ସ୍ମୃତି ୧୯୯୯ ବିଶ୍ୱକପ ସମୟର । ଯେବେ ନିଜ ବାପାଙ୍କୁ ହରାଇବା ପରେ ବି ଦେଶ ପାଇଁ କ୍ରିକେଟ୍ ଖେଳିଥିଲେ ସଚିନ । ମାରିଥିଲେ ଦମଦାର ଶତକ

କନକ ବ୍ୟୁରୋ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । କ୍ରିକେଟରେ ନିଜ ରେକର୍ଡ ଓ ନିଜ ଖେଳ ପ୍ରତି ସମର୍ପଣ ଯୋଗୁଁ ତାଙ୍କୁ ସମସ୍ତେ କ୍ରିକେଟର ଭଗବାନ ବୋଲି କହନ୍ତି । କ୍ରିକେଟକୁ ସେ ଖେଳଠୁ ବି ଅଧିକ ଗୁରୁତ୍ୱ ଦିଅନ୍ତି, ସେଥିପାଇଁ ତ ଆଜି ସେ ଏହି ଜାଗାରେ ଛିଡା ହୋଇଛନ୍ତି । ରେକର୍ଡର ପାହାଡ ଛିଡା କରିବାରେ ସେ ମାହିର । ଏବେ ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଆସୁଥିବା ଆଜି ଆମେ କାହିଁକିContinue reading “ସ୍ମୃତି ୧୯୯୯ ବିଶ୍ୱକପ ସମୟର । ଯେବେ ନିଜ ବାପାଙ୍କୁ ହରାଇବା ପରେ ବି ଦେଶ ପାଇଁ କ୍ରିକେଟ୍ ଖେଳିଥିଲେ ସଚିନ । ମାରିଥିଲେ ଦମଦାର ଶତକ”

ପାରାଦୀପରୁ ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ୍ : ପାଣିପାଗ ବିଭାଗର ପୂର୍ବାନୁମାନ ୨୬ ସନ୍ଧ୍ୟାରେ ଛୁଇଁବ ସ୍ଥଳଭାଗ

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ’ ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁପାରେ । ୨୬ ତାରିଖ ସନ୍ଧ୍ୟା ବାତ୍ୟା ପାରାଦୀପ ଓ ସାଗରଦ୍ବୀପ ମଧ୍ୟ ଭାଗରେ ସ୍ଥଳଭାଗ ଅତିକ୍ରମ କରିପାରେ ବାତ୍ୟା । ଭାତତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ସ୍ତଳଭାଗ ଛୁଇଁବା ବେଳକୁ ଏହାର ପ୍ରଭାବରେ ଘଂଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । ଉପକୂଳରେ ସମୟ ସମୟରେ ଏହା ୧୮୫ କିଲୋମିଟରContinue reading “ପାରାଦୀପରୁ ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ୍ : ପାଣିପାଗ ବିଭାଗର ପୂର୍ବାନୁମାନ ୨୬ ସନ୍ଧ୍ୟାରେ ଛୁଇଁବ ସ୍ଥଳଭାଗ”

ବ୍ୟବସ୍ଥା ଦେଲା ଯନ୍ତ୍ରଣା । ଭୁଲିଗଲା ପ୍ରଶାସନ । ଅର୍ନ୍ତରାଷ୍ଟ୍ରୀୟ ଫୁଟବଲ ଖେଳାଳୀରୁ ଇଟାଭାଟିର ଶ୍ରମିକ ପାଲଟିଗଲେ ସଙ୍ଗୀତା କୁମାରୀ ।

କନକ ବ୍ୟୁରୋ : ଫୁଟବଲ୍ ଗ୍ରାଉଣ୍ଡରେ ଦମଦର ସଟ୍ । ପାଦରେ ଦାମି ଜୋତା, ଦେହରେ ଭାରତୀୟ ମହିଳା ଫୁଟବଲ୍ ଟିମର ଜର୍ଷି । ଆଖିରେ ଅନେକ ସ୍ୱପ୍ନ । ହେଲେ ସବୁକିଛି କ୍ଷଣିକ ମାତ୍ର ଥିଲା । ଦେଶ ପାଇଁ ବିଦେଶରେ ଫୁଟବଲଖେଳି ଦେଶର ନାମ ଉଜାଗର କରିଥିବା ସଂଗୀତା କୁମାରୀଙ୍କୁ ଯେ ଦିନେ ପେଟ ପାଟଣା ପାଇଁ ଇଟାଭାଟିରେ ଶ୍ରମିକ ଭାବେ କାମ କରିବାକୁ ପଡିବ ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେContinue reading “ବ୍ୟବସ୍ଥା ଦେଲା ଯନ୍ତ୍ରଣା । ଭୁଲିଗଲା ପ୍ରଶାସନ । ଅର୍ନ୍ତରାଷ୍ଟ୍ରୀୟ ଫୁଟବଲ ଖେଳାଳୀରୁ ଇଟାଭାଟିର ଶ୍ରମିକ ପାଲଟିଗଲେ ସଙ୍ଗୀତା କୁମାରୀ ।”

ନଗଡ଼ାରେ ନାହିଁ କରୋନା ଭୟ : ସଚେତନତା ଅଭାବରୁ ମାନୁନାହାନ୍ତି ସାମାଜିକ ଦୂରତା, ପିନ୍ଧୁ ନାହାନ୍ତି ମାସ୍କ; ଅଜବ ଯୁକ୍ତି କିଛି କରିବନି କରୋନା, ଅଛନ୍ତି ଠାକୁରାଣୀ

କନକ ବ୍ୟୁରୋ : ଆମେ ମାସ୍କ ପିନ୍ଧିବୁନି, ଆମ ପାଇଁ ଆମ ଠାକୁରାଣୀ ଅଛନ୍ତି । ଆମର କିଛି ହବନି । ଏଭଳି କିଛି ଅଜବ ଯୁକ୍ତି ବାଢିଛନ୍ତି ଯାଜପୁରର ଜିଲ୍ଲାର ସେଇ ଚର୍ଚ୍ଚିତ ନଗଡାବାସୀ । ଏକଦା ଅପହଂଚ ଓ ଅପପୃଷ୍ଟିର ଇଲାକା ଭାବେ ପରିଚିତ ଯାଜପୁର ସୁକିନ୍ଦା ବ୍ଲକ ନଗଡାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନଗଡାକୁ ଯାଇ କରୋନା ସଂପର୍କିତ ତଥ୍ୟ ସଂଗ୍ରହ କରିବା ସମୟରେ ନଗଡ଼ାବାସୀ କନକ ନ୍ୟୁଜକୁ ଏଭଳିContinue reading “ନଗଡ଼ାରେ ନାହିଁ କରୋନା ଭୟ : ସଚେତନତା ଅଭାବରୁ ମାନୁନାହାନ୍ତି ସାମାଜିକ ଦୂରତା, ପିନ୍ଧୁ ନାହାନ୍ତି ମାସ୍କ; ଅଜବ ଯୁକ୍ତି କିଛି କରିବନି କରୋନା, ଅଛନ୍ତି ଠାକୁରାଣୀ”

ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଖୁସି ଖବର : ଜନ୍ମ ହେଲେ ୨୮ ଶାବକ

କନକ ବ୍ୟୁରୋ : ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଖୁସି ଖବର । ଦୀର୍ଘ ୩୦ ବର୍ଷର ରେକର୍ଡ ଭାଙ୍ଗି ନିଜର ନୂଆ ପରିଚୟ ସୃଷ୍ଟି କରିଛି ସାତକୋଶିଆ । ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ  ସ୍ଥଳୀରେ ପୁଣି ଥରେ ବିରଳ ଘଡ଼ିଆଳ କୁମ୍ଭୀର ଜନ୍ମ ନେଇଛନ୍ତି । ସୂଚନା ଅନୁସାରେ ସାତକୋଶିଆର ଟିକରପଡ଼ା ବନ୍ୟପ୍ରାଣୀ  ବନାଂଚଳ ମହାନଦୀର ବଳଦମରା ପାଖରେ ଏକ ମାଆ ଘଡ଼ିଆଳ ସହ କିଛି ନବଜାତକ ଘଡ଼ିଆଳ ଶାବକଙ୍କ ବନ ବିଭାଗ ଠାବContinue reading “ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଖୁସି ଖବର : ଜନ୍ମ ହେଲେ ୨୮ ଶାବକ”

ଅନୁଗୁଳରେ ଅହରହ ଜଳୁଛି ଜୁଇ : ପିପିଇ କିଟ୍ ପିନ୍ଧି କରାଯାଉଛି ଶବଦାହ; ମଶାଣି ଭିତରେ ଏବଂ ବାହାରେ ଗଦା ହୋଇଛି ଟନ୍ ଟନ୍ କାଠ 

କନକ ବ୍ୟୁରୋ : ମଶାଣିରେ ଗଦା ହୋଇଛି ଟନ୍ ଟନ୍ କାଠ । ଅହରହ ଜଳୁଛି ଜୁଇ । ପିପିଇ କିଟ୍ ପିନ୍ଧି କରାଯାଉଛି ଶବଦାହ । ମଶାଣି ଚିତ୍ରକୁ ଦେଖିଲେ କରୋନା ଜନିତ ମୃତ୍ୟୁକୁ ନେଇ ଆଶଙ୍କା ବଢୁଛି । ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶାସନ ଦେଉଥିବା ତଥ୍ୟ ଓ ମଶାଣିର ଚିତ୍ର ଭିନ୍ନ କିଛି କହୁଛି । ଏ ହେଉଛି ଅନୁଗୁଳ ସହର ନିଟକ କରଡାଗାଡିଆ ସ୍ଥିତ ମୁକ୍ତିପଥର ଦୃଶ୍ୟ । ମଶାଣି ବାହାରେContinue reading “ଅନୁଗୁଳରେ ଅହରହ ଜଳୁଛି ଜୁଇ : ପିପିଇ କିଟ୍ ପିନ୍ଧି କରାଯାଉଛି ଶବଦାହ; ମଶାଣି ଭିତରେ ଏବଂ ବାହାରେ ଗଦା ହୋଇଛି ଟନ୍ ଟନ୍ କାଠ “

ବାଲେଶ୍ୱରରେ ବାତ୍ୟା ପ୍ରସ୍ତୁତି ସମୀକ୍ଷା କଲେ ଏସଆରସି : କହିଲେ, ମୁକାବିଲା ପାଇଁ ପ୍ରସ୍ତୁତି ରହିଛି ଜିଲ୍ଲା ପ୍ରଶାସନ

କନକ ବ୍ୟୁରୋ : ବାତ୍ୟା ୟାସ ଯୋଗୁଁ ପ୍ରଭାବିତ ହୋଇପାରେ ଓଡ଼ିଶାର ଦୁଇଟି ଜିଲ୍ଲା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିପାରେ । ସେହି ସମୟରେ ଓଡ଼ିଶାର ୨ଟି ଜିଲ୍ଲା ଯଥା ବାଲେଶ୍ୱର ଓ ଭଦ୍ରକ ବିଶେଷଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ଜିଲ୍ଲାରେ କିଭଳି ପ୍ରସ୍ତୁତ କରାଯାଇଛି ତାର ସମୀକ୍ଷା କରିଛନ୍ତି ବାଲେଶ୍ୱରContinue reading “ବାଲେଶ୍ୱରରେ ବାତ୍ୟା ପ୍ରସ୍ତୁତି ସମୀକ୍ଷା କଲେ ଏସଆରସି : କହିଲେ, ମୁକାବିଲା ପାଇଁ ପ୍ରସ୍ତୁତି ରହିଛି ଜିଲ୍ଲା ପ୍ରଶାସନ”

ଅବପାତର ରୂପ ନେଲା ୱେଲମାର୍କ ଲୋ-ପ୍ରେସର : ପାଣିପାଗ ବିଭାଗର ପୂର୍ବାନୁମାନ ୨୬ ସକାଳେ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ସ୍ଥଳଭାଗ ଛୁଇଁବ

କନକ ବ୍ୟୁରୋ : ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ୱେଲମାର୍କରେ ଲୋ- ପ୍ରେସର । ଏହା ୨୪ ତାରିଖ ଅର୍ଥାତ୍ ଆସନ୍ତାକାଲି ବାତ୍ୟାର ରୂପ ନେବା ପରେ ‘ୟାସ’ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ଅତି ତୀବ୍ର ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ଥିବା କହିଛନ୍ତି, ଆଚଂଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ । ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମContinue reading “ଅବପାତର ରୂପ ନେଲା ୱେଲମାର୍କ ଲୋ-ପ୍ରେସର : ପାଣିପାଗ ବିଭାଗର ପୂର୍ବାନୁମାନ ୨୬ ସକାଳେ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ସ୍ଥଳଭାଗ ଛୁଇଁବ”

ଦିଲ୍ଲୀରେ ଜାରି ରହିଛି କରୋନା ବିରୋଧରେ ଲଢେଇ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଆହୁରି ଗୋଟିଏ ସପ୍ତାହ ବଢିଲା ଲକଡାଉନ୍ ।

କନକ ବ୍ୟୁରୋ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦୈନିକ କରୋନା ସଂକ୍ରମଣ ଲଗାତର ଭାବେ କମିବାରେ ଲାଗିଛି । ଏହା ସହ କରୋନା ସଂକ୍ରମଣରେ ପ୍ରାଣ ହରାଉଥିବା ଲୋକଙ୍କର ସଂଖ୍ୟା ବି କମିଛି । ହେଲେ ଏବେ ବି ବିପଦ ରହିିଛି । ଏହା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟରେ ଆଉ ଗୋଟିଏ ସପ୍ତାହ ପାଇଁ ଲକଡାଉନ ବୃଦ୍ଧି କରାଯିବା କଥା ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ଦିଲ୍ଲୀରେ ମେ ୩୧Continue reading “ଦିଲ୍ଲୀରେ ଜାରି ରହିଛି କରୋନା ବିରୋଧରେ ଲଢେଇ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଆହୁରି ଗୋଟିଏ ସପ୍ତାହ ବଢିଲା ଲକଡାଉନ୍ ।”

ବୁଲା ଗାଈଗୋରୁ ଓ କୁକୁରଙ୍କ ପାଇଁ ୫୫ଲକ୍ଷ ଟଙ୍କା ସହାୟତା : ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ମଞ୍ଜୁର

କନକ ବ୍ୟୁରୋ : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ,  କୁକୁର ଆଦି ପ୍ରାଣମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ ୪୮ଟି ମ୍ୟୁନିସପାଲଟି ଓ ୬୧ ଟିଏନ୍ଏସିମାନଙ୍କୁ ୫୫ ଲଷ ଟଙ୍କା ସହାୟତା ମଞ୍ଜୁରContinue reading “ବୁଲା ଗାଈଗୋରୁ ଓ କୁକୁରଙ୍କ ପାଇଁ ୫୫ଲକ୍ଷ ଟଙ୍କା ସହାୟତା : ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ମଞ୍ଜୁର”

Design a site like this with WordPress.com
Get started