କନକ ବ୍ୟୁରୋ : ପଲିଥିନ ଟଣା କୁଡିଆ ଭିତରେ ପଡିରହିଛି ମାଆଙ୍କ ଶବ । ବାହାରେ ବସି ରହିଛନ୍ତି ତିନି ଅସହାୟ ଶିଶୁ । କରୋନା କାଳରେ ଶବକୁ କାନ୍ଧ ମିଳୁନଥିବା ଖବର ଅନେକ ଦେଖିଛେ । ମହାମାରୀ ଗୋଟିଏ ଗୋଟିଏ ପରିବାରକୁ ଛାରଖାର କରିଦେଇଛି । ନବରଙ୍ଗପୁରରୁ ଆସିଛି ଏମିତି ଏକ ଦୃଦୟଥରା ଖବର । ନବରଙ୍ଗପୁର ପୌର ପରିଷଦ ଅଂଚଳର ୧୭ ନମ୍ବର ୱାର୍ଡରେ ମାଆର ମୃତ୍ୟୁ ହେବା ପରେ କରୋନା ଭୟରେ ପାଖContinue reading “ଘରେ ପଡ଼ିଛି ମାଆର ମୃତଦେହ : ବାହାରେ ଅସହାୟ ଅବସ୍ଥାରେ ବସିଛନ୍ତି ୩ ଛୁଆ; ନବରଙ୍ଗପୁର ସହରର ୧୭ ନମ୍ବର ୱାର୍ଡରୁ ଆସିଛି ହୃଦୟଥରା ଚିତ୍ର”
Author Archives: Raghaba
୮୨ ବର୍ଷ ବୟସରେ କରୋନାକୁ ହରାଇଲେ ବୃଦ୍ଧା : ପଜିଟିଭ ପରେ ମାଲକାନଗିରି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ
କନକ ବ୍ୟୁରୋ : କରୋନାକୁ ନେଇ ପ୍ରତିଦିନ ଅନେକ ଦୁଃଖଦ ଖବର ସାମ୍ନାକୁ ଆସୁଛି । ଅନେକ ଘର ସଂସାର ଉଜୁଡି ଯିବାର ଚିତ୍ର ମଧ୍ୟ ସମସ୍ତଙ୍କୁ ବିଚଳିତ କରୁଛି । ଏହାରି ଭିତରେ ମାଲକାନଗିରିରୁ ଆସିଛି ଏକ ଭଲ ଖବର । କରୋନା ଭୁତାଣୁକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮୨ ବର୍ଷୀୟା ବୃଦ୍ଧା । ମାଲକାନଗିରି କୁମୁଟିଗୁଡା ସାହିର ଟି. ତିରୁପତି ଆମ୍ମା ଗତ ୧୨ ତାରିଖରେ କରୋନା ପଜିଟିଭ ଚିହ୍ନଟContinue reading “୮୨ ବର୍ଷ ବୟସରେ କରୋନାକୁ ହରାଇଲେ ବୃଦ୍ଧା : ପଜିଟିଭ ପରେ ମାଲକାନଗିରି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ”
ତଳକୁ ଖସୁଛି କରୋନା ମିଟର : ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୪୦ ହଜାର ୮୪୨ ଆକ୍ରାନ୍ତ ଚିହ୍ନଟ, ୩୭୪୧ ମୃତ
କନକ ବ୍ୟୁରୋ : ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୪୦ ହଜାର ୮୪୨ ନୂଆ ଆକ୍ରାନ୍ତ ଚିହ୍ନଟ । ୩ ହଜାର ୭୪୧ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ଗୋଟିଏ ଦିନରେ ୩ଲକ୍ଷ ୫୫ ହଜାର ୧୦୨ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୨ କୋଟି ୬୫ ଲକ୍ଷ ୩୦ ହଜାର ୧୩୨ରେ ପହଂଚିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷContinue reading “ତଳକୁ ଖସୁଛି କରୋନା ମିଟର : ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୪୦ ହଜାର ୮୪୨ ଆକ୍ରାନ୍ତ ଚିହ୍ନଟ, ୩୭୪୧ ମୃତ”
ବଙ୍ଗୋପସାଗରରେ ୱେଲମାର୍କ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ : କିଛି ସମୟ ପରେ ନେବ ଅବପାତର ରୂପ
କନକ ବ୍ୟୁରୋ : ବଙ୍ଗୋପସାଗରରେ ୱେଲମାର୍କରେ ଲୋ- ପ୍ରେସରରେ ପରିଣତ ହେଲା ଲଘୁଚାପ । କିଛି ସମୟ ପରେ ନେବ ଅବପାତର ରୂପ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୪ ତାରିଖରେ ବାତ୍ୟାର ରୂପ ନେବା ପରେ ‘ୟାସ’ ଉତର-ଉତର ପଶ୍ଚିମ ଦିଗରେ ଗତି କରିବ । ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ । ହେଲେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍Continue reading “ବଙ୍ଗୋପସାଗରରେ ୱେଲମାର୍କ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ : କିଛି ସମୟ ପରେ ନେବ ଅବପାତର ରୂପ”
ବେଆଇନ ବାଲି ଘାଟରେ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଆକ୍ସନ ମୋଡରେ ପୋଲିସ; ମାହଙ୍ଗା ଥାନାରେ ୬ଜଣଙ୍କ ନାଁରେ ଏତଲା
କନକ ବ୍ୟୁରୋ : ବେଆଇନ ବାଲି ଘାଟରେ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆକ୍ସନ ମୋଡରେ ପୋଲିସ । କଟକ ଜିଲ୍ଲା ମାହଙ୍ଗା ଥାନାରେ ୬ଜଣଙ୍କ ନାଁରେ ଏତଲା ଦିଆଯାଇଛି । ରାଜସ୍ୱ ନିରୀକ୍ଷକଙ୍କୁ ହତ୍ୟା ଉଦ୍ୟମ ଓ କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ମାମଲା ରୁଜୁ ହୋଇଛି । ତେବେ ଆରଆଇଙ୍କୁ ଆକ୍ରମଣ ବେଳେ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଥିବାରୁ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧରା ୩୦୭ରେ ହତ୍ୟା ଉଦ୍ୟମ ଦଫା ଲଗାଇଛି ପୁଲିସ ।Continue reading “ବେଆଇନ ବାଲି ଘାଟରେ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଆକ୍ସନ ମୋଡରେ ପୋଲିସ; ମାହଙ୍ଗା ଥାନାରେ ୬ଜଣଙ୍କ ନାଁରେ ଏତଲା”
ବାତ୍ୟା ପୂର୍ବରୁ ଅଶାନ୍ତ ସମୁଦ୍ର : ଭୟଭୀତ ଉପକୂଳବାସୀ; କେନ୍ଦ୍ରାପଡ଼ା ରାଜନଗରରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଲାଣି ଜୁଆର
କନକ ବ୍ୟୁରୋ : ବାତ୍ୟା ଆସିବା ଆଗରୁ ଆଖି ଦେଖାଇଲାଣି ସମୁଦ୍ର । ଲଘୁଚାପ ୱେଲ ମାର୍କରେ ପରିଣତ ହୋଇଥିବା ବେଳେ ସମୁଦ୍ର ଅଶାନ୍ତ ହୋଇପଡିଲାଣି । କେନ୍ଦ୍ରାପଡା ରାଜନଗରରେ ସମୁଦ୍ର ଜୁଆର ପଥର ପ୍ୟାକିଂରେ ମାଡ କଲାଣି । ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଆଜି ସକାଳୁ ଅଶାନ୍ତ ସମୁଦ୍ରକୁ ଦେଖି ଉପକୂଳବାସୀ ଆତଙ୍କିତ ହୋଇପଡିଛନ୍ତି । ତେବେ ରାଜନଗର ପ୍ରଶାସନ ପକ୍ଷରୁ ପେଣ୍ଠ ଅଂଚଳବାସୀଙ୍କ ପାଇଁContinue reading “ବାତ୍ୟା ପୂର୍ବରୁ ଅଶାନ୍ତ ସମୁଦ୍ର : ଭୟଭୀତ ଉପକୂଳବାସୀ; କେନ୍ଦ୍ରାପଡ଼ା ରାଜନଗରରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଲାଣି ଜୁଆର”
ବାତ୍ୟା ‘ୟାସ’କୁ ନେଇ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ : ଦିନ ୧୧ଟାରେ ମନ୍ତ୍ରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ମୋଦୀ
କନକ ବ୍ୟୁରୋ : ବାତ୍ୟା ‘ୟାସ’ର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ବାତ୍ୟା ମୁକାବିଲା କିଭଳି ପ୍ରସ୍ତୁତି କରାଯାଉଛି । ତାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପୂର୍ବାହ୍ନ ୧୧ଟା ବେଳେ ମନ୍ତ୍ରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବିଭାଗ, ଟେଲିକମ୍ ବିଭାଗ, ବିଜୁଳି, ବେସାମରିକContinue reading “ବାତ୍ୟା ‘ୟାସ’କୁ ନେଇ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ : ଦିନ ୧୧ଟାରେ ମନ୍ତ୍ରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ମୋଦୀ”
ଗତ ୨୪ ଘଂଟାରେ ରାଜ୍ୟରେ ରେକର୍ଡ ୧୨,୮୫୨ କରୋନା ଆକ୍ରାନ୍ତ : ଖୋର୍ଦ୍ଧା, କଟକ ସହ ଚିନ୍ତା ବଢ଼ାଉଛନ୍ତି ଅନୁଗୁଳ ଓ ସୁନ୍ଦରଗଡ
କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୮୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୧୯୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୬୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୭୪ ଜଣ, ବାଲେଶ୍ୱରରୁ ୫୦୮ ଜଣ, ବରଗଡ଼ରୁ ୪୬୧ ଜଣ, ଭଦ୍ରକରୁ ୧୫୧ ଜଣ, ବଲାଙ୍ଗୀରରୁ ୨୭୪ ଜଣ, ବୌଦ୍ଧରୁ ୩୪୭ ଜଣ, କଟକରୁ ୧୦୭୩ ଜଣ, ଦେବଗଡରୁ ୧୦୫ ଜଣ, ଢେଙ୍କାନାଳରୁContinue reading “ଗତ ୨୪ ଘଂଟାରେ ରାଜ୍ୟରେ ରେକର୍ଡ ୧୨,୮୫୨ କରୋନା ଆକ୍ରାନ୍ତ : ଖୋର୍ଦ୍ଧା, କଟକ ସହ ଚିନ୍ତା ବଢ଼ାଉଛନ୍ତି ଅନୁଗୁଳ ଓ ସୁନ୍ଦରଗଡ”
ମାଲକାନଗିରିରେ ବଣ୍ଡାଘାଟିରେ ଆରମ୍ଭ ହେଲା ଟିକାକରଣ : ବଣ୍ଡା ଓ ଦିଦାୟୀ ଆଦିବାସୀଙ୍କୁ ଟିକା ଦେଉଛି ସ୍ୱାସ୍ଥ୍ୟ ବିଭାଗ
କନକ ବ୍ୟୁରୋ : ମାଲକାନଗିରି ବଣ୍ଡାଘାଟିରେ ଚାଲିଛି ଟିକାକରଣ । ଜିଲ୍ଲା ପ୍ରଶାସନର ସତନ୍ତ୍ର ଫୋକସ୍ ରହିଥିବା ଘାଟି ଅଂଚଳରେ ପହଂଚି ବଣ୍ଡା ଓ ଦିଦାୟୀ ଆଦିବାସୀଙ୍କୁ ଟିକା ଦେଉଛି ସ୍ୱାସ୍ଥ୍ୟ ବିଭାଗ । ଏହା ସହିତ ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ପାହାଡ ଅଂଚଳର ଗାଁ ଗଣ୍ଡା ବୁଲି ଆଂଟିଜେନ ପରୀକ୍ଷା କରାଯାଉଛି । ବଣ୍ଡାଘାଟିରେ ୩୩ ଗୋଟି ଗାଁରେ ଆଂଟିଜେନ ଟେଷ୍ଟ କରିବା ସହିତ ୪୦ ରୁ ୬୦ ବର୍ଷ ବୟସ୍କ ଲୋକଙ୍କୁ କୋଭିସିଲ୍ଡContinue reading “ମାଲକାନଗିରିରେ ବଣ୍ଡାଘାଟିରେ ଆରମ୍ଭ ହେଲା ଟିକାକରଣ : ବଣ୍ଡା ଓ ଦିଦାୟୀ ଆଦିବାସୀଙ୍କୁ ଟିକା ଦେଉଛି ସ୍ୱାସ୍ଥ୍ୟ ବିଭାଗ”
ମାଫିଆ ରାଜର ଦୌରାତ୍ମ୍ୟ : ବାଲି ଚୋରାଚାଲାଣ ରୋକିବାକୁ ଯାଇ ଆକ୍ରମଣର ଶିକାର ଆରଆଇ
କନକ ବ୍ୟୁରୋ : ଚୋରା ବାଲି ଚାଲାଣକୁ ବିରୋଧ କରିବାରୁ ଆରଆଇଙ୍କୁ ସଂଘବଦ୍ଧ ଆକ୍ରମଣ । କଟକ ଜିଲ୍ଲା ମାହାଙ୍ଗା ଅଂଚଳରେ ଦେଖିବାକୁ ମିଳିଛି ବାଲି ମାଫିଆଙ୍କ ଦାଦାଗିରି । ଉଦବେଗଜନକ କଥା ହେଉଛି, ପୁଲିସ ଉପସ୍ଥିତିରେ ବାଲି ମାଫିଆମାନେ ଆରଆଇ ଓ ଅନ୍ୟ କର୍ମଚାରୀଙ୍କୁ ମାରପିଟ କରିଛନ୍ତି । ଆକ୍ରମଣରେ ମାହାଙ୍ଗା ଆରଆଇ ଗଣେଶ୍ୱର ହେମ୍ବ୍ରମଙ୍କ ମୁଣ୍ଡରେ ଆଘାତ ଲାଗିଛି । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛିContinue reading “ମାଫିଆ ରାଜର ଦୌରାତ୍ମ୍ୟ : ବାଲି ଚୋରାଚାଲାଣ ରୋକିବାକୁ ଯାଇ ଆକ୍ରମଣର ଶିକାର ଆରଆଇ”