ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ ୧ ତାରିଖ ପର୍ଯ୍ୟନ୍ତ ବଢିଲା ଲକଡାଉନ୍ । ଟ୍ୱିଟ୍ କରି ସୂଚନା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର

କନକ ବ୍ୟୁରୋ : ବିହାରରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସୂଚନା ମୁତାବକ ବିହାରରେ ଜୁନ୍ ପହିଲା  ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ । ବିହାରରେ କୋଭିଡ-୧୯ ବିରୋଧରେ ଜାରି ରହିଥିବା ଲଢେଇରେ ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ଏନେଇ କିଛି ଅଧିକାରୀ ମାନଙ୍କ ସହ ବିଚାର ବିମର୍ଷContinue reading “ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ ୧ ତାରିଖ ପର୍ଯ୍ୟନ୍ତ ବଢିଲା ଲକଡାଉନ୍ । ଟ୍ୱିଟ୍ କରି ସୂଚନା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର”

ବାତ୍ୟା ୟାସ ପ୍ରଭାବରେ ବଦଳୁଛି ସାମୁଦ୍ରିକ ପରିବେଶ : ଦୁଇ ଦିନ ଧରି ପୁରୀ ସମୁଦ୍ର କୂଳରେ ମାଛ ମଡକ ପରେ ଏବେ ମାଛ ଧରାଳିର ଜାଲରେ କୁଢ କୁଢ ଜେଲି ଫିସ

କନକ ବ୍ୟୁରୋ : ବାତ୍ୟା ୟାସ୍ ଯୋଗୁଁ ବଦଳୁଛି ସାମୁଦ୍ରିକ ପରିବେଶ । ଗତ ୨ ଦିନ ଧରି ପୁରୀ ସମୁଦ୍ର କୂଳରେ ମାଛ ମଡ଼କ ପରେ ଆଜି ଦେଖିବାକୁ ମିଳିଛି କୁଢ଼କୁଢ଼ ମୃତ ଜେଲିଫିସ୍ । ଲାଇଟହାଉସ ବେଳାଭୂମିରୁ ଆରମ୍ଭ କରି ପେଣ୍ଠକଟା ବେଳାଭୂମି ପର୍ଯ୍ୟନ୍ତ ପଡିରହିଛି ଜେଲିଫିସ୍ । ତେବେ ବାତ୍ୟାର ପ୍ରଭାବରେ ସମୁଦ୍ର ଯେଭଳି ଜୁଆରିଆ ଓ ଅଶାନ୍ତ ରହିଛି ତାହାର ପ୍ରଭାବରେ ଏଭଳି ମାଛ ଓ ଜେଲିଫିସ୍ ମରିଯାଉଥିବା କହିଛନ୍ତି ମତ୍ସଜୀବୀContinue reading “ବାତ୍ୟା ୟାସ ପ୍ରଭାବରେ ବଦଳୁଛି ସାମୁଦ୍ରିକ ପରିବେଶ : ଦୁଇ ଦିନ ଧରି ପୁରୀ ସମୁଦ୍ର କୂଳରେ ମାଛ ମଡକ ପରେ ଏବେ ମାଛ ଧରାଳିର ଜାଲରେ କୁଢ କୁଢ ଜେଲି ଫିସ”

ଫାଇଲିନ, ତିତଲି, ଅମ୍ପନ ଆଉ ଏବେ ୟାସ୍ । ଭୂପୃଷ୍ଠରେ ତାଣ୍ଡବ ରଚୁଥିବା ଏହି ବାତ୍ୟା ମାନଙ୍କର ନାଁ ଏପରି କାହିଁକି ହୋଇଛି ? କିଏ ବାତ୍ୟା ଗୁଡିକର ନାଁ ଏଭଳି ଦେଉଛି ?

କନକ ବ୍ୟୁରୋ: ଫାଇଲିନ, ତିତଲି, ଅମ୍ପନ ଆଉ ଏବେ ୟାସ୍ । ଓଡିଶା ଉପରେ ଆଉ ଏକ ବାତ୍ୟାର ବିପଦ ମାଡି ଆସୁଛି । ୨୬ ତାରିଖ ସନ୍ଧ୍ୟାରେ ଏହି ବାତ୍ୟା ପାରାଦୀପ ଓ ସାଗରଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ । କେବେ ନା କେବେ ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଆସିଥିବ ଭୂପୃଷ୍ଠରେ ତାଣ୍ଡବ ରଚୁଥିବା ଏହି ବାତ୍ୟା ମାନଙ୍କର ନାଁ ଏପରି କାହିଁକି ହୋଇଛି । କିଏ ବାତ୍ୟା ଗୁଡିକର ନାଁ ଏଭଳି ଦେଉଛିContinue reading “ଫାଇଲିନ, ତିତଲି, ଅମ୍ପନ ଆଉ ଏବେ ୟାସ୍ । ଭୂପୃଷ୍ଠରେ ତାଣ୍ଡବ ରଚୁଥିବା ଏହି ବାତ୍ୟା ମାନଙ୍କର ନାଁ ଏପରି କାହିଁକି ହୋଇଛି ? କିଏ ବାତ୍ୟା ଗୁଡିକର ନାଁ ଏଭଳି ଦେଉଛି ?”

ସମୁଦ୍ରରେ ବାତ୍ୟା ଆକାରରେ ସ୍ଥଳଭାଗ ଆଡକୁ ମୁହାଁଇ ଚାଲିଛି ୟାସ : ଉପକୂଳ ଓଡିଶାରେ ଅନୁଭବ ହେଲାଣି ପ୍ରଭାବ; କେନ୍ଦ୍ରପଡା, ବାଲେଶ୍ୱର ଓ ଜଗତସିଂହପୁରରେ ଆରମ୍ଭ ହେଲାଣି ବର୍ଷା ପବନ

କନକ ବ୍ୟୁରୋ : ଆସୁଛି ବାତ୍ୟା, ହେଲାଣି ପବନ । ବାତ୍ୟା ୟାସ ଏବେ ସମୁଦ୍ର ଭିତରେ ରହିଛି । ଘଂଟା ପ୍ରତି ୨ କିଲୋମିଟର ବେଗରେ ଗତି କରି ବଳ ଗୋଟାଉଛି । ହେଲେ ଏହାର ପ୍ରଭାବ ଏବେ ଠାରୁ ଉପକୂଳ ଓଡିଶାରେ ଅନୁଭୁତ ହେଲାଣି । କେନ୍ଦ୍ରପଡା, ବାଲେଶ୍ୱର ଓ ଜଗତସିଂହପୁରରେ ବର୍ଷା ପବନ ଆରମ୍ଭ ହୋଇଯାଇଛି । ଜଗତସିଂହପୁର. କେନ୍ଦ୍ରାପଡା,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ବାତ୍ୟା ୟାସ ପ୍ରଭାବିତ କରିବ ବୋଲି ଭାରତୀୟContinue reading “ସମୁଦ୍ରରେ ବାତ୍ୟା ଆକାରରେ ସ୍ଥଳଭାଗ ଆଡକୁ ମୁହାଁଇ ଚାଲିଛି ୟାସ : ଉପକୂଳ ଓଡିଶାରେ ଅନୁଭବ ହେଲାଣି ପ୍ରଭାବ; କେନ୍ଦ୍ରପଡା, ବାଲେଶ୍ୱର ଓ ଜଗତସିଂହପୁରରେ ଆରମ୍ଭ ହେଲାଣି ବର୍ଷା ପବନ”

ଟାଟା ଷ୍ଟିଲର ଐତିହାସିକ ଘୋଷଣା । କରୋନାରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ୬୦ ବର୍ଷ ପର୍ଯ୍ୟନ୍ତ ମିଳିବ ଦରମା । ଏହାସହ ଅନେକ ସୁବିଧା ।

କନକ ବ୍ୟୁରୋ : ଦେଶରେ କାୟାବିସ୍ତାର କରିଥିବା କରୋନା ମହାମାରୀ ଭିତରେ ଅନେକ କମ୍ପାନୀ ସେମାନଙ୍କ କର୍ମଚାରୀ ମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ଏହି କ୍ରମରେ ଦେଶର ସବୁଠାରୁ ବଡ ଷ୍ଟିଲ କମ୍ପାନୀ ଟାଟା ତା’ର କର୍ମଚାରୀ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛି । ଏହି ଯୋଜନା ଅଧିନରେ ଟାଟା ଷ୍ଟିଲରେ କାମ କରୁଥିବା କୌଣସି କର୍ମଚାରୀଙ୍କର ଯଦି କରୋନା ସଂକ୍ରମଣରେ ମୃତ୍ୟୁ ହୋଇଯାଏ ତେବେ କମ୍ପାନୀContinue reading “ଟାଟା ଷ୍ଟିଲର ଐତିହାସିକ ଘୋଷଣା । କରୋନାରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ୬୦ ବର୍ଷ ପର୍ଯ୍ୟନ୍ତ ମିଳିବ ଦରମା । ଏହାସହ ଅନେକ ସୁବିଧା ।”

ବାତ୍ୟା ୟାସ୍ ପ୍ରଭାବରେ ରାଜନଗରରେ ବର୍ଷା ଆରମ୍ଭ : ବର୍ଷା ସହ ପବନ କରୁଛି ଲୋକଙ୍କୁ ଆତଙ୍କିତ

କନକ ବ୍ୟୁରୋ : ବାତ୍ୟା ୟାସ ଏବେ ସମୁଦ୍ର ଭିତରେ ରହିଛି । ଘଂଟା ପ୍ରତି ୨ କିଲୋମିଟର ବେଗରେ ଗତି କରି ବଳ ଗୋଟାଉଛି । ହେଲେ ଏହାର ପ୍ରଭାବ ଏବେ ଠାରୁ ଉପକୂଳ ଓଡିଶାରେ ଅନୁଭୁତ ହେଲାଣି । କିଛି ସ୍ଥାନରେ ପବନ ବହିବା ସହ ବର୍ଷା ଆରମ୍ଭ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଂଚଳରେ ଆକାଶ ମେଘାଚ୍ଛନ ରହିବା ସହ ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟା ୟାସ ଯୋଗୁଁ ଓଡିଶାରContinue reading “ବାତ୍ୟା ୟାସ୍ ପ୍ରଭାବରେ ରାଜନଗରରେ ବର୍ଷା ଆରମ୍ଭ : ବର୍ଷା ସହ ପବନ କରୁଛି ଲୋକଙ୍କୁ ଆତଙ୍କିତ”

ଓଡ଼ିଶାରେ ପହଂଚିଲେ ଏନଡିଆରଏଫ ଟିମ୍ : ଗୌହାଟୀ, ଗୁଜରାଟ ଓ ଜାମନଗରରୁ ସ୍ୱତନ୍ତ୍ର ବିମାନରେ ଆସିଲେ ୧୫୪ ଜଣ

କନକ ବ୍ୟୁରୋ : ଉପକୂଳ ଆଡକୁ ମାଡି ଆସୁଛି ୟାସ୍ । ଗତ ୬ ଘଣ୍ଟା ହେବ ୨ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା ୟାସ୍ । ବାତ୍ୟା ମୁକାବିଲା କରିବା ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଏନଡିଆରଏଫ୍ ଟିମ୍ । ଗୌହାଟୀ, ଗୁଜୁରାଟ, ଜାମୁନଗରରୁ ୧୫୪ ଜଣ ପହଞ୍ଚିଲେ । ବାତ୍ୟା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ ନିୟୋଜିତ ହେବେ । ପାଣିପାଗ ବିଭାଗ ପକ୍ଷରୁ ମଧ୍ୟାହ୍ନ ୧୨ଟାରେ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ,Continue reading “ଓଡ଼ିଶାରେ ପହଂଚିଲେ ଏନଡିଆରଏଫ ଟିମ୍ : ଗୌହାଟୀ, ଗୁଜରାଟ ଓ ଜାମନଗରରୁ ସ୍ୱତନ୍ତ୍ର ବିମାନରେ ଆସିଲେ ୧୫୪ ଜଣ”

ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ପାଇଁ ବଢିଲା ଅଡୁଆ । ଡ୍ରଗ୍ସ କଣ୍ଟୋଲରଙ୍କୁ ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଦେଶ । ତୁରନ୍ତ ନିଅ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ଦିଲ୍ଲୀର ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ପାଇଁ ବଢିଲା ଅଡୁଆ । କରୋନା କାଳରେ ଔଷଧ ବାଣ୍ଟିବାକୁ ନେଇ ଦିଲ୍ଲୀ ହାଇକୋର୍ଟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡଗ୍ସ କଣ୍ଟ୍ରୋଲରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି କି ସେ ଖେଳାଳୀ ହୁଅନ୍ତୁ ବା ନେତା । ଯେତେବେଳେ ସାରା ଦେଶରେ ଫାବିଫ୍ଲୁ ଭଳି ମେଡିସିନର ଘୋର ଅଭାବ ସେତେବେଳେ ସେ କେଉଁଠୁ ଏତେ ମେଡିସିନ ଆଣିContinue reading “ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ପାଇଁ ବଢିଲା ଅଡୁଆ । ଡ୍ରଗ୍ସ କଣ୍ଟୋଲରଙ୍କୁ ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଦେଶ । ତୁରନ୍ତ ନିଅ କାର୍ଯ୍ୟାନୁଷ୍ଠାନ”

କରୋନା ଲଢ଼େଇ ଭିତରେ ଆସୁଛି ବାତ୍ୟା : କୋଭିଡ ଗାଇଡ଼ଲାଇନ ସହ ପ୍ରଭାବିତ ହେବାକୁ ଥିବା ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭାଗ

କନକ ବ୍ୟୁରୋ : ବାତ୍ୟା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି ସ୍ୱାସ୍ଥ୍ୟ ବିଭାଗ । ଗାଡଲାଇନ ଅନୁଯାୟୀ ସବୁ କାର୍ଯ୍ୟ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର କରିବା ସହ ଜରୁରୀକାଳୀନ ସେବା ଯୋଗାଇବା ଓ ପୂର୍ବ ସମସ୍ତ ଚିକିତ୍ସିତଙ୍କୁ ସେବା ପ୍ରାଥମିକତା ଦିଆଯାଇଛି । ଏଥର କୋଭିଡ ପରିସ୍ଥିତି ଥିବାରୁ ବିଭାଗର ଆଗରେ ଅଧିକ ଚ୍ୟାଲେଂଜ ସୃଷ୍ଟି ହୋଇଛି । କୋଭିଡକୁ ଦୃଷ୍ଟିରେ ରଖିContinue reading “କରୋନା ଲଢ଼େଇ ଭିତରେ ଆସୁଛି ବାତ୍ୟା : କୋଭିଡ ଗାଇଡ଼ଲାଇନ ସହ ପ୍ରଭାବିତ ହେବାକୁ ଥିବା ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭାଗ”

ଶାହାଙ୍କ ବାତ୍ୟା ସମୀକ୍ଷା । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା, କୋଭିଡ ହସ୍ପିଟାଲରେ ଯେପରି ସମସ୍ୟା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ।

କନକ ବ୍ୟୁରୋ : ସମୁଦ୍ର ଭିତରେ ବଳ ଗୋଟାଇ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ୟାସ୍ । ପାରାଦ୍ୱୀପରୁ ସାଗର ଦ୍ୱୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏବେ ଏହାର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁୂତିକୁ ଜୋରଦାର କରିଥିବା ବେଳେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବାତ୍ୟାContinue reading “ଶାହାଙ୍କ ବାତ୍ୟା ସମୀକ୍ଷା । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା, କୋଭିଡ ହସ୍ପିଟାଲରେ ଯେପରି ସମସ୍ୟା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ।”

Design a site like this with WordPress.com
Get started