ବାତ୍ୟା ୟାସ ନେଇ ତାଜା ଅପଡେଟ୍ ଦେଲେ ଏସଆରସି ପ୍ରଦୀପ ଜେନା । ବାଲେଶ୍ୱର-ଭଦ୍ରକ ମଧ୍ୟରେ କରିବ ଲ୍ୟାଣ୍ଡଫଲ ।

କନକ ବ୍ୟୁରୋ: ବାତ୍ୟା ୟାସ୍ ନେଇ ଏବେ ତାଜା ଅପଡେଟ୍ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ତାଙ୍କ କହିବା ମୁତାବକ ସମୁଦ୍ର ଭିତରେ ଏବେ ସାମୁଦ୍ରିକ ଝଡର ରୂପ ନେଇସାରିଛି ୟାସ୍ । ଯାହାକି ଆଗାମୀ ୨୬ ତାରିଖରେ ଲ୍ୟାଣ୍ଡଫଲ କରିବ । ତେବେ ଓଡିଶାର ବାଲେଶ୍ୱର କିମ୍ବା ଭଦ୍ରକ ଜିଲ୍ଲାରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ଏସଆରସି ସୂଚନା ଦେଇଛନ୍ତି । ତା ସହ ଆଗାମୀ ସମୟରେ ଏନେଇ ସ୍ପଷ୍ଟ ସୂଚନାContinue reading “ବାତ୍ୟା ୟାସ ନେଇ ତାଜା ଅପଡେଟ୍ ଦେଲେ ଏସଆରସି ପ୍ରଦୀପ ଜେନା । ବାଲେଶ୍ୱର-ଭଦ୍ରକ ମଧ୍ୟରେ କରିବ ଲ୍ୟାଣ୍ଡଫଲ ।”

ଏତେ ଟଙ୍କା ଆପଣ ଆଗରୁ ଏକାସଙ୍ଗେ ବୋଧହୁଏ ଦେଖିନଥିବେ । କାରରୁ ଜବତ ହେଲା କୋଟି କୋଟି ଟଙ୍କା । ବ୍ୟାଙ୍କରୁ ମଗାଗଲା ମେସିନ୍, ଟଙ୍କା ଗଣିବାକୁ ବିତିଗଲା ସକାଳରୁ ସନ୍ଧ୍ୟା ।

କନକ ବ୍ୟୁରୋ : ଏତେ ଟଙ୍କା ହୁଏତ ଆପଣ ଆଗରୁ କେବେ ଏକା ସାଙ୍ଗେ ଦେଖିନଥିବେ । ଲକ୍ଷେ କି କୋଟିଏ ନୁହେଁ, ଏକା ସାଙ୍ଗେ ଜବତ ହୋଇଛି ସାଢେ ୪ କୋଟି ଟଙ୍କା । ଆଉ ଏହି ଟଙ୍କା ଗଣିବା ପାଇଁ ସକାଳରୁ ସନ୍ଧ୍ୟା ହୋଇଯାଇଥିଲା । ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା । ରାଜସ୍ଥାନର ଡୁଙ୍ଗରପୂରରେ ଗୁଜୁରାଟକୁ ଯାଉଥିବା ଏକ କାର୍ ଜବତ କରିଥିଲା ପୋଲିସ । ଆଉ ଏହି କାରContinue reading “ଏତେ ଟଙ୍କା ଆପଣ ଆଗରୁ ଏକାସଙ୍ଗେ ବୋଧହୁଏ ଦେଖିନଥିବେ । କାରରୁ ଜବତ ହେଲା କୋଟି କୋଟି ଟଙ୍କା । ବ୍ୟାଙ୍କରୁ ମଗାଗଲା ମେସିନ୍, ଟଙ୍କା ଗଣିବାକୁ ବିତିଗଲା ସକାଳରୁ ସନ୍ଧ୍ୟା ।”

ଭୟାବହ ହେଉଛି ମହାମାରୀ । ଗାଜିଆବାଦରେ ଗୋଟିଏ ରୋଗୀଙ୍କ ପାଖରେ ବ୍ଲାକ, ହ୍ୱାଇଟ ଓ ୟେଲୋ ଫଙ୍ଗସ

କନକ ବ୍ୟୁରୋ: କରୋନା ମହାମାରୀ ଭିତରେ ଚିନ୍ତା ବଢାଉଛି ବ୍ଲାକ ଫଙ୍ଗସ । ଉତ୍ତର ପ୍ରଦେଶର ଗାଜିଆ ବାଦରୁ ଏଭଳି ଏକ ଖବର ଆସିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ୟ୍ୟ ହୋଇଯିବେ । କାରଣ ଗୋଟିଏ ରୋଗୀଙ୍କ ପାଖରେ ଚିହ୍ନଟ ହୋଇଛି ବ୍ଲାକ, ହ୍ୱାଇଟ ଓ ୟେଲୋ ଫଙ୍ଗସ । ଗାଜିଆବାଦର ଯେଉଁ ହସ୍ପିଟାଲରୁ ଏହି ଖବର ସାମ୍ନାକୁ ଆସିଛି ସେହିଠାରୁ ୭ ପ୍ରକାର ହ୍ୱାଇଟ ଫଙ୍ଗସ କେସ ସାମ୍ନାକୁ ଆସିଛି । ଗାଜିଆବାଦ ସଞ୍ଜୟ ନଗରରContinue reading “ଭୟାବହ ହେଉଛି ମହାମାରୀ । ଗାଜିଆବାଦରେ ଗୋଟିଏ ରୋଗୀଙ୍କ ପାଖରେ ବ୍ଲାକ, ହ୍ୱାଇଟ ଓ ୟେଲୋ ଫଙ୍ଗସ”

ଅସୁସ୍ଥ ଜେଜେମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଉଥିଲେ ଯୁବକ । ରାସ୍ତାରେ ଅଟକାଇଲେ ଜିଲ୍ଲାପାଳ, ଫୋନ ଭାଙ୍ଗିଦେଲେ, ଶକ୍ତ ଚାପୁଡା ମାରିଲେ । ଜିଲ୍ଲାପାଳ ପଦରୁ ବିଦା କରିଦେଲେ ବାଘେଲ ସରକାର ।

କନକ ବ୍ୟୁରୋ : କଲେକ୍ଟରଙ୍କ ଦବଙ୍ଗଗିରି । ସବୁ ସୀମା ଟପିଗଲା ଜିଲ୍ଲାପାଳଙ୍କ ଜୁଲମ୍ । ନିରୀହ ଲୋକଙ୍କୁ ମାଡ଼ ମାରିଲେ, ମୋବାଇଲ୍ ଭାଙ୍ଗିଦେଲେ । ଦବଙ୍ଗ ଡିଏମ୍ । ଯିଏ ଲୋକଙ୍କୁ ଲକଡାଉନର ପାଠ ପଢାଇବାକୁ ଯାଇ ନିଜ ମଣିଷପଣିଆକୁ ମାରିଦେଇଛନ୍ତି । ଜରୁରୀକାମରେ ବାହାରକୁ ବାହାରୁଥିବା ଲୋକଙ୍କୁ ବି ପ୍ରବଳ ପିଟୁଛନ୍ତି କଲେକ୍ଟର । ଆଉ ଜିଲ୍ଲାପାଳଙ୍କ ଜୁଲମର ସବୁ ସୀମା ସେତେବେଳେ ଟପିଯାଇଥିଲା, ଯେତେବେଳେ, ଟୀକା ନେବାକୁ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକାଇ,Continue reading “ଅସୁସ୍ଥ ଜେଜେମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଉଥିଲେ ଯୁବକ । ରାସ୍ତାରେ ଅଟକାଇଲେ ଜିଲ୍ଲାପାଳ, ଫୋନ ଭାଙ୍ଗିଦେଲେ, ଶକ୍ତ ଚାପୁଡା ମାରିଲେ । ଜିଲ୍ଲାପାଳ ପଦରୁ ବିଦା କରିଦେଲେ ବାଘେଲ ସରକାର ।”

କରୋନା ମୁକ୍ତ ଗାଁ…ଯେଉଁଠି ଆଜି ଯାଏଁ କେହି ଜଣେ ବି ହୋଇନାହାନ୍ତି ସଂକ୍ରମିତ । ଗାଁରେ ରହିଛି ନିଜସ୍ୱ ଆଇନ୍ ବ୍ୟବସ୍ଥା, ବାହାର ଲୋକଙ୍କୁ ପ୍ରବେଶ ମନା ।

କନକ ବ୍ୟୁରୋ : କରୋନା ଭାଇରସର ଦ୍ୱିତୀୟ ଲହର ସଂକ୍ରମଣ ସାରା ଦେଶବାସୀଙ୍କ ପାଇଁ କଷ୍ଟର କାରଣ ସାଜିଥିବା ବେଳେ, ମହାମାରୀରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହେଲାଣି । ସହରଠୁ ଆରମ୍ଭ କରି ଗାଁର ଗଳିକନ୍ଦି ଯାଏଁ, ସଂକ୍ରମଣ ବଢୁଛି, ଆଉ ଲୋକଙ୍କ ଜୀବନ ଯାଉଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତର ସେମିତି ଏକ ଗାଁ ବିଷୟରେ କହିବୁ, ଯେଉଁଠି ଏପର୍ଯ୍ୟନ୍ତ ଜଣେ ହେଲେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି ।Continue reading “କରୋନା ମୁକ୍ତ ଗାଁ…ଯେଉଁଠି ଆଜି ଯାଏଁ କେହି ଜଣେ ବି ହୋଇନାହାନ୍ତି ସଂକ୍ରମିତ । ଗାଁରେ ରହିଛି ନିଜସ୍ୱ ଆଇନ୍ ବ୍ୟବସ୍ଥା, ବାହାର ଲୋକଙ୍କୁ ପ୍ରବେଶ ମନା ।”

ବାତ୍ୟା ୟାସକୁ ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । କହିଲେ, ସାଢେ ୪ କୋଟି ଓଡ଼ିଆ ମୋର ପରିବାର, ସମସ୍ତଙ୍କ ସୁରକ୍ଷା ମୋର ସବୁଠୁ ବଡ ପ୍ରାଥମିକତା ।

କନକ ବ୍ୟୁରୋ : ବାତ୍ୟା ୟାସ୍ ଉପକୂଳ ଆଡକୁ ମାଡି ଆସୁଥିବା ବେଳେ ରାଜ୍ୟବାସୀଙ୍କ ବଡ ବାର୍ତ୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା କାଳରେ ବାତ୍ୟା ୟାସ୍ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବର୍ଷେ ହେବ କୋଭିଡ ବିରୋଧରେ ଲଢେଇ ଜାରି ରହିଛି । କିନ୍ତୁ ଏବେ ଏକସମୟରେ ଦୁଇ ଦୁଇଟି ବଡ ବିପଦ ବାତ୍ୟା ଓ କରୋନାର ମୁକାବିଲା କରିବାକୁ ହେବ । ଗତବର୍ଷ କୋଭିଡ ସହ ଅମ୍ଫାନର ମୁକାବିଲା କରିଥିଲୁ Continue reading “ବାତ୍ୟା ୟାସକୁ ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । କହିଲେ, ସାଢେ ୪ କୋଟି ଓଡ଼ିଆ ମୋର ପରିବାର, ସମସ୍ତଙ୍କ ସୁରକ୍ଷା ମୋର ସବୁଠୁ ବଡ ପ୍ରାଥମିକତା ।”

ଏକାଠି ଲଢିଲେ, ୟାସକୁ ଜିତିବ ଓଡିଶା । ଡବଲ ବିପଦ ପାଇଁ ଡବଲ ମାସ୍କ ପିନ୍ଧିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍ ଏବେ ଉପକୂଳ ମୁହାଁ ହେବା ସହିତ ଓଡିଶା ଆଡକୁ ବଢୁଛି । କରୋନା ସ୍ଥିତିରେ ଏହି ବାତ୍ୟା ଏବେ ଦୁଇଗୁଣା ବିପଦ ନେଇ ଆସିଛି । ତେଣୁ ସମସ୍ତେ ଏହି ସମୟରେ ନିଜକୁ ସୁରକ୍ଷିତ ରଖିବା ସହିତ ଦୁଇଟି ମାସ୍କ ପିନ୍ଧନ୍ତୁ । ଆଜି ରାଜ୍ୟବାସୀଙ୍କୁ ସମ୍ଭୋଧିତ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ୟାସକୁ ଏବେ ମୁକାବିଲା କରିବା ପାଇଁ ପ୍ରସ୍ତୁତContinue reading “ଏକାଠି ଲଢିଲେ, ୟାସକୁ ଜିତିବ ଓଡିଶା । ଡବଲ ବିପଦ ପାଇଁ ଡବଲ ମାସ୍କ ପିନ୍ଧିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ।”

ବାତ୍ୟାର ବଡ ଖବର । ବାଲେଶ୍ୱରରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ୟାସ’ । ଆକଳନ କଲା ଆଇଏମଡି ।

କନକ ବ୍ୟୁରୋ: ବାତ୍ୟା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ବାଲେଶ୍ୱରରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ୟାସ । ବାଲେଶ୍ୱର ଆଖପାଖରେ କରିପାରେ ୟାସ ଲ୍ୟାଣ୍ଡଫଲ । ବାଲେଶ୍ୱରରେ ବାତ୍ୟାର ଲ୍ୟାଣ୍ଡଫଲ ନେଇ ଆଇଏମଡିର ଆକଳନ । ତେବେ ୨୬ ତାରିଖ ମଧ୍ୟାହ୍ନ ସୁଦ୍ଧା ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁବ ୟାସ୍ । ଝଡର ରୂପ ନେଇ ମଝି ସମୁଦ୍ରରୁ ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ୟାସ । ଭାରତୀୟ ପାଣିପାଗContinue reading “ବାତ୍ୟାର ବଡ ଖବର । ବାଲେଶ୍ୱରରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ୟାସ’ । ଆକଳନ କଲା ଆଇଏମଡି ।”

ପାଖେଇ ଆସୁଛି ବାତ୍ୟା ୟାସ୍ । ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା, ୨୬ରେ କରିବ ଲ୍ୟାଣ୍ଡଫଲ । ଜାଣନ୍ତୁ ପାରାଦ୍ୱୀପ ଓ ବାଲେଶ୍ୱର ଠାରୁ କେତେ ଦୂରରେ ରହିଛି ବାତ୍ୟା ।

କନକ ବ୍ୟୁରୋ : ଉପକୂଳ ଆଡକୁ ମାଡି ଆସୁଛି ୟାସ୍ । ଗତ ୬ ଘଣ୍ଟା ହେବ ୪ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା ୟାସ୍ । ପାଣିପାଗ ବିଭାଗ ପକ୍ଷରୁ ମଧ୍ୟାହ୍ନ ୨ଟା ୩୦ରେ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ, ଏବେ ବାତ୍ୟା ସମୁଦ୍ର ଭିତରେ ବଳ ଗୋଟାଇବା ସହ ଧୀରେ ଧୀରେ ଆଗକୁ ବଢୁଛି । ପାରାଦ୍ୱୀପରୁ ସାଗର ଦ୍ୱୀପ ମଧ୍ୟରେ ୟାସ୍ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନContinue reading “ପାଖେଇ ଆସୁଛି ବାତ୍ୟା ୟାସ୍ । ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା, ୨୬ରେ କରିବ ଲ୍ୟାଣ୍ଡଫଲ । ଜାଣନ୍ତୁ ପାରାଦ୍ୱୀପ ଓ ବାଲେଶ୍ୱର ଠାରୁ କେତେ ଦୂରରେ ରହିଛି ବାତ୍ୟା ।”

ବାତ୍ୟା ୟାସକୁ ନେଇ ଶାହାଙ୍କ ସହ କଥା ହେଲେ ଧର୍ମେନ୍ଦ୍ର । କହିଲେ ବିପତ୍ତି ସମୟରେ ସାଥୀରେ ରହିଛନ୍ତି କେନ୍ଦ୍ର ସରକାର, ସମ୍ଭାବ୍ୟ ସହାୟତା ଓ ସମ୍ପୂର୍ଣ୍ଣ ସହଯୋଗ ପାଇଁ ଶାହା ଦେଲେ ପ୍ରତିଶ୍ରୁତି ।

କନକ ବ୍ୟୁରୋ : ବାତ୍ୟାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ୟାସ୍ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକ ସମ୍ପର୍କରେ ଆଲୋଚନା ସହ ଏଭଳି ବିପତ୍ତି ସମୟରେ କେନ୍ଦ୍ର ସରକାର ସାଥୀରେ ରହିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହାସହ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଏବଂ ସମ୍ପୂର୍ଣ୍ଣ ସହଯୋଗ ପାଇଁ ଶାହା ପ୍ରତିଶ୍ରୁତି ଦେଇଛନ୍ତି । ବାତ୍ୟା ସମୟରେ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବାContinue reading “ବାତ୍ୟା ୟାସକୁ ନେଇ ଶାହାଙ୍କ ସହ କଥା ହେଲେ ଧର୍ମେନ୍ଦ୍ର । କହିଲେ ବିପତ୍ତି ସମୟରେ ସାଥୀରେ ରହିଛନ୍ତି କେନ୍ଦ୍ର ସରକାର, ସମ୍ଭାବ୍ୟ ସହାୟତା ଓ ସମ୍ପୂର୍ଣ୍ଣ ସହଯୋଗ ପାଇଁ ଶାହା ଦେଲେ ପ୍ରତିଶ୍ରୁତି ।”

Design a site like this with WordPress.com
Get started