କନକ ବ୍ୟୁରୋ: କରୋନା ମହାମାରୀ ମଧ୍ୟରେ ସିବିଏସଇ ଓ ଆଇସିଏସଇ ବୋର୍ଡ ପରୀକ୍ଷା କରିବାକୁ ନିଷ୍ପତ୍ତି । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମନ୍ତ୍ରୀ ରମେଶ ପୋଖରିୟାଲଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏଥିରେ ନିଷ୍ପତ୍ତି ନିଆଯାଇଛି ସିବିଏସଇ ବୋର୍ଡ ପରୀକ୍ଷା ତାରିଖ ଜୁନ ୧ରେ ଘୋଷଣା କରାଯିବ । ସୂଚନା ଅନୁସାରେ ଜୁଲାଇ ମାସରେ ସିବିଏସଇ ପରୀକ୍ଷାContinue reading “ଜୁନ ୧ରେ ହେବ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା । ଜୁଲାଇରେ ହୋଇପାରେ ପରୀକ୍ଷା “
Author Archives: Raghaba
ଆସାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ୭ ଆତଙ୍କବାଦୀ ନିହତ
କନକ ବ୍ୟୁରୋ : ଆସାମ- ନାଗାଲାଣ୍ଡ ସୀମା ପଶ୍ଚିମ କାର୍ବି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଅପରେଶନ ବେଳେ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ହୋଇଥିବା ଆତଙ୍କବାଦୀମାନେ ଦିମାସା ନ୍ୟାସନାଲ ଲିବରେସନ ଆର୍ମି (ଡିଏନଏଲଏ) ର ବୋଲି କୁହାଯାଇଛି । ଏହି ଆତଙ୍କବାଦୀ ସଂଗଠନ ଡିଏନଏଲଏ ଆସାରମ ଦୀମା ହାସାଓ ଓ କର୍ବିି ଜିଲ୍ଲାରେ ସକ୍ରିୟ ଥିବା କଥା କୁହାଯାଇଛି । ପୋଲିସର ସୂଚନା ମୁତାବକ ସୁରକ୍ଷା ବଳ ଶୁକ୍ରବାର ରାତିରେ ଡିଏନଏଲଏ କ୍ୟାମ୍ପର ଠିକଣାContinue reading “ଆସାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ୭ ଆତଙ୍କବାଦୀ ନିହତ”
ବାତ୍ୟା ମୁକାବିଲା ପାଇଁ ଟିପିସିଓଡିଏଲର ପ୍ରସ୍ତୁତି । ବିପର୍ଯ୍ୟୟ ପରେ ଯଥାଶୀଘ୍ର ବିଦ୍ୟୁତ ଯୋଗାଣ ଆରମ୍ଭ ଉପରେ ଗୁରୁତ୍ବ ।
କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଏକ ଜରୁରୀକାଳୀନ ଯ଼ୋଜନା ପ୍ରସ୍ତୁତ କରାଯ଼ାଇଛି । ବାତ୍ୟା ପରେ ବିଦ୍ୟୁତ ଯ଼ୋଗାଣକୁ ଯ଼ଥାଶୀଘ୍ର ଚାଲୁ କରିବା ଉପରେ ଏହି ଯ଼ୋଜନାରେ ଗୁରୁତ୍ବ ଦିଆଯ଼ାଇଛି । ଏହି ଜରୁରୀକାଳୀନ ଯ଼ୋଜନାରେ ବାତ୍ୟା ବିପର୍ଯ଼୍ୟୟର ତୀବ୍ରତାକୁ ନେଇ ବିଭିନ୍ନ ବର୍ଗରେ ବିଭକ୍ତ କରାଯ଼ାଇଛି ଓ ତଦନୁଯ଼ାୟୀ ମୁକାବିଲା ରଣନୀତି ପ୍ରସ୍ତୁତ କରାଯ଼ାଇଛି । ବିପର୍ଯ଼୍ୟୟର ମୁକାବିଲା କରିବା ଲାଗି ଏକ ମକ୍ ଡ୍ରିଲ୍ ଅନୁଷ୍ଠିତContinue reading “ବାତ୍ୟା ମୁକାବିଲା ପାଇଁ ଟିପିସିଓଡିଏଲର ପ୍ରସ୍ତୁତି । ବିପର୍ଯ୍ୟୟ ପରେ ଯଥାଶୀଘ୍ର ବିଦ୍ୟୁତ ଯୋଗାଣ ଆରମ୍ଭ ଉପରେ ଗୁରୁତ୍ବ ।”
ଆସୁଛି ବାତ୍ୟା ‘ୟାସ୍’ । ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ ପଡ଼ିବ ଅଧିକ ପ୍ରଭାବ? ପଢ଼ନ୍ତୁ କ’ଣ ପୂର୍ବାନୁମାନ କଲେ ଆଇଏମଡି ଡିଜି ।
କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ’ ପାରାଦୀପରୁ ସାଗରଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଭାତତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପୂର୍ବାନୁମାନ ଅନୁସାରେ, ୨୬ ତାରିଖ ସନ୍ଧ୍ୟାରେ ପାରାଦୀପରୁ ବାଙ୍ଗଲାଦେଶର ସାଗରଦୀପ ମଧ୍ୟ ଦେଇ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା । ତେବେ ବାଲେଶ୍ୱରର ଭୋଗରାଇ- ତାଳସାରିରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି । ବାତ୍ୟାରେ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର. ଭଦ୍ରକ ସବୁଠାରୁ ଅଧିକ ପ୍ରଭାବିତ ହେବେ ।Continue reading “ଆସୁଛି ବାତ୍ୟା ‘ୟାସ୍’ । ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ ପଡ଼ିବ ଅଧିକ ପ୍ରଭାବ? ପଢ଼ନ୍ତୁ କ’ଣ ପୂର୍ବାନୁମାନ କଲେ ଆଇଏମଡି ଡିଜି ।”
ଆସନ୍ତା ୫ ଦିନ ଯାଏଁ ଭିଜିବ ଓଡି଼ଶା । ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା ।
କନକ ବ୍ୟୁରୋ : ଆଗାମୀ ୫ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ ଆଦି ଜିଲ୍ଲାରେ ବର୍ଷା ହେବା ସହିତ ଅନ୍ୟ ସବୁ ସ୍ଥାନରେ ପାଖ ମୁଖ୍ୟତଃ ଶୁଖିଲା ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ସେହିପରି ଆସନ୍ତା ୨୪ ତାରିଖରେ ଉତ୍ତର ଉପକୂଳ ଓଡ଼ିଶା ସମେତ ମୟୁରଭଞ୍ଜ, କେନ୍ଦୁଝର, ଖୋର୍ଧା,Continue reading “ଆସନ୍ତା ୫ ଦିନ ଯାଏଁ ଭିଜିବ ଓଡି଼ଶା । ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା ।”
ବାତ୍ୟା ‘ୟାସ୍’ ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ । ସ୍ଥାନାନ୍ତରଣ, ବିଜୁଳି ଓ ଯୋଗାଯୋଗ ଯେପରି ବିଚ୍ଛନ୍ନ ନହୁଏ ତା ଉପରେ ଫୋକସ୍ ।
କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ‘ୟାସ୍’ ମୁକାବିଲା ପାଇଁ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପରେ ସେ ପ୍ରଭାବିତ ଅଞ୍ଚଳ ଗୁଡିକରେ ଲୋକଙ୍କୁ ସହାୟତା ଯୋଗାଇ ଦେବାପାଇଁ ବିଭିନ୍ନ ଉଦ୍ୟମ ସମ୍ପର୍କରେ ଅବଗତ ହେଲି ଏବଂ ସ୍ଥାନାନ୍ତରଣ, ବିଜୁଳି ଓ ଯୋଗାଯୋଗ ବ୍ୟବସ୍ଥା ଯେପରି ବିଚ୍ଛିନ୍ନ ନହୁଏ ସେଥିପାଇଁ ଗୁରୁତ୍ୱାରୋପ କଲି ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି । ବାତ୍ୟା ୟଶ୍ ର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲି ।Continue reading “ବାତ୍ୟା ‘ୟାସ୍’ ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ । ସ୍ଥାନାନ୍ତରଣ, ବିଜୁଳି ଓ ଯୋଗାଯୋଗ ଯେପରି ବିଚ୍ଛନ୍ନ ନହୁଏ ତା ଉପରେ ଫୋକସ୍ ।”
‘ୟାସ୍’ ପାଇଁ ସବୁଠି ସଜାଗ । ଧନଜୀବନକୁ ଗୁରୁତ୍ୱ ଦେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଏପେଟ ଆଠଗଡ଼ ଅଗ୍ନିଶମବାହିନୀ ତିଆରି କରିଛି ବ୍ଲୁ-ପ୍ରିଣ୍ଟ୍ ।
କନକ ବ୍ୟୁରୋ: ସାମୁଦ୍ରିକ ଝଡ ୟାସର ମୁକାବିଲା ପାଇଁ ତତ୍ପର ହୋଇ ଉଠିଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ଧନ ଜୀବନର ସୁରକ୍ଷାପାଇଁ ଲୋକମାନଙ୍କୁ ସଚେତନ କରିବା ସହିତ ଉପକୁଳ ଅଂଚଳରେ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତି ଜୋରଦାର କରିଛି । ମହାକାଳପଡା ବ୍ଲକରେ ବାତ୍ୟାର ପ୍ରଭାବ ଅଧିକ ମାତ୍ରାରେ ଅନୁଭୁତ ହେବା ଆଶଙ୍କାରେ ତଳିଆ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କୁ ବତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ବ୍ଲକର ଖରିନାସିContinue reading “‘ୟାସ୍’ ପାଇଁ ସବୁଠି ସଜାଗ । ଧନଜୀବନକୁ ଗୁରୁତ୍ୱ ଦେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଏପେଟ ଆଠଗଡ଼ ଅଗ୍ନିଶମବାହିନୀ ତିଆରି କରିଛି ବ୍ଲୁ-ପ୍ରିଣ୍ଟ୍ ।”
ବିଜେପି ପ୍ରବକ୍ତା ସମ୍ବିତ ପାତ୍ରାଙ୍କ ପାଇଁ ବଢିଲା ଅଡୁଆ । ଟୁଲକିଟ୍ ମାମଲାରେ ଥାନାରୁ ଆସିଲା ନୋଟିସ୍ । ହାଜିରା ନଦେଲେ କାର୍ଯ୍ୟାନୁଷ୍ଟାନ
କନକ ବ୍ୟୁରୋ : କରୋନା ଟୁଲକିଟ୍ ମାମଲାରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରାଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି । ରାୟପୁର ସିବିଲ୍ ଲାଇନ ପୋଲିସ ଏନେଇ ସମ୍ବିତ ପାତ୍ରାଙ୍କୁ ନୋଟିସ୍ କରିଛି । ଆଜି ପୋଲିସ କରିଥିବା ନୋଟିସ ମୁତାବକ ଆସନ୍ତା କାଲି ଅର୍ଥାତ ୨୩ ତାରିଖ ଅପରାହ୍ନ ୪ ଟା ସୁଦ୍ଧା ସମ୍ବିତ ପାତ୍ରା ଥାନାରେ ହାଜର ନହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ କୁହାଯାଇଛି । ପୋଲିସContinue reading “ବିଜେପି ପ୍ରବକ୍ତା ସମ୍ବିତ ପାତ୍ରାଙ୍କ ପାଇଁ ବଢିଲା ଅଡୁଆ । ଟୁଲକିଟ୍ ମାମଲାରେ ଥାନାରୁ ଆସିଲା ନୋଟିସ୍ । ହାଜିରା ନଦେଲେ କାର୍ଯ୍ୟାନୁଷ୍ଟାନ”
ବାତ୍ୟା ମୁକାବିଲା ପ୍ରସ୍ତୁତି: ଶକ୍ତିମନ୍ତ୍ରୀ କହିଲେ, ବିଦ୍ୟୁତ୍ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ । କୋଭିଡ୍ କେୟାର, ହସ୍ପିଟାଲରେ ଷ୍ଟାଣ୍ଡ ବାଏ ବ୍ୟବସ୍ଥା ।
କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ୟାସକୁ ନେଇ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ, ସମସ୍ତ କୋଭିଡ଼ କେୟାର ସେଂଟର, କୋଭିଡ଼ ହସ୍ପିଟାଲ ଓ ଡ଼ାକ୍ତରଖାନାକୁ ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ କରାଯିବ । ଏହି ସବୁ ଜାଗାରେ ବିଦ୍ୟୁତ୍ କଟିଲେ ଷ୍ଟାଣ୍ଡ ବାଏ ବ୍ୟବସ୍ଥା କରାଯାଇଛି । ବାତ୍ୟା ମୁକାବିଲା ପାଇଁ ବିଦ୍ୟୁତ୍ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ମୁଖତଃ ଡ଼ିସ୍କମ କମ୍ପାନୀ ଟାଟାକୁ ଅଧିକ ସତର୍କ ଓ ସଜାଗ ରହିବାକୁContinue reading “ବାତ୍ୟା ମୁକାବିଲା ପ୍ରସ୍ତୁତି: ଶକ୍ତିମନ୍ତ୍ରୀ କହିଲେ, ବିଦ୍ୟୁତ୍ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ । କୋଭିଡ୍ କେୟାର, ହସ୍ପିଟାଲରେ ଷ୍ଟାଣ୍ଡ ବାଏ ବ୍ୟବସ୍ଥା ।”
ଚିନ୍ତାରେ ଅସ୍ତରଙ୍ଗବାସୀ! ବାତ୍ୟା ଆଶ୍ରୟସ୍ଥଳୀରେ ହୋଇଛି କରୋନା ଟିମଏମସି, ଲୋକେ ଆଶ୍ରୟ ନେବେ କେଉଁଠି?
କନକ ବ୍ୟୁରୋ: ପୁରୀ ଅସ୍ତରଙ୍ଗ ଉପକୂଳରେ ମଧ୍ୟ ବାତ୍ୟାକୁ ନେଇ ତତ୍ପରତା ପ୍ରକାଶ ପାଇଛି । ସମୁଦ୍ର କୂଳିଆ କେଉଟଜଙ୍ଗା ଅଂଚଳର ଲୋକ ବାତ୍ୟା ଆଶ୍ରୟସ୍ଥଳିକୁ ଯିବା ପାଇଁ ପ୍ରସ୍ତୁତି କରୁଛନ୍ତି । ହେଲେ ଅସ୍ତରଙ୍ଗର ବ୍ଲକର ବାତ୍ୟା ଆଶ୍ରୟ ସ୍ଥଳିରେ କରୋନା ଟିଏମସି ସେଂଟର ହୋଇଥିବାରୁ ଲୋକେ ସମସ୍ୟା ଭୋଗୁଛନ୍ତି । ୧୭ଟି ବାତ୍ୟା ଆଶ୍ରୟସ୍ଥଳିରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ତେବେ ସେମାନେ ସେମାନଙ୍କ ଜାଲ ଡଙ୍ଗାକୁ ସବୁ ଲୋକ ଲଗାଇ ଉପରକୁContinue reading “ଚିନ୍ତାରେ ଅସ୍ତରଙ୍ଗବାସୀ! ବାତ୍ୟା ଆଶ୍ରୟସ୍ଥଳୀରେ ହୋଇଛି କରୋନା ଟିମଏମସି, ଲୋକେ ଆଶ୍ରୟ ନେବେ କେଉଁଠି?”