ବାତ୍ୟାର ଗତିପଥ ଆକଳନ କଲା ପାଣିପାଗ ବିଭାଗ : ଓଡିଶାରେ ହେବ ମାଡ ! ବାଲେଶ୍ୱର ଭୋଗରାଇରେ ହୋଇପାରେ ଲ୍ୟାଣ୍ଡଫଲ

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ସାମୁଦ୍ରିକ ଝଡ଼ର ରୂପ ନେଇ ଧୀରେ ଧୀରେ ଉପକୂଳ ଆଡକୁ ଆଗଉଛି । କ୍ରମଶଃ ଓଡ଼ିଶା ଉପକୂଳ, ବାତ୍ୟାର କେନ୍ଦ୍ରସ୍ଥଳ ମଧ୍ୟରେ ଥିବା ବ୍ୟବଧାନ କମିବାରେ ଲାଗିଛି । ତେବେ ବାତ୍ୟା ୟାସ କେଉଁଠି ମାଡ ହେବ, କେଉଁ ଆଡକୁ ଗତି କରିବ । ଏହାର ଗତିପଥ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡିର ଆକଳନ ଅନୁସାରେ ଏହି ବାତ୍ୟା ଓଡିଶାରେ ମାଡ ହୋଇପାରେContinue reading “ବାତ୍ୟାର ଗତିପଥ ଆକଳନ କଲା ପାଣିପାଗ ବିଭାଗ : ଓଡିଶାରେ ହେବ ମାଡ ! ବାଲେଶ୍ୱର ଭୋଗରାଇରେ ହୋଇପାରେ ଲ୍ୟାଣ୍ଡଫଲ”

କୋଭିଡ୍ ବିଗାଡ଼ି ଦେଇଛି ସ୍ଥିତିି । ରାଜ୍ୟର ସବୁଠୁ ବଡ଼ ସାପ୍ତାହିକ ହାଟ କୁନ୍ଦୁଲି ହାଟରେ ଏବେ ବେପାର ମାନ୍ଦା । ବିକ୍ରି ନାହିଁ, ହାତବାନ୍ଧି ବସିଛନ୍ତି ବ୍ୟବସାୟୀ 

କନକ ବ୍ୟୁରୋ: କୋଭିଡ୍ ବିଗାଡ଼ି ଦେଇଛି ସ୍ଥିତିି  । ପରିବା ଅଛି, ବଜାର ରହିଛି, ହେଲେ ଗ୍ରାହକ ନାହାନ୍ତି କି ବେପାର ନାହିଁ  । ମିଳିଛି ରାଜ୍ୟର ସବୁଠୁ ବଡ଼ ସାପ୍ତାହିକ ହାଟ କୁନ୍ଦୁଲି ହାଟରୁ ଆସିଲା ଏଭଳି ଦୃଶ୍ୟ  । ପରିବା ଦର ଖୁବ୍ କମ୍ ମୂଲ୍ୟରେ ବିକିବାକୁ ବାଧ୍ୟହେଉଛନ୍ତି ବେପାରୀ  । ଏପରିକି ବାଇଗଣ, ଖମ୍ବଆଳୁ, ବନ୍ଧାକୋବି ପରି କଂଚା ପରିବା ଦର ୫ ଟଂକା ତଳେ  । ତଥାପି ଗ୍ରାହକଙ୍କ ଅଭାବ  ।Continue reading “କୋଭିଡ୍ ବିଗାଡ଼ି ଦେଇଛି ସ୍ଥିତିି । ରାଜ୍ୟର ସବୁଠୁ ବଡ଼ ସାପ୍ତାହିକ ହାଟ କୁନ୍ଦୁଲି ହାଟରେ ଏବେ ବେପାର ମାନ୍ଦା । ବିକ୍ରି ନାହିଁ, ହାତବାନ୍ଧି ବସିଛନ୍ତି ବ୍ୟବସାୟୀ “

ମାସ୍କ ତିଆରି ଯୋଗାଉଛି ରୋଜଗାର । ଘର କାମ ସାରି ମାସ୍କ ତିଆରି କାମରେ ଲାଗି ପଡୁଛନ୍ତି ସତ୍ୟବାଦୀ ବ୍ଲକର ଗାଦିବ୍ରହ୍ମ ଓ ମା କାଳୀ ମହିଳା ସମିତିର ସଦସ୍ୟା ।

କନକ ବ୍ୟୁରୋ: ସାରା ବିଶ୍ୱରେ ଏବେ କରୋନା ର ମହାମାରି ର ଦିତିୟ ଲହରି ପାଈଁ ଚିନ୍ତା ରେ , ପ୍ରତ୍ୟେକ ଦିନ ବଢିବାରେ ଲଗିଛି କରୋନା ଆକ୍ରାନ୍ତ କଂ ସଂଖ୍ୟା ଅନେକ ଲୋକଙ୍କ ଜୀବନ ଓ ଜିବିକା ଛଡେଇ ନେଇ ସାରିଲେଣି ଏ କରୋନା ମହାମାରି ,ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେଣି ସରକାର. ଏହାରି ଭିତରେ ସତ୍ୟବାଦୀ ବ୍ଲକର ଓ ପରଜାପଡା ଗାଦିବ୍ରହ୍ମ ମହିଳା ସମିତି ଓ ଜଦୁପୁର ମା କାଳି ମହିଳା ସାମିତିContinue reading “ମାସ୍କ ତିଆରି ଯୋଗାଉଛି ରୋଜଗାର । ଘର କାମ ସାରି ମାସ୍କ ତିଆରି କାମରେ ଲାଗି ପଡୁଛନ୍ତି ସତ୍ୟବାଦୀ ବ୍ଲକର ଗାଦିବ୍ରହ୍ମ ଓ ମା କାଳୀ ମହିଳା ସମିତିର ସଦସ୍ୟା ।”

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଓଡିଶାକୁ ଘର ଆବଟଂନ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଓଡିଶାର ୮.୧୭ ଲକ୍ଷ ଲାଭାର୍ଥୀଙ୍କୁ ମିଳିବ ପକ୍କା ଘର

କନକ ବ୍ୟୁରୋ: ୨୦୨୧-୨୨ ଆର୍ôଥକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଓଡ଼ିଶାର ୮ ଲକ୍ଷ ୧୭ ହଜାର ୫୧୩ ଜଣ ଲାଭାର୍ଥୀ ଓ ସାରାଦେଶରେ ୬୧.୮୪ ଲକ୍ଷ ଆର୍ôଥକ ଦୁର୍ବଳ ଶ୍ରେଣୀର ଲୋକଙ୍କର ନିଜ ପକ୍କା ଘର ସ୍ୱପ୍ନ ପୂରଣ ହେବ । ଏନେଇ ପ୍ରଧାନମନ୍ତ୍ରୀନନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନାର ଏହି କଠିନ ପରିସ୍ଥିତିରେContinue reading “ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଓଡିଶାକୁ ଘର ଆବଟଂନ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଓଡିଶାର ୮.୧୭ ଲକ୍ଷ ଲାଭାର୍ଥୀଙ୍କୁ ମିଳିବ ପକ୍କା ଘର”

ଗର୍ଭବତୀ ମହିଳାଙ୍କୁ କେବେ ମିଳିବ କୋଭିଡ୍ ଟିକା ? ଏବେ ବି ଦ୍ୱନ୍ଦ୍ୱରେ ଅନେକ ମହିଳା…

କନକ ବ୍ୟୁରୋ: କୋଭିଡ ଭୂତାଣୁ ମୁକାବିଲା ପାଇଁ ଟିକା ସାଜିଛି ରକ୍ଷାକାରୀ କବଚ । ପ୍ରଥମେ ସମ୍ମୁଖ କୋଭିଡ ଯୋଦ୍ଧା । ପରେ ୬୫ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଛି ଟିକା । କିନ୍ତୁ ଘରର ଚାରିକାନ୍ଥ ଭିତରେ ଟିକା ଅପେକ୍ଷାରେ ବସିଛନ୍ତି ଗର୍ଭବତୀ ମହିଳା । ଗର୍ଭବତୀ ମହିଳା ଟିକା ନେବେ କି ନାହିଁ ତାକୁ ନେଇ ଏବେ ବି ଅନେକ ଅଛନ୍ତି ଦ୍ୱନ୍ଦ୍ୱରେ । ତେବେ ଟିକା ନନେଲେContinue reading “ଗର୍ଭବତୀ ମହିଳାଙ୍କୁ କେବେ ମିଳିବ କୋଭିଡ୍ ଟିକା ? ଏବେ ବି ଦ୍ୱନ୍ଦ୍ୱରେ ଅନେକ ମହିଳା…”

ବାତ୍ୟା ଲ୍ୟାଣ୍ଡଫଲ ପରେ ବି ଜାରି ରହିବ ବର୍ଷା । ୨୭ ତାରିଖରେ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ: ଓଡିଶା ମୁହାଁ ହେଉଛି ସାମୁଦ୍ରିକ ଝଡ ୟାସ । ୨୬ ତାରଖରେ ବାଲେଶ୍ୱର ଭୋଗରାଇ ନିଟକରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ହେଲେ ବର୍ଷା ୨୭ ତାରିଖ ଯାଏଁ ହେବ ବୋଲି ପୂର୍ବାନୁମାନ କରାଯାଇଛି । ୨୭ ତାରିଖ ଦିନ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ । ଏନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ, ଦେବଗଡ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋContinue reading “ବାତ୍ୟା ଲ୍ୟାଣ୍ଡଫଲ ପରେ ବି ଜାରି ରହିବ ବର୍ଷା । ୨୭ ତାରିଖରେ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ”

କରୋନା କାଳରେ ଛତିଶଗଡରୁ ଆସିଲା ଭାଇରାଲ ଭିଡିଓ । ଯୁବକଙ୍କୁ ବିଚ୍ ରାସ୍ତାରେ ଚାପୁଡା ମାରିଲେ ଜିଲ୍ଲାପାଳ । ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ରାସ୍ତା ଉପରେ କରୋନା କଟକଣା ଯାଂଚ କରୁଥିଲେ ଜିଲ୍ଲାପାଳ । ଏତିକି ବେଳେ ରାସ୍ତାରେ ଯାଆସ କରୁଥିବା ଲୋକଙ୍କୁ ଅଟକାଇ ନିଜେ ବି ତାଗିଦ୍ କରୁଥିଲେ । ହେଲେ ଘଟଣା ସେତେବେଳେ ସୀମା ଟପି ଯାଇଥିଲା, ଯେତେବେଳେ ଜିଲ୍ଲାପାଳ ଜଣେ ପିଲାଙ୍କୁ ଡାକି ମାଡ ମାରିବା ସହ ତାର ମୋବାଇଲ ଫିଙ୍ଗି ଦେଇଥିଲେ । ଏହି ଘଟଣା ଘଟିଛି ଛତିଶଗଡରେ । କଲେକ୍ଟରଙ୍କ ମାଡ ମାରିବାର ଭିଡିଓ କରୋନା କାଳରେ ଭାଇରାଲ ହେବା ପରେContinue reading “କରୋନା କାଳରେ ଛତିଶଗଡରୁ ଆସିଲା ଭାଇରାଲ ଭିଡିଓ । ଯୁବକଙ୍କୁ ବିଚ୍ ରାସ୍ତାରେ ଚାପୁଡା ମାରିଲେ ଜିଲ୍ଲାପାଳ । ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ।”

ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା । ପାରାଦୀପରୁ ୫୭୦ କିମି ଦୂରରେ ୟାସ୍ । ବାଲେଶ୍ୱରଠୁ ୬୭୦ କିମି ଦୂରରେ…

କନକ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇ ଏବେ ଓଡିଶା ମୁହାଁ ହୋଇଛି । ଆସନ୍ତାକାଲି ଏହା ଆହୁରି ଘନୀଭୂତ ହେବା ସହିତ ଗଭୀର ଅବପାତ ବା ଡିପ୍ ଡ୍ରିପେସନରେ ପରିଣତ ହେବ । ତେବେ ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁଯାୟୀ ଏବେ ଏହା ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ଥିବାବେଳେ, ବାଲେଶ୍ୱରଠାରୁ ୬୭୦ କିଲୋମିଟର ଦୂରରେ ରହିଛି । ସେହିପରି ପଶ୍ଚିମବଙ୍ଗର ଦୀଘାଠାରୁ ୬୫୦,Continue reading “ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା । ପାରାଦୀପରୁ ୫୭୦ କିମି ଦୂରରେ ୟାସ୍ । ବାଲେଶ୍ୱରଠୁ ୬୭୦ କିମି ଦୂରରେ…”

ଓଡିଶା ମୁହାଁ ବାତ୍ୟା ୟାସ । ୨୬ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା । ଏହି ସବୁ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

କନକ ବ୍ୟୁରୋ: ଓଡିଶା ମୁହାଁ ସାମୁଦ୍ରିକ ଝଡ ୟାସ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୬ ତାରିଖ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡିଶାର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ସେଥିପାଇଁ ପାଣିପାଗ ବିଭାଗ ତରଫରୁ ରାଜ୍ୟର କିଛି ସ୍ଥାନକୁ ରେଡ ୱାର୍ଣ୍ଣିଂ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝରର କିଛି ସ୍ଥାନରେ ପ୍ରବଳରୁ ଅତିContinue reading “ଓଡିଶା ମୁହାଁ ବାତ୍ୟା ୟାସ । ୨୬ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା । ଏହି ସବୁ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ”

ସିବିଏସଇ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ବୈଠକ । ବାତ୍ୟା ପରେ ପରୀକ୍ଷା ନେଇ ତର୍ଜମା ହେବ କହିଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ।

କନକ ବ୍ୟୁରୋ: ସିବିଏସଇ ଯୁକ୍ତ ପରୀକ୍ଷାକୁ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସଂହଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତିି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ।  କହିଛନ୍ତି ଦ୍ୱାଦଶ ପରୀକ୍ଷା ନେଇ ଦୁଇଟି ପ୍ରସ୍ତାବ ଦିଆଯାଇଛି । ପ୍ରଥମ ପ୍ରସ୍ତାବରେ ସ୍ଥିତି ସ୍ୱାଭାବିକ ହେଲେ ସାଧାରଣ ଭାବେ ଯେଭଳି ପରୀକ୍ଷା ହୁଏ ସେଭଳି ପରୀକ୍ଷା କରାଯିବାକୁ କୁହାଯାଇଛି । ଦ୍ୱିତୀୟ ପ୍ରସ୍ତାବରେ ସଂକ୍ଷିିପ୍ତ ଭାବେ ପରୀକ୍ଷା କରିବା ଲାଗି ବ୍ଲୁପ୍ରିଂଟ ତିଆରି ହୋଇଛି । ମହାରାଷ୍ଟ୍ରContinue reading “ସିବିଏସଇ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ବୈଠକ । ବାତ୍ୟା ପରେ ପରୀକ୍ଷା ନେଇ ତର୍ଜମା ହେବ କହିଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ।”

Design a site like this with WordPress.com
Get started