ଦେଶୀ ଷ୍ଟିମ୍ ମେସିନ୍ ! ଷ୍ଟିମ୍ ନେବାର ଏମିତି ନିଆରା ଉପାୟ ଆପଣ ଆଗରୁ କେବେ ଦେଖିନଥିବେ ।

କନକ ବ୍ୟୁରୋ : କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ଫିଟ୍ ରହିବା ପାଇଁ ପଡିବ । ଏବଂ ପ୍ରତିଦିନ ଘରେ ଆପଣଙ୍କୁ କିଛିଟା ପ୍ରତିକାରକ ନେବାର ମଧ୍ୟ ଆବଶ୍ୟକତା ରହିଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି । ଯେପରିକି ପ୍ରତିଦିନ କାଢା ପିଅନ୍ତୁ, ବାହାରକୁ କୁଆଡେ ଯାଇଥିଲେ, ଘରକୁ ଫେରିବା ମାତ୍ରେ ଆଗେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ ଏବଂ ସାନିଟାଇଜ୍ ହୁଅନ୍ତୁ । ଷ୍ଟିମ୍ ବା ଗରମ ବାମ୍ଫ ନେବା ପାଇଁContinue reading “ଦେଶୀ ଷ୍ଟିମ୍ ମେସିନ୍ ! ଷ୍ଟିମ୍ ନେବାର ଏମିତି ନିଆରା ଉପାୟ ଆପଣ ଆଗରୁ କେବେ ଦେଖିନଥିବେ ।”

ରାସ୍ତାକଡରେ ଲୋକଙ୍କୁ ଖାଇବା ମାଗୁଥିଲେ ଦୁଇ କୁନି ଛୁଆ । କଷ୍ଟ ଦେଖିନପାରି ନିଜେ ଭୋକିଲା ରହି କୁନି ପିଲାଙ୍କ କଷ୍ଟ ଦୂର କଲେ ଟ୍ରାଫିକ୍ ପୋଲିସ କନେଷ୍ଟବଳ ।

କନକ ବ୍ୟୁରୋ : ନିଜେ ଭୋକିଲା ରହିଲେ, କୁନି ପିଲାଙ୍କ ଭୋକ ଦୂର କଲେ । ମନ କିଣିନେଲେ ମହେଶ । ହୃଦୟ ଜିଣିନେଲେ ହାଇଦ୍ରାବାଦ ପୋଲିସ କନେଷ୍ଟବଳ । ରାସ୍ତାକଡରେ କୁନି ପିଲାଙ୍କ ଭୋକ ଦେଖି ସହିପାରିଲେନି, ଆଉ ନିଜ ଟିଫିନ୍ ଖୋଲି କୁନି ପିଲାଙ୍କୁ ଖାଇବାକୁ ଦେଲେ । କରୋନା ମହାମାରୀ ବେଳେ ଯେତେବେଳେ ଆପଣାର ଲୋକ ବି ପର କରିଦେଉଛନ୍ତି, ସେତେବେଳେ ମଣିଷପଣିଆର ବଡ ମିଶାଲ୍ ସାଜିଛନ୍ତି ହାଇଦ୍ରାବାଦର ଜଣେ ଟ୍ରାଫିକ୍ ପୋଲିସContinue reading “ରାସ୍ତାକଡରେ ଲୋକଙ୍କୁ ଖାଇବା ମାଗୁଥିଲେ ଦୁଇ କୁନି ଛୁଆ । କଷ୍ଟ ଦେଖିନପାରି ନିଜେ ଭୋକିଲା ରହି କୁନି ପିଲାଙ୍କ କଷ୍ଟ ଦୂର କଲେ ଟ୍ରାଫିକ୍ ପୋଲିସ କନେଷ୍ଟବଳ ।”

ସମ୍ଭାବ୍ୟ ବାତ୍ୟାକୁ ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା : ବାତ୍ୟା ଆମ ପାଇଁ ନୂଆ ନୁହେଁ, ଅନୁଭୂତିକୁ ପାଥେୟ କରି ମୁକାବିଲା କରିବୁ

କନକ ବ୍ୟୁରୋ : ବାତ୍ୟା ୟାସ ନେଇ ଜଳ ସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ସେ କହିଛନ୍ତି ବାତ୍ୟା ଆମ ପାଇଁ ନୂଆ ନୁହେଁ । ପୂର୍ବରୁ ଅନେକ ବାତ୍ୟାର ଅନୁଭୁତି ଆମର ରହିଛି । ଅନୁଭୁତିକୁ ପାଥେୟ କରି ଚଳିତ ବାତ୍ୟା ମୁକାବିଲା କରିବୁ । ୟାସ ପାଇଁ ୧୦ ଜିଲ୍ଲାକୁ ସର୍ତକ ରହିବା ପାଇଁ କୁହାଯାଇଛି । ସମସ୍ତେ ଯୋଗାଯୋଗରେ ଅଛନ୍ତି । ଏପରିକି ୨୪ ଘଂଟିଆ କଂଟ୍ରୋଲ ରୁମ୍Continue reading “ସମ୍ଭାବ୍ୟ ବାତ୍ୟାକୁ ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା : ବାତ୍ୟା ଆମ ପାଇଁ ନୂଆ ନୁହେଁ, ଅନୁଭୂତିକୁ ପାଥେୟ କରି ମୁକାବିଲା କରିବୁ”

ୟୁଏଇରେ ହୋଇପାରେ ଆଇପିଏଲର ବଳକା ମ୍ୟାଚ୍‌! ବିସିସିଆଇ ନେଇପାରେ ବଡ ନିଷ୍ପତି ।

କନକ ବ୍ୟୁରୋ : ୟୁଏଇରେ ହୋଇପାରେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ । ଆସନ୍ତା ମେ’ ୨୯ରେ ବସିବାକୁ ଥିବା ବିସିସିଆଇର ସ୍ପେଶାଲ ଏଜିଏମ ବୈଠକରେ ଆଇପିଏଲର ଅବଶିଷ୍ଟ ମ୍ୟାଚର ଭାଗ୍ୟ ନିର୍ଦ୍ଧାରଣ ହୋଇପାରେ । ରିପୋର୍ଟ ଅନୁସାରେ, ଇଂଲଣ୍ଡ ଗସ୍ତ ଶେଷ ହେବା ପରେ ସେପ୍ଟେମ୍ବର-ଅକ୍ଟୋବରରେ ୟୁଏଇରେ ଆଇପିଏଲର ବଳକା ମ୍ୟାଚ୍ ହୋଇପାରେ । ଇଂଲଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ୍ ପରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ, ଦିନିକିଆ ଓ ଟେଷ୍ଟ ସିରିଜContinue reading “ୟୁଏଇରେ ହୋଇପାରେ ଆଇପିଏଲର ବଳକା ମ୍ୟାଚ୍‌! ବିସିସିଆଇ ନେଇପାରେ ବଡ ନିଷ୍ପତି ।”

ଟିକା ଦେବାକୁ ଆସିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ନଦୀକୁ ଡେଇଁପଡିଲେ ଗ୍ରାମବାସୀ । ଏସଡିଏମଙ୍କ ବୁଝାସୁଝା ପରେ ମାତ୍ର ୧୪ ଜଣ ନେଲେ ଟିକା ।

କନକ ବ୍ୟୁରୋ : କରୋନା ଟିକାକୁ ନେଇ ଲୋକମାନଙ୍କ ମନରେ ଅନେକ ଭ୍ରମ ଓ ଭୟ ଦେଖିବାକୁ ମିଳିଛି । ବିଶେଷ କରି ଏହା ଗ୍ରାମୀଣ ଇଲାକାରେ ରହୁଥିବା ଲୋକମାନଙ୍କ ଠାରେ ଅଧିକ ଦେଖିବାକୁ ମିଳିଛି । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବାରବାଙ୍କୀ ଜିଲ୍ଲାରେ । ଜିଲ୍ଲାର ସିସୋଡା ଗ୍ରାମରେ ଟିକା ଦେବାକୁ ଆସିଥିବା ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଦେଖି ଗ୍ରାମବାସୀମାନେ ନଦୀକୁ ଡେଇଁପଡିଥିଲେ । ଏହାଦେଖି ଟିକାଦେବାକୁ ଆସିଥିବା କର୍ମୀମାନେ ଭୟଭିତ ହୋଇଯାଇଥିଲେ ।Continue reading “ଟିକା ଦେବାକୁ ଆସିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ନଦୀକୁ ଡେଇଁପଡିଲେ ଗ୍ରାମବାସୀ । ଏସଡିଏମଙ୍କ ବୁଝାସୁଝା ପରେ ମାତ୍ର ୧୪ ଜଣ ନେଲେ ଟିକା ।”

ବାଲେଶ୍ୱରରେ ସ୍ୱତନ୍ତ୍ର ରିଲିଫ କମିଶନର : ବାତ୍ୟା ପୂର୍ବରୁ ପ୍ରସ୍ତୁତି ନେଇ ସମୀକ୍ଷା କରୁଛନ୍ତି ଏସଆରସି

କନକ ବ୍ୟୁରୋ : ବାତ୍ୟା ୟାସ ଯୋଗୁଁ ପ୍ରଭାବିତ ହୋଇପାରେ ଓଡ଼ିଶାର ଦୁଇଟି ଜିଲ୍ଲା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିପାରେ । ସେହି ସମୟରେ ଓଡ଼ିଶାର ୨ଟି ଜିଲ୍ଲା ଯଥା ବାଲେଶ୍ୱର ଓ ଭଦ୍ରକ ବିଶେଷଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ଜିଲ୍ଲାରେ କିଭଳି ପ୍ରସ୍ତୁତ କରାଯାଇଛି ତାର ସମୀକ୍ଷା ପାଇଁ ବାଲେଶ୍ୱରContinue reading “ବାଲେଶ୍ୱରରେ ସ୍ୱତନ୍ତ୍ର ରିଲିଫ କମିଶନର : ବାତ୍ୟା ପୂର୍ବରୁ ପ୍ରସ୍ତୁତି ନେଇ ସମୀକ୍ଷା କରୁଛନ୍ତି ଏସଆରସି”

ବେଳାଭୂମିରେ ଭାସୁଛି ମଲା ମାଛ : ପୁରୀ ପେଣ୍ଠକଟା ସମୁଦ୍ର କୂଳରେ ଲାଗିଛନ୍ତି କୁଢ଼ କୁଢ଼ ମଲା ମାଛ; କ’ଣ ପାଇଁ ଏତେ ସଂଖ୍ୟାର ମାଛ ମଲେ କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ପୁରୀ ପେଣ୍ଠକଟା ଓ ଆଖପାଖ ଅଂଚଳରେ ହଜାର ହଜାର ସଂଖ୍ୟାର ସାମୁଦ୍ରିକ ମାଛ ମରି ପଡ଼ିଥିବା ଦେଖିବାକୁ ମିଳିଛି । କିଛି ସମୁଦ୍ରରେ ଭାସୁଥିବା ବେଳେ କିଛି ଭାସି ଆସି କୂଳରେ ଲାଗିଥିବା ଦେଖିବାକୁ ମିଳିଛି । କେଉଁ କାରଣରୁ ଏତେ ସଂଖ୍ୟା ମାଛ କୂଳରେ ମରି ଭାସୁଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ପେଣ୍ଠକଟା ପିଙ୍କ ହାଉସ୍ ହୋଟେଲ୍ ଠାରୁ ସଂସ୍କୃତ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବେଳାଭୂମିରେ ହଜାର ହଜାର ସଂଖ୍ୟାରେ ମାଛContinue reading “ବେଳାଭୂମିରେ ଭାସୁଛି ମଲା ମାଛ : ପୁରୀ ପେଣ୍ଠକଟା ସମୁଦ୍ର କୂଳରେ ଲାଗିଛନ୍ତି କୁଢ଼ କୁଢ଼ ମଲା ମାଛ; କ’ଣ ପାଇଁ ଏତେ ସଂଖ୍ୟାର ମାଛ ମଲେ କାରଣ ଅସ୍ପଷ୍ଟ”

ସନ୍ଥ ଶ୍ରୀ ହଜୁର ସାହିବଙ୍କ ବଡ ଘୋଷଣା । ମେଡିକାଲ ନିର୍ମାଣ ପାଇଁ ଦିଆଯିବ ୫୦ ବର୍ଷ ହେବ ଗୁରୁଦ୍ୱାରରେ ଗଚ୍ଛିତ ସୁନା

କନକ ବ୍ୟୁରୋ : ଦୁନିଆରେ କୌଣସି କୋଣରେ କିଛି ବି ବିପଦ ଆସୁ ଶୀଖ୍ ସମୁଦାୟର ଲୋକମାନେ ନିଶ୍ଚିତଭାବେ ସହାୟତା କରିବାକୁ ସେଠାରେ ପହଂଚି ଯାଇଥାନ୍ତି । ହେଲେ ଏବେ ଦେଶରେ କରୋନା ମହାମାରୀ ଯେଭଳି ଭାବେ ବିପଦ ଆଣିଛି ତାହାକୁ ଦେଖି ସହାୟତାର ହାତ ବଢାଇଛନ୍ତି ଶୀଖ୍ ସମୁଦାୟ । ଶୀଖ୍ ସମୁଦାୟର ଲୋକମାନେ କେଉଁଠି କରୋନା ସଂକ୍ରମିତଙ୍କ ପାଇଁ ଖାଦ୍ୟ ବାଣ୍ଟୁଛନ୍ତି ତ କେଉଁଠି ଅକ୍ସିଜେନ ଯୋଗାଉଛନ୍ତି । ଏହାରି ମଧ୍ୟରେ ମହାରାଷ୍ଟ୍ର ନାଦେଡContinue reading “ସନ୍ଥ ଶ୍ରୀ ହଜୁର ସାହିବଙ୍କ ବଡ ଘୋଷଣା । ମେଡିକାଲ ନିର୍ମାଣ ପାଇଁ ଦିଆଯିବ ୫୦ ବର୍ଷ ହେବ ଗୁରୁଦ୍ୱାରରେ ଗଚ୍ଛିତ ସୁନା”

ଆସୁଛି ବାତ୍ୟା : ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷିବ; ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜରେ ଅତି ପ୍ରବଳ ବର୍ଷା ଆଶଙ୍କା

କନକ ବ୍ୟୁରୋ : ବଙ୍ଗୋପସାଗରରେ ୱେଲମାର୍କରେ ଲୋ- ପ୍ରେସରରେ ପରିଣତ ହୋଇ ସାରିଛି ଲଘୁଚାପ । ଆସନ୍ତା ୧୨ ଘଂଟା ମଧ୍ୟରେ ଏହା ଅବପାତର ରୂପ ନେବ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୪ ତାରିଖରେ ବାତ୍ୟାର ରୂପ ନେବା ପରେ ‘ୟାସ’ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ଅତି ତୀବ୍ର ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ଥିବା କହିଛନ୍ତି, ଆଚଂଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ।Continue reading “ଆସୁଛି ବାତ୍ୟା : ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷିବ; ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜରେ ଅତି ପ୍ରବଳ ବର୍ଷା ଆଶଙ୍କା”

ଅଲମ୍ପିକ ବିଜେତା ସୁଶୀଲ କୁମାର ଗିରଫ । ହତ୍ୟା ମାମଲାରେ ଥିଲେ ଫେରାର, ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ । 

କନକ ବ୍ୟୁରୋ : ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାର ଗିରଫ । ଏକ ହତ୍ୟା ମାମଲାରେ ଫେରାର ଥିବା ସୁଶୀଲ କୁମାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ମିଳିଥିବା ସୂଚନା ମୁତାବକ ସୁଶୀଲ ଓ ତାଙ୍କ ସାଥୀଙ୍କୁ ଗିରଫ କରାଯାଇଛି । ଦୁଇ ଜଣ କାର ଛାଡି ସ୍କୁଟିରେ କାହାକୁ ଭେଟିବାକୁ ଯାଉଥିବା ବେଳେ ତାଙ୍କୁ ଗିରଫ କରଯାଇଛି । ଏକ ହତ୍ୟା ମାମଲାରେ ଫେରାର ଥିବା ସୁଶୀଲ କୁମାରଙ୍କୁ ଗିରଫ କରିବା ପାଇଁContinue reading “ଅଲମ୍ପିକ ବିଜେତା ସୁଶୀଲ କୁମାର ଗିରଫ । ହତ୍ୟା ମାମଲାରେ ଥିଲେ ଫେରାର, ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ । “

Design a site like this with WordPress.com
Get started