ବାତ୍ୟା ୟାସ୍ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ ପରେ ଜିଲ୍ଲାକୁ ଗଲେ ଶକ୍ତିମନ୍ତ୍ରୀ : କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ବାତ୍ୟା ୟାସ୍ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ ପରେ ଜିଲ୍ଲାକୁ ଗଲେ ଶକ୍ତିମନ୍ତ୍ରୀ । କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଠାରେ ରହି ବାତ୍ୟା ସ୍ଥିତିର କରିବେ ଅନୁଧ୍ୟାନ କରିବେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସେପଟେ, ଅତିଭୀଷଣ ବାତ୍ୟା ଆକାରରେ ୟାସ୍ କେଉଁଠି ସ୍ଥଳଭାଗ ଛୁଇଁବ ତାର ଆକଳନକୁ ପରିବର୍ତନ କଲା ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ଜାରି କରିଥିବା ତାଜାContinue reading “ବାତ୍ୟା ୟାସ୍ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ ପରେ ଜିଲ୍ଲାକୁ ଗଲେ ଶକ୍ତିମନ୍ତ୍ରୀ : କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ”

ଘଣ୍ଟା ପ୍ରତି ୧୦କିମି ବେଗରେ ସ୍ଥଳଭାଗ ଆଡକୁ ଆସୁଛି ବାତ୍ୟା : ଧାମରା-ଚାନ୍ଦବାଲି ମଧ୍ୟରେ କରିବ ଲ୍ୟାଣ୍ଡଫଲ

କନକ ବ୍ୟୁରୋ : ଅତିଭୀଷଣ ବାତ୍ୟା ଆକାରରେ ୟାସ୍ କେଉଁଠି ସ୍ଥଳଭାଗ ଛୁଇଁବ ତାର ଆକଳନକୁ ପରିବର୍ତନ କଲା ଭାରତୀୟ ପାଣିପାଗ ବିଭାଗ । ସକାଳ ୯ଟା ୧୦ରେ ଆଇଏମଡି ଜାରି କରିଥିବା ତାଜା ବୁଲେଟିନରେ ବାତ୍ୟା ଚାନ୍ଦବାଲିରୁ ଧାମରା ବନ୍ଦର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବୋଲି କୁହଯାଇଛି । ଆସନ୍ତାକାଲି ସକାଳ ସୁଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏବଂ ମଧ୍ୟାହ୍ନ ସୁଧା ଅତିଭୀଷଣ ବାତ୍ୟା ଆକାରରେ ୟାସ୍ ସ୍ଥଳଭାଗକୁ ଅତିକ୍ରମ କରିବ ।Continue reading “ଘଣ୍ଟା ପ୍ରତି ୧୦କିମି ବେଗରେ ସ୍ଥଳଭାଗ ଆଡକୁ ଆସୁଛି ବାତ୍ୟା : ଧାମରା-ଚାନ୍ଦବାଲି ମଧ୍ୟରେ କରିବ ଲ୍ୟାଣ୍ଡଫଲ”

ପାରାଦୀପରେ ପ୍ରବଳ ବର୍ଷା ସାଙ୍ଗକୁ ବହୁଛି ପବନ : ଅପରାହ୍ଣ ସୁଦ୍ଧା ତଳିଆ ଅଞ୍ଚଳରୁ ଲୋକଙ୍କୁ କରାଯିବ ସ୍ଥାନାନ୍ତର

କନକ ବ୍ୟୁରୋ : ବାତ୍ୟା ୟସଳର ଦେଖି ପାରାଦୀପ ବନ୍ଦରରେ ୪ ନମ୍ବର ବିପଦ ସଂକେତ ଦିଆଯାଇଛି । ତେବେ ଏଠାରେ ବାତ୍ୟାର ପ୍ରଭାବ ଗତକାଲିଠାରୁ ଆରମ୍ଭ ହୋଇସାରିଛି । ଗତକାଲି ଦିନ ୧୧ଟାରୁ ଆକାଶ ମେଘୁଆ ରହିବା ସହ ବର୍ଷା ଓ ପବନ ଲାଗିରହିଛି । ପାରାଦୀପରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବନ୍ଦରରେ ଲାଗିରହିଥିବା ଜାହାଜଗୁଡିକୁ ଆଙ୍କରେଜରୁ ଗଭୀର ସମୁଦ୍ରକୁ ପଠାଇ ଦିଆଯାଇଛି । ସେହିପରି ଆଜି ଅପରାହ୍ନ ସୁଦ୍ଧା ତଳିଆContinue reading “ପାରାଦୀପରେ ପ୍ରବଳ ବର୍ଷା ସାଙ୍ଗକୁ ବହୁଛି ପବନ : ଅପରାହ୍ଣ ସୁଦ୍ଧା ତଳିଆ ଅଞ୍ଚଳରୁ ଲୋକଙ୍କୁ କରାଯିବ ସ୍ଥାନାନ୍ତର”

ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧,୯୬,୪୨୭ ନୂଆ ଆକ୍ରାନ୍ତ, ୩,୫୧୧ ମୃତ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୧.୯୬ ଲକ୍ଷକୁ ଖସି ଆସିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୩.୫ ହଜାରକୁ ହ୍ରାସ ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ମଙ୍ଗଳବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୯୬,୪୨୭ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩,୫୧୧ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୬୯,୪୮,୮୭୪ ଓ ମୃତ୍ୟୁସଂଖ୍ୟା ୩,୦୭,୨୩୧ରେ ପହଞ୍ଚିଛି।Continue reading “ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧,୯୬,୪୨୭ ନୂଆ ଆକ୍ରାନ୍ତ, ୩,୫୧୧ ମୃତ ।”

ରାଜନଗର ତାଳଚୁଆରେ ଗାଁରେ ପଶିଲା ପାଣି : ଜଳବନ୍ଦୀ ଘେରରେ ୬୦ରୁ ଅଧିକ ପରିବାର

କନକ ବ୍ୟୁରୋ : ସୁମଦ୍ର ଭିତରେ ସ୍ଥଳପଥ ଆଡକୁ ଅଗ୍ରସର ହେଉଛି ବାତ୍ୟା ୟାସ । ହେଲେ ଏହାର ପ୍ରଭାବ ଅନୁଭୂତ ହେବାରେ ଲାଗିଛି । ବିଶେଷ କରି ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ର କୂଳିଆ ଅଂଚଳରେ ପାଣି ପଶିବା ଆରମ୍ଭ କରିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ୪୮ଟି ଗାଁ ସମୁଦ୍ର କୂଳରେ ରହିଛି । ତେଣୁ ଏହିସବୁ ଗାଁକୁ ଅଧିକ ବିପଦ ରହିଛି । ଗତକାଲିଠାରୁ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେContinue reading “ରାଜନଗର ତାଳଚୁଆରେ ଗାଁରେ ପଶିଲା ପାଣି : ଜଳବନ୍ଦୀ ଘେରରେ ୬୦ରୁ ଅଧିକ ପରିବାର”

ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବାତ୍ୟା ୟାସ୍ : ପାରାଦ୍ୱୀପରୁ ୩୨୦ କିଲୋମିଟର ଦୂରରେ ରହିଛି ବାତ୍ୟା

କନକ ବ୍ୟୁରୋ : ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ୟାସ୍’ ଆଜି ଭୀଷଣ ବାତ୍ୟାର ରୂପ ନେବା ପରେ ଉତରପଶ୍ଚିମ ଆଡକୁ ଗତି କରୁଛି । ବଙ୍ଗୋପସାଗରରେ ବିରାଟ ଆକାରରେ ସୃଷ୍ଟି ହୋଇଥିବା ଏହି ଝଡ ଶେଷ ଖବର ସୁଦ୍ଧା ଘଂଟାକୁ ୯ କିଲୋମିଟର ବେଗରେ ଉତର ଓଡିଶା ଆଡକୁ ଆସୁଛି । ଏହା ପାରାଦୀପରୁ ୩୨୦ କିଲୋମିଟର ଓ ବାଲେଶ୍ୱରରୁ ୪୩୦ କିଲୋମିଟର ଦୂରରେ ରହିଛି । ସେପଟେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାContinue reading “ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବାତ୍ୟା ୟାସ୍ : ପାରାଦ୍ୱୀପରୁ ୩୨୦ କିଲୋମିଟର ଦୂରରେ ରହିଛି ବାତ୍ୟା”

ରାଜ୍ୟରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ : ୨୪ ଘଂଟାରେ ୧୦, ୯୩୯ ଆକ୍ରାନ୍ତ ଚିହ୍ନଟ, ୩୩ମୃତ; ଖୋର୍ଦ୍ଧା ଜିଲ୍ଲାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

କନକ ବ୍ୟୁରୋ : ଗତ ୨୪ ଘଂଟାରେ ରାଜ୍ୟରେ ୧୦ ହଜାର ୯୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬ ହଜାର ୧୭୮ ଆକ୍ରାନ୍ତ ଥିବା ବେଳେ ୪ ହଜାର ୭୬୧ ସ୍ଥାନୀୟ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ୧୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୨୨, ଅନୁଗୁଳରୁ ୮୧୯, ଢ଼େଙ୍କାନାଳରୁ ୭୬୩, ଯାଜପୁରରୁ ୫୪୧, ସୁନ୍ଦରଗଡ଼ରୁ ୫୧୨, ପୁରୀରୁ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମିତ ସଂଖ୍ୟାକୁ ମିଶାଇରେContinue reading “ରାଜ୍ୟରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ : ୨୪ ଘଂଟାରେ ୧୦, ୯୩୯ ଆକ୍ରାନ୍ତ ଚିହ୍ନଟ, ୩୩ମୃତ; ଖୋର୍ଦ୍ଧା ଜିଲ୍ଲାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା”

୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଇଏମଡି : ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି

କନକ ବ୍ୟୁରୋ : ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାଣ୍ଣିଂ ଜାରି କଲା ଆଇଏମଡି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ୮ ଜିଲ୍ଲା ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, ଢେଙ୍କାନାଳ ଓContinue reading “୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଇଏମଡି : ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି”

ଚିତ୍ରକୋଣ୍ଡାରେ ଡଙ୍ଗା ବୁଡି ୭ ନିଖୋଜ, ଜଣେ ମୃତ : ଆନ୍ଧ୍ରରୁ ଫେରୁଥିବା ବେଳେ ସିଲେରୁ ନଦୀରେ ବୁଡିଲା ଡଙ୍ଗା

କନକ ବ୍ୟୁରୋ : ଚିତ୍ରକୋଣ୍ଡାରେ ଡଙ୍ଗା ବୁଡି ୭ ନିଖୋଜ, ଜଣେ ମୃତ । ଆନ୍ଧ୍ରରୁ ଫେରୁଥିବା ବେଳେ ସିଲେରୁ ନଦୀରେ ବୁଡିଲା ଡଙ୍ଗା । ଗୁଣ୍ଡାବେଡା ପଞ୍ଚାୟତର କନ୍ଧଗୁଡାରେ ଦୁଇଟି ଡଙ୍ଗା ବୁଡିଲା । ଜଣେ ତିନି ବର୍ଷର ଝିଅର ମୃତଦେହ ମିଳିଥିବା ସୂଚନା । ତିନି ଜଣ ପହଁରି ପହଁରି କୂଳରେ ଲାଗିଲେ । ସୂଚନାନୁସାରେ, ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗ୍ରାମର ୧୧ ଶ୍ରମିକ ତେଲେଙ୍ଗାନାରୁContinue reading “ଚିତ୍ରକୋଣ୍ଡାରେ ଡଙ୍ଗା ବୁଡି ୭ ନିଖୋଜ, ଜଣେ ମୃତ : ଆନ୍ଧ୍ରରୁ ଫେରୁଥିବା ବେଳେ ସିଲେରୁ ନଦୀରେ ବୁଡିଲା ଡଙ୍ଗା”

ରାଜଧାନୀକୁ ବାତ୍ୟା ଭୟ : ବାତ୍ୟାର ରୂପରେଖ ଦେଖି ଟିକାକରଣ ପଦକ୍ଷେପ

କନକ ବ୍ୟୁରୋ : ବାତ୍ୟା ୟାସ୍ ବୁଧବାର ଓଡ଼ିଶା ଉପକୂଳ ଛୁଇଁବ । କିନ୍ତୁ ମଙ୍ଗଳବାରଠାରୁ ବିଭିନ୍ନ ଅଞ୍ଚଳରେ ବର୍ଷା ପବନ ଆରମ୍ଭ ହେବାକୁ ଥିବାରୁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ମଙ୍ଗଳବାର ଅପରାହ୍ନ ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବାକୁ କହିଛନ୍ତି । ହେଲେ ଭୁବନେଶ୍ବରରେ ଲୋକ ସ୍ଥାନାନ୍ତର ହେବେ କି ନାହିଁ ତାହା ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛିContinue reading “ରାଜଧାନୀକୁ ବାତ୍ୟା ଭୟ : ବାତ୍ୟାର ରୂପରେଖ ଦେଖି ଟିକାକରଣ ପଦକ୍ଷେପ”

Design a site like this with WordPress.com
Get started