ରାଜ୍ୟରେ ଗତ ୨୪ଘଂଟାରେ ୧୧,୦୫୯ ଆକ୍ରାନ୍ତ ଚିହ୍ନଟ : ଦୈନିକ ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲାକୁ ଅତିକ୍ରମ କଲା କଟକ

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧,୦୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୧୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୮୬୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣରେ କଟକ ,ଖୋର୍ଦ୍ଧା ଜିଲ୍ଲାକୁ ଅତିକ୍ରମ କରିଛି । କଟକ ଜିଲ୍ଲାରୁ ସର୍ବାଧିକ ୧୧୩୩ ଜଣ ଆକ୍ରାନ୍ତ ଥିବା ବେଳେ ଖୋର୍ଦ୍ଧାରୁ ୧୦୧୦ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନାContinue reading “ରାଜ୍ୟରେ ଗତ ୨୪ଘଂଟାରେ ୧୧,୦୫୯ ଆକ୍ରାନ୍ତ ଚିହ୍ନଟ : ଦୈନିକ ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲାକୁ ଅତିକ୍ରମ କଲା କଟକ”

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଲା ‘ୟାସ’ : ୨୪ ଘଂଟାରେ ନେବ ଅତିଭୀଷଣ ବାତ୍ୟାର ରୂପ

କନକ ବ୍ୟୁରୋ : ବାତ୍ୟାର ରୂପ ନେଲା ‘ୟାସ’ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତମାନ ଏହା ସମୁଦ୍ର ମଧ୍ୟରେ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହୋଇଛି । ଆଗାମୀ ୨୪ ଘଂଟାରେ ଏହା ଅତିଭୀଷଣ ବାତ୍ୟାର ରୂପ ନେବ । ପାରାଦୀପର ୫୪୦ କିଲୋମିଟର ଦକ୍ଷିଣ, ଦକ୍ଷିଣ- ପୂର୍ବକୁ  ଏବଂ ବାଲେଶ୍ୱରର ୬୫୦ କିଲୋମିଟର ଦକ୍ଷିଣ- ପୂର୍ବକୁ ରହିଛି ୟାସ । ଧୀରେ ଧୀରେ ଏହା ଉତ୍ତର, ଉତ୍ତର ପଶ୍ଚିମ ଦିଗକୁContinue reading “ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଲା ‘ୟାସ’ : ୨୪ ଘଂଟାରେ ନେବ ଅତିଭୀଷଣ ବାତ୍ୟାର ରୂପ”

ବାତ୍ୟା ପୂର୍ବରୁ ବଜାରରେ ଭିଡ : ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋକାନ ଖୋଲିବା ଅବଧି ବଢ଼ାଇଲେ ସରକାର

କନକ ବ୍ୟୁରୋ : ବଢିଲା ଦୋକାନ ଖୋଲିବା ସମୟ । ୧୦ଟି ଜିଲ୍ଲାରେ ବଢିଲା ଦୋକାନ ଖୋଲିବା ସମୟ । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ୨ଦିନ ପାଇଁ କଟକଣା କୋହଳ କରାଯାଇଛି । ଆଜି ଓ କାଲି ପାଇଁ ସକାଳ ୭ରୁ ଦିନ ଗୋଟାଏ ଯାଏଁ କିଣାକିଣି କରିପାରିବେ । ୧୦ ଜିଲ୍ଲାରେ ଲକଡାଉନ କଟକଣାକୁ କୋହଳ କରାଯାଇଛି । ୧୦ ଜିଲ୍ଲାContinue reading “ବାତ୍ୟା ପୂର୍ବରୁ ବଜାରରେ ଭିଡ : ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋକାନ ଖୋଲିବା ଅବଧି ବଢ଼ାଇଲେ ସରକାର”

ରାମଦେବ ବାବାଙ୍କ ବିବାଦୀୟ ବୟାନକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତାଗିଦ : ହର୍ଷବର୍ଦ୍ଧନ କହିଲେ, ଆପତିଜନକ ମନ୍ତବ୍ୟ ପ୍ରତ୍ୟାହାର କର

କନକ ବ୍ୟୁରୋ :କରୋନା ସମୟରେ ବାବା ରାମଦେବଙ୍କ ଏଲୋପାଥିକ ଔଷଧକୁ ନେଇ ଗୋଟିଏ ବୟାନ ଦେଶରେ ତାତିକୁ ବଢାଇ ଦେଇଛି । ବାବାଙ୍କ ବୟାନକୁ ନେଇ ଏବେ ଭାରତୀୟ ମେଡିକାଲ ଆସୋସିଏସନ୍ ପକ୍ଷରୁ ଦାଏର ହୋଇଛି ଏତଲା । ବାବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ଆଇଏମଏ । ବିବାଦ ବଢ଼ିବା ପରେ ବାବା ରାମଦେବ ଦେଇଥିବା ଆପତିଜନକ ମନ୍ତବ୍ୟ ପ୍ରତ୍ୟାହାର କରିନେବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ।Continue reading “ରାମଦେବ ବାବାଙ୍କ ବିବାଦୀୟ ବୟାନକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତାଗିଦ : ହର୍ଷବର୍ଦ୍ଧନ କହିଲେ, ଆପତିଜନକ ମନ୍ତବ୍ୟ ପ୍ରତ୍ୟାହାର କର”

ଆଉ କିଛି ସମୟ ମଧ୍ୟରେ ବାତ୍ୟାର ରୂପ ନେବ ୟାସ : ସକାଳ ସାଢ଼େ ୮ରୁ ସାଢ଼େ ୧୧ ମଧ୍ୟରେ ବାତ୍ୟାରେ ପରିଣତ ହେବ ଗଭୀର ଅବପାତ

କନକ ବ୍ୟୁରୋ : ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଉ କିଛି ସମୟ ମଧ୍ୟରେ ବାତ୍ୟାର ରୂପ ନେଇପାରେ ୟାସ । ବର୍ତମାନ ଏହା ସମୁଦ୍ର ମଧ୍ୟରେ ଗଭୀର ଅବପାତ ଆକାରରେ ରହିଛି । ସକାଳ ସାଢ଼େ ୮ରୁ ସାଢ଼େ ୧୧ଟା ମଧ୍ୟରେ ଏହା ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ ବୋଲି ଆକଳନ କରିଛି ଆଉଏମଡି । ପାରାଦୀପର ୬୫୦ କିଲୋମିଟର ଦକ୍ଷିଣ, ଦକ୍ଷିଣ- ପୂର୍ବକୁ ଏବଂ ବାଲେଶ୍ୱରର ୬୩୦ କିଲୋମିଟର ଦକ୍ଷିଣ-Continue reading “ଆଉ କିଛି ସମୟ ମଧ୍ୟରେ ବାତ୍ୟାର ରୂପ ନେବ ୟାସ : ସକାଳ ସାଢ଼େ ୮ରୁ ସାଢ଼େ ୧୧ ମଧ୍ୟରେ ବାତ୍ୟାରେ ପରିଣତ ହେବ ଗଭୀର ଅବପାତ”

ପଛୁଆ ଜିଲ୍ଲାର ଆଗୁଆ ଗୋ-ଚାଷୀ । ମାଲକାନଗିରି ଗୋବିନ୍ଦପାଲ୍ଲିର ମାମୁଁ ଭଣଜା ଶରତ ଓ ବିକ୍ରମଙ୍କ ସଫଳତାର କାହାଣୀ ।

କନକ ବ୍ୟୁରୋ: ଲକଡାଉନ ର ପରିଚୟ ଦେଇଦେଲା ଗୋ – ଚାଷ । ପଛୁଆ ଜିଲାର ଆଗୁଆ ଗୋ – ଚାଷୀ ମାମୁଁ ଭଣଜା । ୨ ଗୋଟି ଗାଇରୁ ଆରମ୍ଭ କରିଥିଲେ ଗୋ – ପାଳନ । କିନ୍ତୁ ଏବେ ବଦଳିଯାଇଛି ସ୍ଥିତି । ନିଜେ ବିନିଯୋଗ କରି ସଫଳ ଚାଷୀ ହୋଇପାରିଛନ୍ତି ଏମାନେ । ମାଲକାନଗିରି ଜିଲା ଗୋବିନ୍ଦପାଲ୍ଲିରୁ ଆସିଛି ସଫଳ ଗୋ – ଚାଷୀ ପାଲଟିଥିବା ମାମୁଁଭଣଜାଙ୍କ କାହାଣୀ । ଗୋଟିଏ ବର୍ଷContinue reading “ପଛୁଆ ଜିଲ୍ଲାର ଆଗୁଆ ଗୋ-ଚାଷୀ । ମାଲକାନଗିରି ଗୋବିନ୍ଦପାଲ୍ଲିର ମାମୁଁ ଭଣଜା ଶରତ ଓ ବିକ୍ରମଙ୍କ ସଫଳତାର କାହାଣୀ ।”

ଚିନ୍ତାରେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ବୋରିଗାଁର ଫୁଲ ଚାଷୀ । ବିକ୍ରି ନଥିବାରୁ କ୍ଷେତରେ ପଚିସଢ଼ି ଯାଉଛି ଫୁଲ । 

କନକ ବ୍ୟୁରୋ: ସହରଠୁ ଆରମ୍ଭ କରି ଗ୍ରାମଞ୍ଚଳ ପର୍ଯ୍ୟନ୍ତ ସବୁଠି ଛୋଟମୋଟ ଉଦ୍ୟଗ ଲାଗିରହିଛି । ଅନେକ ଥର ଆମ ଆଖି ସାମ୍ନାକୁ ଆସିଛି ସହର ରେ ଥିବା ବଡ଼ବଡ଼ ଫୁଲ ଚାଷୀଙ୍କ କଥା କିନ୍ତୁ ଆଜିଭି ଏମିତି ଅନେକ ଚାଷୀ ଅଛନ୍ତି ଯେଉଁମାନେ ଗ୍ରାମଞ୍ଚଳରେ ରହି ନିଜନିଜର ବେପାରକୁ ତ୍ୱରାନ୍ୱିତ କରି ଆସୁଛନ୍ତି । ଏବେ ଚିନ୍ତାରେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବୋରିଗାଁର ଫୁଲ ଚାଷୀ  । ଏଠାକାର ଚାଷୀ ଦୀର୍ଘବର୍ଷ ଧରିContinue reading “ଚିନ୍ତାରେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ବୋରିଗାଁର ଫୁଲ ଚାଷୀ । ବିକ୍ରି ନଥିବାରୁ କ୍ଷେତରେ ପଚିସଢ଼ି ଯାଉଛି ଫୁଲ । “

ସଫଳ ମହିଳା ଚାଷୀ ବିଣାପାଣି । ଉଦ୍ୟାନ ଚାଷରୁ ପାଇଛନ୍ତି ସଫଳତା । ବିଭିନ୍ନ କିସମର ଆମ୍ବ ଚାଷରୁ କରୁଛନ୍ତି ଭଲ ରୋଜଗାର 

କନକ ବ୍ୟୁରୋ: ବାଡ଼ିରେ ଧାଡ଼ି ଧାଡ଼ି ହୋଇ ଲାଗିଛି ବିଭିନ୍ନ କିସମର ଆମ୍ବ ଗଛ  ।  ବିଭିନ୍ନ କିସମର ଅନ୍ୟ ଫୁଲ ଓ ଫଳ ଗଛ ମଧ୍ୟ ଶୋଭାପାଉଛି । ନିଜ ଉଦ୍ୟମ ଓ ପରିଶ୍ରମ ଜରିଆରେ ଏହି ସବୁଜିମା ସୃଷ୍ଟି କରିଛନ୍ତି ବିଣାପାଣି  । ତାଙ୍କ ବାଡ଼ିରେ ବାଇଗଣ ପଲେଇ, ତୋଟା ପଲେଇ, ଆମ୍ରପାଲୀ, ଦଶେରୀ, ହିମସାଗର ପରି କିସମର ୩ ଶହରୁ ଅଧିକ ଆମ୍ବ ଗଛ ରହିଛି  । ଏହି ସବୁ ଗଛରୁ ପ୍ରତିବର୍ଷContinue reading “ସଫଳ ମହିଳା ଚାଷୀ ବିଣାପାଣି । ଉଦ୍ୟାନ ଚାଷରୁ ପାଇଛନ୍ତି ସଫଳତା । ବିଭିନ୍ନ କିସମର ଆମ୍ବ ଚାଷରୁ କରୁଛନ୍ତି ଭଲ ରୋଜଗାର “

ଆଉ ଏକ ଅଲୋଡ଼ା ରେକର୍ଡ କଲା ଭାରତ : ୩ ଲକ୍ଷ ଟପିଲା ଦେଶରେ କରୋନା ମୃତକଙ୍କ ସଂଖ୍ୟା

କନକ ବ୍ୟୁରୋ : କରୋନା ଯୋଗୁଁ ଦେଶରେ ୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ସାଧାରଣରେ ଭୟ ସୃଷ୍ଟି ହୋଇଛି । ଏଭଳି ଏକ ସମୟରେ ଅଭିନବ ପ୍ରୟାସ କରିଛନ୍ତି ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ । ରୋଗୀଙ୍କ ମନରୁ ଚାପ ହଟାଇବା ପାଇଁ କୋଭିଡ୍ ହସ୍ପିଟାଲ ଭିତରେ ନାଚଗୀତର ଆୟୋଜନ କରିଛନ୍ତି । ବେଙ୍ଗାଲୁରୁ ସ୍ଥିତ ଡକ୍ଟର ଚନ୍ଦ୍ରମା ଦୟାନନ୍ଦ ହସପିଟାଲ୍ରୁ ଆସିଥିବା ଏପରି ଏକ ଭିଡିଓ ଭାଇରାଲ ହେବାରେContinue reading “ଆଉ ଏକ ଅଲୋଡ଼ା ରେକର୍ଡ କଲା ଭାରତ : ୩ ଲକ୍ଷ ଟପିଲା ଦେଶରେ କରୋନା ମୃତକଙ୍କ ସଂଖ୍ୟା”

ଆଜି ବାତ୍ୟା ରୂପ ନେବ ‘ୟାସ୍’ : ୨୬‌ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ‘ୟାସ୍’ ୨୬ ତାରିଖ ସନ୍ଧ୍ୟା ପରେ ପାରାଦୀପ ଠାରୁ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ଯେ କୌଣସି ସ୍ଥାନରେ ସ୍ଥଳଭାଗକୁ ଛୁଇଁବ । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏଭଳି ପୂର୍ବାନୁମାନ କରିଛନ୍ତି । କିନ୍ତୁ ଆଇଏମ୍‌ଡି ପକ୍ଷରୁ ବାତ୍ୟାର ଗତିପଥ ସଂପର୍କରେ ଯେଉଁ ନକ୍ସା ଜାରି କରାଯାଇଛି, ତାହା ଚୂଡ଼ାନ୍ତ ହୋଇନଥିଲେ ହେଁ, ଏହା ସୂଚାଉଛି ଯେ ସମ୍ଭାବ୍ୟ ବାତ୍ୟା ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଉପରେContinue reading “ଆଜି ବାତ୍ୟା ରୂପ ନେବ ‘ୟାସ୍’ : ୨୬‌ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ”

Design a site like this with WordPress.com
Get started