ୟୁରୋ: ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ଉପକୂଳ ଆଡକୁ ମାଡ଼ି ଆସୁଥିବା ବାତ୍ୟା ‘ୟାସ’ର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇପାରେ ଦୁଇଟି ପ୍ରମୁଖ ଜୈବମଣ୍ଡଳ । ପାଣିପାଗ ବିଭାଗର ଆକଳନ ଅନୁସାରେ ବାସୁଦେବପୁରରୁ ବାହାନଗା ମଧ୍ୟରେ ସ୍ଥଳଭାଗ ଉପରେ ମାଡ଼ ହେବ ୟାସ । ଲ୍ୟାଣ୍ଡଫଲ ଅଂଚଳ ପାଖାପାଖି ରହିଛି ଭିତରକନିକା । ବାତ୍ୟା ଯେତେବେଳେ ସ୍ଥଳଭାଗ ଛୁଇଁବ, ସେତେବେଳେ ଏହାର ଶକ୍ତି ସବୁଠୁ ଅଧିକ ଥିବ । ଆଉ ଯାହାର ସିଧା ପ୍ରଭାବContinue reading “ଓଡ଼ିଶାର ଦୁଇ ଜୈବ ମଣ୍ଡଳକୁ ବାତ୍ୟା ବଡ଼ ବିପଦ । ଲ୍ୟାଣ୍ଡଫଲ ସମୟରେ ଭିତରକନିକାରେ ପଡ଼ିପାରେ ବାତ୍ୟାର ବଡ଼ ପ୍ରଭାବ । ସେପଟେ ଲ୍ୟାଣ୍ଡଫଲ ପରେ ଶିମିଳିପାଳ ଅଭୟାରଣ୍ୟ ଦେଇ ଗତି କରିବ ବାତ୍ୟା”
Author Archives: Raghaba
ଲ୍ୟାଣ୍ଡଫଲ ସମୟରେ ଘଣ୍ଟା ପ୍ରତି ୧୫୫ରୁ ୧୬୫ ବେଗରେ ବହିବ ପବନ । ୧୮୫କୁ ଯାଇପାରେ ପବନର ଝଟକା । ସ୍ଥଳଭାଗ ଛୁଇଁବା ପରେ କମିଯିବ ପବନର ଗତି ।
କନକ ବ୍ୟୁରୋ: ବାତ୍ୟା ଆସିଲେ ସବୁଠୁ ଅଧିକ କ୍ଷତି କରିଥାଏ ପବନ । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଯଦି ପବନର ବେଗ ଅଧିକ ହୁଏ ତେବେ କ୍ଷୟକ୍ଷତି ସର୍ବାଧିକ ହୋଇଥାଏ । ତେବେ ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହାର ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ ଆରମ୍ଭ ହୋଇଯାଇଛି । ଦୁଇ ଦିନ ହେଲା ତୁହାକୁ ତୁହା ବର୍ଷା ହେଉଥିବାବେଳେ ପବନର ବେଗ ବଢ଼ିବାରେ ଲାଗିଛି । ଏବଂContinue reading “ଲ୍ୟାଣ୍ଡଫଲ ସମୟରେ ଘଣ୍ଟା ପ୍ରତି ୧୫୫ରୁ ୧୬୫ ବେଗରେ ବହିବ ପବନ । ୧୮୫କୁ ଯାଇପାରେ ପବନର ଝଟକା । ସ୍ଥଳଭାଗ ଛୁଇଁବା ପରେ କମିଯିବ ପବନର ଗତି ।”
ଆଜି ସଂକ୍ରମଣକୁ ଟପିଗଲା ସୁସ୍ଥ ସଂଖ୍ୟା । ଗୋଟିଏ ଦିନରେ ରାଜ୍ୟରେ ସୁସ୍ଥ ହେଲେ ୧୧, ୭୬୯ କରୋନା ଆକ୍ରାନ୍ତ
କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି ରାଜ୍ୟରେ ୧୧ ହଜାର ଟପିଛି ସୁସ୍ଥ ସଂଖ୍ୟା । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୧୧ ହଜାର ୭୬୯ କରୋନା ପଜିଟିଭ । ଆଜି ରାଜ୍ୟରେ ୧୦ ହଜାର ୯୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୭୩୨, କଟକରୁ ୮୫୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୬୨୭, ନବରଙ୍ଗପୁରରୁ ୩୪୨, ଝାରସୁଗୁଡାରୁ ୨୩୧,Continue reading “ଆଜି ସଂକ୍ରମଣକୁ ଟପିଗଲା ସୁସ୍ଥ ସଂଖ୍ୟା । ଗୋଟିଏ ଦିନରେ ରାଜ୍ୟରେ ସୁସ୍ଥ ହେଲେ ୧୧, ୭୬୯ କରୋନା ଆକ୍ରାନ୍ତ”
ଭୁବନେଶ୍ୱରକୁ ଭୂତାଣୁ ଭୟ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧,୦୬୨ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୯୯୬ ଜଣ
କନକ ବ୍ୟୁରୋ: ଭୁବନେଶ୍ୱରକୁ ଡରାଉଛି କରୋନା ଭୂତାଣୁ । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧୦୬୨ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୭୨ ଜଣ ଚିହ୍ନଟ ହୋଇଥିବା ବେଳେ ୮୯୦ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୯୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା,Continue reading “ଭୁବନେଶ୍ୱରକୁ ଭୂତାଣୁ ଭୟ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧,୦୬୨ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୯୯୬ ଜଣ”
ବାତ୍ୟା ମୁକାବିଲା ବେଳେ ମନ ଜିଣିନେଲେ ମହିଳା ପୋଲିସ । କର୍ତ୍ତବ୍ୟ ସହ ଦେଖାଇଲେ ମମତା…
କନକ ବ୍ୟୁରୋ: ବାତ୍ୟା ପାଖଉଛି, ଛନକା ପଶୁଛି । ସମୁଦ୍ର ଭିତରୁ ବାତ୍ୟା ଯେତେ ଶୀଘ୍ର ମାଡି ମାଡି ଆସୁଛି, ମୁକାବିଲା ପାଇଁ ବି ପ୍ରାଣମୂଚ୍ଛା ପ୍ରଚେଷ୍ଟା ଚାଲିଛି । ବାତ୍ୟା ମୁହଁରୁ ଲୋକଙ୍କ ଜୀବନ ସହ ଧନସମ୍ପତ୍ତିର ସୁରକ୍ଷା କଥାକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଝଡ ମୁହଁରେ ଯେମିତି କୌଣସି ବି ଜୀବନ ନଯାଏଁ ସେଥିପାଇଁ ଜିରୋ କାଜୁଆଲିଟିକୁ ମନ୍ତ୍ର କରି ମାରାଥନ ମୁକାବିଲାରେ ଲାଗିଛନ୍ତି ସରକାର ଓ ବିଭିନ୍ନ ଜିଲ୍ଲାର ପ୍ରଶାସନିକ ଅଧିକାରୀContinue reading “ବାତ୍ୟା ମୁକାବିଲା ବେଳେ ମନ ଜିଣିନେଲେ ମହିଳା ପୋଲିସ । କର୍ତ୍ତବ୍ୟ ସହ ଦେଖାଇଲେ ମମତା…”
ସେପ୍ଟେମ୍ବର ମାସରେ ହୋଇପାରେ ଆଇପିଏଲର ବଳକା ମ୍ୟାଚ ! ଅକ୍ଟୋବର ୧୦ରେ ହୋଇପାରେ ଫାଇନାଲ
କନକ ବ୍ୟୁରୋ: କରୋନା ମହାମାରୀ ପାଇଁ ଚଳିତ ଆଇପିଏଲରେ ବ୍ରେକ ଲାଗିଛି । ତେବେ ବଳକା ମ୍ୟାଚ ଆୟୋଜନ ପାଇଁ ଏବେ ଚିନ୍ତାରେ ବିସିସିଆଇ । ତେବେ ଏହାରି ମଧ୍ୟରେ ଏକ ବଡ ଖବର ଆସିଛି । କୁହାଯାଉଛି ସେପ୍ଟେମ୍ବର ୧୯-୨୦ରେ ତାରିଖ ବେଳକୁ ଆଇପିଏଲ ଆରମ୍ଭ ହୋଇପାରେ । ଆଉ ଫାଇନାଲ ମ୍ୟାଚ ଅକ୍ଟୋବର ୧୦ ତାରିଖରେ ଖେଳାଯାଇ ପାରେ । IPL very likely to start 19-20 September in UAE andContinue reading “ସେପ୍ଟେମ୍ବର ମାସରେ ହୋଇପାରେ ଆଇପିଏଲର ବଳକା ମ୍ୟାଚ ! ଅକ୍ଟୋବର ୧୦ରେ ହୋଇପାରେ ଫାଇନାଲ”
ଆସନ୍ତାକାଲି ସକାଳୁ ଲ୍ୟାଣ୍ଡଫଲ କରିବା ବାତ୍ୟା ୟାସ୍ । ବାସୁଦେବପୁରରୁ ବାହାନଗା ଭିତରେ ଛୁଇଁବ ସ୍ଥଳଭାଗ !
କନକ ବ୍ୟୁରୋ: ବାତ୍ୟା ୟାସ ନେଇ ଏସଆରସିଙ୍କ ତାଜା ଅପଡେଟ୍ । ଆସନ୍ତାକାଲି ସକାଳୁ ସକାଳୁ ଲ୍ୟାଣ୍ଡଫଲ କରିବ ୟାସ୍ । ଭଦ୍ରକ ଜିଲ୍ଲା ବାସୁଦେବପୁରରୁ ବାହାନଗା ଭିତରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ତେବେ ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୪୦ରୁ ୧୫୫ କିମି ପ୍ରତି ଘଣ୍ଟା ରହିବ ବୋଲି ସେ କହିଛନ୍ତି । #ବଡ_ଖବର : #ସକାଳୁ_ସକାଳୁ_ଲ୍ୟାଣ୍ଡଫଲ_କରିପାରେ_ବାତ୍ୟା ଆଜି ରାତି ୯ଟା ପରଠାରୁ ପବନର ବେଗContinue reading “ଆସନ୍ତାକାଲି ସକାଳୁ ଲ୍ୟାଣ୍ଡଫଲ କରିବା ବାତ୍ୟା ୟାସ୍ । ବାସୁଦେବପୁରରୁ ବାହାନଗା ଭିତରେ ଛୁଇଁବ ସ୍ଥଳଭାଗ !”
ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଲା ବାତ୍ୟା ୟାସ୍ । ଆଇଏମଡିର ସୂଚନା ଏବେ ପାରାଦୀପ ଠାରୁ ୨୦୦ ଓ ବାଲେଶ୍ୱରରୁ ୨୯୦ କିମି ଦୂରରେ ରହିଛି ବାତ୍ୟା ।
କନକ ବ୍ୟୁରୋ: ଅତି ଭୀଷଣ ବାତ୍ୟାର ରୂପ ନେଲାଣି ସାମୁଦ୍ରିକ ବାତ୍ୟା ୟାସ୍ । ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ବୁଲେଟିନରେ ଏହା ସ୍ପଷ୍ଟ କରିଛି । ବର୍ତମାନ ଏହି ବାତ୍ୟା ପାରାଦୀପ ଠାରୁ ୨୦୦ କିମି ଦୂରରେ ରହିଛି । ବାଲେଶ୍ୱରରୁ ୨୯୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଘଂଟା ପ୍ରତି ୧୬ କିମି ବେଗରେ ବାତ୍ୟା ୟାସ୍ ଗତି କରୁଛି । ଆଇଏମଡି ଜାରି କରିଥିବା ବୁଲେଟିନ୍ରେ ବାତ୍ୟା ଚାନ୍ଦବାଲିରୁ ଧାମରାContinue reading “ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଲା ବାତ୍ୟା ୟାସ୍ । ଆଇଏମଡିର ସୂଚନା ଏବେ ପାରାଦୀପ ଠାରୁ ୨୦୦ ଓ ବାଲେଶ୍ୱରରୁ ୨୯୦ କିମି ଦୂରରେ ରହିଛି ବାତ୍ୟା ।”
ବାତ୍ୟା ୟାସ୍ ମୁକାବିଲା ନେଇ ସ୍ଥିତି ସମୀକ୍ଷା କଲେ ନବୀନ । ଭିସି ଜରିଆରେ ବିସ୍ତୃତ ବିବରଣୀ ରଖିଲେ ମୁଖ୍ୟ ଶାସନ ସଚିବ ଏବଂ ଏସଆରସି ।
କନକ ବ୍ୟୁରୋ: ବାତ୍ୟା ୟାସର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟା ଉପରେ କିପରି ନଜର ରଖାଯାଇଛି ସେନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ନବୀନ ନିବାସରୁ ରହି ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା କରିଛନ୍ତି । ଏହି ଅବସରରେ ନବୀନ କହିଛନ୍ତି, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ସରକାର ବାତ୍ୟା ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଲୋକମାନେ ମଧ୍ୟ ଏଥିରେContinue reading “ବାତ୍ୟା ୟାସ୍ ମୁକାବିଲା ନେଇ ସ୍ଥିତି ସମୀକ୍ଷା କଲେ ନବୀନ । ଭିସି ଜରିଆରେ ବିସ୍ତୃତ ବିବରଣୀ ରଖିଲେ ମୁଖ୍ୟ ଶାସନ ସଚିବ ଏବଂ ଏସଆରସି ।”
ବିଶାଖାପାଟଣା ନିକଟ ମାଲକାପୁରମରେ ଥିବା ଏଚପିସିଏଲ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ । ୬ଜଣ ନିଖୋଜ
କନକ ବ୍ୟୁରୋ: ମଙ୍ଗଳବାର ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟ ମାଲକାପୁରମରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ୍)ର ଏକ ପ୍ଲାଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବା ପାଇଁ ସ୍ଥାନୀୟ ପ୍ରଶାସନ ଜିଲ୍ଲାର ବିଭିନ୍ନ ଶିଳ୍ପ ୟୁନିଟରୁ ଅଗ୍ନିଶମ ବାହିନୀ ପହଞ୍ଚିଥିବା ଜଣାପଡିଛି । ଭାରତୀୟ ନୌସେନାର ଏକ ବିଶେଷଜ୍ଞ ଦଳ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ପ୍ରଶାସନକୁ ସାହାଯ୍ୟ କରିଥିବା ନେଇ ସୂଚନା ମିଳିଛି । ତେବେ ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଥିବା ବେଳେContinue reading “ବିଶାଖାପାଟଣା ନିକଟ ମାଲକାପୁରମରେ ଥିବା ଏଚପିସିଏଲ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ । ୬ଜଣ ନିଖୋଜ”