ବାଲେଶ୍ୱରରୁ ଭଦ୍ରକ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ‘ୟାସ୍’ : ପାରାଦ୍ୱୀପରୁ ୩୬୦ କିଲୋମିଟର ଦୂରରେ ରହିଛି ବାତ୍ୟା

କନକ ବ୍ୟୁରୋ : ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ୟାସ୍’ ଆଜି ବାତ୍ୟାର ରୂପ ନେବା ପରେ ଉତରପଶ୍ଚିମ ଆଡକୁ ଗତି କରୁଛି । ବଙ୍ଗୋପସାଗରରେ ବିରାଟ ଆକାରରେ ସୃଷ୍ଟି ହୋଇଥିବା ଏହି ଝଡ ଶେଷ ଖବର ସୁଦ୍ଧା ଘଂଟାକୁ ୯ କିଲୋମିଟର ବେଗରେ ଉତର ଓଡିଶା ଆଡକୁ ଆସୁଛି । ଏହା ପାରାଦୀପରୁ ୩୬୦ କିଲୋମିଟର ଓ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି । ସେପଟେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେContinue reading “ବାଲେଶ୍ୱରରୁ ଭଦ୍ରକ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ‘ୟାସ୍’ : ପାରାଦ୍ୱୀପରୁ ୩୬୦ କିଲୋମିଟର ଦୂରରେ ରହିଛି ବାତ୍ୟା”

ମାଡ଼ି ଆସୁଛି ୟାସ୍ : ଆଜିଠାରୁ ପ୍ରକୋପ, ଅଧିକାଂଶ ଜିଲ୍ଲାରେ ଭୀଷଣ ବର୍ଷା ଆରମ୍ଭ

କନକ ବ୍ୟୁରୋ : ହଠାତ୍ ସ୍ଥିର ହୋଇଗଲା ବାତ୍ୟା ‘ୟାସ୍’, ସୋମବାର ମଧ୍ୟାହ୍ନ ଯାଏ। ସମୁଦ୍ର ଭିତରେ ରହି ଯଥେଷ୍ଟ ବଳ ଗୋଟାଇଲା। ବାତ୍ୟା ରୂପ ଧାରଣ କରିବା ପରେ ଶକ୍ତିଶାଳୀ ହୋଇ ଅପରାହ୍ନ ୫ଟା ଯାଏ ଧୀର ଗତିରେ ଆଗକୁ ବଢ଼ିଲା। ଏବେ ଧୀରେ ଧୀରେ ଅଧିକ ଭୟଙ୍କର ରୂପ ଧାରଣ କରି ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉପକୂଳ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ବେଳକୁ ବେଳ ଏତେ ଉଗ୍ର ହେଉଛି ଯେ ଆସନ୍ତାକାଲିContinue reading “ମାଡ଼ି ଆସୁଛି ୟାସ୍ : ଆଜିଠାରୁ ପ୍ରକୋପ, ଅଧିକାଂଶ ଜିଲ୍ଲାରେ ଭୀଷଣ ବର୍ଷା ଆରମ୍ଭ”

ଲୋକପ୍ରିୟ ଟିଭି ପ୍ରବଚକ ଚାରଣ ରାମଦାସଙ୍କ ଦେହାନ୍ତ । କିଛି ଦିନ ତଳେ କରୋନାରେ ହୋଇଥିଲେ ଆକ୍ରାନ୍ତ ।

କନକ ବ୍ୟୁରୋ: ଲୋକପ୍ରିୟ ଟିଭି ପ୍ରବଚକ ଚାରଣ ରାମଦାସଙ୍କ ଦେହାନ୍ତ । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଖି ବୁଜିଛନ୍ତି ଏହି ଲୋକପ୍ରିୟ କଳାକାର । ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ହେଲେ ଏହି ସମୟରେ ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହେବା ସହିତ ଫୁସଫୁସ ପ୍ରଭାବିତ ହୋଇଥିଲା । ଆଉ ଆଜି ସେ ସମସ୍ତଙ୍କ ପର କରି ଆରପାରିକୁ ଚାଲିଯାଇଛନ୍ତି । ଚାରଣContinue reading “ଲୋକପ୍ରିୟ ଟିଭି ପ୍ରବଚକ ଚାରଣ ରାମଦାସଙ୍କ ଦେହାନ୍ତ । କିଛି ଦିନ ତଳେ କରୋନାରେ ହୋଇଥିଲେ ଆକ୍ରାନ୍ତ ।”

ଭାରତରେ ଆରମ୍ଭ ହେଲା ସ୍ପୁଟନିକ ଭି ଟିକାର ଉତ୍ପାଦନ । ଭାରତୀୟ କମ୍ପାନୀ ପାନାସିଆ ବାୟୋଟେକ ସ୍ପୁଟନିକ-ଭି ଟିକା ଉତ୍ପାଦନ ଆରମ୍ଭ କରିଛି ।

କନକ ବ୍ୟୁରୋ: ଭାରତରେ ଆରମ୍ଭ ହେଲା ସ୍ପୁଟନିକ ଭି ଟିକାର ଉତ୍ପାଦନ । ଭାରତୀୟ କମ୍ପାନୀ ପାନାସିଆ ବାୟୋଟେକ ସ୍ପୁଟନିକ-ଭି ଟିକା ଉତ୍ପାଦନ ଆରମ୍ଭ କରିଛି । ଏହା ବର୍ଷକୁ ୧୦ କୋଟି ଟିକା ଉତ୍ପାଦନ କରିବ । ଜରୁରୀକାଳୀନ ବ୍ୟବହାର ପାଇଁ ଏପ୍ରିଲ ୧୨ରେ ସ୍ପୁଟନିକ-ଭି ଟିକାକୁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । ମେ ୧୪ରେ ଭାରତରେ ଏହାର ବ୍ୟବହାର ଆରମ୍ଭ ହୋଇଛି । ରୁଷରୁ ୩ ମାସ ମଧ୍ୟରେ ୧ କୋଟି ୮Continue reading “ଭାରତରେ ଆରମ୍ଭ ହେଲା ସ୍ପୁଟନିକ ଭି ଟିକାର ଉତ୍ପାଦନ । ଭାରତୀୟ କମ୍ପାନୀ ପାନାସିଆ ବାୟୋଟେକ ସ୍ପୁଟନିକ-ଭି ଟିକା ଉତ୍ପାଦନ ଆରମ୍ଭ କରିଛି ।”

ଦୈନିକ କେତେ ଟିକା ତିଆରି ହେଉଛି? ଦୈନିକ ଉତ୍ପାଦିତ ଟିକାରୁ କେତେ ଟିକା ଟିକାକରଣ କେନ୍ଦ୍ରରେ ପହଞ୍ଚୁଛି? କେରଳ ହାଇକୋର୍ଟରେ ତଥ୍ୟ ଦେଲେ କେନ୍ଦ୍ର ସରକାର

କନକ ବ୍ୟୁରୋ: କରୋନାର ମୁକାବିଲା ପାଇଁ ବର୍ତମାନ ଦେଶରେ ପ୍ରମୁଖ ଅସ୍ତ୍ର ଟିକାକରଣ । ହେଲେ ଏହି ଟିକା ଦୈନିକ କେତେ ତିଆରି ହେଉଛି , ଆଉ ଦୈନିକ ଉତ୍ପାଦିତ ଟିକାରୁ କେତେ ଟିକା , ଟିକାକରଣ ପାଇଁ ପହଁଚୁଛି ଟିକାକରଣ କେନ୍ଦ୍ରରେ, କଣ ଆପଣ ଜାଣିଛନ୍ତି । ଏନେଇ କେରଳ ହାଇକୋର୍ଟରେ ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର । କରୋନା ଟିକା ପାଇଁ ଧାଡିରେ ଠିଆ ହୋଇଥିବା ଲୋକଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇଯାଉଛି ,Continue reading “ଦୈନିକ କେତେ ଟିକା ତିଆରି ହେଉଛି? ଦୈନିକ ଉତ୍ପାଦିତ ଟିକାରୁ କେତେ ଟିକା ଟିକାକରଣ କେନ୍ଦ୍ରରେ ପହଞ୍ଚୁଛି? କେରଳ ହାଇକୋର୍ଟରେ ତଥ୍ୟ ଦେଲେ କେନ୍ଦ୍ର ସରକାର”

ଟୀକାକରଣ ପାଇଁ ଅନସ୍ପଟ ପଞ୍ଜିକରଣକୁ ମିଳିଲା ଅନୁମତି । ୧୮ରୁ ୪୪ ବର୍ଷର ଲୋକମାନେ ସିଧାସଳଖ ଟିକା କେନ୍ଦ୍ରକୁ ଯାଇ ଟିକା ନେଇପାରିବେ।

କନକ ବ୍ୟୁରୋ: ଟୀକାକରଣ ପାଇଁ ଅନସ୍ପଟ ପଞ୍ଜିକରଣକୁ ମିଳିଲା ଅନୁମତି। ୧୮ରୁ ୪୪ ବର୍ଷ ବର୍ଗର ଲୋକମାନେ ସିଧାସଳଖ ସରକାରୀ ଟିକା କେନ୍ଦ୍ରକୁ ଯାଇ ଟିକା ନେଇପାରିବେ। ଟିକାର ଅପଚୟ ରୋକିବାକୁ ଏପରି ଅଫଲାଇନ ପଞ୍ଜିକରଣର ବ୍ୟବସ୍ଥା କରାଯାଇଛି। କରୋନା ବିରୋଧରେ ଚାଲିଥିବା ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ୧୮ରୁ ୪୪ ବର୍ଷ ବର୍ଗର ଲୋକମାନେ ଟୀକାକରଣ ପାଇଁ ଅନସ୍ପଟ ପଞ୍ଜିକରଣର ସୁବିଧା ପାଇବେ। ଏହି ବର୍ଗର ଲୋକମାନେContinue reading “ଟୀକାକରଣ ପାଇଁ ଅନସ୍ପଟ ପଞ୍ଜିକରଣକୁ ମିଳିଲା ଅନୁମତି । ୧୮ରୁ ୪୪ ବର୍ଷର ଲୋକମାନେ ସିଧାସଳଖ ଟିକା କେନ୍ଦ୍ରକୁ ଯାଇ ଟିକା ନେଇପାରିବେ।”

ସମୁଦ୍ର ଭିତରେ ଘଣ୍ଟାପ୍ରତି  ୧୨ କିମି ବେଗରେ ଗତି କରୁଛି ୟାସ । ବାଲେଶ୍ୱରରୁ ୫୫୦, ପାରାଦୀପରୁ ୪୫୦ କିମି ଦୂରରେ…

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ ୟାସ୍ ଏବେ ଉପକୂଳ ମୁହାଁ ହୋଇଛି । ଆସନ୍ତା ୨୬ ତାରିଖ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ତାକୁ ନେଇ ଏବେ ଅନେକ ଆକଳନ ପ୍ରକାଶ ପାଉଛି । ତେବେ ଏହାରି ଭିତରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ତାଜା ଅପଡେଟ୍ ଅନୁସାରେ ୟାସ୍ ପାରାଦୀପଠାରୁ ୪୫୦ କିଲୋମିଟର ଦୂରରେ ରହିଛି । ସେହିପରି ବାଲେଶ୍ୱରଠାରୁ ଏହା ଏବେContinue reading “ସମୁଦ୍ର ଭିତରେ ଘଣ୍ଟାପ୍ରତି  ୧୨ କିମି ବେଗରେ ଗତି କରୁଛି ୟାସ । ବାଲେଶ୍ୱରରୁ ୫୫୦, ପାରାଦୀପରୁ ୪୫୦ କିମି ଦୂରରେ…”

କରୋନା ଚିକିତ୍ସା ପାଇଁ ‘ଆଂଟିବଡି କକ୍ଟେଲ୍’ । ଭାରତର ପ୍ରମୁଖ ହସପିଟାଲ ଓ କୋଭିଡ୍ ସେଂଟରରେ ହେବ ଉପଲବ୍ଧ । ଗୋଟିଏ ଡୋଜର ଦାମ ୫୯,୭୫୦ ଟଙ୍କା

କନକ ବ୍ୟୁରୋ: ରୁସ୍ କଂପାନୀ ପ୍ରସ୍ତୁତ କରିଥିବା ଏହି ଆଂଟିବଡି କକଟେଲ୍ ଗତବର୍ଷ ବେଶ ଚର୍ଚ୍ଚାରେ ରହିଥିଲା । କାରଣ ଗତ ଅକ୍ଟୋବର ମାସରେ ତକ୍ରାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଏହି ଔଷଧ ଦିଆଯାଇଥିଲା । ଏହା ପରେ ଏହି ଆଂଟିବଡି କକ୍ଟେଲର ଚର୍ଚ୍ଚା ଚାରିଆଡେ ହୋଇଥିଲା । ଭାରତରେ ଏହାର ବିକ୍ରି ଆରମ୍ଭ କରାଯାଇଥିବା ରୁସ୍ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ଏହାର ମାର୍କେଟିଂ ଦାୟିତ୍ୱContinue reading “କରୋନା ଚିକିତ୍ସା ପାଇଁ ‘ଆଂଟିବଡି କକ୍ଟେଲ୍’ । ଭାରତର ପ୍ରମୁଖ ହସପିଟାଲ ଓ କୋଭିଡ୍ ସେଂଟରରେ ହେବ ଉପଲବ୍ଧ । ଗୋଟିଏ ଡୋଜର ଦାମ ୫୯,୭୫୦ ଟଙ୍କା”

ପବନ ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁରରେ ଅତିପ୍ରବଳ ବର୍ଷା ଆଶଙ୍କା

କନକ ବ୍ୟୁରୋ: ବାତ୍ୟା ୟସର ପ୍ରଭାବରେ ଉତର ଓଡିଶା ଓ ଉପକୂଳ ଓଡିଶାର ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି ।ଆଗାମୀ ଦୁଇଦିନ ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଜଗତସିଂହପୁର. କେନ୍ଦ୍ରାପଡା,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ବାତ୍ୟା ୟାଶ ପ୍ରଭାବିତ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି । ସମୁଦ୍ର ମଧ୍ୟରେ ଥିବା ସାମୁଦ୍ରିକ ଝଡ଼ ବା ବାତ୍ୟା ଆଗକୁ ଅତି ଭୀଷଣ ବାତ୍ୟାର ରୂପ ନେବ ।Continue reading “ପବନ ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁରରେ ଅତିପ୍ରବଳ ବର୍ଷା ଆଶଙ୍କା”

ଘଣ୍ଟା ପ୍ରତି ୭ କିମି ବେଗରେ ଆଗକୁ ବଢୁଛି ୟାସ୍ । ୨୬ ତାରିଖରେ କରିବ ଲ୍ୟାଣ୍ଡଫଲ୍ । ବିଭିନ୍ନ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ।

କନକ ବ୍ୟୁରୋ: ବାତ୍ୟା ୟାସ୍ ନେଇ ତାଜା ଅପଡେଟ୍ ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର ବିଶ୍ୱାସ । ଗତ ୨୪ ଘଣ୍ଟା ହେଲା ୟାସ୍ ସମୁଦ୍ର ଭିତରେ ୭ କିମି ପ୍ରତି ଘଣ୍ଟାରେ ଆଗକୁ ବଢିବା ସହିତ ବଳ ଗୋଟାଉଛି ବୋଲି ସେ କହିଛନ୍ତି । ସେହିପରି ଏହା ଏବେ ପାରାଦୀପଠାରୁ ୪୯୦ କିଲୋମିଟର ଦୂରରେ ଥିବାବବେଳେ ଆସନ୍ତା ୧୨ ଘଣ୍ଟା ପରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟାର ରୂପContinue reading “ଘଣ୍ଟା ପ୍ରତି ୭ କିମି ବେଗରେ ଆଗକୁ ବଢୁଛି ୟାସ୍ । ୨୬ ତାରିଖରେ କରିବ ଲ୍ୟାଣ୍ଡଫଲ୍ । ବିଭିନ୍ନ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ।”

Design a site like this with WordPress.com
Get started